• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Handicapped Artists
ଫ୍ୟାସନ୍‌ ସୋ’ରେ ଦିବ୍ୟାଙ୍ଗ

କିଏ ଟ୍ରାଏ ସାଇକେଲରେ ଆସୁଛି...କିଏ ଚାଲି ଚାଲି ଅ।ସୁଛି....କିଏ ଆରବିଆନ ସେଠ୍ ତ କିଏ ଦାଦା କଷ୍ଟୁମରେ । ସମସ୍ତଙ୍କ ମୁହଁରେ ଦମ୍ଭ ଓ ଦୃଢ଼ତା । ମ୍ୟୁଜିକ ସହ ଜଣଙ୍କ ପରେ ଜଣେ ଆସି ଦେଖାଉଛନ୍ତି ଫେସନ୍ସ ଜଲୱା । ଆପଣମାନେ ଦେଖୁଥିବା ଏହି ମଡେଲମାନେ ହେଉଛନ୍ତି ଭିନ୍ନକ୍ଷମ ।

  • Monday, 02 September 2024
Snakes and Rising Fatalities
ଗୋଡ଼ାଇ ଗୋଡ଼ାଇ ଦଂଶୁଛି !

ଫଣା ଟେକି ଫଅଁ ଫଅଁ ହେଉଛି ନାଗ । ପାଖରେ ଥିବା ନିଜର ଅଣ୍ଡାକୁ ଜଗି ରହିଛି । ଯେମିତି ସାଜିଛି ରକ୍ତମୁଖା... ଖାଲି ନାଗ ସାପ ନୁହେଁ ଏମିତି ୮ ପ୍ରକାରର ବିଷାକ୍ତ ସାପ ପୂରା ଢେଙ୍କାନାଳ ଜିଲ୍ଲାରେ ଚିନ୍ତା ବଢ଼ାଇଲେଣି । କାରଣ ଗତ ୫ ବର୍ଷ ମଧ୍ୟରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ୧୭୫ରେ ପହଞ୍ଚିଲାଣି । ଯାହାକୁ ନେଇ ଏବେ ଜିଲ୍ଲାବାସୀ ଭୟରେ ରହିଛନ୍ତି ।

  • Monday, 02 September 2024
Dispute Erupts Over Deceased Minor Boy's
ଶବ କହୁଛି ମୋ ବାପା କିଏ ?

ହସ୍ପିଟାଲ ବେଡ୍‌ରେ ପୁଅ ମରିକି ପଡ଼ିଛି । ଆଉ ଏ ମା’ ତାକୁ ଜନ୍ମ ଦେଇ କେମିତି ଅବା କୋହ ସମ୍ଭାଳିବ । ସେଇଥିପାଇଁ ତ ବାରମ୍ବାର ମୁର୍ଚ୍ଛା ଯାଉଛି । ଯେତେ ଯିଏ ଡାକିଲେବି ନା କିଛି କହି ପରୁଛି । ନା ତା’ ମଲାପୁଅର ମୁହଁକୁ ଅନାଇ ପାରୁଛି । ଖାଲି ଘଡିକେ ଘଡିଏ ମୁର୍ଚ୍ଛା ଯାଉଛି ।

  • Monday, 02 September 2024
Bike Ambulance
ଜୀବନ ବଞ୍ଚାଉଛି ବାଇକ୍‌ ଆମ୍ବୁଲାନ୍ସ, ଗରିବଙ୍କ ସାଜିଛି ସାହାରା

ଗରିବର ସାହାରା ପାଲଟିଛି ବାଇକ୍‌ ଆମ୍ବୁଲାନ୍ସ । ୨୦୨୧ରୁ ୨୦୨୪ ମାର୍ଚ୍ଚ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି । ଫଳରେ ଉପକୃତ ହୋଇପାଇଛନ୍ତି ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକର ଲୋକେ ।

