• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

After 2 years, devotees throng Srimandir to witness Netra Utsav
ଆଃ କେଡେ ସୁନ୍ଦର ଦିଶୁଛି ଜଗା...ଛଳଛଳ ଭକ୍ତ ପ୍ରାଣ, ଭାବବିହ୍ୱଳ ଭକ୍ତ ହୃଦୟ

ଆଃ କେଡେ ସୁନ୍ଦର ଦିଶୁଛି ଜଗା...ଛଳଛଳ ଭକ୍ତ ପ୍ରାଣ, ଭାବବିହ୍ୱଳ ଭକ୍ତ ହୃଦୟ....ଜଗାକୁ ଦେଖିବା ପରେ ବେଶ୍‌ ଆନନ୍ଦିତ ଭକ୍ତ

BJP State executive meet । Odisha BJP preps road map for next 3 months
ବିଜେପି ପ୍ରସ୍ତୁତ କଲା ୩ ମାସିଆ ରୋଡ୍‌ ମ୍ୟାପ୍‌

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଯୁଦ୍ଧଂଦେହୀ: ଦୁର୍ନୀତିରୁ ଆଇନଶୃଙ୍ଖଳା, ବିଭିନ୍ନ ପ୍ରସଙ୍ଗକୁ ନେଇ ଜନ ଆନ୍ଦୋଳନ କରିବ ଦଳ

ONGC chopper Crash
ପାଣି ଭିତରେ ବୁଡ଼ିଗଲା ସତ୍ୟମ୍ବଦଙ୍କ ସ୍ୱପ୍ନ, ପୁଅକୁ ହରାଇ ନିର୍ବାକ ବାପା-ମାଆ

ଯେଉଁ ମେଧାବୀ ପୁଅକୁ ନେଇ ସେ ଦିନେ ଗର୍ବ କରୁଥିଲେ, ଆଗକୁ ଆଇଏଏସ ହେବାର ସ୍ୱପ୍ନ ଦେଖୁଥିଲେ, ଶେଷରେ ତାସଘର ଭଳି ଭାଙ୍ଗିଗଲା

Vice President Election
ଉପରାଷ୍ଟ୍ରପତି ନିର୍ବାଚନ ନେଇ ଘୋଷଣା ହେଲା ତାରିଖ

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ସରୁଛି।

Puri Rathyatra
ସରିଆସିଲାଣି ରଥ ନିର୍ମାଣ, ଶେଷ ସ୍ପର୍ଶ ଦେଉଛି କାରିଗର

ହାତରେ ସମୟ ନାହିଁ। ଆଉ କେଇ ଘଣ୍ଟା ସମୟ ବିତିଗଲେ ଆସିବ ମହାର୍ଘ୍ୟ ମୁହୂର୍ତ୍ତ। ସେଥିପାଇଁ ତ ଚଳଚଞ୍ଚଳ ଜଗନ୍ନାଥ ଧାମ। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ। ଶେଷ ସ୍ପର୍ଶ ଦେଉଛି କାରିଗର।

Puri Ratha Yatra
ଚେତାଇଲେ ସରକାର: ରଥଯାତ୍ରା ଦର୍ଶନ ପରେ ଭିଡ଼ ନ କରି ଜାଗା ଛାଡ଼

ଭିଡ଼କୁ ନଯିବାକୁ, ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି।

Daily Horoscope
Daily Horoscope 28th June 2022: ଜୀବନସାଥୀ ଆପଣଙ୍କର ପ୍ରଶଂସା କରିବେ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର।

Corona
ରାଜ୍ୟ ପାଇଁ ପୁଣି ଟେନସନ୍‌ ବଢାଇଲା କରୋନା

ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୫ ଆକ୍ରାନ୍ତ ଅଛନ୍ତି।

Raimohan Parida Passes Away
ରାଇଙ୍କ ଅବସାଦ ପଛର କାରଣ କଣ?

ମୃତ୍ୟପୁରେ ରାଇମୋହନଙ୍କ ଚକ୍ଷୁଦାନ କରାଇଥିବା ସ୍ବାସ୍ଥ୍ୟକର୍ମୀ କହିଛନ୍ତି, ରାଇ ଭାଇ ଖୁବ୍ ମେଳାପି ଥିଲେ। 

Maharastra Political Crisis
ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ସାମୟିକ ଆଶ୍ୱସ୍ତ

କୋର୍ଟ ଏହି ପ୍ରସଙ୍ଗରେ ଉପବାଚସ୍ପତିଙ୍କ ସମେତ ସମସ୍ତ ପକ୍ଷକୁ ୫ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

PM Modi
ସବୁ ପ୍ରକାର ବୈଶ୍ୱିକ ଆହ୍ୱାନକୁ ସାମ୍ନା କରିବାରେ ସମର୍ଥ ଭାରତ: ମୋଦି

ଭାରତକୁ ଗଣତନ୍ତ୍ରର ମାଆ ବୋଲି ବର୍ଣ୍ଣନା କରି ପ୍ରତି ଭାରତୀୟଙ୍କ ଡିଏନ୍ଏରେ ଲୋକତନ୍ତ୍ର ଅଛି ବୋଲି ମୋଦି କହିଛନ୍ତି। 

Ollywood villain
ଓଡ଼ିଆ ସିନେମା ଶିଳ୍ପକୁ ଗ୍ରାସିଛି ଅକାଳ: ଖଳନାୟକ ଶୂନ୍ୟ ହୋଇଯାଇଛି ଓଲିଉଡ୍ !

