• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

20 Dead As Houseboat Capsizes In Kerala
ଅନ୍ଧାର ରାତିରେ ମଝି ନଈରେ ଡଙ୍ଗାରେ ଚାଲିଥିଲା ପିକ୍‌ନିକ୍‌, କେହି କିଛି ବୁଝିବା ପୂର୍ବରୁ ଓଲଟି ପଡ଼ିଲା...

ଅନ୍ଧାର ରାତିରେ ବଡ଼ ଅଘଟଣ। ଡଙ୍ଗା ଓଲଟି ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୭ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି। ଅଘଟଣ ବେଳେ ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।

people died after a tourist boat capsized in kerala
ବଡ ଧରଣର ନୌକା ଦୁର୍ଘଟଣା: ଡଙ୍ଗା ଓଲଟି ୧୫ ପର୍ଯ୍ୟଟକଙ୍କ ମୃତ୍ୟୁ

ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାରଣ ଖୋଜିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

 red flags put up at Puri sea beach
ଅଘଟଣ ପରେ ଚେତିଲା ପୁରୀ ପ୍ରଶାସନ : ପୁରୀ ବେଳାଭୂମିର ୩ଟି ସେକ୍ଟରରେ ଲାଗିଲା ରେଡଫ୍ଲାଗ୍

ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି

YouTuber Agastya Chauhan killed in accident
୩୦୦ କି.ମି. ସ୍ପିଡ୍‌ରେ ଥିଲା ବାଇକ୍‌,ହେଲ୍‌ମେଟ୍‌ ଚୁର୍‌ମାର୍‌...ଭିଡିଓ କରିବା ବେଳେ ଜଣାଶୁଣା ୟୁଟ୍ୟୁବର ମୃତ

ଘଣ୍ଟାପ୍ରତି ୩୦୦ କି.ମି. ସ୍ପିଡ୍‌ରେ ବାଇକ୍‌ ଚଲାଇବା ପାଇଁ ପ୍ରାୟାସ କରୁଥିଲେ ୟୁଟ୍ୟୁବର। ହେଲେ ସେ ଜାଣିନଥିଲେ ଏହା ତାଙ୍କ ପାଇଁ କାଳ ହେବ ଓ ଏଥିରେ ତାଙ୍କର ଜୀବନ ମଧ୍ୟ ଚାଲି ଯିବ। 

An Army ALH Dhruv Helicopter crashed in Jammu & Kashmir
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭାରତୀୟ ସେନା ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀର କିସ୍ତିୱାର ନିକଟରେ କ୍ରାସ୍ ହୋଇଥିବା ଜଣାପଡ଼ିଛି।

10 killed in road accident in Chhattisgarh
ବିବାହ କାର୍ଯ୍ୟକ୍ରମକୁ ଯାଉଥିଲେ, ବାଟରେ ଜଗିଥିଲା ଯମ...ଅକାଳରେ ଚାଲିଗଲା ୧୦ ଜୀବନ

ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ। ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।

Bridge collapses
ଭୁଶୁଡ଼ିଲା ବ୍ରିଟିଶ୍ ଅମଳର ପୋଲ; ୩୦ଫୁଟ ତଳକୁ ଗଳିପଡ଼ିଲା ଗ୍ରାନାଇଟ୍‌ ପଥର ବୋଝେଇ ଗାଡ଼ି

ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା । ୩୦ ଫୁଟ ତଳକୁ ଗଳିପଡିଲା ଗ୍ରାନାଇଟ ପଥର ଧରି ଆସୁଥିବା ଏକ ବଡ଼ ଟ୍ରେଲର । ତାସହ କ୍ଷଣିକ ମଧ୍ୟରେ ଭୁଶୁଡିଗଲା ବ୍ରିଟିଶ୍ ଅମଳର 'ବାହୁଦା' ବ୍ରିଜ୍ ବା ରାମଚନ୍ଦ୍ର ମର୍ଦ୍ଧରାଜ ସେତୁ । ୯୦ ବର୍ଷରୁ ଅଧିକ ବର୍ଷ ପୁରୁଣା ଏହି ବ୍ରିଜ୍ ଏବେ ଭଗ୍ନସ୍ତୁପ ପାଲଟିଯାଇଛି ।

