ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର, ତିଥି – ୯ ମୀ ଦିବା ୦୯/୩୨ ଗତେ ୧୦ ମୀ, ଚନ୍ଦ୍ର – ମେଷ ରାତ୍ରି ୧୧/୦୨ ଗତେ ବୃଷ, ଘାତ ଚନ୍ଦ୍ର- ମେଷ ରାତ୍ରି ୧୧/୦୨ ଗତେ ବିଛା ରାଶିର, ଘାତ...
ରାଜ୍ୟରେ ଆହୁରି ତିନିଦିନ ବର୍ଷା ଲାଗି ରହିବ...ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା...
ରାଷ୍ଟ୍ରପତି ନିର୍ବାଚିତ ଦ୍ରୌପଦୀ ଅନେକର ପ୍ରଥମ...ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ କଲେ ରେକର୍ଡ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାଜଧାନୀର ଓଟିଡିସି ରେଷ୍ଟୁରାଂଟ୍ ନିମନ୍ତ୍ରଣର ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର ମିଶି ଚଳୁକରିଦେଲେ ସାଢେ ୧୭ ଲକ୍ଷ ଟଙ୍କା...
ଅଖ୍ୟାତ ଆଦିବାସୀ ପଲ୍ଲୀର ପ୍ରଖ୍ୟାତ ଝିଅଙ୍କ ପାଇଁ ଚାରିଆଡ଼େ ସେଲିବ୍ରେସନ୍...
୫-ଟି ସ୍କୁଲରେ ଭୟଙ୍କର ଦୁର୍ନୀତି। ଉନ୍ନତିକରଣରେ ଲକ୍ଷ ଲକ୍ଷ ଲୁଟ୍....ଗୋଟିଏ ପଟେ କାମ ସରିନି ଅନ୍ୟପଟେ ଉଠିଗଲାଣି ଟାଇଲ୍ସ। ୪ ମାସ ହେଲାଣି ଏମିତି ଉନ୍ନତିକରଣ ହେଉଛି ଯେ ଏ ପର୍ଯ୍ୟନ୍ତ କାମ ସରୁନି। ସମସ୍ତଙ୍କ ମିଲିଭଗତରେ ଚାଲିଛି ମହାଦୁର୍ନୀତି
ଜୀବନକୁ ବାଜି ଲଗାଇ ୫ ଜଣଙ୍କୁ ନୂଆ ଜୀବନ ଦେଲେ ଏହି ଡେଲିଭରୀ ବୟ, ଦେଖନ୍ତୁ ଲାଇଭ୍ ଦୃଶ୍ୟ...
ଭଲ ରୋଜଗାର କରିବାକୁ ଚାହୁଁଛନ୍ତି କି ? ସଫେଇ କାମ କରି ପାଆନ୍ତୁ ମାସିକ ୮ ଲକ୍ଷ ଟଙ୍କା....
ରିଲ୍ ଲାଇଫ୍ ର ଟେମ୍ପଲ ରନ୍ ଗେମ୍ ତ ସମସ୍ତେ ଜାଣିଛନ୍ତି, ହେଲେ କେବେ ଦେଖିଛନ୍ତି କି ରିୟଲ ଲାଇଫ୍ ର ଟେମ୍ପଲ ରନ୍...
ପେସା ଡାକ୍ତର, କିନ୍ତୁ ନିଶା ରିଲ୍ସ । ସରକାରୀ ମେଡିକାଲରେ ଚାକିରି କରିଛନ୍ତି । ଦରମା ଟଙ୍କାରେ ପେଟ ପୂରୁନଥିଲା ଯେ, ଦସ୍ତଖତ ଟିକିଏ କରିବା ପାଇଁ ୧୧ ହଜାର ମାଗୁଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଗିରଫ ହେଲେ। କିନ୍ତୁ ବାବୁଙ୍କ ରିଲ୍ସ ଦେଖି ଆପଣ ହୋଇଯିବେ...
ଇଏ ହେଉଛି ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ମୋ ବସ୍ ଷ୍ଟାଣ୍ଡର ଦୃଶ୍ୟ । ସାମାନ୍ୟ ବର୍ଷା ହେଲେ ଏଠାରେ ଜମୁଛି ପାଣି । ଖାଲଢ଼ିପରେ ବର୍ଷା ପାଣି ଜମିବା ହେତୁ ରାସ୍ତାଘାଟ ଅପରିଷ୍କାର ହୋଇ ପଡ଼ିଛି । ଦେଖନ୍ତୁ କିଛି ଦୃଶ୍ୟ...
