• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Boita Bandana Utsav
ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ କରି ବେଶ୍ ଧୂମଧାମରେ ପାଳନ ହୋଇଛି ବୋଇତ ବନ୍ଦାଣ

ଏହି କ୍ରମରେ ପାରାଦୀପ ବନ୍ଦରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେମିତି ରାଜ୍ୟ ବିକାଶର ମୁଖଶାଳା ପାଲଟିଛି ପାରାଦୀପ, ତା’ଉପରେ ଆଲୋକପାତ କରିଥିଲେ।

  • Friday, 15 November 2024
PESA Act
ଆଦିବାସୀଙ୍କ ପାଇଁ ଖୁସି ଖବର

, ୨୭ ବର୍ଷ ଧରି କାହିଁକି ଆଦିବାସୀଙ୍କ ଅଧିକାରକୁ ଅଣଦେଖା କରିଆସିଥିଲେ ପୂର୍ବ ସରକାର ତାକୁ ନେଇ ଉଠିଛି ପ୍ରଶ୍ନ ।

  • Friday, 15 November 2024
Shimilipal Tiger
ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ

ଦୁଇ ବାଘୁଣୀ ଗାଁମୁହାଁ ହେବାର ଆଶଙ୍କା ଥିବାରୁ ମନିଟରିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।

  • Friday, 15 November 2024
Marries at Police Station
Video: ରଙ୍ଗ୍‌ ନମ୍ବର ପ୍ରେମିକାକୁ ବାହାକଲା ପୁଲିସ

ବାଜୁଛି ସାହାନାଈ... ବ୍ରାହ୍ଣଣଙ୍କ ମନ୍ତ୍ରପାଠରେ କନ୍ୟା ମଥାରେ ସିନ୍ଦୂର ଦେଉଛି ବର । ରୀତିନୀତି ଅନୁସାରେ ଚାଲିଛି ବାହାଘର । ଏମାନେ ସାଧାରଣ ସିନା... କିନ୍ତୁ ଏମାନଙ୍କ ପ୍ରେମ ଯେମିତି ଅସାଧାରଣ ।

  • Friday, 15 November 2024
Girl Performs Dance by Her Mother’s Bedside in Hospital
Video: ବେଡରେ ମାଆ, ଝିଅ କରୁଛି ରିଲ୍ସ

ମେଡିକାଲ ବେଡ୍‌ରେ ଶୋଇଛନ୍ତି ରୋଗିଣା ମାଆ । ଆଉ ସେଠି, ମାଆଙ୍କ ବେଡ୍ ପାଖରେ ନାଚି ନାଚି ରିଲ୍ସ କରୁଛି ଝିଅ । ନା ମନରେ ଦୁଃଖ ଅଛି, ନା ସ୍ଥାନ କାଳ ପାତ୍ରର ଜ୍ଞାନ ।

  • Friday, 15 November 2024
Gold Chain Snatch
ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍

ଦିନ ଆଲୁଅରେ ବେକରୁ ଚେନ୍ ଛିଣ୍ଡାଇ ନେବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିବା ବେଳେ ମହିଳା ଜଣକ ତଳେ ପଡ଼ି ଶେଷରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ସବୁଠି ଏବେ ଉଦବେଗ ।

  • Thursday, 14 November 2024
 ସମବାୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ
ସମବାୟ ସପ୍ତାହରେ ପୂର୍ବ ସରକାରକୁ ଟାର୍ଗେଟ୍ ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ

ପ୍ରତିବର୍ଷ ଅଡିଟ ହେବାର ନିୟମ ଥିବା ବେଳେ ବିଜେଡି ସରକାରରେ କିନ୍ତୁ ବର୍ଷ ବର୍ଷ ଧରି ଅଡିଟ୍ ହେଉନଥିଲା, ସମବାୟ ସମିତି କି ବ୍ୟାଙ୍କର କାରବାର।

  • Thursday, 14 November 2024
Matric Exam
ଆସିଲା ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ

ବୋର୍ଡ ପକ୍ଷରୁ ପ୍ରୋଗ୍ରାମ୍ ଘୋଷଣା ପରେ ଉତ୍ସାହିତ ଅଛନ୍ତି ମାଟ୍ରିକ୍ ଛାତ୍ରଛାତ୍ରୀ ।

  • Thursday, 14 November 2024
ନିୟନ୍ତ୍ରଣକୁ ଆସୁନି ଜୟପୁରର ତେଲେଙ୍ଗିରି ଡ୍ୟାମ୍ ଲିକେଜ୍
ଘୋଘୋ ଗର୍ଜନ କରି ଜଳଣ୍ଡାରରୁ ଜଳ ଲିକ୍

ଜଳ ନିଷ୍କାସନ ହେବା ଦ୍ୱାରା ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି ।

  • Thursday, 14 November 2024
Terrorists Threaten
ଧ୍ୱଂସ କରିଦେବେ ରାମ ମନ୍ଦିର !

ରାମ ମନ୍ଦିର ଉଡ଼ାଇଦେବାକୁ ବାରମ୍ବାର ଆତଙ୍କବାଦୀଙ୍କ ଧମକ । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ରାମ ମନ୍ଦିର ଉଡାଇଦେବାକୁ ଧମକ ଦେଉଛି । ଆସନ୍ତା ୧୬ ଓ ୧୭ ତାରିଖରେ ରାମ ମନ୍ଦିର ଉପରେ ଆକ୍ରମଣ ହେବା କହିଛି ପନ୍ନୁ ।

  • Thursday, 14 November 2024
Trump's Words Ignored
ଜିତିବା ପରେ ୩୪ କ୍ଷେପଣାସ୍ତ୍ର ମାଡ଼

ଟ୍ରମ୍ପଙ୍କ କଥା ମାନିଲେନି ୟୁକ୍ରେନ୍‌- ରୁଷ । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇବାକୁ ଆପିଲ କଲା ଆମେରିକା । ହେଲେ ବାଏଁ ବାଏଁ ଉଡାଇଦେଲେ ପୁଟିନ୍‌-ଜେଲେନସ୍କି ।

  • Thursday, 14 November 2024
Beautiful Art
ଏମୁ ଅଣ୍ଡାରେ ମୋଦି ନବୀନ

ଘରେ ଯତ୍ନର ସହ ରଖିଛନ୍ତି ଏମୁ ପକ୍ଷୀ । ସେହି ଏମୁ ପକ୍ଷୀ ଦେଉଥିବା ଅଣ୍ଡା ଉପରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଆଦିବାସୀ ଯୁବକ ରାଜେଶ ଖାଲକୋ ।

  • Thursday, 14 November 2024
ଭୋଟ୍ ଦେଲା ଝାଡ଼ଖଣ୍ଡ । ପ୍ରଥମ ପର୍ଯ୍ୟାୟରେ ୪୩ ବିଧାନସଭା ସିଟରେ ପଡ଼ିଲା ଭୋଟ୍ ।
ନେତା ବାଛୁଛି ଝାଡ଼ଖଣ୍ଡ, ଫାଷ୍ଟ୍ ଫେଜରେ ୪୩ ବିଧାନସଭା ସିଟରେ ପଡ଼ିଲା ଭୋଟ୍

ଶାନ୍ତି ଶୃଙ୍ଖଳା ଭିତରେ ସନ୍ଧ୍ୟା ୫ ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ବେଳେ, ବିଭିନ୍ନ ସ୍ଥାନରେ ଲାଲ୍ ବାହିନୀର ଧମକ ସତ୍ତ୍ୱେ ଲୋକେ ମତାଧିକାର ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି।

  • Wednesday, 13 November 2024
Vedanta Land Acquisition Issue
ବେଦାନ୍ତ କ୍ଷତିଗ୍ରସ୍ତଙ୍କୁ ସରକାର ଫେରାଇବେ ସେମାନଙ୍କ ଜମି

ଏତେ ବର୍ଷ ପରେ ଏହି ଟଙ୍କା କିପରି ଫେରାଇବେ ତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କ୍ଷତିଗ୍ରସ୍ତ। 

  • Wednesday, 13 November 2024
Manoj Mishra
ଆହୁରି ତେଜିଲା ଓଲିଉଡ୍ ସିନେ ଇଣ୍ଡଷ୍ଟ୍ରି କଳି

ଅଭିନେତା ମନୋଜ ମିଶ୍ର କହିଛନ୍ତି ସିନେମା ଆମ ଓଡ଼ିଶାର ଅସ୍ମିତା, ଯିଏ ସିନେମାର ଶତ୍ରୁ- ସେ ମୋର ବି ଶତ୍ରୁ ।

  • Wednesday, 13 November 2024
Subhadra Yojana Odisha
ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି ବି ଆପଣଙ୍କ ଆକାଉଣ୍ଟକୁ ଆସୁନି କି ଟଙ୍କା ?

ସମସ୍ୟାର ସମାଧାନ କରି ଆସନ୍ତା ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟନ୍ତ୍ରୀ ପ୍ରଭାତୀ ପରିଡ଼ା। 

  • Wednesday, 13 November 2024
ମ୍ୟାରେଜ ସିଜିନରେ ସାଇବର ଲୁଟେରାଙ୍କ ନୂଆ ଖେଳ
ସାଇବର ଠକେଇର ନୂଆ ପ୍ଲଟ୍

ହିମାଚଳ ପ୍ରଦେଶରେ ଏଭଳି ନୂଆ ଧରଣର ଠକେଇ ସାମ୍ନାକୁଆସିବା ପରେ ଏନେଇ ସତର୍କ କରିଛି କମିଶନରେଟ୍ ପୋଲିସ୍।

  • Wednesday, 13 November 2024
Art
ନିର୍ଜୀବକୁ ଜୀବନ ଦିଅନ୍ତି ପ୍ରହଲ୍ଲାଦ !

କାଠ, ବାଉଁଶ ଓ କାନଭାସରେ ସୁନ୍ଦର ସୁନ୍ଦର ଘରକରଣା ଜିନିଷ । ଆଉ ଏହି ସବୁ ଜିନିଷ ମାଧ୍ୟମରେ ସାମଜକୁ ବାର୍ତ୍ତା ଦେଉଛନ୍ତି ପ୍ରହ୍ଲାଦ ପାଣି । ନିଶା ସେବନ ଓ ମହିଳାଙ୍କୁ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଏହି ଚିତ୍ରକଳା ମାଧ୍ୟମରେ ସଚେତନତା କରାଯାଉଛି ।

  • Wednesday, 13 November 2024
Bull Violence
ବାଇଆ ଷଣ୍ଢ ମାରିଦେଲା

ଛକ ଛକରେ ଷଣ୍ଢ... ଗଳି ଗଳିରେ ଷଣ୍ଢ... କଟକରେ ଦେଖା ଦେଇଛି ଷଣ୍ଢଆତଙ୍କ । ଯେଉଁଆଡେ ଚାହିଁବେ ସବୁଠି ବୁଲୁଛନ୍ତି ଏ ଷଣ୍ଢମାନେ । ଆଉ ଏଇ ଷଣ୍ଢ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛନ୍ତି ।

  • Wednesday, 13 November 2024
Poems for Wife
ନରହରି ମଉସା ଭାରି ରୋମାଣ୍ଟିକ୍

ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।

  • Wednesday, 13 November 2024
Young Woman Reunite with Families
ସରିଥିଲା ସୁଦ୍ଧକ୍ରିୟା ଫେରିଲେ କାନ୍ତି

ଫେରିଛନ୍ତି କାନ୍ତି... ହସୁଛି ପରିବାର... ପୂରା ଖୁସି ଗାଁ । ଦୀର୍ଘ ୧୪ ବର୍ଷ ହେବ ଯାହାଙ୍କ ଖୋଜଖବର ମିଳୁନଥିଲା । ସେ ଆଜି ନିଜ ଘରକୁ ଫେରିଛନ୍ତି । ସେଇଥିପାଇଁ ଏମାନଙ୍କ ଏ ହସ ହସ ମୁହଁ । ଆଉ ଫେରି ଆସିଛି ଏମାନଙ୍କ ଖୁସିର ଦୁନିଆ ।

  • Tuesday, 12 November 2024
Satakoshia Tiger Reserve
ସାତକୋଶିଆରେ କେମିତି ତିଷ୍ଠିବ ମହାବଳ ?

ସାତକୋଶିଆକୁ ମହାବଳ ଫେରାଇ ଆଣିବା ପାଇଁ କୋର୍ ଏରିଆରୁ କିଭଳି ଚାଲିଛି ସ୍ବେଚ୍ଛାକୃତ ବିସ୍ଥାପନ, ସେ ସଂପର୍କରେ ଗତକାଲି ଆମେ ଦେଖାଇଥିଲୁ। ହେଲେ ବାଘ ଆସିଲେ ତାର ଆହାର ହେବାକୁ ପର୍ଯ୍ୟାପ୍ତ ତୃଣଭୋଜି ଆଉ ତୃଣଭୋଜିଙ୍କ ପାଇଁ ଚାରଣ ଭୂମି ବି ଦରକାର। ସେ ଦିଗରେ କେତେ ଆଗେଇଛି ସାତକୋଶିଆ ଦେଖନ୍ତୁ... 

  • Monday, 11 November 2024
Devotees Throng Puri Srimandir to Offer Prayers to Lord Jagannath
ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର

କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ।

  • Monday, 11 November 2024
Odisha CM Addresses Massive Rally in Jharkhand
ଝାଡ଼ଖଣ୍ଡରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପିର ସମରସଜ୍ଜା

ଝାଡ଼ଖଣ୍ଡରେ ବଦଳିବ ସତ୍ତା । ହେବ ନୂତନ ସୂର୍ଯ୍ୟୋଦୟ । ଆଉ ୧୨ ଦିନ ପରେ ଝାଡ଼ଖଣ୍ଡର ଦୁର୍ନୀତିଯୁକ୍ତ ସରକାରକୁ କରିବା ଟାଟା ଟାଟା...ପଡ଼ୋଶୀ ଝାଡ଼ଖଣ୍ଡ ମାଟିରେ ସତ୍ତା ବଦଳାଇବାକୁ ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

  • Monday, 11 November 2024
Atanu Claims Naveen Patnaik Will Be CM Again Soon
ଅତନୁଙ୍କ ଅଜବ ଅଙ୍କ !

ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।

  • Monday, 11 November 2024