Advertisment

ସାତକୋଶିଆରେ କେମିତି ତିଷ୍ଠିବ ମହାବଳ ?

ସାତକୋଶିଆକୁ ମହାବଳ ଫେରାଇ ଆଣିବା ପାଇଁ କୋର୍ ଏରିଆରୁ କିଭଳି ଚାଲିଛି ସ୍ବେଚ୍ଛାକୃତ ବିସ୍ଥାପନ, ସେ ସଂପର୍କରେ ଗତକାଲି ଆମେ ଦେଖାଇଥିଲୁ। ହେଲେ ବାଘ ଆସିଲେ ତାର ଆହାର ହେବାକୁ ପର୍ଯ୍ୟାପ୍ତ ତୃଣଭୋଜି ଆଉ ତୃଣଭୋଜିଙ୍କ ପାଇଁ ଚାରଣ ଭୂମି ବି ଦରକାର। ସେ ଦିଗରେ କେତେ ଆଗେଇଛି ସାତକୋଶିଆ ଦେଖନ୍ତୁ...

author-image
Sujit kumar Swain

ସାତକୋଶିଆକୁ ମହାବଳ ଫେରାଇ ଆଣିବା ପାଇଁ କୋର୍ ଏରିଆରୁ କିଭଳି ଚାଲିଛି ସ୍ବେଚ୍ଛାକୃତ ବିସ୍ଥାପନ, ସେ ସଂପର୍କରେ ଗତକାଲି ଆମେ ଦେଖାଇଥିଲୁ। ହେଲେ ବାଘ ଆସିଲେ ତାର ଆହାର ହେବାକୁ ପର୍ଯ୍ୟାପ୍ତ ତୃଣଭୋଜି ଆଉ ତୃଣଭୋଜିଙ୍କ ପାଇଁ ଚାରଣ ଭୂମି ବି ଦରକାର। ସେ ଦିଗରେ କେତେ ଆଗେଇଛି ସାତକୋଶିଆ ଦେଖନ୍ତୁ... 

Advertisment
Satkosia Tiger Reserve Satkosia
Advertisment
Advertisment