ସେଲଫି ବଦଳରେ ଦୋକାନୀକୁ ମାଗଣା ଦୋସା ମାଗିଲେ ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂହ । ଦୋକାନୀ କହିଲା- ମୋତେ ପଇସା ଦରକାର ।
ଅଁଳା ଅନେକ ଔଷଧୀୟ ଗୁଣରେ ଭରପୂର । ଆୟୁର୍ବେଦରେ ଅଁଳାକୁ ଅମୃତ କୁହାଯାଏ । ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ହୃଦୟକୁ ସୁସ୍ଥ ରଖେ । କୋଲେଷ୍ଟ୍ରଲ କମାଏ । ଏପରିକି ବ୍ଲଡସୁଗାର ନିୟନ୍ତ୍ରଣରେ ବି ସାହାଯ୍ୟ...
ମାଟ୍ରିକ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ନେଇ ଯାଉଥିବା ଗାଡି ଦୁର୍ଘଟଣା । ଜଣେ ଛାତ୍ରୀ ଗୁରୁତର ଥିବାବେଳେ ଏକାଧିକ ଛାତ୍ରଛାତ୍ରୀ ଆହତ । ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ଯୌତୁକ ଦାବିରେ ବୋହୂକୁ ହତ୍ୟା ଅଭିଯୋଗ । କଟକ ସାମନ୍ତରାପୁର ଗ୍ରାମରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ମୃତକଙ୍କ ସ୍ୱାମୀକୁ ଅଟକ ରଖିଛି ପୋଲିସ ।
ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲି । ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ।
ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି ।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ଚାଲିଛି ସିନ୍ ରିକ୍ରିଏସନ । ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ କରୁଛି ସ୍ପେଶାଲ ସ୍କ୍ୱାଡ୍ ।
କାନାଡାରେ ଲାଇଭ ସୋ'ରେ ଇମୋସନାଲ ହେଲେ କମେଡିଆନ ସମୟ ରୈନା । ଦର୍ଶକଙ୍କୁ କହିଲେ, ମୋ ଓକିଲ ଫିସ୍ ଦେବା ପାଇଁ ଧନ୍ୟବାଦ।
କ'ଣ ଆପଣ ଏଠି ସେଠି ଜିନିଷ ରଖି ଭୁଲି ଯାଉଛନ୍ତି ? ଘଣ୍ଟା ଘଣ୍ଟା ଧରି ପଢିଲେ ବି ମନେ ରହୁନି ? ଯଦି ହଁ ! ଏହା ଆପଣଙ୍କ ଦୁର୍ବଳ ସ୍ମୃତି ଶକ୍ତିର ଏକ ସଙ୍କେତ । ଆଜିର ଖରାପ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ କାରଣରୁ ସ୍ମରଣ...
ଜିମରେ ପାୱାରଲିଫ୍ଟିଂ ପ୍ରାକ୍ଟିସ ବେଳେ ବେକରେ ଖସିପଡିଲା ୨୭୦ କେଜିର ରଡ୍ । ଅଘଟଣରେ ଗୋଲ୍ଡ ମେଡାଲିଷ୍ଟ ଆଥଲେଟ୍ ମୃତ ।
ନେପାଳୀ ଛାତ୍ରୀ ମୃତ୍ୟୁ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ମାରପିଟ୍, ବହିଷ୍କାର ଘଟଣାର ତଦନ୍ତ ଆରମ୍ଭ କଲା ଉଚ୍ଚସ୍ତରୀୟ କମିଟି । କିଟ୍ କ୍ୟାମ୍ପସକୁ ଯାଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ପଚାରଉଚରା କଲା ।
ଗରମରୁ ମିଳିଲା ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ୪ ଦିନ ଯାଏଁ ବର୍ଷା ହେବ । କିଛି ସ୍ଥାନରେ କୁଆପଥର ସହ ଘଡଘଡି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ରେ ଡବଲ ଇଞ୍ଜିନ ସରକାରର ସଂଜ୍ଞା ବୁଝାଇଲେ ଆଇନ ମନ୍ତ୍ରୀ ହରିଚନ୍ଦନ । ୯ ମାସରେ ଓଡ଼ିଶାକୁ କ'ଣ ମିଳିଛି କହି କାଉଣ୍ଟର କଲେ ବିଧାୟକ ଅରୁଣ ସାହୁ ଓ ସୋଫିଆ ଫିର୍ଦ୍ଦୋସ ।
ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କେହି ହତ୍ୟା କରି ପୋଡି ଦେଇଥିବା ବଡ ଅଭିଯୋଗ ଆଣିଲେ ମୃତକଙ୍କ ବାପା ।
ଭୁବନେଶ୍ବର AIIMSରେ CBI ରେଡ୍ । ଏମ୍ସରେ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ବଡ ଘୋଟାଲା ହୋଇଥିବା ଅଭିଯୋଗରେ ରେଡ୍ ଚାଲିଛି ।
ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ମଧ୍ୟରୁ ବ୍ରେନ ଟ୍ୟୁମର ଅନ୍ୟତମ । ଏହି ରୋଗ ହେଲେ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ବ୍ରେନ ଟ୍ୟୁମରରେ ମସ୍ତିଷ୍କର କୋଶିକାଗୁଡିକ ଅସ୍ୱାଭାବିକ ବୃଦ୍ଧି ପାଇଥାଏ । ଅନେକ ଲୋକ ବ୍ରେନ ଟ୍ୟୁମର ଲକ୍ଷଣକୁ ସାଧାରଣ ସମସ୍ୟା ଭାବି ଅବହେଳା...
ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ବିଜେପି । ବିଧାୟକ ଦଳ ବୈଠକରେ ସିଏମ୍ ନାଁରେ ବାଜିବ ମୋହର । ଆସନ୍ତାକାଲି ରାମଲୀଳା ମୈଦାନରେ ଆୟୋଜିତ ହେବ ଶପଥ ସମାରୋହ ।
ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ୧୭ ବର୍ଷୀୟ ନାବାଳକ । କଟକ ପୁରୀଘାଟ ଥାନା ମଠସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ନାବାଳକର ଘର ପଶ୍ଚିମବଙ୍ଗରେ ।
କିଟ୍ ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର । କମିଟି ରିପୋର୍ଟ ଆଧାରରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏଥିସହ ସାଇନ ଡାଏ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ ।