• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Lamb Selling
ଗୋଟିଏ ମେଣ୍ଢାର ଦାମ କୋଟିଏ କାହିଁକି ?

ବର୍ଷକର ମେଣ୍ଢାର ଦାମ ୧ କୋଟି ଟଙ୍କା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତିକି ମେଣ୍ଢାକୁ ନେବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ଲାଗିଛି । ଜାଣନ୍ତୁ କେଉଁଠି..

Eid Al-Adha
ଆଜି ଇଦ୍-ଉଲ୍-ଆଦା; ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ

ଆଜିର ଦିନକୁ ମୁସଲମାନ ସଂପ୍ରଦାୟର ଲୋକେ ବଳିଦାନର ଦିବସ ରୂପେ ପାଳନ କରିଥାନ୍ତି ।

Tomato Price Hike
ଆକାଶଛୁଆଁ ପରିବା ଦର; ଟମାଟୋ ନାଁ ଶୁଣିଲେ ଗ୍ରାହକ ଛାନିଆ

ଖାଲି ଟମାଟୋ ନୁହେଁ ବିଭିନ୍ନ ପରିବା ଦର ବି ଏବେ ଆକଶ ଛୁଆଁ ପାଲଟିଛି ।

Ratha Jatra
ଭାଇ ଊଉଣୀଙ୍କୁ ଧରି ଶ୍ରୀମନ୍ଦିର ଫେରୁଛନ୍ତି କାଳିଆ ସାଆନ୍ତ..

ବାହୁଡ଼ିବେ ଜଗା, ବଳିଆ ସହ ଭଉଣୀ ସୁଭଦ୍ରା । ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ପର୍ବ, ବାହୁଡ଼ା । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ପୁଣି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି।

5T School
ପାଇଭ୍‌-ଟି ନାଁରେ ଭୟଙ୍କର ଦୁର୍ନୀତି : ପୁରୁଣା ଦେହରେ ରଙ୍ଗ ମାରି ଚାଲିଛି ଅର୍ଥ ଲୁଟ୍‌

ଦୁର୍ନୀତି ଗନ୍ତଘର ଫାଇଭ୍‌-ଟି : ପୁରୁଣା ଘରେ ରଙ୍ଗ ମାରି ବିଲ୍‌ ହେଉଛି କୋଟି କୋଟି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବିଜେପି ଅଭିଯୋଗ କରିଛି, କେବଳ ଦୁର୍ନୀତି ଲାଗି ଖୋଲାଯାଇଛି ଏଇ ବିଭାଗ

News Fuse
ପିଡି ମାଡାମ କଣ ଖୋଜୁଛନ୍ତି କି?

ଆଲୋ ଆଲୋ ଇଏ କଣ? କେନ୍ଦ୍ରମନ୍ତ୍ରୀ ହିସାବ ମାଗୁମାଗୁ କଲେକ୍ଟର ଓ ପିଡି ମାଡାମ ଖାତାରୁ କଣ ଖୋଜୁଛନ୍ତି କି? ନାରଣ ତୁ ମାରିଦେବୁରେ...କାଗଜ କଥା କହୁ କହୁ

Threaten Politician
ପାଣି ପାଇଁ ନାଟ : “ଗାଁକୁ ଆସିଲେ ଏଣିକି ଜୋତାମାଳ ସହ ମିଳିବ ଝାଡ଼ୁ ପାହାର”

କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରପଡା ଆଳିର ଏଇ ଗାଁ ଲୋକେ...

Special story
ମଜୁରୀ ଖଟୁ ଖଟୁ ପ୍ରେମ : ଝିଅ ଜନ୍ମ ହେବା ପରେ ସ୍ତ୍ରୀ ଛାଡି ଛୁ ମାରିଲା ସ୍ୱାମୀ

ଇଏ କେମିତିକା ପ୍ରେମ? ଭଲପାଇଲେ...ବାହା ହେଲେ....ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡିଦେଲେ । ଏବେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ପୁଷ୍ପଲତା । ସ୍ୱାମୀ ଫୋନ୍‌ କରୁନାହାନ୍ତି...ମାଆ କୋଳରେ ବଞ୍ଚିବାକୁ ଗେଂଜିଛନ୍ତି ମୁଣ୍ଡ

Doctors
ନିଶା ଖାଇଥିଲେ କି? ଗୋଡରେ ଲଗାଇ ଦେଲେ ହାତ?

