ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? କାଲି ସୁର ଚୁମ୍ବକରେ କହିଥିଲେ, ଆଜି ତାରା-ମୋକିମ୍ ଖୋଲା ଖୋଲି ଆଶଙ୍କା କଲେ । ସଦ୍ୟସମାପ୍ତ ପଦ୍ମପୁର ସହ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ ଖାଲି ଲଜ୍ଜାଜନକ ପରାଜୟ ନୁହେଁ, କଂଗ୍ରେସର ରହୁନି ଅମାନତ ।
ଖାଲି କୋଠା ଠିଆ ହୋଇଛି । ରୋଗୀ ସେବା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର, କର୍ମଚାରୀ, ଆନୁସଙ୍ଗିକ ଯନ୍ତ୍ରପାତି ନା ଅଛନ୍ତି ମେଡିକାଲ୍ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ପ୍ରଫେସର ।
ପଦ୍ମପୁରରେ ବିପୁଳ ବିଜୟ ପରେ ପୂରା ଜୋସରେ ବିଜେଡି । ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାରରୁ ଅଧିକ ଭୋଟରେ ବିଜେପିକୁ ମାତ୍ ଦେବା ପରେ ବଢିଛି ଦଳର ଆତ୍ମବିଶ୍ୱାସ ।
ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ । ଏହା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ନେଇ ନିଷ୍ପତ୍ତି ନା କିଛି ଗୋଷ୍ଠୀଙ୍କ ସ୍ୱାର୍ଥ ରକ୍ଷା ଲାଗି ପଦକ୍ଷେପ ତାକୁ ନେଇ ଉଠିଛି ପ୍ରଶ୍ନ ।
ମୁସଲମାନଙ୍କ ମୁଖରେ ଜଗନ୍ନାଥ ଜଣାଣ । ମଧୁର ଗୀତ ଶୁଣି ଲୋକେ ତାଙ୍କୁ ଡାକୁଛନ୍ତି ସାଲବେଗ ବୋଲି । କାରଣ କେବେ ସେ ମହାପ୍ରଭୁଙ୍କ ଭଜନ ବୋଲୁଛନ୍ତି ତ ଆଉ କେବେ ରାମନାମ ଧରି ପୂଜାପାଠ ବି କରୁଛନ୍ତି ।
ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିଥିବାରୁ ଦଳୀୟ ନେତୃବୃନ୍ଦଙ୍କ ଟେନସେନ ବଢ଼ି ଯାଇଛି। ଦଳ ସରକାର ଗଠନ କରିବାକୁ ଯାଉଥିବାରୁ ହାଇକମାଣ୍ଡ ଖୁସି ହେଉଛନ୍ତି। ହେଲେ ନିର୍ବାଚନ ଜିତିବା କ୍ଷଣି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯାଇଛି।
ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ ।
ଦଳର ସୋ କଲ୍ଡ ସିନିୟର ନେତା ଏବେ ଦଳର ଆସେଟ୍ ନୁହଁନ୍ତି । ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍
ଫୋବର୍ସ ତାଲିକାରେ ଏଲନ୍ ମସ୍କ ବିଶ୍ୱର ପ୍ରଥମ ଧନୀ ଥିବା ବେଳେ ଏବେ LVMH ର ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ନାର୍ଡ ଆର୍ନାଲ୍ଟ ପ୍ରଥମ ସ୍ଥାନ ନେଇଛନ୍ତି ।
ଗତକାଲି ତୁଳନାରେ ଆଜି ସୁନାଦର ବୃଦ୍ଧି ପାଇଛି ।
ଡାକ୍ତରୀ ପାଠ ପଢିବା ପାଇଁ ବିଲରେ ମୂଲ ଲାଗୁଛନ୍ତି ଡାକ୍ତରୀ ଛାତ୍ର। ଦିନରେ ବିଲରେ କାମ କରି ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକି ବହିପତ୍ର ସହ ପଢା ଖର୍ଚ୍ଚ ଉଠାଉଛନ୍ତି...ସଂଜ ନଇଁବା ମାତ୍ରେ ଘରେ ବସି ପାଠ ପଢୁଛନ୍ତି ଇଫୁ
ପରିବା ଚାଷ କଲେ, ଲାଭ ହେଲାନି। ଥାଇଲାଣ୍ଡରୁ ଚାରା ଆଣି ଜମିରେ କଲେ ଆପେଲବେରୀର ଚାଷ...ମାତ୍ର ୨ଏକର ଜମିରେ ଚାଷ କରିଛନ୍ତି ହେଲେ ଫଳ ଫଳୁଛି ୭୦ କ୍ୱିଣ୍ଟାଲ...ଆଉ ବର୍ଷକୁ ଲାଭ
ଜେଲ୍ରେ ଭଲ ଲାଗୁଥିଲା, ଇଡି ଅଫିସ୍ରେ ଭଲ ଲାଗୁନି। ଅଧ ରାତିରେ ମହିଳା କନେଷ୍ଟବଳଙ୍କୁ ଏମିତି କହିଲେ ଅର୍ଚ୍ଚନା..
୧୦ ଦିନ ହେଲାଣି ସବୁକିଛି ବନ୍ଦ ଥିଲା। ଓଟିଭିରେ ଖବର ପ୍ରସାରଣ ହେବା ପରେ ସ୍କୁଲ ଗଲେ ପିଲା..ଏକାଠି ବସିଲେ, ସାଙ୍ଗ ହୋଇ ଖାଇଲେ। ହେଲେ ବାସନ୍ଦକୁ ନେଇ ଥମୁନି ଆରୋପ ପ୍ରତ୍ୟାରୋପ
୫ ମାସ ହେଲାଣି ଚାଉଳ ମିଳୁନି। ୫ ଗାଁର ୧୦୦ ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି..ବକେୟା ରାସନ ମାଗିଲା ବେଳକୁ ନାଲିଆଖି ଦେଖାଉଛନ୍ତି ଡିଲର। ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ..
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ, ତିଥି- ପୂର୍ଣ୍ଣିମା ଦିବା ୦୯/୩୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର- ବିଛା ରାତ୍ରି ୦୧/୪୪ ଗତେ କନ୍ୟା, ଘାତ ବାର – ତୁଳା...
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ, ତିଥି- ପୂର୍ଣ୍ଣିମା ଦିବା ୦୯/୩୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର- ବିଛା ରାତ୍ରି ୦୧/୪୪ ଗତେ କନ୍ୟା, ଘାତ ବାର – ତୁଳା...
ସ୍ୱାମୀ ଯିବା ପରେ ସବୁ କିଛି ଅନ୍ଧାର। ଘର ଚଳିବାକୁ ଟଙ୍କା ନାହିଁ କି ଖାଇବାକୁ କିଛି ନାହିଁ। ପାଠ ପଢିବାକୁ ପିଲାଙ୍କ ମନରେ ଭରି ହୋଇ ରହିଛି ଆଶା..ସାହାଯ୍ୟ ମିଳିଲେ ପାଠ ପଢିବେ ପିଲା, ଚଳିବ ପରିବାର