ଗାଁରେ ପରମ୍ପରାର ମହକ... ସହରରେ ସ୍ୱତନ୍ତ୍ର ପ୍ରସ୍ତୁତି... ସମସ୍ତଙ୍କ ଅପେକ୍ଷା କାଲି ସକାଳକୁ। କାରଣ ରାତି ପାହିଲେ ଓଡ଼ିଆ ଘରର ବଡ଼ ପର୍ବ- ରଜ। ରଜବତୀ ହେବ ମାଟି ମାଆ। ସେଥିପାଇଁ କୁହାଯାଏ ରଜ ହେଉଛି କୁଆଁରୀ ଝିଅଙ୍କ ପର୍ବ
Published By: Chandan Shishu
Last updated: 13 June 2023, 11:24 PM IST
ଗାଁ ଗୋଠରେ ଚାଲିଛି ଦୋଳି ପ୍ରସ୍ତୁତି
ବିନା ପାନରେ ରଜର ମାନେ ନାହିଁ। ତେଣୁ ସହରରେ ସହରିଆଙ୍କୁ ଗାଁର ରଜମଜା ଦେବାକୁ ଠାଆକୁ ଠାଆ ଏମିତି ସ୍ପେଶାଲ ପାନର ପସରା ଖୋଲିଲାଣି
ମଥାରେ କୁକୁମ ଲଗାଉଛି କୁନି ଝିଅ
ହାତରେ ମେହେନ୍ଦି ଲଗାଉଛନ୍ତି ଯୁବତୀ
କୁଆଁରୀ ମାନେ ରଜ ପାଇଁ ସଜ ହେବା ସହ ରଜ ଅବସରରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନାଚ ଗୀତର ପ୍ରସ୍ତୁତିରେ ମାତିଲେଣି
ଗାଁ ମୁଣ୍ଡରେ ତାସ୍ ଖେଳର ଆସର