ରାଜା ଚକ୍ରଙ୍କ ସହ ୪ ରୁ ୫ ବିଜେଡି ନେତାଙ୍କ ରହିଛି ଲିଙ୍କ । ମାଇନିଂ ଆଳରେ ରାଜାଙ୍କ ସହ ଏହି ନେତାମାନେ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ।
ଘର ଭାଙ୍ଗିଦେଲା ରାଜନୀତି ! କଂଗ୍ରେସ ବିଜେଡି କଲେ ବାପ-ପୁଅଙ୍କ ଭିତରେ ଫାଟ । ପରିବାର ଖୁସିରେ ସାମିଲ ହେଲେନି ସୁର ! ଅଳ୍ପ ସମୟ ରହିଲେ, ନିଜକୁ ଅଲଗା ରଖିଲେ ।
କଂଗ୍ରେସ ନେତା ଶମା ମହମ୍ମଦଙ୍କ ରୋହିତ ଶର୍ମାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ମାମଲା ଥଣ୍ଡା ନପଡୁଣୁ ଆଉ ଜଣେ କଂଗ୍ରେସ ବିଧାୟକ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଉପରେ ଟିପ୍ପଣୀ କରି ଫସିଛନ୍ତି।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଏହି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦୁଇ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ମଧ୍ୟ ବନ୍ଦ ରହିବା ନେଇ ସୂଚନା ମିଳିଛି ।...
ଆଜିକାଲି ଲୋକେ ଘର ତିଆରି କରିବା ବେଳେ ଚକାଚକ୍ ଟଏଲେଟ୍ ପାଇଁ ବିଶେଷ ଖର୍ଚ୍ଚ କରୁଛନ୍ତି । ହେଲେ ଦୁନିଆରେ ଏମିତି ବି ଟଏଲେଟ୍ ତିଆରି ହୋଇଛି, ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ହଜାରେ କି ଲକ୍ଷେ ନୁହେଁ ଏହାର ଦାମ୍ ଶହେ କୋଟିରୁ...
ବେପାର କରିବାକୁ ବାପାଙ୍କଠାରୁ ନେଇଥିଲେ ୨୦ ହଜାର ଟଙ୍କା । ସାଇକେଲ ପାର୍ଟ୍ସ ତିଆରିରୁ ଆରମ୍ଭ ହେଲା ବ୍ୟବସାୟିକ ଯାତ୍ରା । ଆଜି ସେ ଦେଶର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍ କମ୍ପାନୀ 'ଏୟାରଟେଲ' ମାଲିକ । ପଢନ୍ତୁ ଏୟାରଟେଲ ପ୍ରତିଷ୍ଠାତା ସୁନୀଲ ଭାରତୀ ମିତ୍ତଲଙ୍କ ସଫଳତାର କାହାଣୀ ସମ୍ପର୍କରେ...
ଘରେ ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଘରର ଆଜବେଷ୍ଟ ଉଡିବା ସହ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ । ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
OSSC ପରୀକ୍ଷା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ । ଫିଜିକାଲ ଟେଷ୍ଟ ଦେଉଥିବାବେଳେ ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା ।
ପୁଣି ଚର୍ଚ୍ଚାରେ ଆଇଆଇଟି ବାବା (ଅଭୟ ସିଂହ) । ଟିଭି ଚ୍ୟାନେଲରେ ମାଡ଼ ଖାଇବାର ଭିଡିଓ ଭାଇରାଲ ପରେ ଏବେ ବାବାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଦେହରେ କଳା ଧୋତି, ବେକରେ ମାଳା ପକାଇ ତାଣ୍ଡବ ନୃତ୍ୟ କରିଛନ୍ତି ବାବା ।
ସମ୍ପତ୍ତି ଲୋଭରେ ବୃଦ୍ଧା ମାଆକୁ ଅକଥନୀୟ ନିର୍ଯାତନା । ଚାପୁଡା, କାମୁଡା, ବିଧା ମାରିବା ସହ ଚୁଟି ଧରି ଘୋଷାଡିଲା ନିର୍ଦ୍ଦୟ ଝିଅ । ସୋସିଆଲ ମିଡିଆରେ ଭାଇରାଲ ହେଲା ହୃଦୟ ବିଦାରକ ଭିଡ଼ିଓ ।
ମାଲିକର ଜୀବନ ବଞ୍ଚାଇବାକୁ ବାଘ ସହ ଲଢିଲା କୁକୁର । ଶେଷ ନିଶ୍ୱାସ ଯାଏ ଲଢି ମାଲିକକୁ ବଞ୍ଚାଇଲା, ହେଲେ ନିଜେ ଆଖି ବୁଜିଦେଲା । କୁକୁର କେତେ ଯେ ୱଫାଦାର୍ ହେଇପାରେ, ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ ।
ସୁଟ୍କେଶ ଭିତରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ । ହାତରେ ଲାଗିଛି ମେହେନ୍ଦୀ, ବେକରେ ଓଢ଼ଣୀ । ତାଙ୍କୁ କେହି ଗଳାଚିପି ହତ୍ୟା କରିବା ପରେ ସୁଟ୍କେଶ ଭିତରେ ମୃତଦେହ ପୁରାଇ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
କଟକ ଜିଲ୍ଲା ବାଙ୍କି ବ୍ଲକ ପୁଇଁଚା ଗ୍ରାମରେ ସିରିଜ୍ ଲୁଟ୍ । ଗାଁରେ ଜାଗର ଯାତ୍ରା ଚାଲିଥିବାବେଳେ ୫ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଚୋର ।
ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ପଞ୍ଚମ କିସ୍ତିରେ ଉପକୃତ ହେବେ ରାଜ୍ୟର ୧ ଲକ୍ଷ ୭୦ ହଜାର ମହିଳା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
ବିଜେଡି ହାତରୁ ଖସିଲା ବ୍ରଜରାଜନଗର ପୌର ପରିଷଦ । ଅନାସ୍ଥା ଭୋଟିଂରେ ହାରିଲେ ବିଜେଡି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ୍ ।
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ୍ ବଢିଲା । ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ନେଇ ମୋହନ ସରକାରଙ୍କ ନିଷ୍ପତ୍ତି । ଏଥିପାଇଁ ଅଧିକ ୧୭୫.୧୪ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର ।
କୋଶଳା ଶାଗ ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଏହି ଶାଗ ଅନେକ ପୋଷକର ତତ୍ତ୍ୱର ଭଣ୍ଡାର । ଏଥିରେ ଭିଟାମିନ-ଇ, ଭିଟାମିନ-କେ, ଭିଟାମିନ-ସି ସହିତ କ୍ୟାଲସିୟମ, ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । ଏହା ଶରୀରରେ ରକ୍ତହୀନତା ଦୂର କରିଥାଏ । କୋଷ୍ଠକାଠିନ୍ୟ...
ଛତିଶଗଡ଼ରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର । ଟଳିଲେ ୨ ମାଓବାଦୀ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ । ପଢନ୍ତୁ ପୁରା ଖବର
ସହଦେବ ନାୟକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଗିରଫ । କଟକ କାନପୁର ଅଞ୍ଚଳରୁ ଅଭିଯୁକ୍ତକୁ ଧରିଲା ପୋଲିସ । ହତ୍ୟାକାଣ୍ଡ ପରେ ନିଜ ବାଇକ୍ ଛାଡି ପଳାଇଥିଲା ସୁଶେଇ ।
ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜାଙ୍କ ଛାଡପତ୍ର ଚର୍ଚ୍ଚା । କାହିଁକି ଗୋବିନ୍ଦାଙ୍କଠାରୁ ଅଲଗା ରହୁଛନ୍ତି ସୁନୀତା, ଏହା ପଛର ଅସଲ କାରଣ କହିଲେ ପତ୍ନୀ ।