• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

 odisha train tragedy
ମୃତ୍ୟୁସଂଖ୍ୟା ଲୁଚାଯାଉଛି, ନିଖୋଜଙ୍କ ବାବଦରେ କିଛି କୁହାଯାଉନାହିଁ: ମମତା

ମୁଁ ଚାହୁଁଛି ସତ ପଦାକୁ ଆସୁ, କାହାରି ଇସ୍ତଫା ମାଗୁନି।

Odisha train tragedy elderly man finds sons body
ଶବର ପାହାଡ଼ ଭିତରୁ ପୁଅକୁ ଖୋଜି ପାଇଲେ ବାପା

କାନ୍ଥରୁ ଲିଭିନି ବାହାଘର ଚିତା ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଦୁନିଆକୁ ଠିକସେ ଦେଖିନଥିବା ବେଳେ ବାପା ବୋଲି...

Train Tragedy
ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ: ବଗି ଛିନଛତ୍ର, ୧୨ ଘଣ୍ଟା ପରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ

ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ: ଦୁଇ ଏକ୍ସପ୍ରେସ ଟ୍ରେନ କରମଣ୍ଡଳ ଓ ବେଙ୍ଗାଳୁର- ହାୱଡ଼ା ଲାଇନଚ୍ୟୁତ ହୋଇ ମାଲଗାଡ଼ିକୁ ଧକ୍କା ଦେବାରୁ ବର୍ତ୍ତମାନ ସୁଦ୍ଧା ୨୩୩ ଯାତ୍ରୀଙ୍କ ମୃତ୍ୟୁ, ୯ଶହରୁ ଅଧିକ ଯାତ୍ରୀ ଆହତ

Train Tragedy
ଗୋଟିଏ ବଗି ଉପରେ ଚଢିଛି ଆଉ ଗୋଟିଏ ବଗି

ଓଃ ! ଏ ଦୃଶ୍ୟ ଦେଖିବା ମୁସ୍କିଲ୍‌...ଗୋଟିଏ ବଗି ଉପରେ ଚଢିଛି ଆଉ ଗୋଟିଏ ବଗି...

man looses brother in odisha Train Tragedy
ରେଳ ଦୁର୍ଘଟଣାରେ ଭିଣୋଇ ସିନା ବଞ୍ଚିଗଲେ କିନ୍ତୁ ଭାଇ ଚାଲିଗଲେ

ଜଣେ ବ୍ୟକ୍ତି ତାଙ୍କ ପରିବାରର ୨ ଲୋକଙ୍କୁ ଖୋଜି ସୋର ମେଡ଼ିକାଲରେ ପହଞ୍ଚିଛନ୍ତି। ଆଉ ତା ପରେ... 

Odisha Train Tragedy
ଟ୍ରେନ୍‌ ବଗି ପଲଟିବା ବେଳେ ଡାକିଲି 'ପ୍ରଭୁ ଆମକୁ ବଞ୍ଚାଇଦିଅ... ଆମକୁ ବଞ୍ଚାଇଦିଅ'

ଯିଏ ବର୍ତ୍ତିଯାଇଛନ୍ତି, ସେମାନେ ବଖାଣିଛନ୍ତି ଦୁର୍ଘଟଣାର ଭୟଙ୍କର କାହାଣୀ।

Odisha Train Tragedy
ଭୟଙ୍କର ଦୁର୍ଘଟଣା ପରେ ଏକାଧିକ ଟ୍ରେନ୍‌ ବାତିଲ, ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ପ୍ରଥମେ ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । 

Odisha CM has ordered state mourning for a day
ଭୟଙ୍କର ଟ୍ରେନ ଦୁର୍ଘଟଣା: ରାଜ୍ୟରେ ଦିନିକିଆ ଶୋକ ପାଳନ

କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

on same fateful Friday coromandel express met with an accident in 2009
ମନେପକାଇ ଦେଲା ୨୦୦୯ର ଟ୍ରେନ୍‌ ଦୁର୍ଘଟଣା: ସେଦିନ ବି ଥିଲା ଶୁକ୍ରବାର, ସେଇ କରମଣ୍ଡଳ

