• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Diarrhea
ରାଉରକେଲାରେ ଡାଇରିଆ ଭୟ; ଗଲାଣି ୪ ଜୀବନ

ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଶତାଧିକ ଲୋକ ଅକ୍ରାନ୍ତ ହେଉଥିବା ବେଳେ ୨ ଦିନରେ ୪ ଜଣ ଆଖି ବୁଜିଲେଣି ।

Dharmendra Pradhan
ଅଙ୍କ କଷିଲେ ଧର୍ମେନ୍ଦ୍ର; କହିଲେ..ଲୋକସଭାରେ ୧୫, ବିଧାନସଭାରେ ନଂ ୧

ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜନୀତିରେ ହଟ ଚମଟ । ଦୃଢ଼ ଭାବେ କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ପାଇବ ୧୫ଟି ସାଂସଦ ସିଟ୍ । ବିଧାନସଭାରେ ବି ବିଜେପି ଏକ ନମ୍ବର ହେବ ।

Indian Women Cricket Team
ଦୀପ୍ତି ଶର୍ମାଙ୍କ ଦମଦାର୍‌ ପ୍ରଦର୍ଶନ; ଭାରତୀୟ ମହିଳା ଦଳର ବିଶ୍ୱ ରେକର୍ଡ..

ମୁମ୍ବାଇ ଡି.ୱାଇ ପାଟିଲ୍‌ ଷ୍ଟାଡିୟମରେ ଖେଳାଯାଇଥିଲା ଇଂଲଣ୍ତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ୩୪୭ ରନ୍‌ରେ ବିଜୟ ହାସଲ କରିଛି ଭାରତ । ମହିଳା ଟେଷ୍ଟରେ ଏହା ସର୍ବବୃହତ ବିଜୟ ।

Parliament Security Breach
ମିଳିଲାନି ଲୋଶନ୍‌; ଫେଲ୍‌ ମାରିଲା ପ୍ଲାନ୍‌-A, ପ୍ଲାନ୍‌-B ଅନୁଯାୟୀ କଲେ ଧୂଆଁ ସ୍ପ୍ରେ

ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

Dhanu Sankranti
ଧନୁ ସଂକ୍ରାନ୍ତି ପୂର୍ବରୁ ବ୍ରହ୍ମପୁରରେ ଲାଗିଲାଣି ମୁଆଁର ସମ୍ଭାର

ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ ।

Stray Dogs
ରାଜଧାନୀରେ ମାତିଲେଣି ବୁଲା କୁକୁର; ଧାଇଁ ଆସୁଛନ୍ତି, ଝୁଣି ଦେଉଛନ୍ତି

ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା ଆସ କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି ।

French Tourists
ବିଦେଶୀ ସାଙ୍ଗରେ ବନ୍ଧୁ ବାନ୍ଧିଲେ; ଭାତକୁ ପୋଟଳ ରସା ଦେଲେ, ବାହୁଡିବା ପାଇଁ ଟିକେଟ୍‌ କାଟିଲେ..

ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି । ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ । ପର ବି ଆପଣାର ହୋଇଯାଏ । ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ ।

Euthanasia Appeal
‘ଶବ ହୋଇ ବଞ୍ଚିବାକୁ ଚାହୁଁନି, ମୋ ଜୀବନକୁ ଡିସମିସ୍ କରିଦିଅ’

ମହିଳା ବିଚାରପତିଙ୍କ ଆବେଗପୂର୍ଣ୍ଣ ଇଚ୍ଛାମୃତ୍ୟୁ ଚିଠି । ଜଣେ ଜଜଙ୍କ ବିରୋଧରେ ଆଣିଛନ୍ତି ଯୌନ ଉତ୍ପୀଡ଼ନ ଅଭିଯୋଗ । ଅଭିଯୋଗ ସତ୍ତ୍ୱେ ନ୍ୟାୟ ନପାଇବାରୁ ମହିଳା ବିଚାରପତିଙ୍କ ନିରାଶା ଏବେ ଚର୍ଚ୍ଚାର ବିଷୟ ।

CMC Raid
ଆକ୍ସନ ମୋଡରେ CMC; ରାସ୍ତାକଡ଼ରେ କାଟିପାରିବେନି ମାଛ-ମାଂସ

କଟକ ସହରର ବିଭିନ୍ନ ମାଂସ ଦୋକାନରେ ଚଢାଉ । ପ୍ରତି ସପ୍ତାହରେ ୩ ଦିନ କରାଯିବ ଏହି ଚଢାଉ । ରାସ୍ତାକଡ଼ରେ ଦୋକାନ ନେଇ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ ।

Murder Accused Shot Dead In Patna Court Complex
କୋର୍ଟ ପରିସରରେ ଓପନ୍‌ ଫାୟାରିଂ; ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳିକରି ହତ୍ୟା

ବିହାର ପାଟନାର ଦାନାପୁର ସବ୍‌-ଡିଭିଜନ୍‌ କୋର୍ଟ ପରିସରରେ ଏହି ଗୁଳିକାଣ୍ତ ଘଟିଛି । ବିଚାରଧିନ କଏଦୀ ଅଭିଷେକ କୁମାର ଓରଫ୍‌ ଛୋଟେ ସରକାରକୁ ଗୁଳି କରି ହତ୍ୟା କରାଯାଇଛି ।

Jersey no 7
ବ୍ଲୁ ଜର୍ସିରେ ଆଉ ଦେଖିବାକୁ ମିଳିବନି ନଂ ୭; ଧୋନିଙ୍କ ଆଇକନିକ୍‌ ଜର୍ସିର ଅବସର

ଭାରତୀୟ କ୍ରିକେଟ୍‌ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି BCCI ।

Lalit Jha Surrender
ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ

ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

Boy Gifted Phone to Maid
ବୟସ ଛୋଟ କାମ ବଡ଼; ପ୍ରାଇଜ୍‌ ଟଙ୍କାରେ ମେଡ୍‌ଙ୍କୁ ଦେଲେ ଫୋନ୍‌

ସ୍କୁଲ୍‌ରେ ପାଠ ପଢ଼ୁଥିବା ଏକ ବାଳକ ନିଜ ଘରର ମେଡ୍‌ଙ୍କୁ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଜିତିଥିବା ଟଙ୍କାରେ ମୋବାଇଲ୍‌ ଗିଫ୍ଟ କରିଛନ୍ତି ।

MLA Taraprasad Bahinipati
ଚାଲିଥିଲା ଲକ୍ଷ୍ମୀ ବସ ଶୁଭାରମ୍ଭ କାର୍ଯ୍ୟକ୍ରମ; ନବୀନ ଜିନ୍ଦାବାଦ ନାରା ଶୁଣି ରାଗିଗଲେ ତାରା

ସଭାରେ ନବୀନ ଜିନ୍ଦାବାଦ ବୋଲି ନାରା ଦେବା ପରେ ବିଧାୟକ ତାରାପ୍ରସାଦ ବାହିନୀପତି ଚିହିଁକି ଉଠିଥିଲେ । କାର୍ଯ୍ୟକ୍ରମରେ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସଚିବ ଉଷା ପାଢୀ, ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

French Tourist
ବିଲ୍ୟୁଙ୍କୁ ଧୋକା ଦେଲା ଗୁଗୁଲ୍‌ ମ୍ୟାପ୍‌ ! କୋଲକାତା ବଦଳରେ ପହଞ୍ଚିଲେ ସୋରରେ

ବିଦେଶୀ ପର୍ଯ୍ୟଟକଙ୍କୁ ବାଟ ହୁଡ଼ାଇ ଦେଲା ଗୁଗୁଲ୍ ମ୍ୟାପ୍ । କେଉଁଠୁ ଆଣି କେଉଁଠୁ ପହଞ୍ଚାଇଦେଇଥିଲା ଏହି ଯୁବକଙ୍କୁ ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ମ୍ୟାପରୁ ଠିକଣା ପାଇ ଯୁବକଙ୍କ ମୁଣ୍ଡଗୋଲ୍ ।

New Born Baby Rescue
ଉଦ୍ଧାର ପରେ ଶିଶୁକନ୍ୟାର ଅବସ୍ଥା ସଙ୍କଟାପନ୍ନ; ଗୁରୁତ୍ୱପୂର୍ଣ୍ଣ ଆଗାମୀ ୩ଦିନ

ଜୀବନ ସହ ସଂଘର୍ଷ କରୁଥିବା କଅଁଳା ଶିଶୁର କୁଆଁ କୁଆଁ କାନ୍ଦ । ଜୀବନ ସଂଘର୍ଷର ଯନ୍ତ୍ରଣାସିକ୍ତ ଆକୁଳ ଚିତ୍କାର । SNCU ବେଡ୍‌ର ନୀଳ ଆଲୋକ ତଳେ, ଆୟୁଷର ପଣତ ଅଣ୍ଡାଳୁଛି ନିଷ୍ପାପ ଜୀବନ ।

Dharmendra Pradhan
‘୨୪ ରେ ବାଜି ମାରିବ ବିଜେପି, ୮ ନୁହେଁ ୧୫ ଲୋକସଭା ଦଖଲ କରିବୁ’

ରାଜ୍ୟରେ ବିଜେପି ଦଖଲ କରିବ ୧୫ MP ସିଟ୍ ! ହାସଲ କରିବ ୪୫ ପ୍ରତିଶତ ଭୋଟ୍ ! ଜାତୀୟ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Crime Against Women
ଯୌନ ଶୋଷଣର ନୂଆ ତରିକା; ପ୍ରାଇଭେଟ୍‌ ସେକ୍ରେଟାରୀଙ୍କ ସହ ଶାରୀରିକ ସମ୍ପର୍କ ପାଇଁ କଣ୍ଟ୍ରାକ୍ଟ

ସଫ୍ଟୱେୟାର କମ୍ପାନୀ CEO ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସାଇନ୍‌ କରାଇଲେ କଣ୍ଟ୍ରାକ୍ଟ ।

Manmohan Samal
‘ଜବତ ୩୫୦ କୋଟି ମଦ ବେପାରୀ ଟଙ୍କା ନା ବିଜେଡି ପାଣ୍ଠି’

ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା ବୋଲି ମନମୋହନ ଅଭିଯୋଗ କରିଛନ୍ତି । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ମନମୋହନ । ଏଥିସହ ଜବତ ୩୫୦ କୋଟି ଟଙ୍କା କାହାର ବୋଲି ସେ ପ୍ରଶ୍ନ କରିଛନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।