ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍ । ନୂଆ ଆଇନରେ ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି।
ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ୨୦୨୩ ରେ ଟିମ୍ ଇଣ୍ତିଆର ଜର୍ସିରେ ପାକିସ୍ତାନର ନାମ ରହିପାରେ । ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମହାନଦୀରେ ବନ୍ୟା ଜଳ ଆସିଲା । ଦୟାନଦୀ ଓ ଭାର୍ଗବୀରେ ପଶିଲା । ଫଳରେ ପୁରୀ ଜିଲ୍ଲା କଣାସ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଗଲା । ଏବେ ଧାନ ସାଙ୍ଗକୁ ପନି ପରିବା ଫସଲ ନଷ୍ଟ ହେବାରୁ ଚିନ୍ତାରେ ଚାଷୀ..
ସରକାରଙ୍କୁ ଗୁହାରି କରୁଛି । ଆମ ପ୍ରତି ଟିକେ ଦୟା ଧର୍ମ କରନ୍ତୁ, ମୋର ପୁଅ ଦିବ୍ୟାଙ୍ଗ ମୁଁ ମଧ୍ୟ ଜଣେ ଦିବ୍ୟାଙ୍ଗ। ଆମକୁ ଘର ଖଣ୍ଡେ ଦିଅନ୍ତୁ। ଆମେ ୫ ପ୍ରାଣୀ କୁଟୁମ୍ବ ଏହି ବଣ ଜଙ୍ଗଲ ପାହାଡ଼ରେ ଆଶ୍ରୟ ନେଇଛୁ..
ଗାଁରେ ରହିଛି ଅନେକ ମୌଳିକ ସମସ୍ୟା । ଆଉ ଏସବୁର ସମାଧାନ ହୋଇପାରିବ ନଈ ଉପରେ ବ୍ରିଜ୍ ନିର୍ମାଣ ହେଲେ..
ବାହାରେ ଚକାଚକ ଭିତରେ ବି ଚକାଚକ । ହେଲେ ଏହି ହାଇଫାଇ 5t ସ୍କୁଲ ଯିବାକୁ ପକ୍କା ରାସ୍ତା ନଥିବାରୁ ସମସ୍ୟାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ..
ସମୟ ବଦଳିଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଚିକିତ୍ସା ବିଜ୍ଞାନର ଢେର ଅଗ୍ରଗତି ସତ୍ତ୍ୱେ ଆଜି ବି ସଭ୍ୟ ସମାଜର ଲୋକମାନେ ହେଉଛନ୍ତି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ । ଛୁଇଁ ଦେବା ସହ ଲାତ ମାରିଦେଲେ ରୋଗ ଭଲ ହେଇଯାଉଥିବା ବିଶ୍ୱାସ କରି ଜମୁଛି ଲୋକଙ୍କ ଗହଳି..
ଭାରତ-ପାକିସ୍ତାନ ଭଳି ହାଇଭୋଲଟେଜ୍ ମ୍ୟାଚ୍ରେ ଦର୍ଶକଙ୍କ କୋଳାହଳ ତ ସାଧାରଣ କଥା । ଶେଷ ଲିଗ୍ ମ୍ୟାଚ୍ରେ ପାକିସ୍ତାନକୁ ଏକତରଫା ଭାବେ ଧୂଳି ଚଟାଇଛି ଭାରତୀୟ ହକି ଟିମ। ବନ୍ଦେ ମାତରମ୍ ଗୀତରେ କମ୍ପିଲା ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମ ।
ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବୃଷ, ତିଥି - ୧୦ମୀ ନିଶାନ୍ତ ୦୫.୦୬ ଗତେ ୧୧ଶୀ, ଘାତ ଚନ୍ଦ୍ର – ବିଛା ଅହୋରାତ୍ର, ଘାତବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ନାସ୍ତି
ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବୃଷ, ତିଥି - ୧୦ମୀ ନିଶାନ୍ତ ୦୫.୦୬ ଗତେ ୧୧ଶୀ, ଘାତ ଚନ୍ଦ୍ର – ବିଛା ଅହୋରାତ୍ର, ଘାତବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ନାସ୍ତି
ଲଗାମଛଡ଼ା ଟମାଟୋ ଦରର ହାଇଟ୍ରେଣ୍ଡ ଜାରି..ହୋଟେଲରେ ମହଙ୍ଗା ହେଲାଣି ମେନ୍ୟୁ..ଗୃହିଣୀଙ୍କ ଅଭ୍ୟାସ ପାଲଟିଲାଣି ବିନା ବିଲାତିରେ ତରକାରୀ..
ଟାଟା ପାୱାର ଭୁଲ୍ ପାଇଁ ବଳି ପଡ଼ିଲେ କି କର୍ମଚାରୀ ? ବିଜୁଳି ବିଲ୍ ବିଭ୍ରାଟ ପାଇଁ ଦାୟୀ କିଏ ଆଉ କିଏ ଭୋଗିଲା ଫଳ ? ଭଞ୍ଜନଗରରେ ମିଟର ରିଡିଂ କର୍ମଚାରଙ୍କୁ ହତ୍ୟା ପରେ ଉଠିଲା ପ୍ରଶ୍ନ..
ବିଜେଡିର ତଥାକଥିତ 'ସମଦୂରତା' ନୀତିକୁ ଜାତୀୟ ସ୍ତରରେ ତୀବ୍ର ସମାଲୋଚନା। କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ ଓ ଦିଲ୍ଲୀ ସେବା ବିଲ୍ ସପକ୍ଷରେ ଭୋଟ୍ ଦେବା ପରେ ଦଳକୁ ସିଧାସିଧା ନିଶାନା କରିଛନ୍ତି ବିରୋଧୀ
କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ସହ ଲକ୍ଷ୍ୟ ଠିକ୍ ଥିଲେ ନିଶ୍ଚୟ ସଫଳତା ମିଳେ। ଏହା ପ୍ରମାଣିତ କରିଛନ୍ତି କୃଷ୍ଣଚନ୍ଦ୍ର ଓ ଅଶ୍ରୁମୋଚନ। ଜଣେ ଅର୍ଥାଭାବରୁ ପାଠପଢାରେ ଡୋରି ବାନ୍ଧି ଦାଦନ ଘଟିବାକୁ ଯିବାକୁ ବାଧ୍ୟ ହୋଇଥିଲେ । ଆଉ ଜଣଙ୍କୁ ଚାଲିବା ବସିବାରେ ଅସୁବିଧା, ଅଣ୍ଟା...
ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି। ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତମହାପାତ୍ର। ସନ୍ଧ୍ୟା ୬ଟାରୁ ରାତି ୧୧ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଏହପାରେ ଶ୍ରୀଜିଉଙ୍କ ଦିବ୍ୟ ସୁନ୍ଦର ମୁଖର ଦର୍ଶନ ପାଇବେ ଭକ୍ତ..
ହୋଟେଲରୁ ମୃତଦେହ ମିଳିବାକୁ ବିତିଲାଣି ୪ ଦିନ, ହେଲେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ। ଯଦି ଆତ୍ମହତ୍ୟା, ହୋଟେଲକୁ ଆସି ସୁଇସାଇଡର ରହସ୍ୟ କ'ଣ ?
ଲୋକସଭାରେ ଆସ୍ଥା-ଅନାସ୍ଥା ଲଢେଇ। ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସାଂସଦଙ୍କ ତର୍କ ଯୁଦ୍ଧ। ମଣିପୁର ହିଂସା ପ୍ରସଙ୍ଗ ଆଳରେ ସଂସଦରେ ମହାବିତର୍କ..
ଦାଦନରୁ ଡାକ୍ତରୀ ଛାତ୍ର ହୋଇଥିବା ରାୟଗଡାର କୃଷ୍ଣ ଅଟକା ଏବଂ ପିଲାଟି ଦିନରୁ ଦିବ୍ୟାଙ୍ଗ ଯନ୍ତ୍ରଣା ଭୋଗୁଥିବା ଢେଙ୍କାନାଳର ଅଶ୍ରୁମୋଚନ ନାୟକ । ଆସନ୍ତୁ ଜାଣିବା ସଫଳତାର ଦୁଇଟି ଭିନ୍ନ କାହାଣୀ ।
କଳ୍ପନା ଛକ ନିକଟ ହୋଟେଲ୍ ଦୀପାଲି ଇଣ୍ଟରନ୍ୟାସନାଲରୁ ମିଳିଥିଲା ଶୁଭଲକ୍ଷ୍ମୀ ମୃତଦେହ । ଇତିମଧ୍ୟରେ ଘଟଣାକୁ ୪ ଦିନ ବିତିଯାଇଛି । କିନ୍ତୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ ।