• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

IndiGo's Kolkata-bound flight skidded while taxing for take-off
ରନ୍‌ୱେରୁ ଖସିଲା ଇଣ୍ଡିଗୋ ବିମାନ: ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ

ଆସାମର ଜୋରହାଟ ବିମାନ ବନ୍ଦରରେ ରନ୍‌ୱେରୁ ଖସିଲା ଇଣ୍ଡିଗୋ ବିମାନ...

Forest officials detect 5 gunshot wounds on injured Elephant in Odisha forest
ନରସିଂହପୁର ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ହାତୀ ଠାବ: ଦନ୍ତା ଦେହରେ ୫ ଗୁଳି !

ନରସିଂହପୁର ଅଂଚଳରେ ଗୁଳିମାଡ଼ରେ ହାତୀ ଆହତ ଘଟଣା । ଜଙ୍ଗଲରେ ବୁଲୁଥିବା ଦନ୍ତା ଦେହରେ ବାଜିଛି ୫ଟି ଗୁଳି...

Bhubaneswar: People To Be Fined Upto Rs 10000 For Throwing Garbage In Open
ରାସ୍ତାରେ ଅଳିଆ ପକାଇ ପଡ଼ିବ ମହଙ୍ଗା: ଦେବାକୁ ପଡ଼ିବ ୧୦,୦୦୦ ଫାଇନ୍‌ !

ରାସ୍ତାରେ ଅଳିଆ ପକାଇଲେ ଦେବାକୁ ପଡ଼ିବ ଫାଇନ୍....

daily horoscope
Daily Horoscope 29th July 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର, ତିଥି – ପ୍ରତିପଦ ରାତ୍ରି ୦୧/୨୧ ଗତେ ୨ୟା, ଚନ୍ଦ୍ର –କର୍କଟ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବିଛା ,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ...

SCB medical
ଏଣିକି SCB ଯିବେ ମଙ୍କିପକ୍ସ ରୋଗୀ: ଖୋଲିଲା ନୋଡାଲ ସେଣ୍ଟର

SCBରେ ଖୋଲିଲା ମଙ୍କିପକ୍ସର ନୋଡାଲ ସେଣ୍ଟର....

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 29 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Apana Eka Nuhanti EP 600| ଭାଙ୍ଗି ଯାଇଛି ସ୍ଵପ୍ନେଶ୍ଵରଙ୍କ ସ୍ବପ୍ନ
Apana Eka Nuhanti EP 600| ଭାଙ୍ଗି ଯାଇଛି ସ୍ଵପ୍ନେଶ୍ଵରଙ୍କ ସ୍ବପ୍ନ

Apana Eka Nuhanti EP 600| ଭାଙ୍ଗି ଯାଇଛି ସ୍ଵପ୍ନେଶ୍ଵରଙ୍କ ସ୍ବପ୍ନ OdishaTV is Odisha\'s no 1

Commonwealth Games 2022
ଆଜିଠୁ ବର୍ମିଂହାମ୍‌ରେ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା; ଭାରତରୁ ଭାଗ ନେଉଛନ୍ତି ୨୦୫ ଜଣିଆ ଟିମ୍ 

ବ୍ରିଟେନର ବର୍ମିଂହାମ୍‌ରେ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ଚଳିତ ସଂସ୍କରଣ ଆଉ ମାତ୍ର କେଇ ଘଣ୍ଟା ପରେ ଉଦଘାଟନ ହେବ । ସ୍ଥାନୀୟ ଆଲେକଜଣ୍ଡାର ଷ୍ଟାଡିୟମରେ ଆଜି ଏହି କ୍ରୀଡା ମହାକୁମ୍ଭର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।

5G Internet Service
ସେପ୍ଟେମ୍ବର ସୁଦ୍ଧା 5G ସେବା; ଏଣେ ସ୍ପେକ୍ଟ୍ରମ୍‌ ପାଇଁ ଚାଲିଛି କଡ଼ା ଟକ୍କର

ଫାଇଭ-ଜି ସ୍ପ୍ରେମ୍ ପାଇଁ କଡା ଫାଇଟ୍ ! ରେସରେ ଅମ୍ବାନୀ, ଆଦାନୀ, ମିତଲ୍ ଆଉ ଭୋଡାଫୋନ-ଆଇଡିଆ! ୩ ଦିନ ହେଲା ଜାରି ରହିଛି ନିଲାମ ପ୍ରକ୍ରିୟା! ଫାଇଭ୍-ଜି ଟେଲିକମ ସ୍ପେକ୍ଟ୍ରମ୍‌ର ନିଲାମୀ ପ୍ରକ୍ରିୟା ଦଶମ ପର୍ଯ୍ୟାୟରେ ୧ ଲକ୍ଷ ୪୯ ହଜାର ୪୫୪ କୋଟିରେ ପହଞ୍ଚିଛି ।

Babushan Mohanty
୮ ବର୍ଷ ବାହାଘର ପରେ କାହିଁକି ପଡ଼ିଲା ଫାଟ ?

