ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ବିଛା ଦିବା ୦୧.୧୭ ଗତେ ଧନୁ, ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୫.୦୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର –...
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ବିଛା ଦିବା ୦୧.୧୭ ଗତେ ଧନୁ, ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୫.୦୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର –...
ବିରୋଧୀଦଳ ନେତା ପଦ ଛାଡ଼ି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର ।
ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଚମଟ ଦେଖିବାକୁ ମିଳିଛି । ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ହେଭିୱେଟ ଅଜିତ ପାୱାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି।
‘ଆଇନ ମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡର ଚାବି ହଜିଛି ନା ନାହିଁ ଜାଣି ନାହାନ୍ତି’
ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ମାନସିକ ନିର୍ଯାତନା। ଅସମୟରେ ଚଢ଼ା ସୁଧହାରରେ ଲୋନ୍ ନେଇ ଲୋନ୍ ଶୁଝି ପାରି ନ ଥିଲେ ବୃଦ୍ଧ ଦମ୍ପତି।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୮.୨୧ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର – ଦିବା ୦୧.୧୭ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ,...
ପନିପରିବା ଦର ଆକାଶ ଛୁଆଁ ହେବା ପାଇଁ ଚିନ୍ତାରେ ଖାଉଟି । କାଲି ଯେଉଁଠି ୮୦ରୁ ଶହେ ଟଙ୍କା ଭିତରେ ଟମାଟୋ ବିକ୍ରି ହେଉଥିଲେ, ସ୍ଥାନେ ସ୍ଥାନେ ଆଜି ତାହା ୧୨୦ ଛୁଇଁଛି। କେବଳ ଟମାଟୋ ନୁହେଁ, ଅନ୍ୟ ସବୁ ପନିପରିବା ଦର ବି ୮୦ ଉପରେ।
ଏଣିକି ଦିଲ୍ଲୀ ମେଟ୍ରୋରେ ନେଇ ହେବ ମଦ ବୋତଲ । ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ଯେ ମେଟ୍ରୋରେ ବର୍ତ୍ତମାନ ଜଣେ ବ୍ୟକ୍ତି ଦୁଇଟି ମଦ ବୋତଲ ନେବାକୁ ଅନୁମତି ଦିଆଯିବ।
ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣ ପରେ 5T ସଚିବଙ୍କ ପାଇଁ ବିଜେଡି ଢାଲ ସାଜିବାକୁ ନେଇ ତେଜିଲା ରାଜନୀତି। ପ୍ରସଙ୍ଗରେ ଆଜି ବିଜେପି ପୁଣି ହମଲା କରି ଓଡ଼ିଶା ସରକାର ମୁଣ୍ଡବିହୀନ ହୋଇଯାଇଛି ବୋଲି ଅଭିଯୋଗ କରିଥିଲା ବେଳେ କଂଗ୍ରେସ ବି ତୀବ୍ର କଟାକ୍ଷ କରିଛି। ଏସବୁ ଭିତରେ ବିଜେଡି...
ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ନାନା ଆଶଙ୍କା, ନାନା ଉଦବେଗ। ରତ୍ନଭଣ୍ଡାର ଖୋଲି ଶ୍ରୀଜୀଉଙ୍କ ଅଳଙ୍କାର ସହ ଆଭୂଷଣର ସ୍ଥିତି ଯାଞ୍ଚ କରିବାକୁ ଦାବି ଉଠୁଥିଲେ ବି କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ନୀରବ ରହୁଛନ୍ତି ରାଜ୍ୟ ସରକାର ? ସେନେଇ ନାନା ପ୍ରଶ୍ନ...
ବାହାନଗା ଟ୍ରେନ୍ ଟ୍ରାଜେଡିର ୨୯ ଦିନ ପରେ ୨୯ଟି ମୃତଦେହର ମିଳିଲା ପରିଚୟ । ଏମ୍ସରେ ସଂରକ୍ଷିତ ଥିବା ୮୧ ମୃତଦେହ ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୯ଟିର ଡିଏନ୍ଏ ମ୍ୟାଚିଂ ରିପୋର୍ଟ ମିଳିବା ପରେ ସେମାନଙ୍କ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ଆଉ ୫୨ଟି...
କରୋନା ମହାମାରୀ ବେଳେ ଓଟିଭି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଖବରକୁ ନେଇ ଓଟିଭି ଇନପୁଟ ଏଡିଟରଙ୍କ ବିରୋଧରେ ଦାଏର ଅପରାଧିକ ମାମଲା ହାଇକୋର୍ଟରେ ଖାରଜ। ଏଭଳି ମାମଲା ପ୍ରେସ୍ ସ୍ବାଧିନତା ଉପରେ ନକାରାତ୍ମକ ପ୍ରଭାବ ପକାଇବ କହିଛନ୍ତି ହାଇକୋର୍ଟ । ଏପଟେ ହାଇକୋର୍ଟଙ୍କ ଏ ନିଷ୍ପତ୍ତିକୁ...
ବାହାନଗା ଦୁର୍ଘଟଣାର ୨୯ ଦିନ ପରେ ଆଶ୍ୱସ୍ତ ଆତ୍ମୀୟ । ଡିଏନ୍ଏ ମ୍ୟାଚିଂ ପରେ ୨୯ ମୃତଦେହକୁ ମିଳିଛି ପରିଚୟ । ପ୍ରଥମ ପର୍ଯ୍ୟାୟରେ ଡିଏନ୍ଏ ନମୂନା ମ୍ୟାଚ କରାଯାଇଥିବା ୨୯ ପରିବାର ରିପୋର୍ଟ ଆସିବା ପରେ ଏବେ ସେମାନଙ୍କ ପାଇଁ ସହଜ ହୋଇଛନ୍ତି ଶବ ଗ୍ରହଣ ପ୍ରକ୍ରିୟା ।
ବଜାରରେ ପରିବା ଦେହରେ ହାତ ମାରିବାକୁ ଭୟ ଲାଗିଲାଣି । ଦର ପଚାରି ପଚାରି ଏମୁଣ୍ଡରୁ ସେ ମୁଣ୍ଡ ପାର ହୋଇଯାଉଛି, ହେଲେ ପରିବା କିଣି ହେଉନି । ଯାହାକୁ ଛୁଇଁବ ୮୦ ।
ସମର୍ଥକମାନଙ୍କ ଚାପ ଆଗରେ ନରମିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ।
'ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା' ।
ନିଜକୁ ମୃତ ଦର୍ଶାଇ ୪ କୋଟିର ଇନସୁରାନ୍ସ ଟଙ୍କା ହାତେଇବାକୁ ସାଙ୍ଗକୁ ଟ୍ରକ୍ ଚକା ତଳକୁ ଠେଲି ଦେବାକୁ ପଛାଇଲା ନାହିଁ ଅଭିଯୁକ୍ତ ।