ପୂର୍ବ ରିପୋର୍ଟ ଅନୁସାରେ ଅଧିକ ସାପକାମୁଡା ମୋସୁମୀ ତଥା ଜୁନ୍, ଜୁଲାଇ ଓ ଅଗଷ୍ଟରେ ହୋଇଥିବା ରେକର୍ଡ କରାଯାଇଛି। ଏହି ସମୟରେ ଅତିକମରେ ୪ ପ୍ରକାରର ବିଷଧର ସାପ ଦେଖାଦେବାର ନଜିର ରହିଛି।
ବିସିସିଆଇ ପକ୍ଷରୁ ଘୋଷିତ ତାଲିକାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।
ବିଦ୍ୟାର୍ଥୀମାନେ ବିଭିନ୍ନ ବୃକ୍ଷର ବିହନକୁ ମାଟି ଗୋଳା ମଧ୍ୟରେ ଭର୍ତ୍ତି କରି ଛୋଟ ଛୋଟ ବଲ୍ ପ୍ରସ୍ତୁତ କରିଥିଲେ
ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ?
ବିଜୟର ମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ରାଜ୍ୟ ବିଜେପିର ପୂରା ଟିମ୍ ଗୌହାଟୀ ଯାଇଛି।
କାଳିଆ ଦର୍ଶନ ପାଇଁ ଯାଉଥିବା ମହିଳା ମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ । ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ବି ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ।
ପରିସ୍ଥିତି ଏଭଳି ହୋଇଛି ଯେ ଘରପାଇଁ ଅଣ୍ଡା କଣିବାକୁ ଆସିଥିବା ଅନେକ ଲୋକ ଏ ଦୋକାନରୁ ସେ ଦୋକାନ ଘୁରିବୁଲି ଅଣ୍ଡା ନପାଇ ହତାଶ ହୋଇ ଘରକୁ ଫେରୁଥିବା ଦେଖାଯାଇଛି।
ରତନ ଟାଟା ଜଣେ ପଶୁପ୍ରେମୀ । ସେ ସର୍ବଦା ପଶୁମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଚିନ୍ତା କରନ୍ତି।
ରାଜ୍ୟରେ ମଦ ବିକ୍ରି ବଢୁଥିବା ଏବଂ ୩୦ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଇଥିବା ଦର୍ଶାଇ ଓଡ଼ିଶାର ପ୍ରକୃତ ସ୍ଥିତି କଣ ବୋଲି ଆକଳନ କରିବାକୁ କହିଛନ୍ତି ଅନୀଲ।
ଚେତନ ଶର୍ମାଙ୍କ ଇସ୍ତଫା ପରେ ଦୀର୍ଘଦିନ ପରେ ମୁଖ୍ୟ ଚୟନକର୍ତ୍ତା ପଦବୀ ଖାଲି ପଡ଼ିଥିଲା। ଶେଷରେ ଅଜିତ ଅଗରକରଙ୍କ ନାଁ ଉପରେ ଆଜି ମୋହର ମାରିଛି ବିସିସିଆଇ।
ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କରୁଛି ମହାଲୁଟ୍। ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍ ରେ ଚଳାଇଛି ଚଳାଇଛି ଚିଟିଂ। ଭଲ କରି ଦେଖନ୍ତୁ ସେହି ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟକୁ।
ଗୋଟିଏ ନୁହେଁ ସିଗନାଲିଂ ଓ ଟେଲି କମ୍ୟୁନିକେଶନ୍ ବିଭାଗର ବିଭିନ୍ନ ସ୍ତରରେ ଥିବା ତ୍ରୁଟିର ବି ଉଜାଗର କରିଛି ଏହି ରିପୋର୍ଟ
ପ୍ରଶ୍ନ ଉଠୁଛି, ଏପରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ବାରା ଆଗକୁ ଚାକିରି ହରାଇବେ କି କର୍ମଚାରୀ ? AI ଏଭଳି କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି କ୍ଷେତ୍ରରେ ପ୍ରଭାବିତ ହେବ କି ମଣିଷ ସମାଜ?
ରାଜଧାନୀରେ IPSଙ୍କ ପରିବାର ବି ଅସୁରକ୍ଷିତ । SP ସାଗରିକା ନାଥଙ୍କ ବାପା-ମାଆଙ୍କଠାରୁ ଲୁଟ୍ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ସାଧାରଣ ଜନତା ନୁହେଁ, ଖୋଦ୍ ଆଇପିଏସ୍ଙ୍କ ପରିବାର ହୋଇଛନ୍ତି ଲୁଟ୍ର ଶିକାର। ବାଲେଶ୍ୱର ଏସପି ସାଗରିକା ନାଥଙ୍କ ମାଆଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ଜୁଲାଇ ୧୩ରେ ଲଞ୍ଚ ହେବ ବହୁ ପ୍ରତିକ୍ଷୀତ ଚନ୍ଦ୍ରୟାନ-୩। ଏଥର ଜହ୍ନ ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ହେବ କହିଲେ ଇସ୍ରୋ ଚେୟାରମ୍ୟାନ ଏସ୍. ସୋମନାଥ। ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV-ମାର୍କ ଥ୍ରୀ ରକେଟ୍ ଦ୍ୱାରା କରାଯିବ ଉତକ୍ଷେପଣ।
କୌଣସି ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତଙ୍କ ଜୀବନ ବଞ୍ଚାଇବାକୁ ହେଲେ ପ୍ରଥମ ଘଣ୍ଟାଟେ ବା ଗୋଲଡେନ ଆୱାରର ସଦୁପଯୋଗ ନିହାତି ଦରକାର। ଯାହାକୁ କାମରେ ଲଗାଇ ମରଣ ମୁହଁରୁ ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେଥିପାଇଁ ତାଙ୍କୁ ଏବେ ଚାରିଆଡୁ ସାଧୁବାଦ ମିଳୁଛି।
ନିର୍ମାଣାଧୀନ କୋଠା, ଅସ୍ୱାସ୍ଥ୍ୟକର ପରିବେଶ। ପୁରୀ ରଥ ଡ୍ୟୁଟିରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଇଁ ଅବହେଳିତ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ ପରେ ଉଦବେଗ। ଯବାନଙ୍କ ଆକୋମୋଡେସନ ପାଇଁ କିଏ ବାଛିଥିଲେ ଏଭଳି ସ୍ଥାନ ଉଠିଲା ପ୍ରଶ୍ନ।
ଧାରା ଶ୍ରାବଣରେ ମୌସୁମୀ ଉଭାନ। କେଉଁଠି ଜମିରେ ହଳ ପଶିନି ତ କେଉଁଠି ଧାନ ତଳି ବଞ୍ଚାଇବାକୁ ଚାଷୀର ପ୍ରାଣମୂର୍ଛା ଉଦ୍ୟମ। ଜୁନରୁ ଏଯାଏଁ ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍ ବୃଷ୍ଟିପାତ। ଘୂର୍ଣ୍ଣିବଳୟ ହେଲେ ୪ରୁ ବର୍ଷା ବଢ଼ିବା ଅନୁମାନ।
ବିଜେଡିକୁ ଟେନସନ୍ ଗୋଷ୍ଠୀ କନ୍ଦଳ। ନବୀନ ନିବାସରେ ବୁଝାସୁଝା, ହେଲେ ଗ୍ରାଉଣ୍ଡରେ ଛକାପଞ୍ଝା। ସମ୍ବଲପୁରରେ ଫାଟ ଜଳଜଳ, ବବିଙ୍କ ଗସ୍ତବେଳେ ବାହାର ନେତାଙ୍କ ସ୍ୱାଗତକୁ ନେଇ ଚର୍ଚ୍ଚା। କବିସୂର୍ଯ୍ୟନଗରରେ ଲତିକାଙ୍କ ବିରୋଧରେ ଅସନ୍ତୁଷ୍ଟଙ୍କ ମେଳି
ପଲିଥିନରେ ଖାଦ୍ୟ.. ପଲିଥିନରେ ଔଷଧ। ପ୍ରସାଦ ହେଉ କି ପନିପରିବା, ସବୁକିଛି ବେଧଡକ ବୁହା ହେଉଛି ପଲିଥିନରେ।