ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର, ତିଥି – ପ୍ରତିପଦ ରାତ୍ରି ୦୧/୨୧ ଗତେ ୨ୟା, ଚନ୍ଦ୍ର –କର୍କଟ ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବିଛା ,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ରାତ୍ରି ୦୧/୨୧ ଗତେ ୧ ପାଦ- ପଶୁ ସମ୍ପଦ ନାଶ- ଅନ୍ନ ଦାନ ।
ଶୁଭ ସମୟ :-
ପ୍ରାତଃ ୦୫/୨୫ ରୁ ୦୬/୧୬
ପ୍ରାତଃ ୦୭/୦୮ ରୁ ୦୮/୩୯
ଦିବା ୧୨/୧୮ ରୁ ୦୨/୫୪
ଦିବା ୦୪/୩୭ ରୁ ୦୬/୨୧
ରାତ୍ରି ୦୭/୪୯ ରୁ ୦୯/୦୭
ରାତ୍ରି ୦୧/୪୩ ରୁ ୦୩/୫୬
ଅଶୁଭ ସମୟ :-
ଋାହୁକାଳ - ଦିବା ୧୦/୧୬ ରୁ ୧୧/୫୩
କାଳବେଳା – ଦିବା ୧୦/୧୬ ରୁ ୧୧/୫୩
ବାରବେଳା –ଦିବା ୦୮/୩୯ ରୁ ୧୦/୧୬
କାଳରାତ୍ରି - ରାତ୍ରି ୦୯/୦୭ ରୁ ୧୦/୩୦
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ :-
- ଅଶ୍ୱନୀ – ଜନ କଲ୍ୟାଣ କାର୍ଯ୍ୟରେ ସମୟ ଦେବେ
- ଦ୍ୱିଜା – କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ
- କୃତିକା – ଭ୍ରମଣ ଉପରେ ଆଧାରିତ କାର୍ଯ୍ୟରେ ଲାଭ ହେବ
ପ୍ରତିକାର - ଗୋଟେ ମାଟି କଳସରେ ମହୁ ରଖି ଜଳରେ ଭସାଇ ଦିଅନ୍ତୁ
ବୃଷ :-
- କୃତିକା - ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ
- ରୋହିଣୀ – ଇଷ୍ଟ ଲାଭ ଓ ନୈତିକତା ବୃଦ୍ଧି ହୋଇପାରେ
- ମୃଗଶିରା –ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି
ପ୍ରତିକାର – ନଡିଆ ଉପରେ ଚନ୍ଦନ ଲଗାଇ ୬ଟି କର୍ପୂର ସହିର ଧଳା କନାରେ ଘୋଡାଇ ଜଳରେ ଭସାଇ ଦିଅନ୍ତୁ
ମିଥୁନ :-
- ମୃଗଶିରା - କୁସଙ୍ଗ ଦୋଷ ହେତୁ ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ
- ଆଦ୍ରା - ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ
- ପୁନର୍ବସୁ - ଆର୍ଥିକ କ୍ଷୟକ୍ଷତି ଦେଖା ଦେଇପାରେ
ପ୍ରତିକାର –ପ୍ରଭୁ ନାରାୟଣଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ
କର୍କଟ :-
- ପୁନର୍ବସୁ - ଭୋଗ ବିଳାଷରେ ସମୟ ବିତାଇବେ
- ପୁଷ୍ୟା – ସାମାଜିକ ଗତିଦିଧିରେ ସମ୍ମାନ ବୃଦ୍ଧି ହେବ
- ଅଶ୍ଳେଷା - ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦ ମୟ ରହିବ
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜାର୍ଚ୍ଚନା କରନ୍ତୁ
ସିଂହ :-
- ମଘା – ଭବିଷ୍ୟତ ସମ୍ବଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଫଇସଲା ନେବେ
- ପୂ , ଫାଲଗୁନୀ - ଦାଂପତ୍ୟ ଜୀବନରେ ମଧୁରତା ବଢିବ
- ଉ ,ଫାଲଗୁନୀ – ରାଜନୀତିରେ ଲୋକ ପ୍ରିୟତା ଦେଖା ଦେବ
ପ୍ରତିକାର – କିଛି ଗୁଡ ନେଇ ବିଷ୍ଣୁ ମନ୍ଦିରରେ ଦାନ କରନ୍ତୁ
କନ୍ୟା :-
- ଉ , ଫାଲଗୁନୀ – ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି
- ହସ୍ତା – ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ
- ଚିତ୍ରା – ସାଂସାରିକ ନୂଆ ଦିଗ ଦର୍ଶନ ପାଇବେ
ପ୍ରତିକାର - ଅରଖ ଗଛର ୫ଟି ପତ୍ରକୁ କ୍ଷୀରରେ ଧୋଇ ଘରର ପଶ୍ଚିମ ଦିଗରେ ପୋତି ଦିଅନ୍ତୁ
ତୁଳା :-
- ଚିତ୍ରା – ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହୋଇପାରନ୍ତି
- ସ୍ୱାତୀ – ଆପଣ କୌଣସି ବଡ ଦାୟିତ୍ୱ ନେବେ
- ବିଶାଖା – କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ
ପ୍ରତିକାର – ମା କମଳା ମନ୍ତ୍ର ପାଠ କରନ୍ତୁ
ବିଛା :-
- ବିଶାଖା – ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ
- ଅନୁରାଧା – ଦୁର୍ବଳତା , ପ୍ରତିକୂଳ ପରିସ୍ଥିତି ଦେଖାଦେବ
- ଜ୍ୟେଷ୍ଠା – କାନୁନ , ବିବାଦ ଆଦି ଦେଖା ଦେଇପାରେ
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ୫ଟି ନାଲି ମନ୍ଦାର ଅର୍ପଣ କରନ୍ତୁ
ଧନୁ :-
- ମୂଳା – ଶତ୍ରୁମାନେ କ୍ଷତି କରି ପାରନ୍ତି ତେଣୁ ସତର୍କ ରୁହନ୍ତୁ
- ପୂ , ଷାଢା – ସନ୍ତାନ ଚିନ୍ତା ମାତୃ କ୍ଲେଶ ଦେଖା ଦେଇପାରେ
- ଉ , ଷାଢା –ପ୍ରତାରଣା ଜନିତ ଦୁଃଖ ଭୋଗିବାକୁ ପଡିବ
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର :-
- ଉ , ଷାଢା - ଭଲ ବ୍ୟବହାର ଦେଖାୟି ଲୋକଙ୍କ ମନ ଜିତିବେ
- ଶ୍ରବଣା – ବନ୍ଧୁଙ୍କ ସହିତ ନୂଆ ନାଟକ ଦେଖିବାକୁ ଯିବେ
- ଧନିଷ୍ଠା – ମାନ ମର୍ଯ୍ୟଦାରେ ଅଭିବୃଦ୍ଧି ଘଟିବ
ପ୍ରତିକାର – ହଳଦିଆ ପୋଷାକ ଧାରଣ କରନ୍ତୁ
କୁମ୍ଭ :-
- ଧନିଷ୍ଠା – ତିର୍ଥ ଯାତ୍ରାକୁ ଜୀବନ ସାଥିଙ୍କ ସହିତ ଯାଇପାରନ୍ତି
- ଶତଭିଷା –ଅଧ୍ୟୟନରେ ଏକାଗ୍ରତା ବଜାୟ ରଖିବେ
- ପୂ , ଭାଦ୍ରପଦ – ରାଜନୀତିରେ ମନକାମନା ପୂରଣ ହେବ
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମୀନ :-
- ପୂ , ଭାଦ୍ରପଦ -ପାରିବାରିକ ସ୍ତରରେ କୁମନ୍ତ୍ରଣାର ଆଶଙ୍କା ଦେଖାଦେବ
- ଉ , ଭଦ୍ରପଦ - ଆନୁଷ୍ଠାନିକ କ୍ଷେତ୍ରରେ ପଳାୟନପନ୍ଥୀ ହୋଇପାରନ୍ତି
- ରେବତୀ – ପକ୍ଷପାତିତା ଓ ମତାନ୍ତର ଜନିତ ମନର ଅମେଳ ଶାନ୍ତି ଭଙ୍ଗ କରେ
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)