ହୃଦଘାତ ନୁହେଁ ହରିୟାଣାର ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା । ତାଙ୍କର ପରିବାର ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଅନେକାଂଶରେ ସତ ସାବ୍ୟସ୍ତ କରିଛି ପୋଷ୍ଟମର୍ଟମ ରିପୋର୍ଟ । ସୋନାଲିଙ୍କ ଶରୀରରେ ଅନେକଗୁଡିଏ କ୍ଷତ ଚିହ୍ନ ଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା ।...
ସୌମ୍ୟଙ୍କ ମାଆଙ୍କୁ ହ୍ୱାଟସଆପରେ ଶ୍ୱେତା ଦେଇଥିବା ମେସେଜ୍ ପାର୍ଟ-୨ ଏବେ ସାମନାକୁ ଆସିଛି। ଓଟିଭି ହାତରେ ଲାଗିଛି ସେହି ମେସେଜ। ଶ୍ୱେତା ଚାହୁଁଥିଲେ ସବୁକିଛି ସେଟେଲ୍ କରିବାକୁ। ତାଙ୍କ ପଇସା ସୌମ୍ୟ ଫେରାଇ ଦିଅନ୍ତୁ। ଏଥିପାଇଁ ସେ ବାରମ୍ବାର ସୌମ୍ୟଙ୍କ ମାଆଙ୍କୁ ମେସେଜ୍ କରୁଥିଲେ।
ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା। ସରକାରୀ ପଦବୀ ଖାଲି, ହେଲେ ନିଯୁକ୍ତି ନାହିଁ। କାହିଁକି ଏମିତି ସ୍ଥିତି ? ଓଟିଭି ହାତରେ ଲାଗିଥିବା ସରକାରୀ ଚିଠିରୁ ସାମ୍ନାକୁ ଆସିଛି ଏହାର ସବୁଠୁ ବଡ଼ କାରଣ। ସେଇଟା ହେଉଛି ବିଭାଗଗୁଡ଼ିକର ଚରମ ଅବହେଳା।
୨୦୧୯ରେ ସରକାରକୁ ଆସିବା ପରେ ୩ ବର୍ଷରେ ମାତ୍ର ୩୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର କିନ୍ତୁ ରାଜ୍ୟରେ ଏବେ ବି ୭୩ ହଜାର ସରକାରୀ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।
ଏହି ରିପୋର୍ଟରୁ କେଉଁ ଦଳକୁ କେତେ ଅନୁଦାନ ମିଳିଛି, ସେ ବାବଦରେ ଟିକିନିଖି ତଥ୍ୟ ମିଳିଥାଏ।
ଯଦି ମୁଁ ଖରାପ ଥିଲି, ତାହାହେଲେ ବାକି ଝିଅ କଣ ଖରାପ ବୋଲି ସେ ପ୍ରଶ୍ନ କରିଛନ୍ତି।
ହତ୍ୟା ମାମଲାରେ ଦୁଇ ଜଣ ବିଜେପି ନେତାଙ୍କୁ ଏବେ ପଚରାଉଚରା କରାଯାଉଛି।
ରାଜୁଙ୍କ ପରିବାର ଲୋକଙ୍କ ଅନୁରୋଧ ପରେ ତାଙ୍କୁ ମେଡିକାଲ ବ଼େଡ୍ରେ ଶୁଣାଯାଉଥିଲା ବିଗ୍ ବି ଅମିତାଭଙ୍କ ସ୍ବର।
ସ୍ମାର୍ଟ ସିଟିର ସ୍ଥିତି ସଙ୍ଗୀନ୍। ସହରର ଯୁଆଡ଼େ ଚାହିଁବ କୁଢ କୁଢ ଗଦା ଗଦା ଆବର୍ଜନା। ଗଳି ହେଉ କି ମେନ୍ ରୋଡ୍ ସବୁଠି ପଡିରହିଛି ଅଳିଆ। ପ୍ରାୟ ୨ ସପ୍ତାହ ହେଲା ସହରରୁ ନିୟମିତ ଉଠୁନି ଅଳିଆ। ବିଏମସିର୍ ପରିଚାଳନାଗତ ତ୍ରୁଟି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।...
