ଏଇଠି ରିଲ୍ରେ ନୁହେଁ ବରଂ ରିୟଲରେ ଖେଳିହେବ ଟେଂପଲ ରନ୍ ଗେମ୍। ଥରେ ଏଇ ରାସ୍ତାରେ ଯିଏ ଆସିଛି ସିଏ ଜାଣିଛି...ଟିକିଏ ଏପଟ ସେପଟ ହେଲେ ସିଧା ନାଳ ଭିତରେ। ଦେଖନ୍ତୁ ଏଇ ଭିଡ଼ିଓ
ହ୍ୱାଟ୍ସଆପ୍ ଗ୍ରୁପରେ ଆଡ୍ ହେବା ପୂର୍ବରୁ ରୁହନ୍ତୁ ସତର୍କ। କାରଣ ଏଇ ସବୁ ଗ୍ରୁପରେ କ୍ଲିକ କଲେ ଆପଣଙ୍କର ଚୋରିହୋଇପାରେ କଂଟାକ୍ଟ ଲିଷ୍ଟ...ଭାଇରାଲ ହୋଇପାରେ ନ୍ୟୁଡ୍ ଫଟୋ
ବେଶ୍ ସଂଘର୍ଷମୟ ଥିଲା ଦ୍ରୌପଦୀଙ୍କ ପିଲାଦିନ। ପାଠ ପଢିବାକୁ ବାପା ଦେଉଥିଲେ ମାସକୁ ମାତ୍ର ୧୦ ଟଙ୍କା। ସେଇଥିରେ ପଢାଖର୍ଚ୍ଚ ସହ...ଭୁବନେଶ୍ୱରରେ ପାଠ ପଢୁଥିଲେ ବି ବୁଲିପାରୁନଥିଲେ ରାଜଧାନୀର ବଜାର...ସଚ୍ଚିବାଳୟରେ ଚାକିରି କଲେ କିନ୍ତୁ ଏଇ କାରଣ ପାଇଁ ଛାଡ଼ିଦେଲେ...ଜାଣନ୍ତୁ କେତେ ସଂଘର୍ଷମୟ ଥିଲା ଦ୍ରୌପଦୀ
ଜଳସଂପଦ ଅଧିକାରୀ, ଜେଇ...ଠିକାଦାର ସବୁ ମିଳିମିଶି ଖାଇଦେଲେ ସରକାରୀ ଟଙ୍କା। ରାସ୍ତା ନାଁରେ ଟଙ୍କା ତ ଆସିଛି କିନ୍ତୁ ଏ ରାସ୍ତା କାମ କେମିତି ହୋଇଛି ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ। ୫ କୋଟିର ରାସ୍ତାରେ ଖାଲି ଖାଲ ହିଁ ଖାଲ
କୁଷ୍ଠ ରୋଗ ହେଲା ପରେ ଗାଁରେ ପୂରାଇଲେନି...କେହି ଛୁଇଁଲେନି। ଇଚ୍ଛା ନଥିଲେ ବି ୨୦ ବର୍ଷ ହେଲାଣି ଜଙ୍ଗଲରେ କଟୁଛି କର୍ପୁରଙ୍କ ଜୀବନ। ସ୍ୱାମୀ ଚାଲିଗଲା ସାଙ୍ଗରେ ଦୁଇ ଝିଅ ବି ଗଲେ। ବୟସ ଥିବା ବେଳେ ଭିକମାଗି ପେଟ ପୋଷୁଥିଲେ। କିନ୍ତୁ ଏବେ ଚାଲିବୁଲିବା ତାଙ୍କ ପକ୍ଷରେ...
ମୋ ବୋଉଲୋ...ଏଇଟା ସ୍କୁଲଟି? ମାରିଦେଲୁରେ ନାରଣ ତୁ....ଆଲୋ ଆଲୋ ଏଇଠି ଆଜବେଷ୍ଟ ଗଲା କୁଆଡ଼େ? ନାଇଁରେ ଏଇଠି ବିଜ୍ଞାନ ପଢିଲେ ପିଲାଏ ପରା ସୌରମଣ୍ଡଳ ଲାଇଭ୍ ଦେଖିବେ।
ସଂସଦ ଭବନ ପରିସରରେ ୨୫ ଜୁଲାଇ ସକାଳ ୧୦ଟା ୧୪ ମିନିଟରେ ହେବ ପଦ ଓ ଗୋପନୀୟତାର ଶପଥପାଠ...
କାଶୀପୁରରେ ଥମୁନି ହଇଜା ମୃତ୍ୟୁ.. ଡୁଡୁକାବାହାଲରେ ପଞ୍ଚାୟତରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ...
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶନିବାର, ତିଥି –୧୦ ମୀ ଦିବା ୧୧/୨୭ ଗତେ ୧୧ ଶୀ, ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର –ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଚିନି ଭାବି ଚୁଡ଼ାରେ ୟୁରିଆ ସାର ଗୋଳାଇ ଖାଇଦେଲେ ନାତି ନାତୁଣୀ। ମିଛ କହୁଥିବା ଭାବି ନାତିନାତୁଣୀ ଖାଇଥିବା ଚୁଡା ଖାଇଦେଲେ ଆଈ।
ଆଜି CBSE ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବକ୍ସି ଜଗବନ୍ଧୁ ଇଂଲିସ୍ ମିଡ଼ିଅମ୍ (BJEM)ସ୍କୁଲ୍ରେ ଜୋରଦାର୍ ସେଲିବ୍ରେସନ୍ ଚାଲିଛି । ଦେଖନ୍ତୁ କିଛି ଚିତ୍ର....
ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ର ଓ ଛାତ୍ରୀଙ୍କ କିସ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଉଭୟ ଯୁବକ ଓ ଯୁବତୀ କଲେଜ ୟୁନିଫର୍ମରେ ଥିବାବେଳେ କିସ୍ କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...
ବିଶ୍ୱ ଆଥ୍ଲେଟିକ ଚାମ୍ପିଅନସିପ୍ରେ ଚମକିଲେ ଭାରତୀୟ । ସେହିପରି ଟ୍ରିପଲ ଜମ୍ପ ଇଭେଣ୍ଟ ଫାଇନାଲରେ ପ୍ରଥମ ଭାରତୀୟ ଭାବେ ପହଞ୍ଚିଲେ ଏଲଡୋସ ପଲ୍ ...
ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ?