• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

BJP Strategy
ଆଗ୍ରେସିଭ୍ ମୁଡ୍‌ରେ ବିଜେପି, ଫୁଟବଲ ଫଣ୍ଡା ଦେଲେ ଜୟନାରାୟଣ

ବିଜେପି ଓଡ଼ିଶାକୁ ଅଧିକ ଫୋକସ୍ କରୁଛି। ସଙ୍ଗଠନକୁ ମଜଭୁତ କରିବା, ସରକାର ବିରୋଧୀ ହାଓ୍ୱା ବନାଇବା ଓ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ।

Heavy Rainfall
ଆସୁଛି ଝଡ଼-ବର୍ଷା, ୬୫ କିମି ବେଗରେ ବହିବ ପବନ

ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଖୋଲିଛି।

Last Rites Of Dog
କୁକୁର ଅନ୍ତିମ ସତ୍କାର ପାଇଁ ବିରାଟ ଶୋଭାଯାତ୍ରା

କୁକୁର ପାଇଁ ମଣିଷ କଣ କରିପାରେ? ମାଲିକକୁ ଛାଡ଼ି ଯିବା ପରେ କେତେ କଷ୍ଟ ହୁଏ? କେବେ ଭାବିଛନ୍ତି...ଏହାକୁ ଅନୂଭବ କରିଛନ୍ତି ? ଗଜପତି ପାରଳାଖେମୁଣ୍ଡିରେ ନିଜ ପୋଷା କୁକୁରର ମୃତ୍ୟୁ ପରେ ମାଲିକ ଶୋଭାଯାତ୍ରା କରିଛନ୍ତି।

+2 Arts Result
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ

ଏଥର ଦୁଇଟି ଢାଞ୍ଚାରେ ମାର୍କିଂ କରାଯାଇଛି। 

ଗୋଟିଏ ମଞ୍ଚରେ ଏକାଠି ହେଲେ ଶାହ ଓ ନବୀନ
ଗୋଟିଏ ମଞ୍ଚରେ ଏକାଠି ହେଲେ ଶାହ ଓ ନବୀନ

ଗୋଟିଏ ମଞ୍ଚରେ ଏକାଠି ହେଲେ ଶାହ ଓ ନବୀନ। କଟକ ଇନଡୋର ଷ୍ଟାଡିୟମ ସଭାରେ ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ପ୍ରଜାତନ୍ତ୍ର ୭୫ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ଯୋଗଦେଇଛନ୍ତି।

Amit Shah reached at Lingaraj Temple
ମହାପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା ସହ ଜଳାଭିଷେକ କଲେ ଅମିତ ଶାହ

ଲିଙ୍ଗରାଜ ମନ୍ଦିରକୁ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହାସହ ସେଠାରେ ସେ ଜଳାଭିଶେକ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ସହିତ ଉପସ୍ଥିତ ଥିଲେ।

Odisha Welcomes Amit Shah
ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସ୍ୱାଗତ ପାଇଁ ପାରମ୍ପରିକ ନୃତ୍ୟଗୀତରେ ଦୁଲୁକୁଥିଲା ଏୟାରପୋର୍ଟ।

China Taiwan Controversy
ଚୀନକୁ ଦାୟିତ୍ୱହୀନତା ଆଖ୍ୟା ଦେଲା ଆମେରିକା

ଆମେରିକା କଂଗ୍ରେସ ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ୍ ତାଇଓ୍ୱାନ୍ ଚାରିପଟେ ୬ଟି ସ୍ଥାନରେ ଚଳାଇଥିବା ବିଶାଳ ସମରାଭ୍ୟାସ ଶେଷ ହୋଇଛି। 

Newly Married Woman ends life
ରାଜଧାନୀରେ ବୋହୂ ଆତ୍ମହତ୍ୟାର ଦୁଃଖଦ କାହାଣୀ

କେଉଁ ଆଧାରରେ ସ୍ୱାମୀ ପ୍ରଶାନ୍ତଙ୍କ ପରିବାର ଲୋକେ କହିଥିଲେ, ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଛି ବୋଲି? ଏଭଳି କହିବା ପଛର ଉଦ୍ଦେଶ୍ୟ କଣ ?

BJP BJD poster war
ଆସୁଛନ୍ତି ଶାହ: ବିଜେପି ଓ ବିଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ

ଅଣରାଜନୈତିକ କାର୍ଯ୍ୟକ୍ରମ ଏବେ କଡା ରାଜନୈତିକ ପରିବେଶ ଭିତରେ କଟକରେ ହେବାକୁ ଯାଉଛି।

Heavy Rainfall
ଲଗାଣ ବର୍ଷାରେ ଉବୁଟୁବୁ ସହର: ସ୍ମାର୍ଟ ସିଟିରେ ପୁଣି ବନ୍ୟା ସ୍ଥିତି

ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା।

Vinesh Phogat
ଇତିହାସ ରଚିଲେ ଭିନେଶ ଫୋଗଟ

ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ।

Firing
ମ୍ୟୁଜିୟମରେ ଓଡ଼ିଆ ଯବାନଙ୍କ ଗୁଳିବର୍ଷା

 ଗୁଳିମାଡ଼ରେ ଓଡ଼ିଆ ଯବାନ ASI ଆର୍.କେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି।

Fake doctor
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅପାଠୁଆ କ୍ୱାକ୍ ସାଜିଛନ୍ତି ରୋଗୀଙ୍କ ଭରସା

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ରୋଗୀସେବାକୁ ଏକପ୍ରକାର କବଜା କରି ରଖିଥିବା ଏସବୁ ନକଲି ଡାକ୍ତର ଆସୁଛନ୍ତି କେଉଁଠୁ?

New Vice President
ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚିତ

 ଜଗଦୀପ ଧନଖଡ଼ଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍।

Rasagola from Odisha’
ରସଗୋଲା କୋଲକାତାର ନୁହେଁ, ରସଗୋଲା ଓଡ଼ିଶାର: ସୌରଭ ଗାଙ୍ଗୁଲି

ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍‌ଠୋକ୍‌ କହିଦେଇଛନ୍ତି।

China military drills talk of island after Pelosi visit
ସମାନା ସାମ୍‌ନି ଦୁଇ ମହାଶକ୍ତି ଆମେରିକା ଓ ଚୀନ୍

ନାନସି ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ସହ ଦେଶର ସର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥିବା ବେଜିଂ ଅଭିଯୋଗ କରିଛି। 

Taiwan Controversy
ନାନ୍‌ସିଙ୍କ ତାଇଓ୍ୱାନ୍ ଗସ୍ତ ପରଠୁ ରକ୍ତଚାଉଳ ଚୋବାଉଛି ଚୀନ

ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା ଅଦ୍ୟାବଧି ତାଇଓ୍ୱାନ୍। ଚାରିପାଖେ ୬ଟି ସ୍ଥାନରେ ଚାଲିଛି ଚୀନର ସମରାଭ୍ୟାସ।

Woman, daughter death is not an accident
ସାଇଡ୍‌ମରାରୁ ପାଟିତୁଣ୍ଡକୁ ନେଇ ମା-ଝିଅ ଉପରେ ଗାଡ଼ି ଚଢାଇଦେଲା ଡ୍ରାଇଭର

ଆକ୍ରୋଶର ନିଆଁରେ ଜଳୁଥିବା ଅମର କିନ୍ତୁ ଥିଲେ ନଛୋଡ଼ବନ୍ଧା। 

Sexual Harrasment
ପାଠପଢା ଆଳରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ !

ଯୌନ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଲିଖିତ ଅଭିଯୋଗ କରିଥିଲେ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।