Apana Eka Nuhanti EP 600| ଭାଙ୍ଗି ଯାଇଛି ସ୍ଵପ୍ନେଶ୍ଵରଙ୍କ ସ୍ବପ୍ନ OdishaTV is Odisha\'s no 1
ବ୍ରିଟେନର ବର୍ମିଂହାମ୍ରେ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ଚଳିତ ସଂସ୍କରଣ ଆଉ ମାତ୍ର କେଇ ଘଣ୍ଟା ପରେ ଉଦଘାଟନ ହେବ । ସ୍ଥାନୀୟ ଆଲେକଜଣ୍ଡାର ଷ୍ଟାଡିୟମରେ ଆଜି ଏହି କ୍ରୀଡା ମହାକୁମ୍ଭର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।
ଫାଇଭ-ଜି ସ୍ପ୍ରେମ୍ ପାଇଁ କଡା ଫାଇଟ୍ ! ରେସରେ ଅମ୍ବାନୀ, ଆଦାନୀ, ମିତଲ୍ ଆଉ ଭୋଡାଫୋନ-ଆଇଡିଆ! ୩ ଦିନ ହେଲା ଜାରି ରହିଛି ନିଲାମ ପ୍ରକ୍ରିୟା! ଫାଇଭ୍-ଜି ଟେଲିକମ ସ୍ପେକ୍ଟ୍ରମ୍ର ନିଲାମୀ ପ୍ରକ୍ରିୟା ଦଶମ ପର୍ଯ୍ୟାୟରେ ୧ ଲକ୍ଷ ୪୯ ହଜାର ୪୫୪ କୋଟିରେ ପହଞ୍ଚିଛି ।
ଚେନ୍ନାଇରୁ ଫେରିବାର ୨୪ ଘଂଟା ପରେ ବାଲକୋନିକୁ ଆସିଲେ ବାବୁସାନ । ସାଙ୍ଗରେ ମାଆ ଅପରାଜିତା ମଧ୍ୟ ଥିଲେ । ନମସ୍କାର କରି ବାବୁସାନ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମ ଓ ଘଂଟା ଘଂଟା ଧରି ଅପେକ୍ଷାରତ ଫ୍ୟାନଙ୍କୁ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି, ଠିକ୍ ସମୟରେ ଠିକ୍ ଜିନିଷ...
OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି ।
କଷ୍ଟ କଲେ କୃଷ୍ଣ ମିଳେ । ସେହିଭଳି ଏକ କାହାଣୀ ରହିଛି, ଯିଏ ଚାକିରି ପାଇଁ ୩୯ ଥର ରିଜେକ୍ସନ ପାଇବା ପରେ ୪୦ ଥରରେ ଗୁଗୁଲ୍ରେ ଚାକିରି ପାଇଥିଲେ ।
ଗୃହରେ ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଆଜି ପୁଣି ଆଉ ୩ ଜଣ ସାଂସଦଙ୍କୁ ରାଜସ୍ୟଭାରୁ ନିଲମ୍ବିତ କରାଯାଇଛି...
ରାଜ୍ୟ କ୍ୟାବିନେଟ୍ ବୈଠକରେ ପାର୍ଥଙ୍କୁ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଛି ।
କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ ନେଇ ବିଜେପିର ପ୍ରତିବାଦ...
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
ପୁଣି ଥରେ ଟିମ୍ ଇଣ୍ଡିଆର ରେକର୍ଡ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍କୁ କ୍ଲିନ୍ ସୁଇପ୍ କଲା ଭାରତ....
ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରୋଗୀ ସଙ୍ଗରୋଧରେ ରହିବେ...
ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା...୨୪ ଘଣ୍ଟାରେ ଏତିକି ଆକ୍ରାନ୍ତ ଚିହ୍ନଟ....
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।