Bridge collapses
ଭୁଶୁଡ଼ିଲା ବ୍ରିଟିଶ୍ ଅମଳର ପୋଲ; ୩୦ଫୁଟ ତଳକୁ ଗଳିପଡ଼ିଲା ଗ୍ରାନାଇଟ୍‌ ପଥର ବୋଝେଇ ଗାଡ଼ି

ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା । ୩୦ ଫୁଟ ତଳକୁ ଗଳିପଡିଲା ଗ୍ରାନାଇଟ ପଥର ଧରି ଆସୁଥିବା ଏକ ବଡ଼ ଟ୍ରେଲର । ତାସହ କ୍ଷଣିକ ମଧ୍ୟରେ ଭୁଶୁଡିଗଲା ବ୍ରିଟିଶ୍ ଅମଳର 'ବାହୁଦା' ବ୍ରିଜ୍ ବା ରାମଚନ୍ଦ୍ର ମର୍ଦ୍ଧରାଜ ସେତୁ । ୯୦ ବର୍ଷରୁ ଅଧିକ ବର୍ଷ ପୁରୁଣା ଏହି ବ୍ରିଜ୍ ଏବେ ଭଗ୍ନସ୍ତୁପ ପାଲଟିଯାଇଛି । ଏହି ବ୍ରିଜ୍ ଗଞ୍ଜାମ ପାତ୍ରପୁରରୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମକୁ ସଂଯୋଗ କରୁଥିଲା ।

Man Dies In Delhi Hit-And-Run
ଫୁଲ୍‌ ସ୍ପିଡ୍‌ରେ କାର୍‌ରେ ଆସି ଧକ୍କା ଦେଲେ, ୩ କି.ମି. ଯାଏ ସେମିତି କାର୍‌ ଛାତ ଉପରେ ପଡ଼ିଥିଲେ ଯୁବକ...

ଗାଡ଼ି ଧକ୍କାରେ ଜଣେ ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍‌ ଛାତ ଉପରେ ଯାଇ ପଡ଼ିଥିଲେ। ଏଭଳି ସ୍ଥିତିରେ କାର୍‌କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ସେମିତି ଗାଡ଼ି ଚଲାଇ କିଛି କି.ମି. ପର୍ଯ୍ୟନ୍ତ ଯାଇଥିଲେ।

3 killed in road accident in sundargarh
ଲୁଟେରାମାନଙ୍କୁ ପଛରୁ ଗୋଡ଼ାଇବା ବେଳେ ମାଡ଼ିଗଲା ଟ୍ରଲର

ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇରହିଥିଲା। ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ।

youth
ଖଣ୍ଡାଧାର ଜଳପ୍ରପାତରେ ଖସି ଯୁବକ ନିଖୋଜ

ଗାଧୋଇବା ବେଳେ ଖସି ପଡ଼ିଲେ ଯୁବକ । ପଥରରେ ଲାଖି ହୋଇ ରହିଥିବା ସନ୍ଦେହ ।

accident
କି ଦୁଃଖ ଦେଲା ଦଇବ ! ପିଲା ମୁହଁ ଦେଖିବା ପୂର୍ବରୁ ଚାଲିଗଲେ ସ୍ୱାମୀସ୍ତ୍ରୀ

ଗର୍ଭବତୀ ସ୍ତ୍ରୀକୁ ଧରି ହସ୍ପିଟାଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍, ଦମ୍ପତି ମୃତ

Gas Leak in Ludhiana
ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌; ୧୧ ମୃତ, ୧୧ ଗୁରୁତର

ଗିୟାସପୁରାର ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଯୋଗୁଁ ଏହି ଅଘଟଣ ଘଟିଛି ।

Snake bite victim reaches hospital carrying reptile in Basudevpur
ସାପକୁ ଧରି ମେଡିକାଲରେ ପହଞ୍ଚିଲେ ମହିଳା ରୋଗୀ

ସାପ କାମୁଡ଼ାରେ ଗୁରୁତର ଥିବା ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

Minor boy killed
ବଜ୍ରାଘାତରେ ନାବାଳକ ମୃତ, ୨ ଗୁରୁତର

ଆହତ ଦୁଇ ଜଣ ହେଲେ ସେହି ଗାଁର ପତିତ ନାୟକ ଏବଂ କାଳନ୍ଦୀ ନାୟକଙ୍କ ପୁଅ ଚନ୍ଦନ ନାୟକ । ପତିତଙ୍କ ବୟସ ୪୨ ବର୍ଷ ହୋଇଥିବାବେଳେ ଚନ୍ଦନଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି l

mobile phone explosion
ମୁହଁ ଆଗରେ ଫାଟିଗଲା ମୋବାଇଲ୍‌, ଚାଲିଗଲା ଛାତ୍ରୀଙ୍କ ଜୀବନ

ମୃତ ଛାତ୍ରୀଙ୍କ ନାଁ ଆଦ୍ୟାଶ୍ରୀ । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ତାଙ୍କ ବୟସ ୮ ବର୍ଷ ।

Petrol Pump
ପେଟ୍ରୋଲ ପମ୍ପ ଉପରେ ମାଡ଼ିଗଲା ଟ୍ରକ୍‌, ଆଉ ତା’ ପରେ...

ମୋବାଇଲ୍‌ ଯୋଗୁଁ ପେଟ୍ରୋଲ୍‌ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ ନଜିର ରହିଛି । ଆଉ ଏଥିପାଇଁ ପେଟ୍ରୋଲ ପମ୍ପରେ ମୋବାଇଲକୁ ବାରଣ କରାଯାଇଥାଏ ।

death
ହେଲିକପ୍ଟର ସହ ସେଲ୍ଫି ନେବା ହେଲା କାଳ : ବ୍ଲେଡ୍‌ ବାଜି ଚାଲିଗଲା ଜୀବନ

ହେଲିକପ୍ଟର ବାହାରେ ସେଲ୍ଫି ନେବାବେଳେ ଅଧିକାରୀଙ୍କ ଜୀବନ ଚାଲିଗଲା ।

death
ରାଜଧାନୀରେ ଚାଞ୍ଚଲ୍ୟ : ୮ ମହଲାରୁ ପଡ଼ି ଆଇନ୍‌ ଛାତ୍ର ମୃତ

ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଯୁବକ ମୃତ

Talcher Accident
ଟ୍ରକ୍‌ ଚାପାରେ ବାପ-ପୁଅ ମୃତ, ଭଣଜା ଗୁରୁତର

ମସଜିଦରୁ ନମାଜ ପାଠ କରି ସାରିବା ପରେ ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ସ୍ଥିତ ସୁନାଖଣି ନିଜ ଭଡାଘରକୁ ଫେରୁଥିଲେ କିନ୍ତୁ ଫେରିବା ବାଟରେ ତାଳଚେର ବାଙ୍କଧରା ଛକ ନିକଟରେ ଏକ କୋଇଲା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

3 killed after auto falls into 15-ft-deep gorge in Odisha
ଘାଟି ତଳକୁ ଖସିଲା ଅଟୋ, ୩ ଜଣଙ୍କ ମୃତ୍ୟୁ, ୬ ଗୁରୁତର

୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଜଣଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

4 Army jawans dead
ଜମ୍ମୁ-କାଶ୍ମୀର ପୁଞ୍ଛରେ ଜଳିଗଲା ସେନା ଟ୍ରକ୍‌; ୪ ଯବାନ ସହିଦ

ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ ।

  • Thursday, 20 April 2023
Drowning Death
Breaking!! ବୁଢ଼ାବଳଙ୍ଗରେ ଗାଧୋଇଲା ବେଳେ ବୁଡ଼ିଗଲେ ୨ ଭାଇ

ଗାଧୋଇବା ବେଳେ ରେମୁଣା ପତୁକାଶାସନ ଗାଁରେ ଏହି ଅଘଟଣ ଘଟିଛି ।

hospital fire
ଭୟଙ୍କର ଦୃଶ୍ୟ : ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୯ ଜଣ

ଚିକିତ୍ସା କରାଇବା ପାଇଁ ହସ୍ପିଟାଲ ଆସିଥିବା ଲୋକଙ୍କ ଜୀବନ ନେଇଗଲା ନିଆଁ ।

2 students sustained injuries
ଛିଡ଼ିପଡ଼ିଲା ଫ୍ୟାନ୍; ୨ ଛାତ୍ର ଆହତ

ଉଭୟଙ୍କୁ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ଦୁଇ ଜଣ ଛାତ୍ର ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ବୋଲି ଜଣାପଡ଼ିଛି ।