ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।
କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ।
ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ।
ମନ୍ତ୍ରୀପଦରୁ ରୋହିତ ଓ ସଚିବ ବିଷ୍ଣୁଙ୍କୁ ବିଦାର କାରଣକୁ ନେଇ ଚର୍ଚ୍ଚା
ଏହି ସର୍ଭେ ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକଙ୍କୁ ନେଇ କରାଯାଇଥିଲା
ଗତ ୨ ତାରିଖରେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମରଶରୀରକୁ ସାମୟିକ ଭାବେ ବାହାନଗା ହାଇସ୍କୁଲରେ ରଖାଯାଇଥିଲା ।
ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବୁଧବାର ବିଶ୍ୱର ଏହି ଧନୀ ସହରର ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ ବିଶ୍ୱରେ ସବୁଠୁ ନିମ୍ନସ୍ତରର ରେକର୍ଡ ହୋଇଥିବା ଜଣାପଡ଼ିଛି ।
ଗତକାଲି ଅପରାହ୍ନରେ ରାଜଧାନୀରେ ବର୍ଷା ପବନ ହୋଇଥିଲା। ଏହାପରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା
ଘୋଷଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଅର୍ଗଳୀ ନିକଟରୁ ଭକ୍ତମାନଙ୍କୁ ଦର୍ଶନ କରାଇବା ପାଇଁ ରାୟରେ ଉଲ୍ଲେଖ ରହିଛି।
ବର୍ତ୍ତମାନ ଏହି କୁବେର ନଗରୀକୁ ଘନ ଧୂଆଁର ଆସ୍ତରଣ ଗିଳିଥିବା ବେଳେ, ଆଗାମୀ ଦିନରେ ଆହୁରି ଏକ ବଡ଼ ବିପଦ ମାଡ଼ିଆସୁଥିବା ଆଶଙ୍କା କରାଯାଉଛି।
ବାହୁବଳୀ ଫେମ୍ ପ୍ରଭାସ ଓ କ୍ରିତି ସାନନଙ୍କ ପରି ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ହୋଇଥିବା ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ’ ଆସନ୍ତା ୧୬ ତାରିଖରେ ସିନେମା ହଲ୍ରେ ରିଲିଜ ହେବ।
ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି।
ହାତରେ ଝାଡୁ, ଡଷ୍ଟବିନ୍ ଓ ସଫେଇ ସାମଗ୍ରୀ। ଲାଗି ପଡିଛନ୍ତି ପୁରୁଷଙ୍କଠାରୁ ମହିଳା। ସମସ୍ତେ ଏକ ହୋଇ ଚଳାଇଛନ୍ତି ସଫେଇ ଅଭିଯାନ। ମାଲକାନଗିର ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କରୁଛନ୍ତି ଜିଲ୍ଲା ଅମଲା ମଂଚର ସଦସ୍ୟ ।
ହାଣ୍ଡିଶାଳ ବଜେଟ୍ ବିଗିଡୁଥିବାରୁ ଖାଉଟି କିଲେ ବଦଳରେ ଅଧ କେଜିରେ କାମ ଚଳାଉଥିଲା ବେଳେ, ବ୍ୟବସାୟ ବି ପ୍ରଭାବିତ ହେଉଛି।
ଶତାଧିକ ଡେଡ୍ ବଡି ରଖାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି। ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏ ଘଟଣାକୁ ନେଇ ଶଙ୍କା ଉପୁଜିଛି।
ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ ।