ସଫଳ ହେଲା ପ୍ରେମ । ସ୍ୱଧାର ଗୃହରୁ ସହଧର୍ମିଣି ବାଛିଲେ ସ୍ୱାମୀ । ଜିଲ୍ଲା ପ୍ରଶାସନ ବିବାହ କରାଇ ସ୍ୱଧାର କେନ୍ଦ୍ରରୁ କନ୍ୟାକୁ ପଠାଇଛି ଶାଶୁ ଘର । ଆପଣ ବି କହିବେ ଏମିତି ବି ହୁଏ !
କୋରାପୁଟ ଜିଲ୍ଲାର ଦେଓମାଳି ଅଞ୍ଚଳରେ ଥିବା ବିଭିନ୍ନ ପାହାଡ଼, ପର୍ବତ ଗାଁ ଗଣ୍ଡାରେ ବର୍ତ୍ତମାନ ଲାଗିବ ଲକ୍ଷାଧିକ ଔଷଧୀୟ ବୃକ୍ଷ । ତା ସାଙ୍ଗକୁ ବର୍ଷା ସୃଷ୍ଟିକାରୀ ବୃକ୍ଷ । ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗିଙ୍କ ନେତୃତ୍ୱରେ ଏହି ଅଂଚଳର ପାରମ୍ପରିକ ବୈଦ୍ୟ...
ଗରିବ ଓ ବେସାହାରାମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ପ୍ରଚଳନ କରିଛନ୍ତି । ଦୁଃଖର ବିଷୟ ପ୍ରଶାସନିକ ଅପାରଗତା ଓ ଲୋକଙ୍କ ଭିତରେ ସଚେତନତାର ଅଭାବ ଯୋଗୁ ଅନେକ ବାସହରା ଓ ନିରାଶ୍ରୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି…
ବିଜୁଳି କଟିଲା ଘାଇଁ ଘାଇଁ ବିଜେପି ମାତିଲା ସାଇଁ ସାଇଁ । ଢେଙ୍କାନାଳରେ ବିଜୁଳି କାଟକୁ ନେଇ ତାତିଲେ ଲୋକେ ବିଜୁଳି ଅଫିସରେ ପକେଇ ଦେଲେ ତାଲା...
ବୌଦ୍ଧ ଜିଲ୍ଲାରେ ଛତୁ ଫୁଟିଲା ଭଳି ସ୍ଥାନେ ସ୍ଥାନେ ଗଢି ଉଠିଛି ବେଆଇନ ଦେଶୀ ଇଟା ଭାଟି । RIଙ୍କ ସଂପୃକ୍ତ ନେଇ ଆସିଛି ବଡ଼ ଅଭିଯୋଗ । ସେପଟେ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ବି ଅଭିଯୋଗ ଆଣିଛନ୍ତି ସଚେତନ ନାଗିରକ..
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୮ମୀ ରାତ୍ରି ୦୨.୦୫ ଗତେ ୯ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୨...
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୮ମୀ ରାତ୍ରି ୦୨.୦୫ ଗତେ ୯ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୨...
ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ରଥକୁ ଦକ୍ଷିଣ ମୋଡ଼ କରାଉଛନ୍ତି ।
ଅପରାଜିତାଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ତେରଛା ବାଣ । ବିଜେଡିକୁ ପରୋକ୍ଷରେ ସୌମ୍ୟରଂଜନ ଟାର୍ଗେଟ୍ କରିଛନ୍ତି ।
ମୋଦିଙ୍କ ୨ ଦିନିଆ ଇଜିପ୍ଟ ଗସ୍ତରେ ମୁଖ୍ୟ ଆକର୍ଷଣ ରହିଥିଲା ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ ।
ଛାତ୍ରଛାତ୍ରୀଙ୍କୁ ଭାତ ବଦଳରେ ମୁଢି ଓ ଡାଲି ଖାଇବାକୁ ଦିଆଯିବାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଏଥର ବର୍ଲିନ ଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ ବିଶ୍ୱକ୍ରୀଡାରେ ଭାରତ ପାଇଁ ସର୍ଟପୁଟରେ ସିିଲଭର ମେଡାଲ ଆଣିଛନ୍ତି ବୈଷ୍ଣବ ରାଜପଲିଆ ।
ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି । କଟକ ସିଟି ହସ୍ପିଟାଲକୁ ଯୋଗାଇ ଦିଆଯାଇଥିବା ଗାଡି ସାଧାରଣଙ୍କ ହିତରେ ଆଦୌ ଲାଗିପାରୁନାହିଁ।
ଘୋଷଯାତ୍ରାରେ କାହିଁକି ବାରମ୍ବାର ମୋଡ଼ ଖାଇଲା ତାଳଧ୍ୱଜ ରଥ ? ୧୦ରୁ ଉର୍ଦ୍ଧ ସ୍ଥାନରେ ମୋଡ଼ ଖାଇବାରୁ ବଳଭଦ୍ରଙ୍କ ରଥ ଟଣାରେ ହେଲା କି ବିଳମ୍ବ ? ରଥରେ ମାତ୍ରାଧିକ ସେବକ ବସିବାରୁ ସମସ୍ୟା ? ନା ରଥ ନିର୍ମାଣରେ ରହିଗଲା ତ୍ରୁଟି ?
ପାନୀୟଜଳ ପ୍ରକଳ୍ପ ପାଇଁ ଭୁବନେଶ୍ବର ଶିଖରଚଣ୍ଡି ପାହାଡରୁ ମାତ୍ରାଧିକ ଗଛକଟାକୁ ନେଇ ଆନ୍ଦୋଳନ ତେଜିଥିବାବେଳେ ଆଜି ଗ୍ରାଉଣ୍ଡ ଜିରୋରେ ସରଜମିନ ତଦନ୍ତ କରିଛନ୍ତି ଏନଜିଟି ଟିମ୍।
ନଡ୍ଡା ଆସିଲେ ଆଉ ବର୍ଷିଲେ । ବିଜେପି କର୍ମୀଙ୍କୁ ବି ଟାସ୍କ ଦେଲେ । ଓଡ଼ିଶାରେ ସରକାର ଗଠନ ଲାଗି କର୍ମୀଙ୍କୁ ପଢ଼େଇଲେ ପାଠ। ତାସହ ଭୋଟରଙ୍କ ଆସ୍ଥା ଭାଜନ ଲାଗି ବତେଇଲେ ବାଟ ।
ବିଦ୍ୟୁତ୍ ଦେୟ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଦିନର ଅଲଗା ଅଲଗା ସମୟ ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଭିନ୍ନ ଭିନ୍ନ ବିଦ୍ୟୁତ୍ ଦେୟ।
ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ, ୨୦୨୦ ଯାଏଁ ନିଲମ୍ବନ ହେଲେ । ଆଉ ପୁଣି ପ୍ରମୋସନ ନେଇ ଚାକିରିରେ ଯୋଗ ଦେଇ ସାଢେ ୩ ବର୍ଷରେ ଆୟ କରିଛନ୍ତି ୫ କୋଟିର ସଂପତ୍ତି ।
ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ?
ନଡ୍ଡାଙ୍କ ଗସ୍ତ ପରେ ଚଳଚଞ୍ଚଳ ରାଜ୍ୟ ବିଜେପି । ଦୁଇଦିନିଆ ଗସ୍ତରେ ରାଜ୍ୟ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ।