• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

Namita Biswal

Editor

ଆଇଆଇଏମସିରୁ ସାମ୍ବାଦିକତା ଶିକ୍ଷା । ସାମ୍ବାଦିକତା ଜଗତରେ ୪ ବର୍ଷର ଅଭିଜ୍ଞତା ସହ ଓଟ ...more

ଆଇଆଇଏମସିରୁ ସାମ୍ବାଦିକତା ଶିକ୍ଷା । ସାମ୍ବାଦିକତା ଜଗତରେ ୪ ବର୍ଷର ଅଭିଜ୍ଞତା ସହ ଓଟିଭିରେ କାର୍ଯ୍ୟରତ । ଜାତୀୟ, ଅନ୍ତର୍ଜାତୀୟ, ଆଞ୍ଚଳିକ, ରାଜନୀତିକ ଖବରରେ ରୁଚି ରହିଛି।

less

Posts by Namita Biswal

Pakistani in Odisha
Pakistani in Odisha: ସରିଗଲା ଡେଡଲାଇନ୍‌, ପାକିସ୍ତାନ ନଯାଇଥିଲେ ଯିବେ ଜେଲ୍‌

ପାକିସ୍ତାନର ନାଗରିକ ଏମାନେ । ହେଲେ ଭାରତ ପାଇଁ ଏମାନଙ୍କ ମନ ଝୁରୁଛି । କାହା ଆଖିରେ ଲୁହ ଶୁଖୁନି, ପୁଣି ଆଉ କିଏ କୋହ ସମ୍ଭାଳି ପାରୁନାହାନ୍ତି । ଇଏ ବଲାଙ୍ଗୀରର ସାରଦା କୁକ୍ରେଜା ଦୀର୍ଘ ୩୫ ବର୍ଷ ହେଲା ବାହାହୋଇ ବଲାଙ୍ଗୀରରେ ଅଛନ୍ତି ।

Pakistani Nationals Depart
Pakistani Nationals Depart: କୁନି ଝିଅକୁ ଛାଡ଼ି ପାକିସ୍ତାନ ଫେରିଲା ମା'

ଡେଡଲାଇନ୍ ସରିବା ପରେ ନିଜ ଦେଶକୁ ଫେରିଛନ୍ତି ପାକିସ୍ତାନୀ । ପହଲଗାମ୍ ଆତଙ୍କୀ କାଣ୍ଡ ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡି ଫେରିଯିବାକୁ କଡ଼ା ନିର୍ଦ୍ଦେଶ କରିଥିଲେ କେନ୍ଦ୍ର ସରକାର ।

Digha Jagannath temple
Digha Jagannath Temple: ଦୀଘାରେ ଅବିକଳ ପୁରୀ ଭଳି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ଦୀଘାରେ ଅବିକଳ ଶ୍ରୀମନ୍ଦିର ଭଳି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗ ସରକାର । ଚେତାବନୀ ପରେ ବି ପୁରୀ ସେବାୟତ କରିଛନ୍ତି ପୂଜାର୍ଚ୍ଚନା ।

Pahalgam Terror Attack
Armed Forces Full Autonomy: ଭାରତ ବାରୁଦରେ ଖିନଭିନ୍‌ ହେବ ପାକ୍‌ ମାଟି, କିଛି ସମୟରେ ପରେ ଯୁଦ୍ଧ ନିଷ୍ପତ୍ତି !

ବିଶ୍ୱ ମାନଚିତ୍ରରୁ ଲିଭିବ ପାକିସ୍ତାନ ! ଭାରତ ବାରୁଦରେ ଖିନଭିନ୍‌  ହେବ ପାକ୍‌ ମାଟି । ଖୁବଶୀଘ୍ର ଯୁଦ୍ଧ ପାଇଁ ବାଜିବ ବିଗୁଲ ! ଆଉ କିଛି ସମୟରେ ପରେ ଆକ୍ରମଣ ପାଇଁ ମିଳିପାରେ ନିର୍ଦ୍ଦେଶ । ପହଲଗାମ୍ ଆତଙ୍କୀ ହମଲାର ବଦଲା ପାଇଁ ବଡ଼ ଯୋଜନା କରିଛି...

Special Story: ସରିଲା ନିଷ୍ପତ୍ତି ଏବେ ଆକ୍ସନ୍, ପାକିସ୍ତାନକୁ ସେନା ଦେବ କଡ଼ା ଜବାବ୍
Pahalgam Attack Response: ସେନାକୁ ମିଳିଛି ବଳ, ଭାଙ୍ଗିବ ପାକିସ୍ତାନର ଅଣ୍ଟା !

ଖୁବଶୀଘ୍ର ସେନା ନେବ ପହଲଗାମର ପ୍ରତିଶୋଧ । ଯେକୌଣସି ସମୟରେ, ଯେକୌଣସି ପ୍ରକାରେ ସେନା କରିପାରେ ଆକ୍ରମଣ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍ ।

 Poster War
PM Gayab Post: 'ପିଏମ୍‌ ଗାୟବ୍' ପୋଷ୍ଟ; କଂଗ୍ରେସ୍ ଛାପିଲା, ବିଜେପି ଧୋଇଦେଲା

ସମ୍ୱେଦନଶୀଳ ଘଟଣାରେ ବି ହୀନ ରାଜନୀତି ଛାଡୁନି କଂଗ୍ରେସ । ସୋଶାଲ ମିଡିଆରେ କଂଗ୍ରେସର 'ଗାଏବ ପୋଷ୍ଟ'କୁ ନେଇ ଘନଉଛି ବିବାଦ । ବିଜେପି ଦେଲା କଡ଼ା ଜବାବ ।

Pakistan PM Hospitalized
Pakistan PM Hospitalized: ଘାରିଲା ଭାରତ ଭୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି !

ହସ୍ପିଟାଲରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଭାରତର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଭାବି ଭାବି ଦେହ ଖରାପ ହୋଇଗଲା କି ? ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ପ୍ରମାଣ ମିଳିବା ପରେ ଭୟରେ ଅଛନ୍ତି କି ଶେହବାଜ ସରିଫ ?

India-Pakistan Tension
India-Pakistan Tension: ବଦଲା ପ୍ଲାନ୍ ତୟାର, ପାକିସ୍ତାନକୁ ପାନେ ଦେବ ଭାରତ

ପ୍ରତିଶୋଧର ନିଆଁରେ ଜଳିଯିବ ପାକିସ୍ତାନ ! ଭାରତ କରିବ ପୂରା ପାକିସ୍ତାନକୁ ଧ୍ୱଂସ ! ଯୁଦ୍ଧ ପାଇଁ ଚାଲିଛି ଯୋଜନା ! ଭାରତ କରୁଛି ବାରମ୍ବାର ବୈଠକ । ପଲହଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏବେ ବିଳିବିଳାଇ ହେଉଛି ଆତଙ୍କବାଦୀଙ୍କ ଦେଶ ।

 Digha Jagannath temple
Digha Jagannath Temple: ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଲି; ପୁଷ୍ପାଳକ ଓ ସୁଆର ନିଯୋଗର ବୟକଟ୍, ମାନିଲେନି ଦଇତାପତି

ପଶ୍ଚିମବଙ୍ଗର ଦୀଘାରେ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ଏକ ମନ୍ଦିର ନିର୍ମାଣ ହୋଇଛି ଯାହାକୁ କାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦଘାଟନ କରିବେ । ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ନହେବାକୁ ସୁଆର-ମହାସୁଆର ନିଯୋଗର ଚେତାବନୀ ସତ୍ତ୍ୱେ ପୁରୀରୁ ଦୀଘା ଆସିଛନ୍ତି ୬୦ରୁ ୭୦ ଦଇତାପତି ।...

EWS quota in Odisha
EWS Admission Irregularities: RTE କୋଟାରେ ପିଲାଙ୍କୁ ମିଳୁନି ଆଡମିଶନ, ଓସେପା ଅଫିସ ଘେରିଲେ ଅଭିଭାବକ

RTE କୋଟାରେ ପଢାରୁ ବଞ୍ଚିତ ରାଜ୍ୟର ଶହ ଶହ ଆର୍ଥିକ ଅନଗ୍ରସର ପିଲା । ସବୁ ପ୍ରମାଣପତ୍ର ସତ୍ତ୍ବେ ପାରଦର୍ଶୀ ପୋର୍ଟାଲରୁ କଟି ଯାଉଛି ଅନେକଙ୍କ ନାଁ । ରାଗରେ ଓସେପା ଅଫିସ ଘେରିଲେ ଅଭିଭାବକ ।

Pahalgam Attack Response
Pahalgam Attack Response: 'ଆକ୍ରମଣର ଟାର୍ଗେଟ-ଟାଇମ୍‌ ସ୍ଥିର କର', ସେନାକୁ ପୂର୍ଣ୍ଣ କ୍ଷମତା ଦେଲେ ପ୍ରଧାନମନ୍ତ୍ରୀ

ପହଲଗାମ୍ ହମଲାର ବଦଲା ପାଇଁ ସେନାକୁ ସବୁଜ ସଙ୍କେତ । ଗୁରୁତ୍ବପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଙ୍କେତ । ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ନେଇ ନିଷ୍ପତ୍ତି ନେବାକୁ ସେନାକୁ ମିଳିଲା ପୂର୍ଣ୍ଣ କ୍ଷମତା ।

Visa Deadline Ends
Visa Deadline Ends: ସରିଲା ପାକିସ୍ତାନୀଙ୍କ ଡେଡ୍‌ଲାଇନ, ଜାଣନ୍ତୁ ଭାରତ ନ ଛାଡିଲେ କ'ଣ ହେବ ?

ଆଜି ସରୁଛି ଭାରତରେ ଥିବା ପାକିସ୍ତାନୀଙ୍କ ଡେଡଲାଇନ୍ । ମେଡିକାଲ୍ ଭିସା ନେଇ ଭାରତକୁ ଆସିଥିବା ପାକିସ୍ତାନ ନାଗରିକ ଆଜି ସୁଦ୍ଧା ନିଜ ଦେଶକୁ ଫେରିବେ । ନଚେତ୍ ୩ ବର୍ଷ ଜେଲ୍ କିମ୍ବା ୩ ଲକ୍ଷ ଜରିମାନା ଦଣ୍ଡ ଭୋଗିବାକୁ ପଡିପାରେ ।

PM Modi's Key Security Meet
PM Modi's Key Security Meet: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ; ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍‌ ଉପସ୍ଥିତ

ପିଏମ୍ ମୋଦିଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ । ସୁରକ୍ଷା ଏଜେନ୍ସିର ସମସ୍ତ ଟପ୍ ଅଫିସିଆଲଙ୍କ ଉପସ୍ଥିତିରେ ବୈଠକ ଚାଲିଛି । ପହଲଗାମ୍ ହମଲା ପରେ ଏହା ହେଉଛି ସବୁଠୁ ବଡ଼ ବୈଠକ ।

CCS Meet
PM Modi To Hold CCS Meet: ବଦ୍‌ଲା ପ୍ଲାନ ତୟାର, କାଲି ପାକିସ୍ତାନ ବିରୋଧରେ ହେବ ବଡ଼ ଆକ୍ସନ !

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ (CCS) ବୈଠକ ବସିବ । ଏଥିରେ ପାକିସ୍ତାନ ବିରୋଧରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । 

Bride-to-be kidnapped
Bride Kidnapped Before Wedding: ପାର୍ଲରରୁ ସଜ ହୋଇ ଫେରୁଥିଲେ...ବାଟରୁ କନିଆଙ୍କୁ କିଏ କଲା କିଡ୍‌ନାପ୍‌ ?

ବଣ୍ଟା ସରିଥିଲା ନିମନ୍ତ୍ରଣ କାର୍ଡ । କାଲି ପଡ଼ିଥାନ୍ତା ହାତଗଣ୍ଠି । ହେଲେ ବିବାହର ୨ ଦିନ ଆଗରୁ କନିଆ କିଡ୍‌ନାପ୍ । କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ ।

Pahalgam Terror Attack
Pahalgam Terror Attack: କିଏ ସେ ଜିପ୍‌ ଅପରେଟର୍, ଯାହାଙ୍କ ଅଲ୍ଲା ହୁ ଅକବର କହିବା ପରେ ଫୁଟିଥିଲା ଗୁଳି ?

ଜିପ୍‌ ଅପରେଟର୍‌ଙ୍କ ୩ ଥର ଆଲ୍ଲା ହୁ ଅକବର କହିବା ପରେ ପହଲଗାମରେ ଫୁଟିଥିଲା ଗୁଳି । ଆରମ୍ଭ ହେଲା ଆତଙ୍କୀଙ୍କ ଫାୟାରିଂ । ତେବେଏହି ଜିପ୍‌ ଲାଇନ ଅପରେଟ୍ କିଏ ? କାହିଁକି ସେ ଅଲ୍ଲା ହୁ ଅକବର କହିଥିଲେ ?

NIA
NIA Probes Pahalgam Attack: କଟକରେ NIA ଟିମ୍‌, ଭୋଳ ପରିବାରକୁ କ'ଣ ପଚାରିଲା ?

ପହଲଗାମ୍‌ ଆକ୍ରମଣ ଘଟଣାର ତଦନ୍ତ ପାଇଁ କଟକରେ ଏନଆଇଏ ଟିମ୍ । ରଞ୍ଜିତ ଭୋଳଙ୍କ ଘରେ ପହଞ୍ଚି ୨ ଘଣ୍ଟାର ପଚରାଉଚରା । ୨୨ ତାରିଖ ଦିନ ପହଲଗାମ୍‌ ଆତଙ୍କୀ ହମ୍‌ଲା ବେଳେ ଉପସ୍ଥିତ ଥିଲେ ଭୋଳ ପରିବାର ।

OJEE
OJEE 2025: ମେ' ୨ରୁ ଓଜେଇଇ ପରୀକ୍ଷା; ଜାଣନ୍ତୁ ସମୟ ସୂଚୀ...

ମେ' ୨ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE । ୨ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ । ପ୍ରତିଦିନ ତିନୋଟି ସିଫ୍ଟରେ ପରୀକ୍ଷା ହେବ ।

Youth Found Dead
Youth Found Dead in Bhubaneswar: ପ୍ରେମରେ ଧୋକା, ସହି ନପାରି ଝୁଲିପଡିଲେ ରାହୁଲ !

ରାଜଧାନୀରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପ୍ରେମିକାର ଚାପରେ ଯୁବକ ଜଣକ ନିଜ ଜୀବନ ହାରିଥିବାର ଅଭିଯୋଗ ଆଣିଲେ ପରିବାର ଲୋକେ ।

Pahalgam Terror Attack
Pahalgam Terror Attack: ୨୨ ଘଣ୍ଟା ଚାଲି ଚାଲି ଆସିଥିଲେ ଆତଙ୍କୀ, ଜଣାପଡିଲା କେଉଁମାନେ କରିଥିଲେ ସାହାଯ୍ୟ...

ଆତଙ୍କବାଦୀମାନେ ୨୦ରୁ ୨୨ ଘଣ୍ଟା ଜଙ୍ଗଲରେ ଚାଲି ଚାଲି ବୈସରନ ଘାଟିରେ ପହଞ୍ଚିଥିଲେ । ମୋଟ ୪ ଜଣ ଆତଙ୍କୀ ହମ୍‌ଲାରେ ସମ୍ପୃକ୍ତ ରହିଥିଲେ । ସେମାନଙ୍କୁ ସାହାଯ୍ୟ କରିଥିବା ୧୫ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ସୁରକ୍ଷା ଏଜେନ୍ସି ।

ଆଇଆଇଏମସିରୁ ସାମ୍ବାଦିକତା ଶିକ୍ଷା । ସାମ୍ବାଦିକତା ଜଗତରେ ୪ ବର୍ଷର ଅଭିଜ୍ଞତା ସହ ଓଟିଭିରେ କାର୍ଯ୍ୟରତ । ଜାତୀୟ, ଅନ୍ତର୍ଜାତୀୟ, ଆଞ୍ଚଳିକ, ରାଜନୀତିକ ଖବରରେ ରୁଚି ରହିଛି।