• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Wife Leaves Husband
୨ଟି ଟମାଟୋ ପାଇଁ ଭିଷଣ ଝଗଡ଼ା; ଘର ଛାଡ଼ି ଚାଲିଗଲା ସ୍ତ୍ରୀ

ଟମାଟୋ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖଣ୍ତଯୁଦ୍ଧ । ବିନା ପଚାରି ଟମୋଟା ବ୍ୟବହାର କରିବାରୁ ଚିହିଁକି ଉଠିଲେ ସ୍ତ୍ରୀ । ଶେଷରେ ଘର ଛାଡ଼ି ପଳାଇଲେ ।

Youth Death
ହୋଟେଲ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ..

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

President Droupadi Murmu
ଆସନ୍ତା ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ।

IND Vs WI
ସ୍ପିନ୍‌ ବଲ୍‌ରେ ଫସିଲା ୱେଷ୍ଟଇଣ୍ତିଜ୍‌; ଅଶ୍ୱିନ୍‌ଙ୍କୁ ୫ ୱିକେଟ୍‌

ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା ରହିଛି । ଘରୋଇ ଦଳ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଛି ।

Dog Human Relationship
ନିମକ ସଚ୍ଚା କୁକୁର; ମାଲିକ ସହ ପିଠିରେ ବୋହିଲା ବୋଝ, ଦେଖନ୍ତୁ ଭିଡିଓ...

କୁକୁର-ମଣିଷ ବନ୍ଧୁତ୍ୱର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

Railway Officials Suspended
ବାହାନଗା ଟ୍ରେନ୍ ଟ୍ରାଜେଡିରେ ୭ ରେଳ କର୍ମଚାରୀ ନିଲମ୍ବିତ

ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି ।

Blackmailing
ନ୍ୟୁଡ୍‌ ଭିଡିଓ କଲ୍‌ରୁ ବ୍ଲାକ୍‌ମେଲିଙ୍ଗ୍‌; ଲୋକଲଜ୍ଜା ଭୟରେ ପେଟରେ ୨୫ ଥର କଇଁଚି ଭୁସିଲେ

ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

Compensation Rs 80 Lakh
ଟଙ୍କା ଲୋଭରେ ଭୁଲ୍‌ ଅସ୍ତ୍ରୋପଚାର; ଏବେ ଗଣିବେ ୮୦ ଲକ୍ଷ !

ସରକାରୀ ଡାକ୍ତରଙ୍କୁ ଘାରିଛି ଅର୍ଥ ଲୋଭ। ଭିମ୍‌ସାରର ଜଣେ ଡାକ୍ତର ରୋଗୀଙ୍କ ପରିଜନଙ୍କୁ ପ୍ରବର୍ତ୍ତାଇ ବୁର୍ଲାରୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା ସ୍ଥାନ୍ତାନ୍ତର କରିଥିବା ବେଳେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ଭିନ୍ନକ୍ଷମ ହୋଇଯାଇଥିଲେ ।

 Jharkhand girl killed self
ବିନ୍ଦି ହେଲା କାଳ; ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ, ଜୀବନ ହାରିଲେ ଛାତ୍ରୀ

ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସମ୍ମୁଖରେ ହେବାକୁ ପଡ଼ିଲା ଅସମ୍ମାନିତ। ପ୍ରାର୍ଥନା ସଭାର ମାଡ଼ଗାଳି ସହ ମିଳିଲା ଲାଞ୍ଝନା।

IND Vs WI
ଆଜିଠୁ ଭାରତ-ୱେଷ୍ଟ ଇଣ୍ଡିଜ ପ୍ରଥମ ଟେଷ୍ଟ; ଓପନ୍‌ କରିପାରନ୍ତି ଯଶସ୍ୱୀ ଯଶୱାଲ

ଚେତେଶ୍ୱର ପୂଜାରାଙ୍କୁ ବାଦ ଦିଆଯାଇ ଜଶୱାଲ ଓ ରୁତୁରାଜ ଗାଏକୱାଡଙ୍କୁ ଦଳରେ ସାମିଲ କରାଯାଇଛି ।

Online Game
ମହଙ୍ଗା ହେବ ଅନଲାଇନ୍ ଗେମ୍, ଶସ୍ତା ହେବ ପପକନ୍‌

ସିନେମା ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇ ହଲରେ ମିଳୁଥିବା ଖାଦ୍ୟ ଉପରେ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ଜିଏସଟି ହ୍ରାସ କରାଯାଇଛି ।

Congress MLA Sura Routray inaugurates ‘incomplete’ flyover, draws criticism
ଫ୍ଲାଏ ଓଭର ବ୍ରିଜ କାମ ସରିନି, ହେଲା ଉଦଘାଟନ

୭ବର୍ଷ ପରେ ବି ସରିପାରିଲାନି ଜଟଣୀ ଫ୍ଲାଏଓଭର ବ୍ରିଜ କାମ । ହେଲେ ଏହି ଅସମ୍ପୂର୍ଣ୍ଣ ବ୍ରିଜକୁ ଆଜି ଦୀପ ଧୂପ ଦେଇ ନଡିଆ ବାଡେଇ ଉଦଘାଟନ କରିଦେଇଛନ୍ତି ସ୍ଥାନୀୟ ବିଧାୟକ ସୁର ରାଉତରାୟ ।

 5T secretary
ଫାଇଭଟି ସଚିବଙ୍କ ଗସ୍ତକୁ ନେଇ ଟେନ୍ସନରେ ବିଜେଡି !

କେନ୍ଦ୍ରର ଚିଠି, ରାଜ୍ୟବ୍ୟାପୀ ବିରୋଧୀଙ୍କ ବିରୋଧ ଓ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବି ଘନ ଘନ ଆକ୍ରମଣ ପରେ ମଧ୍ୟ ବନ୍ଦ ହେଉନି ଫାଇଭ୍ ଟି ସଚିବଙ୍କ ପଲିଟିକାଲ ଷ୍ଟାଇଲରେ ଜିଲ୍ଲାଗସ୍ତ।

Drone
ଚୁଟକିରେ ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍

ଗୁଳି ଫୁଟିବନି କି ଶବ୍ଦ ହେବନି..ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍ । ବହୁ ଦୂରରୁ ଅକାମୀ କରିଦେବ ଜାମର୍ ।

vote bank politics
ଗ୍ରାମାଞ୍ଚଳ ଭୋଟ ଟାଣିବାକୁ ସରକାରଙ୍କ ପ୍ରୟାସ

ନବୀନ ଓଡ଼ିଶା ସ୍କିମ୍ ନାଁରେ ଭୋଟ୍ ନେବାକୁ ଉଦ୍ୟମ । ଗ୍ରାମାଂଚଳ ଭୋଟ୍ ଉପରେ ବିଜେଡିର ଆଖି । ଧର୍ମୀୟ ଭାବାବେଗ କାର୍ଡ ଖେଳିବା ସହ ଯୁବ ଭୋଟର ଉପରେ ଫୋକସ୍ ।

Odisha CM’s cousin Dilip Patnaik
ପରିଣତ ବୟସରେ ରୋଗଦୁଃଖରେ ଷଢୁଛନ୍ତି ଦିଲୀପ ଓ ରେଖା

ଯିଏ ସାଢ଼େ ୪ କୋଟି ଓଡ଼ିଆଙ୍କ ଦୁଃଖ ବୁଝୁଥିବା କଥା କହୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ କେମିତି ନିଜ ପରିବାର ସଦସ୍ୟଙ୍କ କଥା ଭୁଲିଯାଇଛନ୍ତି ? କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି...

School Uniform
ଶିକ୍ଷାର ମାନ ନବଢ଼େଇ ପୋଷାକ ବଦଳେଇଲେ କଣ ହେବ ?

ଚଳିତ ଶିକ୍ଷା ବର୍ଷରୁ ବଦଳିଯିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ । ଗାଢ ନୀଳ ରଙ୍ଗ ବଦଳରେ ଏଣିକି ପିଲା ପିନ୍ଧିବେ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ । ଛାତିରେ ଲେଖାଯିବ ’ଆମେ ଗଢିବୁ ନୂଆ ଓଡିଶା’ ।

Bahanaga train tragedy
ବାହାନଗା ଟ୍ରାଜେଡି: ସତ ଓଗାଳୁଛି ସିବିଆଇ

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା CBI । ଅଭିଯୁକ୍ତଙ୍କ ମୁହଁରୁ ଓଗାଳିବ ଅଧୁରା ସତ ।

School Uniform
ବଦଳିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ; ନୀଳ ପ୍ୟାଣ୍ଟ-ଧଳା ସାର୍ଟ ବଦଳରେ ହଣ୍ଟର ଗ୍ରୀନ ପ୍ୟାଣ୍ଟ-ଚେକ୍ ସାର୍ଟ

ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ , କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ।

Drone
ଗୁଳି ଫୁଟିବନି କି ଶବ୍ଦ ହେବନି; ଚୁଟକିରେ ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍

ଗୁଳି ଫୁଟିବନି କି ଶବ୍ଦ ସୃଷ୍ଟି ହେବନି, କିନ୍ତୁ ଏହାରି ପ୍ରଭାବରେ ଆକାଶ ମାର୍ଗରୁ ଶତ୍ରୁ ପକ୍ଷ ଡ୍ରୋନକୁ ଅନାୟାସରେ ତଳକୁ ଖସାଇ ଦିଆଯାଇ ପାରିବ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।