• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

Namita Biswal

Editor

ଆଇଆଇଏମସିରୁ ସାମ୍ବାଦିକତା ଶିକ୍ଷା । ସାମ୍ବାଦିକତା ଜଗତରେ ୪ ବର୍ଷର ଅଭିଜ୍ଞତା ସହ ଓଟ ...more

ଆଇଆଇଏମସିରୁ ସାମ୍ବାଦିକତା ଶିକ୍ଷା । ସାମ୍ବାଦିକତା ଜଗତରେ ୪ ବର୍ଷର ଅଭିଜ୍ଞତା ସହ ଓଟିଭିରେ କାର୍ଯ୍ୟରତ । ଜାତୀୟ, ଅନ୍ତର୍ଜାତୀୟ, ଆଞ୍ଚଳିକ, ରାଜନୀତିକ ଖବରରେ ରୁଚି ରହିଛି।

less

Posts by Namita Biswal

1984 Riots Case
1984 Riots Case: ଶିଖ୍ ବାପ-ପୁଅଙ୍କୁ ହତ୍ୟା ମାମଲା, ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍

୧୯୮୪ ଶିଖ୍‌ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ । ସଜ୍ଜା ଶୁଣାଇଲେ ଦିଲ୍ଲୀ ରାଉସ୍‌ ଆଭେନ୍ୟୁ କୋର୍ଟ । ପଢନ୍ତୁ ପୁରା ଖବର

Telangana Tunnel Collapse
Telangana Tunnel Collapse: ଗଡୁଛି ସମୟ, ମଉଳୁଛି ଜୀବନ ଆଶା...୩ ଦିନ ହେଲାଣି କେମିତି ଅଛନ୍ତି ୮ ଶ୍ରମିକ ?

ଆଜକୁ ୩ ଦିନ ହେଲାଣି ସରିବାର ନାଁ ଧରୁନି ତେଲେଙ୍ଗାନା ଶ୍ରୀଶୈଲମ୍ ଟନେଲ୍ ରେସ୍କ୍ୟୁ ଅପରେସନ୍ । ଏବେ ବି ଅନ୍ଧାରୀ ସୁଡଙ୍ଗ ଭିତରେ ଫସିରହିଛି ୮ ଜୀବନ । ତେବେ ରେସ୍କ୍ୟୁ କାର୍ଯ୍ୟରେ ଶେଷ ୪୦ ମିଟର ବାଧା ସାଜିଥିବା ସୂଚନା ମିଳିଛି ।

Fire breaks out
Fire Breaks Out: ଈର୍ଷାରେ ଜଳି ୫ ଲକ୍ଷର ନଡ଼ାଗଦାରେ ନିଆଁ ଲଗାଇଦେଲେ, ଏଣେ ଚାହୁଁ ଚାହୁଁ ଜଳିଗଲା ଘର

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଘରଦ୍ୱାର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ସହି ନପାରି ଜାଳିଦେଲେ ୫ ଲକ୍ଷ ଟଙ୍କାର ନଡ଼ାଗଦା । ପଢନ୍ତୁ ପୁରା ଖବର

Rape and murder
Brutal Murder: ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ପେଟରୁ ଅନ୍ତବୁଜୁଳା କାଢ଼ି ପଥରରେ ଛେଚିଦେଲେ

ମହିଳାଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ଉଦ୍ଧାର ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ପେଟରୁ ଅନ୍ତ ବୁଜୁଳା କାଢି ମୁହଁକୁ ପଥରରେ ଛେଚା ଯାଇଥିଲା । ପଢନ୍ତୁ ପୁରା ଖବର

Warm Water Benefits
ସକାଳୁ ଖାଲିପେଟରେ ଉଷୁମ ପାଣି ପିଇବାର ଫାଇଦା...

ଉଷୁମ ପାଣି ଶରୀର ପାଇଁ ଖୁବ୍ ଲାଭଦାୟକ । ପ୍ରତିଦିନ ସକାଳୁ ଖାଲିପେଟରେ ଉଷୁମ ପାଣି ପିଇଲେ ଅନେକ ରୋଗରୁ ରକ୍ଷା ମିଳେ । ହଜମ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । କୋଷ୍ଠକାଠିନ୍ୟ, ପେଟ ଫୁଲିବା, ଏସିଡିଟିରୁ ଆରାମ ମିଳେ । କିଡନୀକୁ ସଫା କରି ସୁସ୍ଥ...

 Telangana tunnel collapse
Telangana Tunnel Collapse: ଉଦ୍ଧାର ଅପେକ୍ଷାରେ ୮ ଜୀବନ, ଆଉ ମାତ୍ର କେଇ ମିଟର...

ତେଲେଙ୍ଗାନା ଟନେଲ୍ ଭୁଶୁଡ଼ିବା ଘଟଣାରେ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ଜାରି ରହିଛି ରେସ୍କ୍ୟୁ ଅପରେସନ । ସେନା ଓ NDRF ଉଦ୍ଧାର କାର୍ଯ୍ୟରେ ମୁତୟନ ।

Mann ki Baat
Mann Ki Baat: ମୋଦିଙ୍କୁ ମୋଟାପଣ ଚିନ୍ତା, ମନ୍ କୀ ବାତ୍‌ରେ ଦେଲେ ପତଳା ହେବାର ଟିପ୍ସ

ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶରେ ବଢୁଥିବା ମୋଟାପଣ ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିପରି ମୋଟାପଣରୁ ମୁକ୍ତି ପାଇବେ, ସେନେଇ ମଧ୍ୟ ବତାଇଲେ ଟିପ୍ସ । ପଢନ୍ତୁ ପୂରା ଖବର

Farmhouse Owner Shot Dead
Farm House Owner Murder: ଚାଞ୍ଚଲ୍ୟ ! ଶୋଇଥିବା ବେଳେ ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳରେ ଚାଞ୍ଚଲ୍ୟକର ଘଟଣା । ଶୋଇଥିବା ବେଳେ ଜଣେ ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ।

Rainfall Alert
Rainfall Alert: ଆହୁରି ଦୁଇ ଦିନ ବର୍ଷିବ ! ଆଜି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆସନ୍ତା ୨୫ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।

 India vs Pakistan
IND vs PAK: ସୁପର ସଣ୍ଡେରେ ସୁପର ଫାଇଟ୍, ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ଦୁବାଇରେ ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଅପେକ୍ଷାରେ ସାରା ବିଶ୍ୱର କ୍ରିକେଟପ୍ରେମୀ । କରାଚିରେ ନ୍ୟୁଜଲ୍ୟାଣ୍ଡଠାରୁ ହାରିଥିବା ପାକିସ୍ତାନ ଟିମ୍ ପାଇଁ ଆଜି କର ବା ମର ସ୍ଥିତି ।

Rourkela Firing
Rourkela Firing: ରାଉଲକେଲାରେ ଫୁଟିଲା ଗୁଳି, ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଇସ୍ପାତ ନଗରୀ ରାଉଲକେଲାରେ ପୁଣି ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଯୁବକ ଗୁରୁତର । ସେ କାର୍‌ରେ ଆସୁଥିବାବେଳେ ଗୁଳିମାଡ଼ ହୋଇଥିବା ସୂଚନା ।

Sambalpur Sister-in-law
Liver Donated: ମୃତ୍ୟୁ ଆଗରେ ହାର ମାନିଲା ବଡ଼ଯାଆଙ୍କ ଲିଭରଦାନ, ହସ୍ପିଟାଲ ବେଡ୍‌ରେ ଆଖିବୁଜିଲେ ସାନଯାଆ

ସାନ ଯାଆଙ୍କ ଜୀବନ ବଞ୍ଚାଇବାକୁ ନିଜର ଲିଭର ଦାନ କରି ଚର୍ଚ୍ଚାକୁ ଆସିଥିଲେ ବଡ ଯାଆ । ହେଲେ ଏତେ ବଡ ତ୍ୟାଗ ସତ୍ତ୍ୱେ ବଞ୍ଚି ପାରିଲାନି ସାନ ଯାଆଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲେ ବେଡ୍‌ରେ ଆଖି ବୁଜିଲେ ସମ୍ବଲପୁରର ବହୁଚର୍ଚ୍ଚିତ ସାନ ଯାଆ ଉମାକାନ୍ତି...

Lalit Sahu Death Case
Lalit Sahu Death Case: ରୋଷେୟା ଲଳିତ ସାହୁ ମୃତ୍ୟୁର ପୁନଃ ତଦନ୍ତ, ସୁରକ୍ଷା କର୍ମଚାରୀଙ୍କୁ ‌୬ ଘଣ୍ଟା ଜେରା

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁନଃ ତଦନ୍ତ ଆରମ୍ଭ କଲା ଝାରସୁଗୁଡା ପୋଲିସ । ସୁରକ୍ଷା କର୍ମଚାରୀଙ୍କୁ ୬ ଘଣ୍ଟା ଜେରା ।

Kash Patel
Kash Patel: ଗୀତା ଛୁଇଁ ଶପଥ ନେଇଥିବା କାଶ୍ ପଟେଲ କିଏ ? କେମିତି ହେଲେ FBI ନିର୍ଦ୍ଦେଶକ

ଗୀତା ଛୁଇଁ ଆମେରିକାର FBI ନିର୍ଦ୍ଦେଶକ ଭାବେ ଶପଥ ନେଲେ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ । ଜାଣନ୍ତୁ କିଏ ସେ ଏବଂ ଭାରତ ସହ ତାଙ୍କ ସମ୍ପର୍କ କ’ଣ...

Road accident in Khurdha
Car-Truck Collision: ଟ୍ରକ୍‌କୁ ପଛରୁ ପିଟିଲା ଦ୍ରୁତଗାମୀ କାର୍‌, ଚାଲିଗଲା ୩ ଜୀବନ

ଖୋର୍ଦ୍ଧା ପୀତାପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା କାର୍ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

Rainfall Alert
Weather Update: ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ! ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଜି ୪ଟି ଜିଲ୍ଲାରେ ଛେଚିବ ବର୍ଷା । ବର୍ଷା ପବନ ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Subhadra Shakti Mela
Subhadra Shakti Mela: ଆଜି 'ସୁଭଦ୍ରା ଶକ୍ତି ମେଳା' ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, SHG ମହିଳାଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ

ଆଜିଠୁ ଭୁବନେଶ୍ବରରେ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହେବ । ମାର୍ଚ୍ଚ ୨ ଯାଏଁ ଏହା ଚାଲିବାକୁ ଥିବାବେଳେ, ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରି ନିଜ ନିଜର ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରିବଟା କରିବେ...

Puri Fatal Attack
Attack In Puri: ଅଶାନ୍ତ ପୁରୀ, ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ପୁରୀ ବଳଗଣ୍ଡି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସାମାନ୍ୟ ବଚସାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ସୂଚନା । ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି ଅତରିକ୍ତ ଏସପି ।

Bus Accident
Bus Accident: ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ

ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟି ପଡିଲା OSRTC ବସ୍‌ । ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ । ସମସ୍ତଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ।

Subhadra Shakti Mela
Subhadra Shakti Mela: କାଲିଠୁ ରାଜଧାନୀରେ 'ସୁଭଦ୍ରା ଶକ୍ତି ମେଳା', ବଦଳିଯିବ କି ମିଶନ ଶକ୍ତି ନାଁ ?

ଆଗାମୀ ଦିନରେ ବଦଳିପାରେ ମିଶନ ଶକ୍ତି ନାଁ । ମିଶନ ଶକ୍ତି ବିଭାଗ ହୋଇପାରେ ସୁଭଦ୍ରା ଶକ୍ତି । ଆଜି ଉପମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ମିଳିଛି ଏଭଳି ସଙ୍କେତ ।

ଆଇଆଇଏମସିରୁ ସାମ୍ବାଦିକତା ଶିକ୍ଷା । ସାମ୍ବାଦିକତା ଜଗତରେ ୪ ବର୍ଷର ଅଭିଜ୍ଞତା ସହ ଓଟିଭିରେ କାର୍ଯ୍ୟରତ । ଜାତୀୟ, ଅନ୍ତର୍ଜାତୀୟ, ଆଞ୍ଚଳିକ, ରାଜନୀତିକ ଖବରରେ ରୁଚି ରହିଛି।