ଗତ କେଇଟା ବର୍ଷ ମଧ୍ୟରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେମା ଶିଳ୍ପ।

Controversy intensified over height of Lord Jagannath and siblings’ chariot
ଗିନିଜ୍ ରେକର୍ଡସ୍‌ରେ କେନ୍ଦୁଝର ରଥ ସବୁଠୁ ଉଚ୍ଚ ମାନ୍ୟତାକୁ ନେଇ ଗଜପତି କ୍ଷୁବ୍ଧ

ଏହାକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ବଳଦେବ ସେନା।

Clay Pot
ମାଟିପାତ୍ରରେ ରୋଷେଇ, ଖାଇବାର ଫାଇଦା କଣ: ଯିଏ ଖାଇଛି ସିଏ ଜାଣିଛି

ମଣିଷ ଯେତେ ଆଗକୁ ବଢୁଛି, ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ସେତେ ପରମ୍ପରାକୁ ଭୁଲୁଛି, ରୋଗ କିଣୁଛି।

Patachitra in Saree
ଶାଢ଼ୀ ଉପରେ ଆକର୍ଷଣୀୟ ପଟ୍ଟଚିତ୍ର: କୋଣାର୍କର ଦମ୍ପତି ଦେଲେ ନୂଆ ପରିଚୟ

ପଟ୍ଟଚିତ୍ର ଆଙ୍କିବାରେ ବ୍ୟସ୍ତ ସ୍ୱାମୀ ଲିଙ୍କନ ଓ ସ୍ତ୍ରୀ ଦୀପିକା, ହେଲେ ଏହି ପଚ୍ଚଚିତ୍ର ତୁଳୀର ଯାଦୁ ଏବେ ଶାଢୀରେ ଦେଖାଉଛନ୍ତି।

Raimohan Parida Suicide Suspense
ରାଇମୋହନଙ୍କ ପ୍ରେମ କାହାଣୀକୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ !

ଆତ୍ମହତ୍ୟାର କାରଣ ଖୋଜା ଭିତରେ ଆସିଛି ତାଙ୍କ ପାରିପାରିକ ଜୀବନର କିଛି ଗହନ କଥା। 

Bamboo Pipe Discover
ଦେଶୀ ମଣିଷଙ୍କ ଦେଶୀ ଯୁଗାଡ୍: ବାଉଁଶ ପାଇପ୍‌ରେ ଝରଣାରୁ ଗାଁକୁ ଆସୁଛି ପାଣି

ଏହି ବାଉଁଶ ପାଇପ ବ୍ୟବସ୍ଥାକୁ ଆପଣ ବାହାବା କହିପାରନ୍ତି, ହେଲେ ଏହା ବ୍ୟବସ୍ଥା ଗାଲରେ ଯେ ଏକ ଶକ୍ତ ଚାପୁଡ଼ା

ଅଭିନେତା ରାଇମୋହନ ପରିଡାଙ୍କ ମରଶରୀର ନିଆଯାଉଥିବା ବେଳର ଦୃଶ୍ୟ
ଅଲବିଦା ରାଇମୋହନ.. ତୁମେ ମନେ ରହିବ

ରାଇମୋହନ ପରିଡା ଅଭିନୟ ଭିତରେ ଅନେକ ଥର ମରିଛନ୍ତି, କିନ୍ତୁ ଏହା ଏମିତି ଏକ ମୃତ୍ୟୁ ଯେଉଁଠି ଆଉ ଥରେ ରଙ୍ଗ ମାରିବାର ସୁଯୋଗ ନାହିଁ କି ଆକ୍ସନ ଅର୍ଡର ପରେ ପରେ ଡାଇଲଗ ଶୁଭିବାର ସ୍କୋପ ନାହିଁ। ସେ ସିନା ଅକାଳରେ ଚାଲିଗଲେ କିନ୍ତୁ ତାଙ୍କ ଅଭିନୟର...

Raimohan Parida Passes Away
ଅନାନି... ଆଉ ଡାକିଲେବି ଅନେଇବେନି !

କଥାରେ କଥାରେ ଉଦଣ୍ଡୀ ସୀତାକୁ ଲୁହ ଦେଉଥିବା ମଣିଷଟା ଆଜି ହଠାତ ଏମିତି କେମିତି ଚାଲିଗଲା।

Raimohan Parida Passes Away
ପଞ୍ଚଭୂତରେ ବିଲୀନ ହେଲା ରାଇମୋହନଙ୍କ ପାର୍ଥିବ ଶରୀର

ସ୍ୱର୍ଗଦ୍ୱାରରେ ଶୋକାକୂଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।