• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

nirmala
ପଡ଼ୋଶୀ ରାଷ୍ଟ୍ରଙ୍କ ପରି ଆମେ ହାତ ପତାଉ ନାହୁଁ: ନିର୍ମଳା ସୀତାରମଣ

ସୀତାରମଣ ଗୃହରେ ବିଶିଷ୍ଟ ଅର୍ଥନୀତିଜ୍ଞ ରଘୁରାମ ରାଜନଙ୍କ ମନ୍ତବ୍ୟକୁ ଗୃହରେ ପଢ଼ି ଶୁଣାଇଥିଲେ।

5G Internet Service
ଶେଷ ହେଲା 5G ସ୍ପେକ୍ଟ୍ରମ ନିଲାମୀ: ଅଧା କିଣିନେଲା ଜିଓ

ସବୁଠାରୁ ଉନ୍ନତ କୁହାଯାଉଥିବା ୭୦୦ ମେଗାହର୍ଜ ସମେତ ଅନ୍ୟ ବ୍ୟାଣ୍ଡର ସ୍ପ୍ରେମକୁ କିଣିଛି ଜିଓ।

weekly horoscope
ସାପ୍ତାହିକ ରାଶିଫଳ: କେମିତି କଟିବ ଏ ସପ୍ତାହ

ପରିବାରରେ ଉତ୍ତମ ବୁଝାମଣା ଦ୍ୱାରା ଉନ୍ନତି ଲାଭ କରିବେ ।

Sea
ମାଡ଼ିଆସୁଛି ସମୁଦ୍ର ! ଲୀନ ହେବ ଉପକୂଳିଆ ଗାଁ

ଗୋପାଳପୁର ବନ୍ଦର ପାଖରେ ବନ୍ଧ ବନ୍ଧାଯିବା ଦ୍ୱାରା ବଡ଼ ଲହଡ଼ି ମାଡ଼ ହୋଇ କୂଳ ଖାଉଛି। 

ଅଭିଯୋଗ କରିବାରୁ ଅସହାୟ ବୃଦ୍ଧଙ୍କୁ ବିଧା ଗୋଇଠା ମାରିଲା ପୋଲିସ
ଅସହାୟ ବୃଦ୍ଧଙ୍କୁ ବିଧା ଗୋଇଠା ମାରିଲା ପୋଲିସ

ଆଖିବୁଜା ଲଦି ଚାଲିଥିଲେ ବିଧା ଗୋଇଠା। 

Former MLA
ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍

୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ED।

ବାବୁସାନ୍
ମାଆ ଅପରାଜିତାଙ୍କ ସହ ଥାନାରେ ପହଞ୍ଚିଲେ ବାବୁସାନ୍

 ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ?

Child dies after being branded with iron rod
ଚେଙ୍କ ଚିକିତ୍ସାରେ ଗଲା ୯ ମାସର ଶିଶୁର ଜୀବନ

ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।

The flood in UAE was caused by heavy rain on Thursday.
ୟୁଏଇରେ ତାଣ୍ଡବ ରଚୁଛି ବର୍ଷା, ରାସ୍ତାରେ କାଗଜ ଡଙ୍ଗା ପରି ଭାସିଲା କାର୍ 

ତେବେ ୟୁଏଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Babushaan Birthday
ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ?

ପୋଲିସ୍ ପଚରାଉଚରାର ସମ୍ମୁଖୀନ ହେବା ପରେ ଗଣମାଧ୍ୟମକୁ ସବୁ କଥା ଜଣାଇବେ ବୋଲି ସେ କହିଛନ୍ତି।

Har Ghar Tiranga
ଗଭୀର ସମୁଦ୍ରର ଅଥଳ ପାଣିରେ ଉଡ଼ିଲା ତିରଙ୍ଗା

ଏହି ସୁନ୍ଦର ଦୃଶ୍ୟକୁ କୋଷ୍ଟଗାର୍ଡ ପକ୍ଷରୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିଲା। 

Babushan Trupti
ତୃପ୍ତିଙ୍କ ମାଉସୀଙ୍କ ପ୍ରତିକ୍ରିୟା: ଏକାଠି ହେବେ ବାବୁସାନ୍-ତୃପ୍ତି !

ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।

Sidhu Moose Wala's father gets son's face tattooed on his arm
ମୃତ୍ୟୁ ପରେ ସିଦ୍ଧୁଙ୍କ ଫଟୋକୁ ବାହୁରେ ଟାଟୁ କଲେ ବାପା

କେବଳ ବାପା ନୁହଁନ୍ତି, ସିଦ୍ଧୁଙ୍କ ମା ଚରଣ କୌର୍ ମଧ୍ୟ ପୁଅର ସ୍ମୃତି ଉଦ୍ଦେଶ୍ୟରେ ଟାଟୁ କରିଛନ୍ତି।

'Rashtrapatni' Row
ମୋତେ ଫାଶୀ ଦିଅ ପଛେ ବିବାଦକୁ ସୋନିଆ ମ୍ୟାଡମଙ୍କୁ ଟାଣନି: ଅଧିର ରଂଜନ

ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ତୀବ୍ର ସମାଲୋଚିତ ହେବା ପରେ ସଫେଇ ଦେଇଛନ୍ତି ଅଧିର ରଞ୍ଜନ।

MIG 21 crashed
ମଝି ଆକାଶରେ ମିଗ୍ ବିମାନ ଦୁର୍ଘଟଣା: ୨ ପାଇଲଟଙ୍କ ମୃତ୍ୟୁ

ଦୁର୍ଘଟଣା ସ୍ଥଳ ଠାରୁ ଅଧ କିଲୋମିଟର ବ୍ୟାପି ବିମାନର ଭଗ୍ନାବଶେଷ ପଡ଼ିଛି।

All above 17 years of age can register for voter ID.
ଭୋଟର ତାଲିକାରେ ନାମ ପଞ୍ଜୀକରଣକୁ ନେଇ ଆସିଲା ନୂଆ ନିୟମ

ଏହାର ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ସିଇଓଙ୍କୁ ନିର୍ଦ୍ଦେଶ ।

SSC JOB Scam
ଅର୍ପିତାଙ୍କ ଫ୍ଲାଟ୍ ସାଜିଥିଲା ପାର୍ଥ ଚାଟାର୍ଜୀଙ୍କ ମିନିବ୍ୟାଙ୍କ୍  

ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର। 

ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ପାଇଁ ସଂସଦରେ ହଙ୍ଗାମା
ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବି କିନ୍ତୁ ବିଜେପିକୁ ନୁହେଁ: ଅଧିର ରଞ୍ଜନ

ଦେଶର ସର୍ବପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନସୂଚନକ ଟିପ୍ପଣୀ ପ୍ରତିବାଦରେ ସଂସଦର ଉଭୟ ଗୃହରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ।

Babushaan Mohanty
ମୋ ପୁଅ ମୋ ପାଖକୁ ଖୁବଶୀଘ୍ର ଆସିବ: ବାବୁସାନ

ପତି-ପତ୍ନୀ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।