• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

Namita Biswal

Editor

ଆଇଆଇଏମସିରୁ ସାମ୍ବାଦିକତା ଶିକ୍ଷା । ସାମ୍ବାଦିକତା ଜଗତରେ ୪ ବର୍ଷର ଅଭିଜ୍ଞତା ସହ ଓଟ ...more

ଆଇଆଇଏମସିରୁ ସାମ୍ବାଦିକତା ଶିକ୍ଷା । ସାମ୍ବାଦିକତା ଜଗତରେ ୪ ବର୍ଷର ଅଭିଜ୍ଞତା ସହ ଓଟିଭିରେ କାର୍ଯ୍ୟରତ । ଜାତୀୟ, ଅନ୍ତର୍ଜାତୀୟ, ଆଞ୍ଚଳିକ, ରାଜନୀତିକ ଖବରରେ ରୁଚି ରହିଛି।

less

Posts by Namita Biswal

Inter-caste marriage
Inter-caste Marriage: ମରିଗଲା ମାନବିକତା, ଝିଅ ସହ ସ୍ୱାମୀର ମୃତଦେହକୁ ଖଟିଆରେ ବୋହିଲେ ସ୍ତ୍ରୀ

ଭିନ୍ନ ଜାତିରେ ବିବାହ କଲେ ବୋଲି ମରଶରୀରକୁ କାନ୍ଧ ଦେଲେନି ଜାତି ଭାଇ । ଶେଷରେ ସ୍ୱାମୀର ମୃତଦେହକୁ ଝିଅ ସହ ଖଟିଆରେ ବୋହି ଅନ୍ତିମ ସତ୍କାର କଲେ ପତ୍ନୀ ।

 Uttarakhand Avalanche Update
Uttarakhand Avalanche: ଏବେ ବି ବରଫ ଅତଡ଼ା ତଳେ ୨୨ ଶ୍ରମିକ, ରେସ୍କ୍ୟୁ ଅପରେସନ ଜୋରଦାର୍

ବଦ୍ରିନାଥ ହିମସ୍ଖଳନ ଅଘଟଣ । ୩୩ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ବରଫ ତଳେ ଫସିରହିଛନ୍ତି ୨୨ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ।

Trump-Zelensky Fight
Trump-Zelensky Fight: ଟ୍ରମ୍ପ-ଜେଲେନସ୍କି ମଧ୍ୟରେ ଜୋରଦାର୍ ଯୁକ୍ତିତର୍କ, ଅନ୍ କ୍ୟାମେରା କାହିଁକି ହେଲା ଝଗଡ଼ା ?

ହ୍ୱାଇଟ୍ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟରେ ଜୋରଦାର୍ ଯୁକ୍ତିତର୍କ । ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ମୁହାଁମୁହିଁ ହେଲେ ଦୁଇ ରାଷ୍ଟ୍ରପତି । ୟୁକ୍ରେନ ତୃତୀୟ ବିଶ୍ୱଯୁଦ୍ଧକୁ ଉସକାଉଛି ବୋଲି କହିଲେ ଟ୍ରମ୍ପ

Badrinath Avalanche
Badrinath Avalanche: ବଦ୍ରିନାଥରେ ଭୟଙ୍କର ହିମସ୍ଖଳନ, ବରଫ ଅତଡା ତଳେ ୪୦ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ

ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ । ପ୍ରବଳ ତୁଷାରପାତ ପରେ ହିମସ୍ଖଳନ ଘଟିଛି । ପ୍ରାୟ ୪୭ରୁ ଅଧିକ ଲୋକ ବରଫ ଅତଡ଼ା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । BRO ଓ ITBP ଟିମ୍ ଦ୍ବାରା ଉଦ୍ଧାର କାମ ଜାରି ।

Uttam Mohanty Death
Uttam Mohanty Death: ବାସଭବନରେ ଉତ୍ତମଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ।

Subhadra Yojana
Odisha Subhadra Yojana: ସୁଭଦ୍ରା ଯୋଜନା ନେଇ ବଡ଼ ସୂଚନା, ଏହି ଦିନ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ । ଏହି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

IT Employee Suicide
IT Manager Suicide: ବାପା, ମମ୍ମି Sorry... ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଝୁଲିପଡିଲେ IT ମ୍ୟାନେଜର

ଆଗ୍ରାରେ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି । ପତ୍ନୀ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ IT କମ୍ପାନୀ ମ୍ୟାନେଜର । ଲାଇଭ ଭିଡ଼ିଓରେ କହିଲେ ନିର୍ଯାତନାର କଥା ।

