ନିଜ ସହ ୨୯ ବିଧାୟକଙ୍କୁ ଏକାଠି ମଞ୍ଚରେ ବସାଇ ରଣହୁଙ୍କାର ଦେଇଛନ୍ତି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହି ମଞ୍ଚରୁ ଖୋଲାଖୋଲି ଭାବେ ଦାଦା ଶରଦଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।
ଦେଶ ତୁଳନାରେ ଓଡ଼ିଶା ଖାଉଟିଙ୍କୁ ୟୁନିଟ୍ ପିଛା ଦେବାକୁ ପଡୁଛି ଅଧିକ ୭୯ ପଇସା ।
ଚିଟ୍ଫଣ୍ଡ ପରେ ମାଇକ୍ରୋ ଫାଇନାନ୍ସ କଂପାନୀ । ସହରଠୁ ଗାଁ, ଛତୁ ଫୁଟିଲା ଭଳି ଖୋଲିଲାଣି ମାଇକ୍ରୋ ଫାଇନାନ୍ସ ଅଫିସ୍ । ଋଣ ଦେଉଛନ୍ତି, ଜୋର ଜବରଦସ୍ତ ସୁଧ ଆଦାୟ କରୁଛନ୍ତି ।
ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ନିଜର ବୃଦ୍ଧ ମାଆକୁ ଘରେ ପୋତିଦେଲା ପୁଅ । ମୃତ ମହିଳା ସାଧନା ଶାହାଙ୍କ ମରଶରୀରକୁ ମଙ୍ଗଳବାର ଘଟଣାସ୍ଥଳରୁ ଉଦ୍ଧାର କରିଛି ପୋଲିସ ।
ବୌଦ୍ଧ କଚେରୀ ଛକ ନିକଟରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଛି ।
PUBG ଖେଳୁ ଖେଳୁ ହୋଇଗଲା ପ୍ରେମ । ଏମିତିକି ପ୍ରେମିକକୁ ପାଇବା ପାଇଁ ବର୍ଡର ପାର୍ କରିଗଲେ ମହିଳା ।
ଶ୍ରାବଣ ମାସ ଆରମ୍ଭ । ବାବା ମହାକାଳଙ୍କ ପାଖରେ ପୂଜାର୍ଚ୍ଚନା କଲେ ଶ୍ରଦ୍ଧାଳୁ । ଲାଗି ରହିଛି ଭିଡ ।
ଦୃଢ ଇଚ୍ଛାଶକ୍ତିରେ ସବୁ ଅସମ୍ଭବ ସମ୍ଭବ । କମାଲ କରିଦେଲେ ଆଠଗଡ଼ର ଦିବ୍ୟାଙ୍ଗ ଝିଅ କଳ୍ପନା । ଆଠଗଡ଼ରୁ ଯାଇ ଜର୍ମାନର ବର୍ଲିନରେ ହେଲେ ପଦକ ବିଜେତା ।
ଗଛର ଚିହ୍ନବର୍ଣ୍ଣ ନାହିଁ, ଫଳକ କହୁଛି ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । ବଡ଼ଚଣାରେ ଚାରା ରୋପଣରେ ଅନିୟମିତତା ଅଭିଯୋଗ ।
ରାମମୟ ହେଉଛି ରାମନଗରୀ ଅଯୋଧ୍ୟା, ଷ୍ଟ୍ରିଟ୍ ଲାଇଟ୍ ବି ରହିବ ଶ୍ରୀରାମଙ୍କ ଝଲକ୍ । ଧନୁତୀର ଡିଜାଇନରେ ଲାଗୁଛି ଲାଇଟ୍ । ସଜେଇ ହେଉଛି, ଅଯୋଧ୍ୟା। ଭକ୍ତଙ୍କ ମନରେ ସୃଷ୍ଟି ହେବ ତ୍ରେତୟା ଯୁଗର ଭ୍ରମ ।
କାହାପାଇଁ ସରକାରୀ ଯୋଜନା। ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା ପାଇବାରୁ ବଞ୍ଚିତ ବରଗଡ଼ର ପୁଷ୍ପା ।
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି – ପ୍ରତିପଦ ଦିବା ୦୧.୩୮ ଗତେ ୨ୟା, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଦିବା ୦୧.୪୩ ଗତେ ସିଂହ, ଘାତ ବାର – ମକର, ପୁଷ୍କର ଦୋଷ – ୧ ପାଦ-...
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି – ପ୍ରତିପଦ ଦିବା ୦୧.୩୮ ଗତେ ୨ୟା, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଦିବା ୦୧.୪୩ ଗତେ ସିଂହ, ଘାତ ବାର – ମକର, ପୁଷ୍କର ଦୋଷ – ୧ ପାଦ-...
ଆଜି ଇଣ୍ଟରନାସନାଲ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଡେ। ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ। ଆଜିର ଦିନରେ କେତେ କଣ କାର୍ଯ୍ୟକ୍ରମ, କେତେ କଣ ଯୋଜନା। ହେଲେ ସତ ଏହା ଯେ, ପ୍ଲାଷ୍ଟିକ ବ୍ୟାଗ୍ ବିନା ମଣିଷ ଯେମିତି ବଂଚିବା କଷ୍ଟକର..
ସୋରୋଡାରେ ସୀମା ଟପିଲା ଶୋଷଣ, ବିନା କାମରେ ଲକ୍ଷ ଲକ୍ଷ ଟଙ୍କା ହଡପ । ଆଖିକୁ କାମ ଦିଶୁନି କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ବିଲ୍ ପାସ ହେଇଯାଉଛି । ମଣିଷ ବଦଳରେ ମେସିନରେ ମନରେଗା କାମ ହେଉଛି । ପୋଖରୀ ଖୋଳା ହେଉଛି କିନ୍ତୁ କାଗଜ କଲମରେ।
ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ ଛାଡୁ-କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି । କେବଳ ସରକାରୀ ଜମି ନୁହଁ ନିଜେ ମଧ୍ୟ ଯାଗା କିଣି ଗଛ ଲଗାଇଛନ୍ତି ।...
ଜଙ୍ଗଲରେ ଜୀବନ କାଟୁଛନ୍ତି ରାମଙ୍କ ପରିବାର, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ ରହିବାକୁ ଘର ଖଣ୍ଡେ ନାହିଁ କି ପେଟକୁ ଦାନା ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ଜଙ୍ଗଲରେ କନ୍ଦା ଖାଇ ଜୀବନ କାଟୁଛନ୍ତି ନଅ ପ୍ରାଣୀ କୁଟୁମ୍ବ ।
ଗଛମୂଳେ ବିତୁଛି ମାଆର ଜୀବନ । ମାଆକୁ ମିଳିଲା ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେବା ଆଉ ପେଟ କାଟି ପେଟ ପୁରାଇବାର ପୁରସ୍କାର । ବଳ ସରିଗଲା ବୋଲି ପଦାକୁ କାଢିଦେଲେ ନିଜ ପରିବାର । ପାଞ୍ଚ ପୁଅ ଝିଅ ଥିବା ସତ୍ତ୍ୱେ...
ଏହି ସପ୍ତାହରେ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ଏହି ସପ୍ତାହରେ ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ । ଭୂମି କ୍ରୟର ସୁଯୋଗ ଆସିପାରେ ।