ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଏବଂ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ।
ରଜ ଭଳି ଏକ ଗଣପର୍ବରେ ବିଜେଡିର ହଠାତ୍ ଏଭଳି ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦକୁ ନେଇ ଚର୍ଚ୍ଚା। ପାୱାର କଟ୍କୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ମାହୋଲ ବିଗୁଡୁଥିବାରୁ ବିଜେଡିର ଏହି ଆନ୍ଦୋଳନ କି?
ବାହାଘର ଭୋଜିରେ ଅଳ୍ପ କେଇଜଣଙ୍କ ପାଇଁ ମଟନ ଅଭାବ ପଡ଼ିବାରୁ ଭାଙ୍ଗିଗଲା ବାହାଘର
ଟେଣ୍ଡର ପାଇ ଗତ ୨୦୧୯ ମାର୍ଚ୍ଚରୁ ହାଇଦ୍ରାବାଦର "GVPR Engineer LTD" କାର୍ଯ୍ୟ ଆରମ୍ଭ କରିଥିଲା। କାର୍ଯ୍ୟ ଶେଷର ଅବଧି ଥିଲା ୨୦୨୧ ମାର୍ଚ୍ଚ।
ଗାଁରେ ପରମ୍ପରାର ମହକ... ସହରରେ ସ୍ୱତନ୍ତ୍ର ପ୍ରସ୍ତୁତି... ସମସ୍ତଙ୍କ ଅପେକ୍ଷା କାଲି ସକାଳକୁ। କାରଣ ରାତି ପାହିଲେ ଓଡ଼ିଆ ଘରର ବଡ଼ ପର୍ବ- ରଜ। ରଜବତୀ ହେବ ମାଟି ମାଆ। ସେଥିପାଇଁ କୁହାଯାଏ ରଜ ହେଉଛି କୁଆଁରୀ ଝିଅଙ୍କ ପର୍ବ
ଉପକୂଳ ସିନା ଥଣ୍ଡା। ହେଲେ ପଶ୍ଚିମ ଓଡ଼ିଶା ଜଳୁଛି। ପ୍ରଚଣ୍ଡ ଖରା, ନିଆଁବର୍ଷା... ତାସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି।
ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ମୋଟର ଭେଇକିଲ ଆକ୍ଟ ଓ ପରିବେଶ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ଅଧିକାର ତଥ୍ୟ ଅନୁସାରେ ରାଜ୍ୟ ସରକାର ୨୦୦୦ରୁ ୨୦୨୨ ମସିହା ଭିତରେ କେବଳ ଜଣେ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି।
ମୁଖ୍ୟଶାସନ ସଚିବଙ୍କ ପରେ ଶାସକ ଦଳର ସାଂସଦ ଅମର ପଟ୍ଟନାୟକ ବି ଝାଡିଥିଲେ ଅସନ୍ତୋଷ। ପ୍ରତିକ୍ରିୟା ଦେବାର କିଛି ସମୟ ପରେ ବଦଳି ଯାଇଥିଲା ଅମରଙ୍କ ସ୍ୱର।
ଆଜି ସନ୍ଧ୍ୟାରେ ବାଲିଆପାଳ ଓ ଜଳେଶ୍ୱର ଅଂଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା।
ଦୁର୍ଘଟଣା ଜନିତ ମୃତ୍ୟୁକ୍ଷେତ୍ରରେ ମୋଟର ଯାନ ଡ୍ରାଇଭର କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ଦିଆଯିବ ୪ଲକ୍ଷ ଟଙ୍କା।
ବଡ଼ ଖବର ହେଉଛି, ବାହାନଗା ଷ୍ଟେସନର ସିଗ୍ନାଲ ଅଫିସର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଚାନ୍ଦିପୁରର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ସିବିଆଇ ଟିମ୍।
ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ସିନେ ଇଣ୍ଟଷ୍ଟ୍ରୀରେ ବହୁ ହିଟ୍ ଗୀତ ଗାଇଥିବା ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ୍ଙ୍କ ବିରୋଧରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀ ।
WTC ଫାଇନାଲ୍ରେ ଭାରତର ପରାଜୟ ପରେ ଟିମ୍ ଇଣ୍ଡିଆକୁ ଲାଗିଛି ଡବଲ ଝଟକା
ଓଭାଲରେ ଖେଳାଯାଇଥିବା WTC ଫାଇନାଲରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଥିଲା।
ବୁଢା ବୁଢୀ ବୟସରେ ସରକାରୀ ସହାୟତା ପାଇଁ ଅନାଇ ରହିଛନ୍ତି ଅନେକ ହିତାଧିକାରୀ। ଏବେ ଅପେକ୍ଷା କେବେ ଏମାନଙ୍କୁ ଭତ୍ତା ମିଳୁଛି।
ଚନ୍ଦନ ଯାତ୍ରା ଗଲା, ସ୍ନାନଯାତ୍ରା ବି ସରିଗଲା ତଥାପି ଅନ୍ତ ହେଉନି ହେରିଟେଜ୍ କରିଡର। ଏବେ ପ୍ରଶ୍ନ ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ?
ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ ! ଅନ୍ତର୍ଦ୍ବନ୍ଦ୍ବ ତୀବ୍ର ଥିବାରୁ ଜିଲ୍ଲା ସଭାପତି ବାଛିବାରେ ସମସ୍ୟା ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳକୁ ନେଇ ଚିନ୍ତାରେ ଦଳ
ଜନ୍ମ ପରେ ମାଆର କୋଳ ବଦଳରେ ପରିତ୍ୟକ୍ତ ଲାଟ୍ରିନ୍ କୋଠରୀରେ ନବଜାତ ଶିଶୁ। ଆସିବାର ୪ ଦିନ ପରେ ବି ମାଆ,ବାପା କିମ୍ବା ସମ୍ପର୍କୀୟଙ୍କ ପାଇଁ ସେ ଅଲୋଡ଼ା, ଅଖୋଜା।