ଗୁଜୁରାଟ ରାଜକୋଟରେ ଲଜ୍ଜାଜନକ ଘଟଣା । ଗାଇନାକୋଲୋଜିକାଲ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ମହିଳାଙ୍କ ଭିଡିଓ ଭାଇରାଲ ।
କିଟରେ ପଢ଼ୁଥିବା ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ । ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ ବାବୁ ସିଂ ।
ଯୌତୁକରେ ସାଢେ ୫ ଲକ୍ଷ ଟଙ୍କା ଦେଇଥିଲେ ଶ୍ୱଶୁର ଘର । ସବୁତକ ଟଙ୍କା ଫେରାଇ ସମାଜରେ ଉଦାହରଣ ସୃଷ୍ଟି କରିଦେଲେ ଯୁବକ । ରାଜସ୍ଥାନ ଜୈସାଲମିରର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ ।
ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ବେଳେ ଓଲଟି ପଡିଲା ବିମାନ । କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ଘଟିଛି ଏହି ବଡ ଦୁର୍ଘଟଣା ।
ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ଜ୍ଞାନେଶ କୁମାର । ୧୯୮୮ ବ୍ୟାଚ୍ ଅବସରପ୍ରାପ୍ତ IAS ଅଧିକାରୀ ହେଉଛନ୍ତି ଜ୍ଞାନେଶ କୁମାର ।
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଭୁବନେଶ୍ବରର ଏମ୍ସରେ ବ୍ୟବଚ୍ଛେଦ କରାଯିବ ।
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା । କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା । ପ୍ରଶ୍ନ ପତ୍ର ଲିକ୍ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।
ସେଓ ଏକ ସ୍ବାସ୍ଥ୍ୟକର ଫଳ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ମିନେରାଲ ଥାଏ । ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇଲେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରୁ ରକ୍ଷା ମିଳେ । ଏହା ଦାନ୍ତ ଓ ହାଡ ମଜଭୁତ କରେ । ଓଜନ ନିୟନ୍ତ୍ରଣରେ ସାହାଯ୍ୟ...
ପୁଅକୁ ଖଣ୍ଡ ଖଣ୍ଡ କରି କାଟି କେନାଲରେ ଭସାଇଦେଲା ମାଆ । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଏହା ପଛର କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ସୂଚନା ଦେଲେ ।
ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଅଘଟଣରେ ଗଭୀର ଶୋକପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୃତକଙ୍କ ପରିବାର ପ୍ରତି ଜଣାଇଲେ ସମବେଦନା ।
ନୂଆଦିଲ୍ଲୀ ରେଳଷ୍ଟେସନ ଅଘଟଣର ଛାତିଥରା ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ । କହିଲେ, ହଠାତ୍ କୁଆଡୁ ଏତେ ଯାତ୍ରୀ ମାଡିଆସିଲେ ଏବଂ କିପରି ପ୍ଲାଟଫର୍ମରେ ଦଳାଚକଟା ଘଟିଲା ।
ବିଭିନ୍ନ ପ୍ରକାର କ୍ୟାନସର ମଧ୍ୟରୁ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ଅନ୍ୟତମ, ଯାହାକି ସାଧାରଣତଃ ମହିଳାଙ୍କଠାରେ ଦେଖାଯାଏ । ହେଲେ ଅନ୍ୟ କ୍ୟାନସର ପରି ଏହା ଆରମ୍ଭରୁ ବେଳେବେଳେ ଜଣାପଡ଼େ ନାହିଁ ଏବଂ ଏହାର ଛୋଟ ଛୋଟ ଲକ୍ଷଣକୁ ମହିଳାମାନେ ଅଣଦେଖା କରିବା ଦ୍ୱାରା ରୋଗ ଅଧିକ...
ସତରେ କ'ଣ କେବିସିରୁ ୫ କୋଟି ଜିତିବା ପରେ ବି କାଙ୍ଗାଳ ହୋଇଯାଇଛନ୍ତି ସୁଶୀଲ କୁମାର ? ଏବେ ପଦାକୁ ଆସିଲା ପ୍ରକୃତ ସତ । ପଢନ୍ତୁ ପୁରା ଘଟଣା
ଭାଲେଣ୍ଟାଇନ ଡେ'ରେ ଜେଲରେ ଥାଇ ଜ୍ୟାକଲିନଙ୍କୁ ପ୍ରାଇଭେଟ ଜେଟ୍ ଗିପ୍ଟ କଲା ଠକ ସୁକେଶ ଚନ୍ଦ୍ରଶେଖର । ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଲେଖିଦେଲା ଏମିତି କଥା
ଯେତେବେଳେ ଋଣଗ୍ରସ୍ତ ଦେଶ କଥା ଆସେ, ସମସ୍ତେ ଭାବନ୍ତି କେବଳ ଗରୀବ ଓ ଦୁର୍ବଳ ଦେଶଗୁଡିକ ହିଁ ଋଣଗ୍ରସ୍ତ ରହିଥିବେ । କିନ୍ତୁ ଦେଶର ୧୦ଟି ସବୁଠୁ ଋଣ କରିଥିବା ଦେଶ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ମହାକୁମ୍ଭରେ ବୁଡ ପକାଇବାକୁ ଯିବା ବାଟରେ ଭୟଙ୍କର ଦୁର୍ଘଟଣା । ବୋଲେରୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍ । ଚାଲିଗଲା ୧୦ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଦୁର୍ଘଟଣାରେ ୧୯ ଯାତ୍ରୀ ଗୁରୁତର ଆହତ ।
ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଏବେ ଘରେ ଘରେ ଡାଇବେଟିସ୍ ରୋଗୀ। ଏହି ରୋଗୀମାନେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ରହିବା ଜରୁରୀ। କାରଣ ଖାଦ୍ୟରେ ଟିକିଏ ଗଡବଡ ହେଲେ ବ୍ଲଡସୁଗାର ବଢିଯାଏ। ଖାସ୍ କରି ସକାଳ ଜଳଖିଆ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ।...
ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ରେ ଦର୍ଶକ ସାଜି ଶୋ' ଦେଖିବ ପୋଲିସ । ଅଶ୍ଳୀଳ ଜୋକସ୍ କରାଯାଇଛି କି ନାହିଁ ଯାଞ୍ଚ କରିବ ।
ପ୍ରେମ ଦିବସରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ । ହସି ହସି ବେଦମ୍ ହେଲେ ୟୁଜର୍ସ ।