୫-ଟି ସ୍କୁଲରେ ଭୟଙ୍କର ଦୁର୍ନୀତି। ଉନ୍ନତିକରଣରେ ଲକ୍ଷ ଲକ୍ଷ ଲୁଟ୍....ଗୋଟିଏ ପଟେ କାମ ସରିନି ଅନ୍ୟପଟେ ଉଠିଗଲାଣି ଟାଇଲ୍ସ। ୪ ମାସ ହେଲାଣି ଏମିତି ଉନ୍ନତିକରଣ ହେଉଛି ଯେ ଏ ପର୍ଯ୍ୟନ୍ତ କାମ ସରୁନି। ସମସ୍ତଙ୍କ ମିଲିଭଗତରେ ଚାଲିଛି ମହାଦୁର୍ନୀତି
ଉଗ୍ରରୂପ ଧାରଣ କଲାଣି ପୁରୀ ସମୁଦ୍ର। ଘୋ ଘୋ ଗର୍ଜନ କରି ମାଡ଼ି ଆସୁଛି କୂଳକୁ...ଜୁଆର ମାଡରେ ଭାସିଯାଉଛି ବାଲିବସ୍ତା....ଝାଉଁ ଜଙ୍ଗଲକୁ ନିଜ ଗର୍ଭକୁ ନେବା ଉପରେ ସମୁଦ୍ର...ସେପଟେ କେଉଟଜଙ୍ଗାରେ ଖୋଳି ହୋଇଗଲାଣି ମୁହାଣ। ଚିନ୍ତାରେ ଅଂଚଳବାସୀ...
ପେସା ଡାକ୍ତର, କିନ୍ତୁ ନିଶା ରିଲ୍ସ। ସରକାରୀ ମେଡିକାଲରେ ଚାକିରି କରିଛନ୍ତି...ଦରମା ଟଙ୍କାରେ ପେଟ ପୂରୁନଥିଲା ଯେ, ଦସ୍ତଖତ ଟିକିଏ କରିବା ପାଇଁ ୧୧ ହଜାର ମାଗୁଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଗିରଫ ହେଲେ। କିନ୍ତୁ ବାବୁଙ୍କ ରିଲ୍ସ ଦେଖି ଆପଣ ହୋଇଯିବେ କାବା। କଳା ଚଷମା...
ଇଂଜେକସନ୍ ନେବାକୁ ମେଡ଼ିକାଲରେ ପହଞ୍ଚିଲେ ପୋଲିସ ବାବୁ। ଡାକ୍ତର ଇଂଜେକସନ୍ ନେଇ ଆସିଲା ବେଳକୁ ଭୋ ଭୋ ହୋଇ କାନ୍ଦିଲେ ପୋଲିସ ବାବୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ଭାଇଲୋ କୁଆଡ଼େ ଯିବୁ? ହାଉଲେ ଚାଲିବୁ..ଦେଖୁନୁ ଏ ବାଦାମବାଡ଼ିର ଅବସ୍ଥା କେମିତି ହେଲାଣି? ଚାଲୁ ଚାଲୁ ଯଦି ଟିକେ ଏପଟ ସେପଟ ହେବ ସିଧା କାଦୁଅରେ ଗାଧୋଇ ପଡ଼ିବ। ନାରଣ ଏଇଟା ପା’ ବିଶ୍ୱସ୍ତରୀୟ ବସ୍ଷ୍ଟାଣ୍ଡ..
ଯେଉଁ ବୟସରେ କାନ୍ଧରେ ବହିବସ୍ତାନୀ ବୋହିବା କଥା ସେଇ ବସୟରେ କାନ୍ଧରେ ବୋହୁଛନ୍ତି କାଠ । ହାତରେ କଲମ ଧରିବା ପରିବର୍ତ୍ତେ ଧରୁଛନ୍ତି ଖଡ଼ିକା। ମାଆ ଅନ୍ୟ କାହା ସାଙ୍ଗରେ ପଳାଇଲା, ବିଲାରେ କାମ କରୁ କରୁ ବାପା ଚାଲିଗଲେ। ଦିବ୍ୟାଙ୍ଗ ଭାଇ ଓ କୁନି ଭଉଣୀର ବୋଝ...
Public Display of Affection in park – OTV Making News OdishaTV is Odisha\'s no 1 News Channel. OTV being the first private satellite TV channel in Odisha
Business Odisha 17 July 2022 | What Causes Inflation and Who Profits From It ? OdishaTV is Odisha\'s no 1 News Channel. OTV being the first private satellite