ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହି ଉପହାର କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲେଖିଲେ, ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍
ଥରେ ୯୯,୦୦୦ ଟଙ୍କା ପେମେଣ୍ଟ କରନ୍ତୁ ସାରା ଜୀବନ ମାଗଣାରେ ଗୁପଚୁପ୍ ଖାଆନ୍ତୁ । ଚର୍ଚ୍ଚାରେ ଗୁପଚୁପ୍ ବିକାଳୀଙ୍କ ଏହି ଅନଲିମିଟେଡ୍ ଅଫର୍ ।
ହ୍ବାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ପିଏମ୍ ମୋଦି । ଭାରତ-ଆମେରିକା ସମ୍ପର୍କଠାରୁ ଆରମ୍ଭ କରି ୟୁକ୍ରେନ-ରୁଷ ଯୁଦ୍ଧ, ବାଣିଜ୍ୟ ଶୁଳ୍କ, ବେଆଇନ ଶରଣାର୍ଥୀ ପ୍ରତ୍ୟର୍ପଣ ଆଦି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତି ଶୁଭ ମନେ କରାଯାଏ । ବିଶ୍ବାସ ରହିଛି ଏହି ଗଛକୁ ଘରେ ଲଗାଇଲେ ସୁଖ-ସମୃଦ୍ଧି ବଜାୟ ରହେ । ହେଲେ ବେଳେବେଳେ ଯତ୍ନ ଅଭାବରୁ ତୁଳସୀ ଗଛ ଶୁଖିଯାଇଥାଏ । କିନ୍ତୁ ଚା'ପତି ବ୍ୟବହାର କରି ଆପଣ ପୁଣିଥରେ ଶୁଷ୍କ ଗଛକୁ...
ଆମେରିକା ମୁହାଁ ଭାରତୀୟ । ବିଗତ ୫ ବର୍ଷରେ ଆମେରିକାରେ ଶରଣ ମାଗୁଥିବା ଭାରତୀୟଙ୍କ ସଂଖ୍ୟା ୪୭୦% ବୃଦ୍ଧି ପାଇଛି ।
ବିବାଦ ଘେରରେ ଛନ୍ଦି ହୋଇଥିବା ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ସମ୍ପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଜାଣନ୍ତୁ ୟୁଟ୍ୟୁବରୁ ମାସିକ କେତେ ଟଙ୍କା କମାଉଛନ୍ତି
ଅଶ୍ଳୀଳ କମେଣ୍ଟ ବିବାଦକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ କମେଡିଆନ ସମୟ ରୈନା । ନିଜର ବିବାଦୀୟ ସୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସବୁ ଭିଡିଓ ଡିଲିଟ୍ କଲେ ।
ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ ।
ଶିବଙ୍କର ଅତି ପ୍ରିୟ ହେଉଛି ବେଲପତ୍ର । ଏହାକୁ ଶିବଙ୍କ ମସ୍ତକରେ ଲାଗି କରାଯାଏ । ବେଲପତ୍ର କେବଳ ଆସ୍ଥା ଓ ବିଶ୍ୱାସ ସହ ଜଡିତ ନୁହେଁ ବରଂ ଏହା ଅନେକ ଔଷଧୀୟ ଗୁଣରେ ଭରପୂର । ଏହି ପତ୍ରରେ ଭିଟାମିନ ଏ, ବି, ସି, କ୍ୟାଲସିୟମ ଓ...
କେରଳj ଏକ ସରକାରୀ ନର୍ସିଂ କଲେଜରେ ସୀମା ଟପିଲା ରାଗିଂ । ଜୁନିୟରଙ୍କୁ ଉଲଗ୍ନ କରି ଗୁପ୍ତାଙ୍ଗରେ ଝୁଲାଇଲେ ଡମ୍ବଲ୍ ।
ପୋତାଧନ ପାଇବାକୁ ନରବଳି । ଭଣ୍ଡ ଜ୍ୟୋତିଷ କଥାରେ ପଡି ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହାଣି ବଳି ପକାଇଲା ରୋଷେୟା ।
ଓପନଏଆଇ କିଣିବାକୁ ସାମ୍ ଅଲ୍ଟମ୍ୟାନଙ୍କୁ ଅଫର୍ ଦେଲେ ଏଲନ ମସ୍କ । ଟ୍ୱିଟର ପୋଷ୍ଟ ଜରିଆରେ ମସ୍କଙ୍କୁ କଡା ଜବାବ ଦେଲେ ଅଲ୍ଟମ୍ୟାନ ।
ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପରଲୋକ । ଲକ୍ଷ୍ନୌ ଏସଜିପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ।
''ଦୟାକରି ମୋତେ ରାତିରେ ଏଠି ରହିବାକୁ ଦିଅନ୍ତୁ । ନହେଲେ ମୁଁ ଏବେ କୁଆଡେ ଯିବି'', ଇନଫୋସିସରୁ ଛଟେଇ ପରେ ଏମିତି କାନ୍ଦି କାନ୍ଦି ନେହୁରା ହେଲେ ମହିଳା କର୍ମଚାରୀ ।
ବୁଦ୍ଧିମାନ ସ୍ୱାମୀ ନିଜ ସ୍ତ୍ରୀକୁ ଭୁଲରେ ବି ୪ଟି କଥା କହିବା ଅନୁଚିତ୍ । ନହେଲେ ବୈବାହିକ ଜୀବନ ଅଶାନ୍ତି ଓ କଳହରେ କଟିବ।
ଦିଲ୍ଲୀ ହାରିବା ପରେ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରୁଛନ୍ତି ଅରବିନ୍ଦ କେଜ୍ରିୱାଲ । ବଡ ଅଭିଯୋଗ ଆଣିଲା ବିଜେପି ଓ କଂଗ୍ରେସ । ପଢନ୍ତୁ ପୁରା ଖବର
ବସ୍ ଟିକେଟ୍ କାଉଣ୍ଟର ମାଲିକଙ୍କୁ ଚୂନ ଲଗାଇଲେ ଠକ । ଫୋନ ପେ' ଅପଡେଟ୍ ନାଁରେ ଲୁଟିନେଲେ ୪ ଲକ୍ଷ ୧୦ ହଜାର ଟଙ୍କା ।
ଫେବ୍ରୁଆରୀ ୧୩ ପରେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ହୋଇପାରେ ଶପଥ ଗ୍ରହଣ । ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବିଜେପି ।
ଛତିଶଗଡ଼ ନକ୍ସଲ ଏନକାଉଣ୍ଟରକୁ ବଡ଼ ସଫଳତା କହିଲେ ଅମିତ ଶାହ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ପାଇଁ ନେଇଥିବା ସଂକଳ୍ପକୁ ଦୋହରାଇଲେ ।
ବିମାନ ଭିତରେ ବନ୍ଧୁକଧାରୀର ଆତଙ୍କ । ମଝି ଆକାଶରେ ବନ୍ଧୁକ ଦେଖାଇ ଯାତ୍ରୀମାନଙ୍କୁ ମାରିବାକୁ ଧମକ ଦେଲା । ଜାଣନ୍ତୁ ତା' ପରେ କ'ଣ ଘଟିଲା