Advertisment

ସରିଥିଲା ସୁଦ୍ଧକ୍ରିୟା ଫେରିଲେ କାନ୍ତି

ଫେରିଛନ୍ତି କାନ୍ତି... ହସୁଛି ପରିବାର... ପୂରା ଖୁସି ଗାଁ । ଦୀର୍ଘ ୧୪ ବର୍ଷ ହେବ ଯାହାଙ୍କ ଖୋଜଖବର ମିଳୁନଥିଲା । ସେ ଆଜି ନିଜ ଘରକୁ ଫେରିଛନ୍ତି । ସେଇଥିପାଇଁ ଏମାନଙ୍କ ଏ ହସ ହସ ମୁହଁ । ଆଉ ଫେରି ଆସିଛି ଏମାନଙ୍କ ଖୁସିର ଦୁନିଆ ।

author-image
Pallipuspa Samal
Special Story
Advertisment
Advertisment