  • Monday, 02 September 2024
Vande Bharat Express
ଯେମିତି ଆରାମ, ସେମିତି ଲୁକ୍

ଯେମିତି ଆରାମ, ସେମିତି ଲୁକ୍। ଦେଖିଲେ ଲାଗୁଛି ଯେପରି ସିଧା କୌଣସି ହଲିଉଡ୍ ସାଇ-ଫାଇ ମୁଭିର ସ୍ପେଶ୍ ସିପ୍। କିନ୍ତୁ ଏହା କୌଣସି କଳ୍ପନା ନୁହେଁ, ବନ୍ଦେ ଭାରତ ହାଇ-ସ୍ପିଡ୍ ଟ୍ରେନର ଭିତରର ଦୃଶ୍ୟ। ସାମ୍ନାକୁ ଆସିଲା ଅତ୍ୟାଧୁନିକ ବନ୍ଦେ ଭାରତ ସ୍ଲିପର କୋଚ୍‌ର ଏକ୍ସକ୍ଲୁସିଭ ଚିତ୍ର।

  • Sunday, 01 September 2024
Puri Srimandir Ratna Bhandar
କେବେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ?

କେବେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ? ରତ୍ନଭଣ୍ଡାର ଖୋଲାଯିବାକୁ ୟା ଭିତରେ ଦେଢ଼ ମାସ ବିତି ସାରିଥିଲେ ବି ଏଥିପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ । 

  • Sunday, 01 September 2024
Bird Flu
ଚାଲିଛି କୁକୁଡା କଲିଂ

ବାର୍ଡ ଫ୍ଲୁ ଚିହ୍ନଟ ପରେ ଚାଲିଛି କୁକୁଡା କଲିଂ। ଚାଷୀ ଆଖି ଆଗରେ ତାର ମାସ ମାସର ପରିଶ୍ରମକୁ ମାରି ସଫା କରିଦିଆଯାଉଛି। କେଉଁଠି ୨ ହଜାର ତ କେଉଁଠି ୪ ହଜାର ବେଧଡ଼କ ଚାଲିଛି କୁକୁଡା ମରା ଅଭିଯାନ।

  • Sunday, 01 September 2024
Ravenshaw University
ରାଜ୍ୟ ରାଜନୀତିରେ 'ରେଭେନ୍ସା' ଝଡ଼

ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

  • Sunday, 01 September 2024
Subhadra Yojana
ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ

ବହୁ ପ୍ରତୀକ୍ଷିତ, ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ। ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଆପଣ ଫର୍ମ ଆଣିପାରିବେ, ନଚେତ୍ ଆଙ୍ଗନବାଡି ଦିଦିମାନେ ବି ଘରକୁ ଘର ଯାଇ ଫର୍ମ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

  • Sunday, 01 September 2024
Tamil Nadu Contractor
ମହଙ୍ଗା ପଡ଼ିଲା ତାମିଲ ଠିକାଦାର ପ୍ରୀତି

ଯାଜପୁର ଜିଲ୍ଲାକୁ ମହଙ୍ଗା ପଡ଼ିଛି ତାମିଲ କଂପାନୀ ପ୍ରୀତି। ବିଭିନ୍ନ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଉଠାଇ କାମ ଅଧା ଛାଡ଼ି ଛୁ ମାରିଛନ୍ତି ରାଜ୍ୟ ବାହାର ଠିକାଦାର। 

  • Sunday, 01 September 2024
Farmland Submerged Due to Flood
ଲୁହ ହେଉଛି ହଂସୁଆ ନଦୀ

ଦୁଃଖ ଦେଉଛି ହଂସୁଆ ନଦୀ । ଛଡ଼ାଇ ନେଉଛି ଚାଷୀର ପରିଶ୍ରମ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ହଂସୁଆ ନଦୀ ଚାଷୀଙ୍କ ଦୁଃଖ ପାଲଟିଛି । ପ୍ରବଳ ବର୍ଷା ହେବା ଫଳରେ ନଦୀରେ ଜଳ ନିଷ୍କାସନ ହୋଇ ନପାରିବାରୁ ଶହ ଶହ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ।

  • Sunday, 01 September 2024
Bridges Collapsing and Landslides Creating Danger
ଏପଟେ ଯିଏ ଯିବ ସିଏ ମରିବ !

ବିପଦ ସଙ୍କୁଳ ହୋଇପଡ଼ିଛି ୧୬ ନଂ ଜାତୀୟ ରାଜପଥ । କେତେବେଳେ ବ୍ରିଜ୍ ଭୁଶୁଡ଼ି ପଡୁଛି ତ କେତେବେଳେ ରାସ୍ତା ତଳୁ ମାଟି ଧସି ଯାଉଛି । ଯାହା ଫଳରେ ଯାତ୍ରୀଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଲାଣି ।

  • Sunday, 01 September 2024
CM Mamata Banerjee's Hot Seat in Danger
ଉପରେ ଦମ୍ଭ, ହେଲେ ଭିତରେ କାନ୍ଦୁଛନ୍ତି ଦିଦି

ଉପରେ ଦମ୍ଭ... ହେଲେ ଭିତରେ ଭିତରେ କାନ୍ଦୁଛନ୍ତି ଦିଦି । ଚୌକି ବଞ୍ଚାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ଦିନ ଯେତିକି ଯେତିକି ଗଡ଼ୁଛି, ଦିଦିଙ୍କ ଅଡୁଆ ସେତିକି ସେତିକି ବଢ଼ିବାରେ ଲାଗିଛି । କୁହାଯାଉଛି, ଆଉ କୋଲକାତାରେ କାମକରୁନି ଦିଦିଙ୍କ ଫର୍ମୁଲା ।

  • Sunday, 01 September 2024
Nayagarh SP Turns Motivator
ପିଲାଙ୍କୁ ସଫଳତାର ମନ୍ତ୍ର ଦେଲେ IPS ରାହୁଲ ଜୈନ

UPSC ଭଳି କଠିନ ପରୀକ୍ଷା ପାଇଁ ଆବଶ୍ୟକ ନୁହେଁ କୋଚିଂ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହିଁ ସଫଳତାର ଚାବି କାଠି। ଏପରି ଭାବେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଛନ୍ତି ନୟାଗଡ଼ର SP IPS ରାହୁଲ ଜୈନ। ବିନା କୋଚିଂରେ ଘରି ବସି ଇଣ୍ଟେରନେଟର ସଦୁପଯୋଗ କରି UPSC ଭଳି ପରୀକ୍ଷା ମଧ୍ୟ କ୍ରାକ କରିହେବ।

  • Sunday, 01 September 2024
doctor
ଗରିବ ବାପାର ପଢ଼ୁଆ ପୁଅ, ବାପା ଦିନ ମଜୁରିଆ ପୁଅ ହେବ ଡାକ୍ତର

ଏ ଝାଟିମାଟି ନୂଆଣିଆ ଚାଳଛପର ଘରର ଏ ହେଉଛନ୍ତି ଉଜ୍ଜଳ ପ୍ରଦୀପ । ଆପଣ ୟାଙ୍କୁ ସୁନା ପୁଅ ବୋଲି ମଧ୍ୟ କହିପାରିବେ । ବାପା ସିନା ଗରିବ ଦିନ ମଜୁରିଆ... ହେଲେ ଏ ପୁଅ ଡାକ୍ତର ହେବ । ଆଖିରେ ଥିବା ଅସୁମାରୀ ସ୍ୱପ୍ନ ଆଜି ତାଙ୍କର ସତ ହେବାକୁଯାଉଛି । ଏ ଗରିବ ବାପା ମା’ଙ୍କ ପୁଅ ଏମ୍‌ବିଏସ୍‌ ପଢ଼ି ଡାକ୍ତି ହେବାକୁ ଯାଉଛି ।

  • Sunday, 01 September 2024
Ravenshaw University
ବଦଳିବା ଦରକାର କି ରେଭେନ୍ସା ୟୁନିଭର୍ସିଟି ନାଁ ?

ତେଜିଲା ରେଭେନ୍ସା ନାମକରଣ ବିବାଦ। ଓଡ଼ିଆ ଅସ୍ମିତା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ।

  • Saturday, 31 August 2024
New Excise Policy
ନୂଆ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଗୁରୁତ୍ବ

ନିଶା ନିବାରଣ ପାଇଁ ଆରମ୍ଭ ହେଲା ନିୟନ୍ତ୍ରଣ। ମୋହନ ସରକାରର ପ୍ରଥମ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଦିଆଯାଇଛି ଗୁରୁତ୍ବ।

  • Saturday, 31 August 2024
Chatua
ବିଧାନସଭାରେ ଛତୁଆ ତାତି

ଛତୁଆକୁ ନେଇ ବିଧାନସଭାରେ ଗଭୀର ଉଦବେଗ। ସାରା ରାଜ୍ୟରେ ବର୍ଷ ବର୍ଷ ଧରି ଛତୁଆ ମହାଦୁର୍ନୀତି ବରଗଛ ଚେର ଭଳି ମାଡ଼ି ରହିଥିବା ବେଳେ ଆଜି ଗୃହରେ ଉଠିଛି ଏ ପ୍ରସଙ୍ଗ।

  • Saturday, 31 August 2024
Baijayant Panda
ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ ପାଇଁ ଜାଗିଲା ଆଶା

ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍ ନେଇ ଜାଗିଲା ଆଶା। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି, ଏଥିଲାଗି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

  • Saturday, 31 August 2024
Alert as Bird Flu
ପୁରୀ ଜିଲ୍ଲାରେ ମାଡ଼ି ଚାଲିଛି ବାର୍ଡ ଫ୍ଲୁ

କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ।

  • Saturday, 31 August 2024
Pahandi Mishap
ଆଡ଼ପ ପହଣ୍ଡି ମହାବିଭ୍ରାଟର ହେବ ପ୍ରତିକାର ପୂଜା

ଅଘଟଣର ଦେଢ଼ମାସ ପରେ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ହେବା ନେଇ ଆଜି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭା ସହ ସହ କଥାବାର୍ତ୍ତା ହୋଇଛି।

  • Saturday, 31 August 2024
Odisha Assembly
ଗୃହରେ ଛତୁଆ ଝଡ଼

ଛତୁଆକୁ ନେଇ ବିଧାନସଭାରେ ଉଦବେଗ । ଛତୁଆର ମାନ ନେଇ ଏକାଧିକ ବିଧାୟକଙ୍କ ଉଦବେଗ ପ୍ରକାଶ କରିବା ଗୃହରେ ଛତୁଆ ଝଡ଼ ।

  • Saturday, 31 August 2024
Chhatua Scam
ଛତୁଆ ଦୁର୍ନୀତି: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଛତୁଆ ଦୁର୍ନୀତି ନେଇ ବିଧାନସଭା ଗୃହରେ ବିଧାୟକଙ୍କ ଉଦବେଗ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

  • Saturday, 31 August 2024
Malkangiri
ପାଣି କମିଲା, ଗାଡ଼ି ଚଳାଚଳ ସ୍ୱାଭାବିକ

ମାଲକାନଗିରି କାଙ୍କରକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରୁ ପାଣି କମିଲା, ଗାଡ଼ି ଚଳାଚଳ ସ୍ୱାଭାବିକ ।

  • Saturday, 31 August 2024
Swayat Sasan Divas
ଆଜି ସ୍ୱାୟତ୍ତ ଶାସନ ଦିବସ

ଆଜି ସ୍ୱାୟତ୍ତ ଶାସନ ଦିବସ । ରାଜ୍ୟସ୍ତରରେ ଏହାକୁ ପାଳନ କରିବାକୁ ହୋଇଛି ଜୋରଦାର ପ୍ରସ୍ତୁତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।

  • Saturday, 31 August 2024