• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

farming
ମାଛ ଓ ବତକ ରୋଜଗାର ଦେଲେ..ଏବେ ଆତ୍ମନିର୍ଭର ମନମୋହନ

ଦିନେ ଦୁଇ ପଇସା ରୋଜଗାର ଚିନ୍ତା ଘାରିଥିଲା ଏବେ ଆଉ ଟେନସନ୍ ନାହିଁ.. ଏବେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି.. ତା ସହ ଅନ୍ୟମାନଙ୍କୁ ମଧ୍ୟ ସେ ନିୟମିତ ଦରମା ଦେଇ ଚାକିରି ଦେଇଛନ୍ତି..

Crop Loss
‘ତଳି ପୋଡ଼ିଗଲାଣି..ଆମ ଅବସ୍ଥା ଖରାପ.. ବିଷ ଖାଇ ମରିଯିବୁ’

ଏଇ ସମୟରେ କ୍ଷେତ କାଦୁଆ ରହିବା କଥା.. ହେଲେ ଦେଖନ୍ତୁ କେମିତି ଜମି ଫାଟି ଆଁ କରିଛି.. ସେପଟେ ବର୍ଷାକୁ ଚାତକ ପରି ଚାହିଁ ଚାହିଁ ଶେଷରେ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ..ଆଷାଢ ସରିଗଲା ଶ୍ରାବଣ ଚାଲିଛି..ହେଲେ ମୌସୁମୀ ଲୁଚକାଳି ଖେଳୁଛି..ଏ ବର୍ଷ କେମିତି ହେବ ଚାଷ...

Basic amenities
‘ନବୀନଙ୍କ ବିକାଶ’ଠୁ ବହୁ ଦୂର ୪୫ ଆଦିବାସୀ ପରିବାର

ଏ ଦୃଶ୍ୟ ଯେତିକି ବ୍ୟଥିତ କରୁଛି ତାଠାରୁ ଅଧିକ ଥଟ୍ଟା କରୁଛି ଆମ ବିଶ୍ୱସ୍ତରୀୟ ବ୍ୟବସ୍ଥାଗୁଡ଼ିକୁ.. ଏମାନେ ଜାଣନ୍ତିନି ସ୍ୱାଧୀନତାର ଅର୍ଥ କଣ.. ଗାଁ ଆଉ ଗ୍ରାମବାସୀମାନଙ୍କ ଅବସ୍ଥା ଟିକେ ଦେଖନ୍ତୁ.. ଏଠାରେ ବିକାଶ କେଉଁଠି ଲୁଚିଛି ନିଜେ ଜାଣିପାରିବେ..

Harassment
‘ଆଉ ମାଡ଼ ଖାଇପାରିବିନି.. ଏମିତି ପୁଅ ମୋର ଦରକାର ନାହିଁ..’

ଆଖି ନୁହେଁ..ଅନ୍ତର କାନ୍ଦୁଛି.. ଏଇଠି ମାଆ ନୁହେଁ ମମତାକୁ ଧୋକା ମିଳିଛି.. ଯେଉଁ ପୁଅକୁ ଦଶ ମାସ ଗର୍ଭରେ ଧରି ଦୁନିଆକୁ ଆଣିଥିଲା.. ସେଇ ପୁଅ ଦଶ ବର୍ଷ ହେଲା ଯମ ଯନ୍ତ୍ରଣା ଦେଉଛି..

Awas yojana Scam
ଲିଙ୍ଗରାଜଙ୍କ ନାଁରେ ଘର କରିଛି ଆଉ ଜଣେ

ଆବାସ ଦୁର୍ନୀତି ହେଉଛି.. ନୂଆପଡ଼ା ଜିଲ୍ଲାରେ ଏ ହେଉଛି ପ୍ରମାଣ..ଏଥର ମାନିବେ ତ ରାଜ୍ୟ ସରକାର ?

Police DIG Death
ପିସ୍ତଲରେ ନିଜକୁ ଗୁଳି ମାରିଦେଲେ DIG, ହେଲେ କାହିଁକି ?

ତାମିଲନାଡୁର କୋଇମ୍ବାଟୋର ରେଞ୍ଜର ଡିଆଇଜି ବିଜୟ କୁମାର ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ଗୁଳି କରି ଦେଇଥିଲେ।

Love Story
ରିଲ୍‌ ନୁହେଁ ରିଅଲ୍‌ରେ ‘ହମ ଦିଲ୍‌ ଦେ ଚୁକେ ସନମ’ ର ଅଜୟ ଦେବଗନ

ଆପଣମାନେ ୧୯୯୯ ର ବ୍ଲକବଷ୍ଟର ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ’ ଦେଖିଥିବେ । ବିହାରରେ ଠିକ ସମାନ ଘଟଣା ଘଟିଛି, ଯାହା ଫିଲ୍ମର ସିନ୍‌ ରିକ୍ରିଏସନ୍‌ ଭଳି ଲାଗିବ ।

Salaar
ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ସାଲାର୍’; କମବ୍ୟାକ୍ କରିବେ ବାହୁବଳୀ ଷ୍ଟାର୍ ପ୍ରଭାସ

କେଜିଏଫ୍ ମେକର ପ୍ରଶାନ୍ତ ନିଲଙ୍କ ଏହି ସିନେମାର ଲିଙ୍କ କେଜିଏଫ୍ ସହ ଥିବା କୁହାଯାଉଛି ।

Odisha High Court
ହାଇକୋର୍ଟଙ୍କ ବଡ଼ ରାୟ; ବନ୍ଧୁତ୍ୱରୁ ଶାରୀରିକ ସଂପର୍କ ଦୁଷ୍କର୍ମ ନୁହେଁ

ଶାରୀରିକ ସଂପର୍କକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସଂପର୍କ ଦୁଷ୍କର୍ମ ବିବେଚିତ ହେବନି । ସେଭଳି କ୍ଷେତ୍ରରେ ଦୁଷ୍କର୍ମ ଅଭିଯୋଗ ଆସିଲେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କୋର୍ଟ ।

Ambulance failure
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ମିଳିଲାନି ୧୦୮ ଆମ୍ବୁଲାନ୍ସ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ଆମ୍ବୁଲାନ୍ସ ଟିଏ ନ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Happy Birthday MSD
୪୨ ବର୍ଷରେ ପାଦ ଥାପିଲେ କ୍ୟାପ୍ଟେନ୍‌ କୁଲ୍‌ ମାହି

ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।

Plus 2 Admission
ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା

ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ।

Deadbody
ମେଡିକାଲ ବାରଣ୍ଡାରେ ପଚୁଛି ଶବ

ଆନନ୍ଦପୁର ମେଡିକାଲ ବାରଣ୍ଡାରେ ଗତକାଲିଠାରୁ ପଡ଼ି ରହିଛି ଯୁବକଙ୍କ ଶବ ।

Richest Beggar
ବିଶ୍ୱର ସବୁଠୁ ଦାମୀ ଭିକାରୀ; ଯାହାଙ୍କ ମାସକୁ ରୋଜଗାର..

ଭିକ ମାଗି ଆଜି କୋଟି କୋଟି ଟଙ୍କାର ସମ୍ପତ୍ତି । ମୁମ୍ବାଇର ଜଣେ ଏମିତି ଭିକାରୀ ଅଛନ୍ତି ଯାହାଙ୍କର ମୋଟ ସମ୍ପତ୍ତି ୭.୫ କୋଟି ।

Indian Railway Jobs
ଦଶମ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ରେଲୱେରେ ଖାଲିପଡ଼ିଛି ୧୧୦୪ ପଦବୀ

ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

CHSE Cut Off
ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ; ଜାଣନ୍ତୁ କେଉଁ କଲେଜରେ କେତେ ?

କଳା, ବିଜ୍ଞାନ ଓ ବାଣିଜ୍ୟ କଟ୍‌ଅଫ୍‌ ମାର୍କରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି ।

Kidnapping Case
ସ୍କୁଲ୍‌ ନଯିବା ପାଇଁ ଅପହରଣର ନାଟକ; ପାର୍ଟନର ସାଜିଥିଲା ସାନଭାଇ

ସ୍କୁଲ ନଯିବା ପାଇଁ ମାଷ୍ଟରପ୍ଲାନ । ଅପହରଣର ନାଟକ ରଚିଥିଲା ବଡ଼ ଭାଇ । ସବୁ ଜାଣି ଚୁପ୍‌ ବସିଥିଲା ସାନ ଭାଇ ।

Sevayat Dies
ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ

ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ ହୋଇଛି ।

OJEE counselling 2023
କାଲିଠୁ OJEE କାଉନସେଲିଂ; କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

OJEE ରେଜଲ୍ଟ ପ୍ରକାଶନକୁ ମାସେ ପୁରିଲା । ହେଲେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାଉନ୍ସେଲିଂ ।

MKCG Medical College And Hospital
MKCG ର ବିକଳ ଚିତ୍ର; ସକାଳେ ଲାଇନ୍ ଦେଲେ ସନ୍ଧ୍ୟାରେ ମେଡିସିନ୍

ସକାଳୁ ସନ୍ଧ୍ୟା ଯାଏଁ ଭିଡ଼ ଏମିତି ଯେ, ବୃଦ୍ଧ, ମହିଳା କିମ୍ବା ରୋଗୀଟିଏ ଯଦି ଔଷଧ ପାଇଁ ଅପେକ୍ଷା କଲା, ତେବେ କଥା ସରିଲା । ଏ ସ୍ଥିତି ଦିନ ଅଧର ନୁହେଁ, ସବୁ ଦିନିଆ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।