୨୦୨୪ରେ ରାଜ୍ୟରେ କ୍ଷମତାକୁ ଫେରିବ କି କଂଗ୍ରେସ? ୯ରୁ ୯୦ ବିଧାନସଭା ଆସନର ଟାର୍ଗେଟ୍ ରଖିଥିବା ଦଳ ଏଥିରେ କେତେଦୂର ସଫଳ ହେବ? ଏଭଳି ଚର୍ଚ୍ଚା ଭିତରେ ଆଲୋଡନ ସୃଷ୍ଟି କରିଛି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବୟାନ। କହିଛନ୍ତି, ୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ...
ନୂଆ ନୂଆ ନାଁରେ ନାମିତ ହେବ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା AIIMS। ଏଥିପାଇଁ ଆଞ୍ଚଳିକସ୍ତରର ୪ଟି କ୍ୟାଟେଗୋରିରୁ ପ୍ରସ୍ତାବିତ ନାଁ ସ୍ଥିର କରି ପଠାଇବାକୁ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହି କ୍ରମରେ ଭୁବନେଶ୍ୱର AIIMSର ନାଁ କଣ ରହିବ ଓ...
ପାଓ୍ୱାର କରିଡରରେ ଅଜବ ବ୍ୟବସ୍ଥା! କାହିଁକି ଜଣେ ଅଫିସରଙ୍କୁ ମିଳୁଛି ବାରମ୍ବାର ଏକ୍ସଟେନସନ୍ ? ସିନିୟରଙ୍କୁ ଅଣଦେଖା କରି ଜୁନିୟରଙ୍କୁ କାହିଁକି ଦିଆଯାଉଛି ନିଯୁକ୍ତି? ଟପ୍ ପୋଷ୍ଟରେ ନିଯୁକ୍ତି ବେଳେ ଦକ୍ଷତା ନା ଆନୁଗତ୍ୟକୁ ମିଳୁଛି ଗୁରୁତ୍ୱ?
ସିନେମାର ରୁପେଲି ପରଦାରେ ଜହ୍ନକୁ ନେଇ କେତେ କଣ କାହାଣୀ ଚିତ୍ରିତ କରାଯାଇଛି I ଆପଣ ସେମିତି କିଛି ସିନେମା ଦେଖିଛନ୍ତି କି ?
ଆକାଶରେ ଯେଉଁ ଜହ୍ନ ଦେଖୁଛନ୍ତି । ସେଇ ଜହ୍ନର ଅଛି ଅଜଣା ରହସ୍ୟ। ଆପଣ ଯେତିକି ଜାଣିଛନ୍ତି ଏ ରହସ୍ୟ କଥା ଜଣିଲେ ଆପଣବି ଭାବିବାକୁ ବାଧ୍ୟ ହେବେ । ଜହ୍ନରେ ଏତେ ଗହନ କଥା ଅଛି !
ପୁଣି ଛ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟ ସରକାରଙ୍କ ସୁପାରିସକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହୋଇଛି ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ସୁରେଶ ମହାପାତ୍ରଙ୍କ ଉପରେ ପୁଣି ଭରସା କରିଛନ୍ତି ନବୀନ ସରକାର । ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସେପ୍ଟେମ୍ବର ୧ରୁ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଛି ।...
ମାନହାନୀ ମାମଲା ଦାୟର କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଗତକାଲି ଉଚ୍ଚ ନ୍ୟାୟଳୟକୁ ଯାଇଥିବା ପ୍ରକୃତି ଆଜି ଭୁବନେଶ୍ୱର କୋର୍ଟରେ ମୋଟ୍ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି ।
ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ୨୭ ବର୍ଷିୟ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ପୋଲିସ ମାମଲା ରୁଜୁ କରିଛି। ସୌମ୍ୟଜିତଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି...
ହାଇକୋର୍ଟରେ ତୃପ୍ତି-ପ୍ରକୃତି ଓ ବାବୁସାନ ମାମଲା। ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟଳୟକୁ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ NDAରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଆହ଼୍ବାନ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ନବୀନଙ୍କୁ ଆଦୌ ବିଜେପି ଗ୍ରହଣ କରିବନି । ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ...