ଚିଲିକାକୁ ମାଡ଼ି ବସୁଛି ନଳ ଘାସ, ଦଳ । ସଙ୍କୁଚିତ ହେଉଛି ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ । ଚିଙ୍ଗୁଡ଼ି ମାଫିଆମାନେ ଭିତର ଚିଲିକାରେ ବଡ଼ ବଡ଼ ଅଂଚଳ ଆବଦ୍ଧ କରି ଘେରି କରୁଥିବାରୁ ଦଳ ବଢ଼ୁଥିବା ଅଭିଯୋଗ ।
Published By: Manoranjan Behera
Last updated: 03 January 2024, 02:55 PM IST
ଚାଲିଛି ପର୍ଯ୍ୟଟନ ଋତୁ । ହେଲେ ବୁଲାବୁଲି ମଜାମସ୍ତି ନାଁରେ ଭୁଲିଯାଉଛନ୍ତି ନିଜ ସୀମା ସରହଦ । ଆଉ ଉତ୍ସାହିତ ହୋଇ ବିପଦ ମୁହଁକୁ ଟାଣି ହେଇଯାଉଛନ୍ତି ପର୍ଯ୍ୟଟକ ।