ନିୟନ୍ତ୍ରଣକୁ ଆସୁନି ଜୟପୁରର ତେଲେଙ୍ଗିରି ଡ୍ୟାମ୍ ଲିକେଜ୍
ଘୋଘୋ ଗର୍ଜନ କରି ଜଳଣ୍ଡାରରୁ ଜଳ ଲିକ୍... ତେଲେଙ୍ଗିରି ତଳମୁଣ୍ଡରେ କୋକୁଆ ଭୟ । ଜୟପୁର ରାଣିଗଡ଼ ସ୍ଥିତ ତେଲେଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍। ଫଳରେ ତଳମୁଣ୍ଡକୁ ବହୁମାତ୍ରାରେ ପାଣି ନିଷ୍କାସିତ ହେଉଛି । ଖବର ପାଇ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ଜଳ ନିଷ୍କାସନ ହେବା ଦ୍ୱାରା ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)