ସଂଯୋଗର ବିଷୟ, ସେଦିନ ଥିଲା ଶୁକ୍ରବାର, ଆଜି ବି ସେହି ଶୁକ୍ରବାର

Train mishap in Balasore
ଗୁରୁତର ହୋଇ ବସ୍‌ରେ ଆସିଲେ, ଶବ ହୋଇ ଟ୍ରାକ୍ଟରରେ ଗଲେ

ଇତିମଧ୍ୟରେ ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

2 express trains derail in Balasore
ଭୟଙ୍କର ଦୁର୍ଘଟଣା: ଚାରିଆଡେ କାନ୍ଦ ବୋବାଳି, ଯୁଆଡେ ଦେଖିବ ରକ୍ତର ଛିଟା

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ। କରମଣ୍ଡଳ ଏକ୍ସପ୍ରେସ-ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା ।

2 express trains derail in Balasore
SRC କଣ୍ଟ୍ରୋଲ ରୁମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସକାଳେ ଦୁର୍ଘଟଣା ସ୍ଥଳ ଯିବେ ମୁଖ୍ୟମନ୍ତ୍ରୀ। କାଲି ଯିବା ନେଇ ନବୀନ ସୂଚନା ଦେଇଛନ୍ତି।

2 express trains derail in Balasore
ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ୫୦ ଜଣଙ୍କ ମୃତ୍ୟୁ, ୩୫୦ରୁ ଅଧିକ ଗୁରୁତର

ଦୁଇ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୦ରୁ ଅଧିକ ଗୁରୁତର ହୋଇଛନ୍ତି। ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚାପି ହୋଇ ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ।

Coromandel Express Mishap
ଏତେ ଭୟଙ୍କର ଦୁର୍ଘଟଣା ! କ୍ଷଣିକରେ ସବୁକିଛି ଛାରଖାର

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । କରମଣ୍ଡଳ ଏକ୍ସପ୍ରେସ - ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଦୁଇ ଟ୍ରେନ୍...

Coromandel Express Mishap
ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଯୁଆଡେ ଦେଖିବ ରକ୍ତର ଛିଟା

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଓଲଟିପଡ଼ିଲା କରମଣ୍ଡଳର ଏକାଧିକ ବଗି । ଅନେକ ଲୋକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ । ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି କରମଣ୍ଡଳ ଏକ୍ସପ୍ରେସ ବୋଲି ସୂଚନା ରହିଛି । ଏକ୍ସପ୍ରେସ୍‌ ଟ୍ରେନ୍‌ଟି...

mayurbhanj defended the by winning final match against angul
ଦୃଷ୍ଟିବାଧିତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ: ଟ୍ରଫି ଜିତିଲା ମୟୂରଭଞ୍ଜ

ବିଜୟ ଟିମ୍‌କୁ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା।  

Union Home Minister Amit Shah to visit Odisha on June 17
ଓଡ଼ିଶା ଆସିବେ ଅମିତ ଶାହା, ଜେପି ନଡ୍ଡା

ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। 

Female Passenger Of Mumbai-Kolkata Flight Gives Bomb Threat
ଏୟାରପୋର୍ଟରେ ମହିଳା ଯାତ୍ରୀଙ୍କ ହାଇଡ୍ରାମା: କହିଲେ- ମୋ ଲଗେଜ୍‌ ଭିତରେ ବୋମା ଅଛି

ତତ୍‌କ୍ଷଣାତ୍‌ ତାଙ୍କ ବ୍ୟାଗକୁ CISF ଅଧିକାରୀ ଜବତ କରିବା ସହ ସନ୍ଧାନୀ କୁକୁରକୁ ଅଣାଯାଇଥିଲା।

Dev Shah wins 2023 Scripps National Spelling Bee champion
ଗୋଟିଏ ଜୀବର ନାମକୁ ସଠିକ୍ ବନାନ କରି ୪୧ ଲକ୍ଷ ଜିତିଲେ ଚଉଦ ବର୍ଷର ବାଳକ 

ଏହି ବନାନ ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ୧୧ ନିୟୁତ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ୧୧ଜଣ ଉତ୍ତୀର୍ଣ୍ଣ ହୋଇଥିଲେ । ୧୧ଜଣଙ୍କ ମଧ୍ୟରେ ଦେବ ଥିଲେ।

OJEE
ପ୍ରକାଶ ପାଇଲା OJEE ରେଜଲ୍ଟ, ବି-ଫାର୍ମରେ ସୌରଭ ପତି ଟପ୍ପର

ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।