ଇଏ ଡାକ୍ତର ନୁହେଁ ଯମ । ଗୋଡରେ ଲଗାଇଦେଲେ କଟା ହାତ...ସତ ଜାଣିବା ପରେ ପୁଣି ଥରେ ଗୋଡରୁ ହାତ କାଟି କଲେ ଅପରେସନ୍‌ । ଯିଏ ଶୁଣୁଛି, ସିଏ ସମାଲୋଚନା କରୁଛି

Odisha School
ଦଶମ ଶ୍ରେଣୀ ପିଲାଙ୍କୁ ଭୁଲ ପାଠ ପଢାଯାଉଛି?

ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍‌ ତଥ୍ୟ...ସେହି ଭୁଲକୁ ପଢି ପିଲାଏ ଶିଖିବେ କଣ?

CCTV Camera
ସାବଧାନ ଅପରାଧୀ : ପୂରା ସହରକୁ ଜଗିଛି ସିସିଟିଭି

ଆଉ କେହି ଖସିପାରିବେନି । ସହର ସାରା ଲାଗିଲାଣି ସିସିଟିଭି...ଟିକିଏ ଏପଟ ସେପଟେ ହେବ ତ ସିଧା ଯାଇ ଥାନାରେ ପହଞ୍ଚିବ

Bahanaga Railway Station
ସ୍ୱାଭାବିକ ହେଲା ବାହାନଗା ଷ୍ଟେସନ

କରମଣ୍ତଳ ଟ୍ରେନ୍‌ ଦୁର୍ଘଟଣା କାରଣରୁ ବାହାନଗା ଷ୍ଟେସନ୍‌ର ବ୍ୟାପକ୍‌ କ୍ଷତି ହୋଇଥିଲା ।

Guinness World Record
୧୫ ଘଣ୍ଟାରେ ବୁଲିଲେ ସବୁ ମେଟ୍ରୋ ଷ୍ଟେସନ; ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ୍ସରେ ନାଁ

ମାତ୍ର ୧୫ ଘଣ୍ଟା ୨୨ ମିନିଟ୍‌ ୪୯ ସେକେଣ୍ତରେ ଦିଲ୍ଲୀର ସବୁ ମେଟ୍ରୋ ଷ୍ଟେସନ୍‌ ବୁଲି ଗିନିଜ୍‌ ୱାର୍ଲ୍ଡ ରେକର୍ଡ କଲେ ଜଣେ ଯୁବକ ।

Jaydev Jena
ଜୟଦେବଙ୍କ ସାଙ୍ଘାତିକ ବୟାନ; କୁଆଡ଼େ ଯିବା ସ୍ଥିତିରେ ନାହାନ୍ତି ମୁଖ୍ୟମନ୍ତ୍ରୀ

ଥମୁନି 5T ସଚିବଙ୍କ ଗସ୍ତ ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍‌ ବାର୍ତ୍ତାକୁ ନେଇ କଂଗ୍ରେସ ନେତା ଜୟଦେବ ଜେନାଙ୍କ କଟାକ୍ଷ ।

Sakhigopala Temple
ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ; ଉପାସରେ ପ୍ରଭୁ ଗୋପାଳଜୀଉ

ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରର ନୀତିକାନ୍ତି ଗତକାଲିଠାରୁ ବନ୍ଦ ରଖିଛନ୍ତି ମନ୍ଦିରର ସେବାୟତ।

Bus Accident
ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍‌; ୧୦ ଆହତ

ବାରିପଦା ମେଡିକାଲ କଲେଜ ରଙ୍ଗାମାଟିଆ ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍ ।

Ratha Jatra
ଚକାନୟନକୁ ଦେଖିବା ଲାଗି ନାକରେ ଅକ୍ସିଜେନ୍‌ ଲଗାଇ ଦୌଡ଼ି ଆସିଲେ ଭକ୍ତ

କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ବି ପଡ଼େ ନାହିଁ । ଜଗାର ଡାକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ ।

Ratha Jatra
ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା; ଅପରାହ୍ନ ୫ଟା ଯାଏଁ ସଂଧ୍ୟା ଦର୍ଶନ

ଆଜି ଶେଷ ସଂଧ୍ୟା ଦର୍ଶନ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।

Monkey and dog become best friends
ଚିର ଶତ୍ରୁ ହେଲେ କଣ ହେଲା ? ଏମାନଙ୍କ ଭିତରେ ବି ସୃଷ୍ଟି ହୋଇପାରେ ବନ୍ଧୁତା

ଚିର ଶତ୍ରୁ ହେଲେ କଣ ହେଲା ? ଏମାନଙ୍କ ଭିତରେ ବି ସୃଷ୍ଟି ହୋଇପାରେ ବନ୍ଧୁତା

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।