ଚିତ୍କାର ଶୁଣି ଦୟାନିଧିର ପତ୍ନୀ ପାଇଖାନା କବାଟ ଖୋଲିଥିଲେ। ସେତେବେଳକୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୧୪ ବର୍ଷର ଜ୍ୟୋତ୍ସ୍ନା।
ଜଣେ ଆଦିବାସୀ ମହିଳା ଏନ୍ଏସି କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି; ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଏକ ବିରାଟ ଉପଲବ୍ଧି।
ଯେହେତୁ ଅଳ୍ପ ଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି।
ରାସ୍ତା ସମସ୍ୟାର ସମାଧାନ ଏମାନଙ୍କ ଅସଲ ଉଦ୍ଦେଶ୍ୟ ନୁହେଁ ବରଂ ତରଙ୍ଗ ଷ୍ଟୁଡିଓରୁ ଠିକାଦାରୀ କାମରୁ ଅନ୍ତର ହିଁ ମେଳିର ମୁଖ୍ୟ କାରଣ।
ଥାନାରେ ସମାଧାନ ହେବାପରେ ଉଭୟ ପୁଣି ଏକାଠି ରହିଥିଲେ। କିନ୍ତୁ ଏ ସମ୍ପର୍କ ବେଶୀ ଦିନ ତିଷ୍ଠିଲାନି..
ଗର୍ଭସ୍ଥ ଶିଶୁକୁ ଜନ୍ମ ଦେଇପାରିବେ ନାହିଁ ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ।
ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଦେଖିବାକୁ ପୂରା ଓଡ଼ିଶା ଚାହିଁବସିଥିଲା, ଆଉ ଏବେ ସେଇ ସ୍ୱପ୍ନ ପୂରଣ ହୋଇଛି।
୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।
ଉକ୍ତ ଯୁବକ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି, କୁଟୁମ୍ବ କେହି ଶବକୁ କାନ୍ଧ ଦେଇ ନଥିଲେ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର। ଆଜି ଆପଣଙ୍କ କେମିତି କଟିବ ଦିନ
ଡାକ୍ତରଙ୍କୁ କିଏ କହେ ଦ୍ୱିତୀୟ ଇଶ୍ୱର ତ ଆଉ କିଏ କହେ ପ୍ରାଣଦାତା। କିନ୍ତୁ ଲାଞ୍ଚ ନେଇ ନାଚଗୀତ ସହ ରିଲ୍ କରି ସୋସିଆଲ୍ ମିଡ଼ିଆରେ ବ୍ୟସ୍ତ ରହୁଥିବା ଏଭଳି ଡାକ୍ତରଙ୍କୁ ଆପଣ କଣ କହିବେ ସେ ବିଚାର ଆପଣଙ୍କର।
ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ମାଲିକ ହୋଇଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ?
ସ୍ଥାନୀୟ ଲୋକ, ଓଡ୍ରାଫ୍ ବାହିନୀ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।
ସେତେବେଳେ ପୋଲିସ କହିଥିଲା- ରାଂଗି ହୋଇନି, ଏବେ କଣ କରିବ?