• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର, ତିଥି – ପ୍ରତିପଦ ରାତ୍ରି ୦୧/୨୧ ଗତେ ୨ୟା, ଚନ୍ଦ୍ର –କର୍କଟ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବିଛା ,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ରାତ୍ରି ୦୧/୨୧ ଗତେ ୧ ପାଦ- ପଶୁ ସମ୍ପଦ ନାଶ- ଅନ୍ନ ଦାନ ।

ଶୁଭ ସମୟ :-

ପ୍ରାତଃ ୦୫/୨୫ ରୁ ୦୬/୧୬

ପ୍ରାତଃ ୦୭/୦୮ ରୁ ୦୮/୩୯

ଦିବା ୧୨/୧୮ ରୁ ୦୨/୫୪

ଦିବା ୦୪/୩୭ ରୁ ୦୬/୨୧

ରାତ୍ରି ୦୭/୪୯ ରୁ ୦୯/୦୭

ରାତ୍ରି ୦୧/୪୩ ରୁ ୦୩/୫୬

ଅଶୁଭ ସମୟ :-

ଋାହୁକାଳ - ଦିବା ୧୦/୧୬ ରୁ ୧୧/୫୩

କାଳବେଳା – ଦିବା ୧୦/୧୬ ରୁ ୧୧/୫୩

ବାରବେଳା –ଦିବା ୦୮/୩୯ ରୁ ୧୦/୧୬

କାଳରାତ୍ରି - ରାତ୍ରି ୦୯/୦୭ ରୁ ୧୦/୩୦

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :- 

Aries
  • ଅଶ୍ୱନୀ – ଜନ କଲ୍ୟାଣ କାର୍ଯ୍ୟରେ ସମୟ ଦେବେ
  • ଦ୍ୱିଜା – କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ
  • କୃତିକା – ଭ୍ରମଣ ଉପରେ ଆଧାରିତ କାର୍ଯ୍ୟରେ ଲାଭ ହେବ

ପ୍ରତିକାର - ଗୋଟେ ମାଟି କଳସରେ ମହୁ ରଖି ଜଳରେ ଭସାଇ ଦିଅନ୍ତୁ

ବୃଷ :- 

Taurus
  • କୃତିକା - ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ
  • ରୋହିଣୀ – ଇଷ୍ଟ ଲାଭ ଓ ନୈତିକତା ବୃଦ୍ଧି ହୋଇପାରେ
  • ମୃଗଶିରା –ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି

ପ୍ରତିକାର – ନଡିଆ ଉପରେ ଚନ୍ଦନ ଲଗାଇ ୬ଟି କର୍ପୂର ସହିର ଧଳା କନାରେ ଘୋଡାଇ ଜଳରେ ଭସାଇ ଦିଅନ୍ତୁ

ମିଥୁନ :- 

Gemini
  • ମୃଗଶିରା - କୁସଙ୍ଗ ଦୋଷ ହେତୁ ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ
  • ଆଦ୍ରା - ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ
  • ପୁନର୍ବସୁ - ଆର୍ଥିକ କ୍ଷୟକ୍ଷତି ଦେଖା ଦେଇପାରେ

ପ୍ରତିକାର –ପ୍ରଭୁ ନାରାୟଣଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ

କର୍କଟ :- 

Cancer
  • ପୁନର୍ବସୁ - ଭୋଗ ବିଳାଷରେ ସମୟ ବିତାଇବେ
  • ପୁଷ୍ୟା – ସାମାଜିକ ଗତିଦିଧିରେ ସମ୍ମାନ ବୃଦ୍ଧି ହେବ
  • ଅଶ୍ଳେଷା - ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦ ମୟ ରହିବ

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜାର୍ଚ୍ଚନା କରନ୍ତୁ

ସିଂହ :- 

Leo
  • ମଘା – ଭବିଷ୍ୟତ ସମ୍ବଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଫଇସଲା ନେବେ
  • ପୂ , ଫାଲଗୁନୀ - ଦାଂପତ୍ୟ ଜୀବନରେ ମଧୁରତା ବଢିବ
  • ଉ ,ଫାଲଗୁନୀ – ରାଜନୀତିରେ ଲୋକ ପ୍ରିୟତା ଦେଖା ଦେବ

