• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Rajya Sabha
ବାଜିଲା ରାଜ୍ୟସଭା ଉପନିର୍ବଚନ ପାଇଁ ବିଗୁଲ୍, ବଢିଲା ରାଜନୈତିକ ଚର୍ଚ୍ଚା

ଡିସେମ୍ବର ୨୦ରେ ନିର୍ବାଚନ ହେବାକୁ ଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ସିଟଟି ବିଜେପି ଖାତାକୁ ଯିବା ଥୟ ।

  • Tuesday, 26 November 2024
Winter Session
ଶୀତ ଅଧିବେଶନ ପାଇଁ ୩ ଦଳର ପ୍ରସ୍ତୁତି

ସରକାରଙ୍କ ଉପଲବ୍ଧି ରଖି ବିଗତ ସରକାରଙ୍କ ୨୪ ବର୍ଷର କଳା ଚିଠା ଖୋଲିବାକୁ ସ୍ଥିର କରିଛି ବିଜେପି ।

  • Monday, 25 November 2024
Bonda Ghati
ମାଲକାନଗିରିର ବଣ୍ଡାଘାଟିରେ ଧକେଇଛି ସରକାରଙ୍କ ସବୁଠୁ ବଡ଼ ମହିଳା କଲ୍ୟାଣକାରୀ ଯୋଜନା

ସୁଭଦ୍ରାରେ ସାମିଲ ହେବାକୁ ୧୫ଶହ ୨୨ ଜଣ ଆବେଦନ କରିଥିଲେ ବି ସେ ଭିତରୁ ଅଧାରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଯାଇନଥିବା ଅଭିଯୋଗ ହୋଇଛି ।

  • Monday, 25 November 2024
ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମରଣାନ୍ତଙ୍କ ଆକ୍ରମଣ ମାମଲାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ଟିମ୍

ବିଶେଷ କରି ୩ଟି ଘଟଣା ଯଥା, ବିଧାୟକଙ୍କୁ ହମଲା, ଟାଉନଥାନା ଘେରାଉ ଏବଂ ବିରଜା ହାଟରେ ରାସ୍ତାରୋକ ମାମଲାର ଚାଲିଛି ଖୋଳତାଡ଼। 

  • Monday, 25 November 2024
Cancer Management
ସିଦ୍ଧୁଙ୍କ ବୟାନକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ

କ୍ୟାନସର ଭଳି ମାରାତ୍ମକ ରୋଗକୁ ଅତି ସରଳ ଏବଂ ଆୟୁର୍ବେଦ ଉପଚାର ଦ୍ୱାରା ନିରାକରଣ କରାଯାଇ ପାରିବ

  • Monday, 25 November 2024
Ganja Cultivation
ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା

ଡିଜିପି କହିଛନ୍ତି ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ଗଂଜେଇ ଚାଷ ଧ୍ୱଂସ ହୋଇଥିବାବେଳେ ୮୦ ବେପାରୀ ବନ୍ଧା ହେଲେଣି ।

  • Monday, 25 November 2024
Subhadra
ମିଳିଲା ସୁଭଦ୍ରା ଟଙ୍କା

ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।

  • Sunday, 24 November 2024
Ratnabhandara
ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ କି କୋଠରୀ

ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା। ଆଜି ଆଇନମନ୍ତ୍ରୀ କହିଛନ୍ତି ଆସନ୍ତା ଦିନେ ଦୁଇ ଦିନ ଭିତରେ ମରାମତି ଆରମ୍ଭ ହେବ ଓ ଜାନୁଆରୀ ୩୧ ସୁଦ୍ଧା ଅଳଙ୍କାର ଗଣତି-ମଣତି ବି ସରିଯିବ।

  • Sunday, 24 November 2024
Kalpana Soren Emerges As Key JMM Leader
କିଙ୍ଗ ମେକର୍ ସାଜିଲେ ଓଡ଼ିଆ ଝିଅ କଳ୍ପନା

କଳ୍ପନା ସୋରେନ୍। ଦିନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ଭାବେ ଲୋକେ ତାଙ୍କୁ ଜାଣୁଥିଲେ। ଏବେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଟପ୍ ଲିଡର। ବିଧାନସଭା ନିର୍ବାଚନରେ JMM ପାଇଥିବା ବଡ଼ ବିଜୟର ଶ୍ରେୟ ଦିଆଯାଉଛି କଳ୍ପନାଙ୍କୁ। ଏପରିକି ଗାଣ୍ଡେ ଆସନରୁ ଜିତି ବିଧାୟିକା ବି ହୋଇଛନ୍ତି ଏହି ଓଡ଼ିଆ ଝିଅ।

  • Sunday, 24 November 2024
Bangladeshi Woman Linked To Sex Trafficking Network
ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ?

କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ।

  • Sunday, 24 November 2024
From MLA to Common Man
ଦିନେ ସେ ଥିଲେ ଶାସକ ଦଳର ବିଧାୟକ, ଆଜି କିନ୍ତୁ ସାଧାରଣ ଚଷାପୁଅ

ଦିନେ ସେ ଥିଲେ ଶାସକ ଦଳର ବିଧାୟକ, ଆଜି କିନ୍ତୁ ସାଧାରଣ ଚଷାପୁଅ। ହଳ ଲଙ୍ଗଳ ଧରି କ୍ଷେତକୁ ଯାଆନ୍ତି, ପୁଅ ବୋହୂ ସହ ମିଶି ଚାଷ କରନ୍ତି। ନା ଥାଟବାଟ, ଚାକର ବାକର ନା କୋଠାବାଡ଼ି। ଦୀର୍ଘବର୍ଷ ଧରି କ୍ଷମତା ରାଜନୀତିରେ ଥାଇ ବି ସେ ବିଶ୍ବାସ କରନ୍ତି, ମାଟିର ମଣିଷ ମାଟି ସହ ଯୋଡ଼ି ହୋଇ ରହିବାକୁ। ଆସନ୍ତୁ ଭେଟିବା ଭିଆଇପି କଲଚରଠୁଁ ଦୂରରେ ଥିବା ଫୁଲବାଣୀର ପୂର୍ବତନ ବିଧାୟକ ଅଙ୍ଗଦ କହଁରଙ୍କୁ।...

  • Sunday, 24 November 2024
ବାଲିଯାତ୍ରାରେ ଏତେ ଭିକାରୀ ?
ବାଲିଯାତ୍ରାରେ ଅଣଓଡ଼ିଆ ଭିକାରୀଙ୍କ ଉପସ୍ଥିତି ପଛରେ କାମ କରୁଛି କି ସଂଗଠିତ ରାକେଟ୍ ?

କଟକ ବାଲିଯାତ୍ରାରେ ମାତ୍ରାଧିକ ଅଣଓଡ଼ିଆ ଭିକାରୀଙ୍କ ଉପସ୍ଥିତି ପଛରେ କାମ କରୁଛି କି ସଂଗଠିତ ରାକେଟ୍ ?

  • Saturday, 23 November 2024
ଝାଡ଼ଖଣ୍ଡରେ ପୁଣି ଜେଏମଏମ୍ ସରକାର
ଝାଡ଼ଖଣ୍ଡରେ ପୁଣି ଜେଏମଏମ୍ ସରକାର

ଏପଟେ ଝାଡ଼ଖଣ୍ଡରେ ପୁଣି ଜେଏମଏମ୍ ସରକାର। ମହାମେଣ୍ଟର ମହାବିଜୟ। ୮୧ ବିଧାନସଭା ଆସନରୁ ଜେଏମଏମ୍ ନେତୃତ୍ବାଧୀନ ଗଠବନ୍ଧନ ଜିତିଛି ୫୬ ସିଟ୍। 

  • Saturday, 23 November 2024
BJD Leader Bobby Das Brother Arrested
ଗିରଫ ପରେ ଜେଲ ଗଲେ ବବିଙ୍କ ଭାଇ ଲଲ

ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ, ହାଟ ପାଇଁ ରାସ୍ତାରୋକ ଏମିତି ଏକାଧିକ ମାମଲା ପରେ, ଶେଷରେ ଯାଜପୁରର ପାୱାରଫୁଲ ଲିଡର ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିଛି ପୋଲିସ୍।

  • Saturday, 23 November 2024
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ମହାସୁନାମୀ
ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ

ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି, ଶିବସେନା ଓ ଏନ୍ସିପି ଶିବିରରେ ଜୋରଦାର ସେଲିବ୍ରେସନ୍।

  • Saturday, 23 November 2024
Subhadra Yojana
କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ପ୍ରଥମ କିସ୍ତିରୁ ବାଦ୍ ୨୫ ପ୍ରତିଶତ ମହିଳାଙ୍କୁ କାଲି ମିଳିବ ‘ସୁଭଦ୍ରା’ ଟଙ୍କା । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯୋଜନା ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ୨ଲକ୍ଷ ୬୭ ହଜାର ମହିଳାଙ୍କ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି ।

  • Saturday, 23 November 2024
Politics Heats Up Over Honoring Legendary Personalities
ବିଜୁ ଲିଗାସୀ କାଉଣ୍ଟର ପାଇଁ ମହତାବ୍ କାର୍ଡ ଖେଳୁଛି କି ଶାସକ ବିଜେପି

ବିଜେପି କହିଛି ବିଜେଡି ସରକାରରେ ଥିବା ବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଉନଥିଲା, ଆମେ ସେ ଧାରାରୁ ବାହାରକୁ ଆସୁଛୁ । ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି, ବିଜୁ-ମହତାବଙ୍କୁ ନେଇ ରାଜନୀତି ନହେଉ। 

  • Friday, 22 November 2024
Actor Manoj Mishra & Bobby Islam Clash Intensifies
ସୀମା ଟପିଗଲା ଅସଭ୍ୟ ଆଚରଣ, ରାସ୍ତା ଉପରେ ଗଣ୍ଡଗୋଳ କଲେ ସିନେମା ଷ୍ଟାର୍

ପୂର୍ବ ବିବାଦକୁ ସମାଧାନ କରିବାକୁ ଯାଇ ଏବେ ବିବାଦ ଜଟିଳ ମୋଡ଼ ନେଇଛି । 

  • Friday, 22 November 2024
Bhubaneswar Air Quality Has Also Experience Deterioration
ଓଡ଼ିଶା ବାୟୁ ବି ପ୍ରଦୂଷିତ 

ଏକଥା ଶୁଣି ରାଜଧାନୀବାସୀ ଛାନିଆ ହୋଇଥିବାବେଳେ ଗଭୀର ଚିନ୍ତା ପ୍ରକଟ କଲେଣି ପରିବେଶବିତ୍ । 

  • Friday, 22 November 2024
Adani Group ‘bribe’ row sparks political slugfest in Odisha
ସୌରଶକ୍ତି ଯୋଗାଣ ଚୁକ୍ତି ଲାଗି ଓଡ଼ିଶାର ସରକାରୀ ଅଧିକାରୀଙ୍କୁ ଆଦାନୀ ଦେଇଛି ମୋଟା ଅଙ୍କର ଲାଞ୍ଚ

ବିଜେଡି ସରକାର ଅମଳର କିଏ ସେ ଅଧିକାରୀ, କେଉଁ ମନ୍ତ୍ରୀଙ୍କ ସମୟରେ ହୋଇଛି ଏତେବଡ଼ ଲାଞ୍ଚ କାରବାର ତାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । 

  • Friday, 22 November 2024
ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା
ରାଜ୍ୟରେ ଏକ ପ୍ରକାର ଅଚଳ ହୋଇ ପଡିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା !

ରାଜ୍ୟର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧନ୍ୟାୟିକ ସଂସ୍ଥାରେ ମାସ ମାସ ଧରି ଅଧ୍ୟକ୍ଷ ପଦବୀ ଖାଲି ପଡିବା ପରେ ଏବେ ଦେଖାଦେଇଛି ଏମିତି ଅଚଳାବସ୍ଥା।

  • Friday, 22 November 2024
ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ବିଜେଡି ?
ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ

ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ?

  • Thursday, 21 November 2024
ବଦ୍ରି ଖୋଲିଦେଲେ ବାହାସ୍ଫୋଟିଆ ନେତାଙ୍କ ଗୁମର
Video: ବଦ୍ରି ଖୋଲିଲେ ବିଜେଡି ନେତାଙ୍କ ଗୁମର

ଆଗରୁ ବିରୋଧୀ କହୁଥିଲେ ଦିବାସ୍ବପ୍ନ। ଏବେ ନିଜ ଦଳ ଲୋକ କହିଲେଣି ୫ ବର୍ଷ ପୂର୍ବରୁ ପୁଣିଥରେ ସରକାର ଗଠନ ଅବାସ୍ତବ ଚିନ୍ତାଧାରା।

  • Thursday, 21 November 2024
Jalaput Cutoff Village
Video: ନା ବିକାଶର ସୂର୍ଯ୍ୟ ଉଇଁଛି ନା ସରକାରୀ ବାବୁଙ୍କ ପାଦ ପଡ଼ିଛି

ଚାରିଆଡ଼େ ସବୁଜିମାର ଆସର...ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ମନମୋହୁଛି ବଣ ପାହାଡ଼ । କେଉଁଠି ପରିବା ବାଡ଼ି ତ ଆଉ କେଉଁଠି ମାଣ୍ଡିଆ ଚାଷ ମନମୋହୁଛି ।

  • Thursday, 21 November 2024
ସୁଭଦ୍ର ପାଇଁ ଦିଅ ସିଙ୍ଗିଲ୍‌ ଆକାଉଣ୍ଟ
Video: ମିସମ୍ୟାଚ୍ ଯୋଗୁ ଆକାଉଣ୍ଟକୁ ଯାଇପାରୁନି ‘ସୁଭଦ୍ରା’ ଟଙ୍କା

'ସୁଭଦ୍ରା' ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଅଛି କି ? ଗୋଟିଏ ମୋବାଇଲ ନମ୍ବରରେ ଅଧିକ ଆକାଉଣ୍ଟ ଲିଙ୍କ୍ ଥିଲେ ଦେଖାଉଛି ମିସ୍ ମ୍ୟାଚ୍ ।

  • Thursday, 21 November 2024