କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି ଚର୍ଚ୍ଚା ହେଉଛି।
ଭୁବନେଶ୍ୱରର ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଛନ୍ତି ।
ଲୁଚାଛପାରେ କ୍ୟାସ୍ ନେଇ ପ୍ରାୟ ୯୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କୁହାଯାଉଛି ।
କେତେବେଳେ ସ୍ୱାର୍ଥ ସରିଗଲେ ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଦେଉଛି ତ କେତେବେଳେ ସ୍ୱାମୀ ସ୍ତ୍ରୀକୁ । ସ୍ୱାମୀକୁ ଚାକିରି କରାଇବା ଲାଗି ପର ଘରେ ପୋଛା ମାରିବା ପରେ ବି ସ୍ତ୍ରୀର ଭଲ ପାଇବାକୁ ବୁଝି ପାରିଲାନି ସ୍ୱାମୀ । ଶେଷରେ ସ୍ତ୍ରୀକୁ ପାଖରେ ରଖିବାକୁ ମନା କରିଦେଲା...
ଆଷାଢ ଯାଇ ଶ୍ରାବଣ ହେଲାଣି..ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ..ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ
ଏ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗେ । ସାଥ୍ ସାଥ୍ ଜିଏଁଙ୍ଗେ..ଅଧ ରାତିରେ ସାଇକେଲ୍ ଚଳାଇ ଖାଇବା ଡେଲିଭରି କରୁଛନ୍ତି ସ୍ୱାମୀ । ପିଲାକୁ କାଖେଇ କାଖେଇ ରାସ୍ତାରେ ଯାଉଛନ୍ତି ସ୍ୱାମୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ବାହାନଗା ଦୁର୍ଘଟଣାକୁ ମାସେ ପୂରିଲାଣି । ସ୍ୱାମୀକୁ ହସ୍ତାନ୍ତର କରାଯାଉନି ସ୍ତ୍ରୀର ମୃତଦେହ । ଏମ୍ସ ଯାଇ ପୁଅ ଡିଏନଏ ଟେଷ୍ଟ ବି କରିକି ଆସିଲାଣି । ହେଲେ ଆଜିକାଲି କହୁଛନ୍ତି..ଶବ ପରିବାରକୁ ଦେଉନାହାନ୍ତି । ସ୍ଥିତି ଏମିତି ହେଲାଣି କାନ୍ଦି କାନ୍ଦି ଏବେ ଦିନ କାଟୁଛନ୍ତି ପୂରା...
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦୌଡି ଦୌଡି ହତାଶ୍...ଘର ମିଳିବ ତ?
ଆଦର୍ଶ ସ୍କୁଲର ଭୟଙ୍କର ବ୍ୟବସ୍ଥା । ବର୍ଷେ ହେଲାଣି ଘର ତିଆରି ହେଉଛି ଯେ ସରିବାର ନା ଧରୁନି । ୧୨ ଦୁଆର ସୁଣ୍ଢି ପିଣ୍ଡା ପରି ଏ ସ୍କୁଲରେ ପଢୁଛନ୍ତି ସେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ତେଜୁଛି ଅସନ୍ତୋଷ
ଇଚ୍ଛା ଥିଲା ବୋଲି..ଷଡେଇ ଖୋଳକୁ ଏକାଠି କରି ତିଆରି କରିଦେଲେ ଡାକୋଟା । କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ..ଉପହାର ଦେବେ
ଆଜି ଶ୍ରାବଣରୁ ପ୍ରଥମ ସୋମବାର । ଶୈବ ପୀଠରେ ଲାଗିଲାଣି ଭକ୍ତଙ୍କ ଭିଡ଼..କାଉଡିଆଙ୍କ ଲାଗି ଖୋଦ୍ କଲେକ୍ଟର ତିଆରି କଲେ ରୁଟି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର, ଚନ୍ଦ୍ର – ମୀନ ଅହୋରାତ୍ର, ତିଥି – ୮ମୀ ସନ୍ଧ୍ୟା ୦୬.୪୪ ଗତେ ୯ମୀ, ଘାତ ଚନ୍ଦ୍ର – ଧନୁ ରାଶିର ସନ୍ଧ୍ୟା ୦୬.୫୯ ଗତେ ମେଷ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ସୋମବାର, ଚନ୍ଦ୍ର – ମୀନ ଅହୋରାତ୍ର, ତିଥି – ୮ମୀ ସନ୍ଧ୍ୟା ୦୬.୪୪ ଗତେ ୯ମୀ, ଘାତ ଚନ୍ଦ୍ର – ଧନୁ ରାଶିର ସନ୍ଧ୍ୟା ୦୬.୫୯ ଗତେ ମେଷ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି
ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍ ?
ସାଇବର ଲୁଟେରାଙ୍କ ମାୟା ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର। କ୍ରିପ୍ଟୋ କରେନ୍ସି ଲୋଭ ଯୋଗୁ ଖାଲି ହୋଇଗଲା ଆକାଉଣ୍ଟ।
ଟେଲିଭିଜନ ବ୍ରଡକାଷ୍ଟିଂରେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence)ର ବ୍ୟବହାର ଏଇ ମାତ୍ର ଆରମ୍ଭ ହୋଇଛି। ସେଥିପାଇଁ ‘ଓଟିଭି’ର AI ନ୍ୟୁଜ୍ ଆଙ୍କର ‘ଲିସା’ ଏ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛି।
ବାହା ହେଲେ ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ । ତାଙ୍କର ପାରାଦୀପରେ ବିବାହ ହୋଇଛି ।
ମନ୍ଦିରର ମଝି ଦେଉଳ ଓ ଗର୍ଭଗୃହ ମଧ୍ୟକୁ ମୋବାଇଲ ନେବା ମନା କରାଯାଇଛି ।
ଛୁଆ ପିଲା ନାହାନ୍ତି.. ଏ ଦୁନିଆରେ ନିଜର କହିଲେ ଦୁହେଁ ଦୁହିଁଙ୍କ ପାଇଁ..ଏଠି ପ୍ରେମ ତ ବହୁତ ଅଛି.. ହେଲେ ଅସହାୟତା ଆଉ ଅଭାବର ଶେଷ ସୀମାରେ କଟୁଛି ଜୀବନ.. ବୟସର ଅପରାହ୍ନରେ ବି କଣ ଏମାନଙ୍କୁ ମିଳିପାରିବନି ଆବାସ ଘର ? ଏମାନେ କଣ ଅଯୋଗ୍ୟ !