ପ୍ରତିକାର – କିଛି ଗୁଡ ନେଇ ବିଷ୍ଣୁ ମନ୍ଦିରରେ ଦାନ କରନ୍ତୁ

କନ୍ୟା :- 

Virgo
  • ଉ , ଫାଲଗୁନୀ – ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି
  • ହସ୍ତା – ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ
  • ଚିତ୍ରା – ସାଂସାରିକ ନୂଆ ଦିଗ ଦର୍ଶନ ପାଇବେ

ପ୍ରତିକାର - ଅରଖ ଗଛର ୫ଟି ପତ୍ରକୁ କ୍ଷୀରରେ ଧୋଇ ଘରର ପଶ୍ଚିମ ଦିଗରେ ପୋତି ଦିଅନ୍ତୁ

ତୁଳା :- 

Libra
  • ଚିତ୍ରା – ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହୋଇପାରନ୍ତି
  • ସ୍ୱାତୀ – ଆପଣ କୌଣସି ବଡ ଦାୟିତ୍ୱ ନେବେ
  • ବିଶାଖା – କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ

ପ୍ରତିକାର – ମା କମଳା ମନ୍ତ୍ର ପାଠ କରନ୍ତୁ

ବିଛା :- 

Scorpio
  • ବିଶାଖା – ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ
  • ଅନୁରାଧା – ଦୁର୍ବଳତା , ପ୍ରତିକୂଳ ପରିସ୍ଥିତି ଦେଖାଦେବ
  • ଜ୍ୟେଷ୍ଠା – କାନୁନ , ବିବାଦ ଆଦି ଦେଖା ଦେଇପାରେ

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ୫ଟି ନାଲି ମନ୍ଦାର ଅର୍ପଣ କରନ୍ତୁ

ଧନୁ :- 

Sagittarius
  • ମୂଳା – ଶତ୍ରୁମାନେ କ୍ଷତି କରି ପାରନ୍ତି ତେଣୁ ସତର୍କ ରୁହନ୍ତୁ
  • ପୂ , ଷାଢା – ସନ୍ତାନ ଚିନ୍ତା ମାତୃ କ୍ଲେଶ ଦେଖା ଦେଇପାରେ
  • ଉ , ଷାଢା –ପ୍ରତାରଣା ଜନିତ ଦୁଃଖ ଭୋଗିବାକୁ ପଡିବ

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର :- 

Capricorn
  • ଉ , ଷାଢା - ଭଲ ବ୍ୟବହାର ଦେଖାୟି ଲୋକଙ୍କ ମନ ଜିତିବେ
  • ଶ୍ରବଣା – ବନ୍ଧୁଙ୍କ ସହିତ ନୂଆ ନାଟକ ଦେଖିବାକୁ ଯିବେ
  • ଧନିଷ୍ଠା – ମାନ ମର୍ଯ୍ୟଦାରେ ଅଭିବୃଦ୍ଧି ଘଟିବ

ପ୍ରତିକାର – ହଳଦିଆ ପୋଷାକ ଧାରଣ କରନ୍ତୁ

କୁମ୍ଭ :- 

Aquarius
  • ଧନିଷ୍ଠା – ତିର୍ଥ ଯାତ୍ରାକୁ ଜୀବନ ସାଥିଙ୍କ ସହିତ ଯାଇପାରନ୍ତି
  • ଶତଭିଷା –ଅଧ୍ୟୟନରେ ଏକାଗ୍ରତା ବଜାୟ ରଖିବେ
  • ପୂ , ଭାଦ୍ରପଦ – ରାଜନୀତିରେ ମନକାମନା ପୂରଣ ହେବ

ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ :-  

Pisces
  • ପୂ , ଭାଦ୍ରପଦ -ପାରିବାରିକ ସ୍ତରରେ କୁମନ୍ତ୍ରଣାର ଆଶଙ୍କା ଦେଖାଦେବ
  • ଉ , ଭଦ୍ରପଦ - ଆନୁଷ୍ଠାନିକ କ୍ଷେତ୍ରରେ ପଳାୟନପନ୍ଥୀ ହୋଇପାରନ୍ତି
  • ରେବତୀ – ପକ୍ଷପାତିତା ଓ ମତାନ୍ତର ଜନିତ ମନର ଅମେଳ ଶାନ୍ତି ଭଙ୍ଗ କରେ

ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)

OTV is now on Whatsapp

Join and get latest news update delivered to you via whatsapp

Join Now