• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Subhadra Yojana
ସୁଭଦ୍ରା ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍

ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଉପାନ୍ତ ଅଞ୍ଚଳର ବହୁ ମହିଳା ଏବେବି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କେନ୍ଦ୍ରରେ ଅପେକ୍ଷା କରୁଛନ୍ତି ।

  • Wednesday, 18 September 2024
Army Major Assaulted
ଥମୁନି ଭରତପୁର ଥାନା କଳଙ୍କ

ରାଜଧାନୀରେ ଭିଆଇଥିଲେ ମୁଣ୍ଡନୁଆଁଇ ଦେଲା ଭଳି କାଣ୍ଡ । ବୋଳି ଦେଇଥିଲେ ସାରା ପୋଲିସ ବିଭାଗରେ କଳଙ୍କ । ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ସାଂଘାତିକ ନିର୍ଯାତନା ଦେଇ ଶେଷରେ ଭୋଗିଲେ ଦଶା।

  • Wednesday, 18 September 2024
Khurdha Mines
ଖୋର୍ଦ୍ଧା ଜିଲ୍ଲାର କ୍ରଶର୍ ଶିଳ୍ପରେ କଳଙ୍କି ଲାଗିଗଲାଣି

କ୍ରଶର ବନ୍ଦ ଯୋଗୁଁ ଟ୍ରାକ୍ଟର ପଡ଼ିପଡ଼ି କଳଙ୍କି ଲାଗିଗଲାଣି।

  • Tuesday, 17 September 2024
Subhadra Scheme
ସ୍ୱିଚ୍ ଟିପି ସୁଭଦ୍ରା କିସ୍ତି ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡ଼ିଲେ ମୋଦି

ହିତାଧିକାରୀଙ୍କ ମୁହଁରେ ହସ ଫୁଟିଲା । କିଏ ମୋଦିଙ୍କ ସଭାକୁ ଆସି ଟଙ୍କା ପାଇଛି ତ କିଏ ନିଜ ଘରେ ଥାଇ।

  • Tuesday, 17 September 2024
PM Modi
ଗାଡ଼କଣ ଗାଁରେ ମୋଦି । ମାଦଲ ମାଡ଼ରେ କମ୍ପିଲା ଗାଁ

ପ୍ରଧାନମନ୍ତ୍ରୀଙ୍କୁ ଗାଁରେ ପାଇ ଗ୍ରାମବାସୀଙ୍କ ଖୁସି କହିଲେ ନସରେ ।

  • Tuesday, 17 September 2024
Crime Branch
ଭରତପୁର ପୋଲିସ୍ ବିରୋଧରେ ସ୍ଥଳସେନା ଅଧିକାରୀଙ୍କ ସାଂଘାତିକ ଅଭିଯୋଗ

ସମଗ୍ର ଘଟଣା ନେଇ ଭରତପୁର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।  

  • Tuesday, 17 September 2024
Subhadra Scheme
କଥା ରଖିଲେ ମୋଦି । ମହିଳାଙ୍କୁ ଦେଲେ ସୁଭଦ୍ରା ଭେଟି

ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

  • Tuesday, 17 September 2024
Narendra Modi
କାଲି ଆସିବେ ପ୍ରଧାନମନ୍ତ୍ରୀ । ସ୍ବାଗତ ପାଇଁ ସଜେଇ ହୋଇଛି ରାଜଧାନୀ ରାସ୍ତା

ମୋଦିଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା, ନୂଆ ରୂପ ଦିଆଯାଉଛି ଗାଁର ଭାଗବତ ଟୁଙ୍ଗୀ ଘର । ତା ସହ ହିତାଧିକାରୀଙ୍କ ଘର ଆଗରେ ଲେଖା ଚାଲିଛି ଆବାସ ସମ୍ବନ୍ଧୀୟ ବିବରଣୀ ।

  • Monday, 16 September 2024
Duplicate Liquor
ନକଲି ମଦକୁ ନେଇ ରାଜଧାନୀରେ ହଇଚଇ

ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।

  • Monday, 16 September 2024
Paradeep Politics
ବକେୟା ବିଲ୍ ପାଇଁ ବିଜେଡିର ଅକଲ ଗୁଡୁମ୍

ବିଲ୍ ପାଇଁ ମହାଭାରତ! ସରଗରମ ପାରାଦୀପ ରାଜନୀତି।

  • Monday, 16 September 2024
Subhadra Yojana
'ସୁଭଦ୍ରା'କୁ ନେଇ ଦୂର ହେଲା ବଡ଼ ଦ୍ୱନ୍ଦ୍ୱ

କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଆଜି ଏଭଳି ସୂଚନା ଦେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

  • Monday, 16 September 2024
Social Service
ଯେଉଁଠି କର୍କଟ ଭଳି ଦୁରାରୋଗ୍ୟ ଭାଙ୍ଗିଦିଏ ସୁଖର ବନ୍ଧ, ସେଇଠି ଦେବଦୂତ ସାଜେ ସେବା ହୋମ୍

କର୍କଟ ଆକ୍ରାନ୍ତ ଟିକି ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଏବଂ ବ୍ୟୟବହୁଳ ଚିକିତ୍ସା ପାଇଁ ଅଭିଭାବକଙ୍କ ଆନୁସଙ୍ଗିକ ଖର୍ଚ୍ଚ ମୁଣ୍ଡାଇବାକୁ ଏହି ସଂଗଠନ ଆଗେଇ ଆସେ।

  • Monday, 16 September 2024
Husband Abandons Wife
ବିପଦ ସମୟରେ ହାତ ଛାଡିଦେଲା ଅମାନୁଷିକ ସ୍ୱାମୀ

ବିପଦ ସମୟରେ ହାତ ଛାଡିଦେଲା ଅମାନୁଷିକ ସ୍ୱାମୀ। ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା। ଟଙ୍କା ଆଣିବ ବୋଲି କହି ଯାଇଛି ଯେ ଯାଇଛି, ମାସେ ହୋଇଗଲାଣି ।

  • Monday, 16 September 2024
9-Year-Old Girl
ମୋ ମାଙ୍କୁ ଭଲ କରିଦିଅ

ଦଇବ ଦାଉ ସାଧିଛି। ୯ବର୍ଷର କୁନିଝିଅର ଗୋଟିଏ ମାତ୍ର ସାହା ଭରସା, ତା ମାଆ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି। ଆଉ ମାଆକୁ ବଞ୍ଚାଇ ରଖିବା ପାଇଁ ପାଠ ପଢା ଛାଡ଼ିଦେଇଛି ଏହି କୁନିଝିଅ।

  • Monday, 16 September 2024
 White Pig Farming
କୋଟିପତି କଲା ଘୁଷୁରୀ ଚାଷ

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। ଦେଖନ୍ତୁ ଏହି ରିପୋର୍ଟ ।

  • Monday, 16 September 2024
Rising Prices on Essential Items
ଆଳୁର ଦାମ୍ ଏବେ ବି ଖସୁନି

ମାସକ ତଳେ ଯେଉଁ ଆଳୁ ପାଇଁ ରାଜ୍ୟବ୍ୟାପି ହଲାପଟା ହେଲା, ସେହି ଆଳୁର ଦାମ୍ ଏବେ ବି ଖସୁନି । ବିବାଦ ତୁଟିବା ପରେ ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସି ଓଡ଼ିଶା ମାର୍କେଟରେ ମହଜୁଦ୍ ରହିଛି । ମନ୍ତ୍ରୀ ବି କହୁଛନ୍ତି କିଲୋ ପିଛା ୧୫-୨୦ ଟଙ୍କାରେ ମିଳୁଛି । କିନ୍ତୁ ବାସ୍ତବଚିତ୍ର ପୁରା ଓଲଟା । ରାଜଧାନୀରୁ ରାଜ୍ୟବ୍ୟାପି ଆଳୁ କିଲୋ ୩୦-୩୫କୁ ଖସୁନି । ଖାଲି ଆଳୁ ନୁହଁ, ପିଆଜ, ଅଦା, ରସୁଣ ସହ ଖାଇବା ତେଲରେ ଦରବୃଦ୍ଧିର ନିଆଁ ଲାଗିଛି ଓଡ଼ିଶାର ହାଟ ବଜାରରେ ।... 

  • Sunday, 15 September 2024
Arvind Kejriwal
କେଜ୍ରିୱାଲଙ୍କ ବଡ଼ ଘୋଷଣା

ଜେଲରୁ ବେଲରେ ଆସିବା ପରେ କେଜ୍ରିୱାଲଙ୍କ ବଡ଼ ଘୋଷଣା । ଦୁଇ ଦିନ ଭିତରେ ଛାଡ଼ିବି ମୁଖ୍ୟମନ୍ତ୍ରୀ ପଦ । ୪୮ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ଘୋଷଣା କରିବା ସହ ଆସନ୍ତା ନଭେମ୍ବରରେ ମହାରାଷ୍ଟ୍ର ସହ ଏକାଠି ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି । ତେବେ କେଜରିୱାଲଙ୍କ ଏହି ଘୋଷଣାକୁ ପିଆର୍ ଷ୍ଟଣ୍ଟ ବୋଲି କହିଛି ବିଜେପି । ଦଳ କହିଛି, ସୁପ୍ରିମକୋର୍ଟଙ୍କ କଡ଼ା ସର୍ତ୍ତମୂଳକ ଜାମିନ ପରେ କେଜରିୱାଲଙ୍କ ନିକଟରେ ଇସ୍ତଫା ଛଡ଼ା ଆଉ କିଛି ବିକଳ୍ପ ହିଁ ନଥିଲା ।...

  • Sunday, 15 September 2024
Vande Bharat Express
ମୋଦି ସରକାରଙ୍କ ଆଉ ଏକ ବଡ଼ ଭେଟି

ଓଡ଼ିଶାକୁ ମୋଦି ସରକାରଙ୍କ ଆଉ ଏକ ବଡ଼ ଭେଟି । ଆଜିଠୁ ଗଡ଼ିଲାବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । ଏ ଦୁଇ ଟ୍ରେନ୍ ସହ ମୋଟ୍ ୬ଟି ନୂଆ ବନ୍ଦେ ଭାରତର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଗାମୀ ଦିନରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ଏବଂ ସବ୍ ଡିଭିଜନ୍ କୁ ବି ରେଳ ସଂଯୋଗ ହେବ ବୋଲି  ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • Sunday, 15 September 2024
Special Rituals
ଏପଟେ ଚିକିତ୍ସା , ସେପଟେ ପୂଜାପାଠ

ବର୍ଷା, ବନ୍ୟା ଆଉ ତା ପରେ ପରେ ଅଜଣା ରୋଗ । ଗଲା କିଛି ଦିନ ଧରି ରୋଗ ଦୁଃଖରେ ଘାଣ୍ଟି ହେଉଛନ୍ତି ମାଲକାନଗିରି ମାଥିଲି ଅଞ୍ଚଳବାସୀ । ଗ୍ରାଉଣ୍ଡ ଜିରୋର ତଥ୍ୟ କହୁଛି ଗଲା ସପ୍ତାହକ ଭିତରେ ମାଥିଲିରେ 9 ଜଣଙ୍କ ଜୀବନ ନେଲାଣି ଅଜଣା ରୋଗ । ୟା ଭିତରେ ଡାକ୍ତରୀ ଟିମ୍ ସଂକ୍ରମିତ ଅଞ୍ଚଳରେ ପହଞ୍ଚି ସ୍ଥିତି ଉପରେ ନଜର ତ ରଖିଛନ୍ତି, ରୋଗ ପ୍ରକୋପରୁ ବର୍ତ୍ତିବାକୁ ପୂଜାର୍ଚ୍ଚନାର ବିଶ୍ବାସରୁ ବାହାରି ପାରୁନାହାନ୍ତି ପାହାଡ଼ି ମଣିଷ । 

  • Sunday, 15 September 2024
Subhadra Yojana
ସାରା ରାଜ୍ୟରେ ଏବେ 'ସୁଭଦ୍ରା' ମାନିଆ

ସାରା ରାଜ୍ୟରେ ଏବେ \'ସୁଭଦ୍ରା\' ମାନିଆ । ଦିନକ ପରେ ଖୋଦ୍ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଆସି ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ନିର୍ବାଚନ ବେଳେ ଦେଇଥିବା ମୋଦି ଗ୍ୟାରେଣ୍ଟି ପୂରଣ କରିବେ । ଯୋଜନା ଲଂଚ୍ ହେବା ପୂର୍ବରୁ ରାଜ୍ୟବ୍ୟାପୀ ଆଜି ଆୟୋଜିତ ହୋଇଛିସୁଭଦ୍ରା ସ୍ବାଗତ ପଦଯାତ୍ରା । 

  • Sunday, 15 September 2024
Special Rath Yatra
ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ

ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ । ଏଠି ବି ହୁଏ ମହାପ୍ରଭୁଙ୍କ ରଥଯାତ୍ରା । କରାଯାଏ ସ୍ୱତନ୍ତ୍ର ନୀତିକାନ୍ତି । ହେଲେ ଏଠି ବିଗ୍ରହକୁ ନେଇ ରହିଛି କିଛି ରୋଚକ ଘଟଣା । ଜାଣନ୍ତୁ...

  • Sunday, 15 September 2024
Eco-Friendly Lord Ganesh
ମୂଷା ଅଟୋରେ ଗଣପତି ବାପ୍ପା

ପ୍ରବାସୀ ଓଡ଼ିଆ ଗଢିଲେ ଇକୋ-ଫ୍ରେଣ୍ଡଲି ଗଣପତି। ମୁମ୍ବାଇ ସହରରେ ଏବେ ଚର୍ଚ୍ଚିତ ଏହି ଗଣେଶ ପ୍ରତିମା। ଗଣପତି ବାପ୍ପା ଅଟୋ ରିକ୍ସାରେ ବସିଥିବା ବେଳେ ଗାଡି ଚଳାଉଛନ୍ତି ମୂଷକ ମହାରାଜ।

  • Sunday, 15 September 2024
Posters Defacing City Identity
ସହର ଅସ୍ମିତାକୁ ବିକୃତ କରୁଛି ପୋଷ୍ଟର

ଓଡ଼ିଆ ଭାଷାର ଭୀଷ୍ମ ପିତାମହ ବ୍ୟାସକବି ଫକୀରମୋହନ ସେନାପତି । ତାଙ୍କ ନାଁରେ ନାମିତ ହୋଇଛି ଏ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ । ୟାକୁ ଉତ୍ତର ଓଡ଼ିଶାରେ ଶିକ୍ଷାର ମେରୁଦଣ୍ଡ କହିଲେ ଭୁଲ ହେବ ନାହିଁ । ହେଲେ ଏବେ ଏ ପାଚେରୀ ଅବସ୍ଥା ଟିକିଏ ଦେଖନ୍ତୁ...

  • Sunday, 15 September 2024
Block Officer
ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା, ଏବେ ମଜୁରି କରି ପୋଷୁଛନ୍ତି ପେଟ

ଦିନେ ବ୍ଲକ ଅଧ୍ୟକ୍ଷା ଥିବା ଲୋକଟି ଆଜି ପାଲଟିଯାଇଛି ଦିନମଜୁରିଆ। ଦିନେ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଉ ଥିବା ମଣିଷଟି ଆଜି ନିଜେ ସେହି ଯୋଜନାକୁ ଅନାଇ ବସିଛି।

  • Sunday, 15 September 2024
Subhadra Yojana
ରାଜ୍ୟବ୍ୟାପୀ ‘ସୁଭଦ୍ରା’ ମାନିଆ

ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ୧୩ ତାରିଖ ସୁଦ୍ଧା ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଅଧିକ ମହିଳା। ଏହାକୁ ଆଧାର କରି ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ପାଇଁ ବିଜେପି ସରକାରଙ୍କ ବଡ଼ ଆୟୋଜନ।

  • Saturday, 14 September 2024