5 year old raped
Brutal Rape: ନୃଶଂସ, ବର୍ବର...ମୃତ୍ୟୁ ସହ ଲଢେଇ କରୁଛି ଦୁଷ୍କର୍ମର ଶିକାର ଶିଶୁକନ୍ୟା, ଗୁପ୍ତାଙ୍ଗରେ ପଡିଛି ୨୮ ଷ୍ଟିଚ୍

୫ ବର୍ଷର ଶିଶୁକନ୍ୟାକୁ ଅତି ଅମାନୁଷିକ ଭାବେ ଦୁଷ୍କର୍ମ । ପ୍ରାଇଭେଟ୍ ପାର୍ଟରେ ପଡିଛି ୨୮ଟି ଷ୍ଟିଚ୍ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଦେହସାରା କାମୁଡା ‍ଓ କ୍ଷତ ଚିହ୍ନ ରହିଛି ।

JP Nadda to attend NHM summit
NHM Summit: ଆଜିଠୁ ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ, ଯୋଗଦେବେ ଜେପି ନଡ୍ଡା

ଆଜିଠୁ ପୁରୀରେ ଆରମ୍ଭ ହେବାକୁ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀରେ ଯୋଗଦେବେ ଜେପି ନଡ୍ଡା । ଏହା ପରେ ଭୁବନେଶ୍ବର ଫେରି ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଏହି ସମୟରେ ରାଜ୍ୟ ବିଜେପି ସଭାପତି ଘୋଷଣା ଅଙ୍କ ଛିଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

Uttam Mohanty no more
Uttam Mohanty Death: ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବୈଜୟନ୍ତ ପଣ୍ଡା

ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଉତ୍ତମ ମହାନ୍ତି ଆଉ ନାହାନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ରାଜନେତା ଓ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି ।

Assam Earthquake
Assam Earthquake: ଆସାମରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫.୦

ବିଳମ୍ବିତ ରାତିରେ ଭୂକମ୍ପରେ ଥରିଲା ଆସାମ । ଆସାମ ମୋରିଗାଁରେ ୫.୦ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ ।

Economic Crisis
Economic Crisis: କାଙ୍ଗାଳ ହେବାକୁ ବସିଛି ଭାରତର ଆଉ ଏକ ପଡ଼ୋଶୀ ଦେଶ, ପାକିସ୍ତାନ କି ଶ୍ରୀଲଙ୍କା ନୁହେଁ...

ଭାରତର ପଡୋଶୀ ଦେଶ ମାଳଦ୍ୱୀପ ଏବେ ଦେବାଳିଆ ସ୍ଥିତିରେ । ଏହାର ଅର୍ଥନୀତି ଦିନକୁ ଦିନକୁ ଭୁଶୁଡିବାରେ ଲାଗିଛି । ଫଳରେ ବିଗତ ଦିନରେ ଶ୍ରୀଲଙ୍କା, ପାକିସ୍ତାନ ଭଳି ମାଳଦ୍ୱୀପ ମଧ୍ୟ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଆଶଙ୍କା କରିଛି ଆଇଏମ୍‌ଏଫ୍ ।

Besan For Skin
Besan For Skin: ମୁହଁରେ ବେସନ ଲଗାଇଲେ କ'ଣ ହୁଏ...

ସୁନ୍ଦର ଚମକଦାର ଚେହେରା କିଏ ବା ଚାହେଁନା । ମୁହଁରେ ଗ୍ଲୋ ପାଇଁ କିଏ ଦାମୀ କ୍ରିମ୍ ଲଗାଉଛନ୍ତି ତ ଆଉ କିଏ ବିଉଟି ପାର୍ଲରରେ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଆପଣ ନିଜ କିଚେନ୍‌ରେ ଥିବା ସାମଗ୍ରୀରୁ ନିଜ ମୁହଁରେ ଗ୍ଲୋ ଆଣିପାରିବେ । ଆଜ୍ଞା ହଁ...

Balasore Woman Murder Case
Suicide Attempt: ଏକତରଫା ପ୍ରେମରୁ ଗଳାକାଟି ମାରିଥିଲା, ଏବେ ଧରାପଡ଼ିବାରୁ ବିଷ ପିଇଦେଲା ପାଗଳ ପ୍ରେମିକ

ଏକତରଫା ପ୍ରେମରୁ ବାଲେଶ୍ୱର ସୋରରେ ଯୁବତୀଙ୍କୁ ହତ୍ୟା ଘଟଣା । ୩ ଦିନ ପରେ ଅଭିଯୁକ୍ତ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର । ପୋଲିସକୁ ଦେଖି ସେ ବିଷ ପିଇ ଦେଇଥିବା ସୂଚନା ।

Lingaraj temple
Devotees Injured: ଲିଙ୍ଗରାଜ ମନ୍ଦିରରେ ଠେଲାପେଲା, ୨ ମହିଳା ଭକ୍ତ ଆହତ

ପ୍ରବଳ ଭିଡ଼ ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଠେଲାପେଲା । ଏଥିରେ୨ ଜଣ ମହିଳା ଭକ୍ତ ଆହତ । ଆଶାଠାରୁ ଅଧିକ ଭକ୍ତ ଯୋଗୁଁ ଭିଡ଼ ନିୟନ୍ତ୍ରଣ ହୋଇପାରିନଥିବା କହିଲେ ଡିସିପି ।

Elephant Attack
Elephant Attack: ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା

ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା । ବଲାଙ୍ଗିର ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ।

 Maha Shivaratri
Maha Shivaratri: ଆଜି ମହାଶିବରାତ୍ରୀ; ସକାଳୁ ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ଶିବାଳୟ । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ।

Trump-Elon Musk AI video
Trump-Musk AI Video: ଏଲନ ମସ୍କଙ୍କ ପାଦ ଚାଟୁଥିଲେ ଟ୍ରମ୍ପ, ଟିଭିରେ ଚାଲିଲା ଭିଡିଓ, ଜାଣନ୍ତୁ କ'ଣ ଘଟଣା...

ଅରବପତି ଏଲନ ମସ୍କଙ୍କ ପାଦ ଚାଟୁଥିବାର ନଜର ଆସିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ସରକାରୀ କାର୍ଯ୍ୟାଳୟ ଟିଭି ସ୍କ୍ରିନରେ ଚାଲିଲା ଭିଡିଓ । ଜାଣନ୍ତୁ ପୁରା ଘଟଣା କ'ଣ

KIIT sexual harrasment
Sexual Harassment: ପ୍ଲେସମେଣ୍ଟ ନାଁରେ କିଟ୍‌ରେ ଯୌନଶୋଷଣ, ପୂର୍ବତନ ଛାତ୍ରୀ ଆଣିଲେ ସଂଗୀନ ଅଭିଯୋଗ

କିଟ୍‌ ବିଶ୍ୱବିଦ୍ୟାଳୟ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଏବେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । କିଟ୍‌ରେ ପ୍ଲେସମେଣ୍ଟ ନାଁରେ କରାଯାଉଛି ଯୌନଶୋଷଣ । ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ଛାତ୍ରୀ ।

Egg Health Benefits
Egg Health Benefits: ଦିନକୁ କେତୋଟି ଅଣ୍ଡା ଖାଇବା ସ୍ୱାସ୍ଥ୍ୟକର, ଜାଣନ୍ତୁ...

ଅଣ୍ଡା ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଖାଦ୍ୟ । ଅଣ୍ଡା ଓମଲେଟ୍, ଭୁଜି, ତରକାରୀ କିଏ କେତେ ପ୍ରକାରେ ଅଣ୍ଡା ଖାଆନ୍ତି । କୁହାଯାଏ, ଗରମ ହେଉ ଅବା ଥଣ୍ଡା, ସବୁଦିନ ଖାଆନ୍ତୁ ଅଣ୍ଡା । କାରଣ ଅଣ୍ଡାରେ ପ୍ରଚୁର ପ୍ରୋଟିନ ମିଳେ । ଏଥିସହ ଭିଟାମିନ ଏ, ବି,...

ଆଇଆଇଏମସିରୁ ସାମ୍ବାଦିକତା ଶିକ୍ଷା । ସାମ୍ବାଦିକତା ଜଗତରେ ୪ ବର୍ଷର ଅଭିଜ୍ଞତା ସହ ଓଟିଭିରେ କାର୍ଯ୍ୟରତ । ଜାତୀୟ, ଅନ୍ତର୍ଜାତୀୟ, ଆଞ୍ଚଳିକ, ରାଜନୀତିକ ଖବରରେ ରୁଚି ରହିଛି।