ଚେନ୍ନାଇରୁ ଫେରିବାର ୨୪ ଘଂଟା ପରେ ବାଲକୋନିକୁ ଆସିଲେ ବାବୁସାନ । ସାଙ୍ଗରେ ମାଆ ଅପରାଜିତା ମଧ୍ୟ ଥିଲେ । ନମସ୍କାର କରି  ବାବୁସାନ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମ ଓ ଘଂଟା ଘଂଟା ଧରି ଅପେକ୍ଷାରତ ଫ୍ୟାନଙ୍କୁ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି, ଠିକ୍ ସମୟରେ ଠିକ୍ ଜିନିଷ...

This Kerala Woman Can't Live Without Her Moustache, Has Family's Back
ଏମିତି ମହିଳା, ନିଶ ରଖିବା ଯାହାଙ୍କ ସଉକ୍‌

ନିଶ ରଖିଛନ୍ତି ମହିଳା, କହୁଛନ୍ତି ‘ନିଶ ବିନା ମୁଁ ବଞ୍ଚିପାରିବିନି’...

OCS Prelims 20222
OCS ପ୍ରିଲିମ୍ ପରୀକ୍ଷା ପାଇଁ OPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି ।

Special Story
୩୯ ଥର ରିଜେକ୍ଟ ହେଲେ, ୪୦ ରେ ସଫଳ ହେଲେ

କଷ୍ଟ କଲେ କୃଷ୍ଣ ମିଳେ । ସେହିଭଳି ଏକ କାହାଣୀ ରହିଛି, ଯିଏ ଚାକିରି ପାଇଁ ୩୯ ଥର ରିଜେକ୍ସନ ପାଇବା ପରେ ୪୦ ଥରରେ ଗୁଗୁଲ୍‌ରେ ଚାକିରି ପାଇଥିଲେ ।

MPs suspended from Lok Sabha over misconduct
୧୯ ସାଂସଦ ନିଲମ୍ୱିତ ହୋଇଥିଲେ, ଏବେ ଆଉ ୩ ନିଲମ୍ୱିତ...

ଗୃହରେ ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଆଜି ପୁଣି ଆଉ ୩ ଜଣ ସାଂସଦଙ୍କୁ ରାଜସ୍ୟଭାରୁ ନିଲମ୍ବିତ କରାଯାଇଛି...

Partha Chatterjee
ମନ୍ତ୍ରିମଣ୍ତଳରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ମମତା

ରାଜ୍ୟ କ୍ୟାବିନେଟ୍ ବୈଠକରେ ପାର୍ଥଙ୍କୁ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଛି ।

'Gulabi Aankhen' Kid is Back With 'Mere Mehboob Qayamat' Rendition and it's Too Adorable
ମଧୁର ସ୍ୱରରେ ଗୀତ ଗାଇ ପୁଣି ଚର୍ଚ୍ଚାରେ କୁନି ବାଳକ

ପୁଣି ଚର୍ଚ୍ଚାରେ ଗୁଲାବି ଆଖେଁ ଗାଇଥିବା କୁନି ବାଳକ ...

Floating bridge vessel with 60 passengers on board stranded in Chilika
ଯାନ୍ତ୍ରିକ ତ୍ରୁଟିରୁ ଚିଲିକା ମଝିରେ ଅଟକିଲା ଭସାପୋଲ

ଭସାପୋଲରେ ଫସି ରହିଛନ୍ତି ୬୦ରୁ ଅଧିକ ଯାତ୍ରୀ...

Slip of the tongue: Adhir on calling President Murmu 'rashtrapatni'
ସଂସଦରେ ଅଧୀର ଝଡ଼: କ୍ଷମା ମାଗିବାକୁ ଉଭୟ ଗୃହରେ ଦାବିକଲେ ବିଜେପି ସାଂସଦ

କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ ନେଇ ବିଜେପିର ପ୍ରତିବାଦ...

Class 12 student dies by suicide due to low marks in Sambalpur
କମ୍‌ ମାର୍କ ଆସିବାରୁ ଜୀବନ ହାରିଲେ + ୨ ଛାତ୍ର

ପରୀକ୍ଷା ଫଳ ଖରାପ୍ ଆସିବାରୁ ଜୀବନ ହାରିଲେ ଛାତ୍ର...

ଏଣିକି ଗାଡ଼ିରୁ ତେଲ ସରିଲେ କଟିବ ଚାଲାଣ !

ଗାଡ଼ିରେ ତେଲ ନଥିବାରୁ ଚାଲାଣ କାଟିଲା ଟ୍ରାଫିକ୍‌ ପୋଲିସ୍...