• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Paddy Farming
ଜମିରେ ହସୁଛି ଓବାମା

ଚାଷୀଙ୍କ ମୁହଁରେ ହସ ଆଣିଛି ଓବାମାl ବିଲରେ ହସୁଛିl ଓବାମାର ଉଚ୍ଚତା ପ୍ରାୟ ସାଢେ଼ ପଞ୍ଚ ଫୁଟ୍l ଝଡ ବାତ୍ୟା ତୋଫାନ ହେଲେ ବି ଭାଙ୍ଗେ ନାହିଁ। ତେବେ କ’ଣ ଏହି ଓବାମା? କ’ଣ ରହିଛି ଏହାର ବିଶେଷତ୍ୱ ? ଜାଣନ୍ତୁ ।

  • Friday, 08 November 2024
Family Mourns
କୁଆଡେ ଗଲୁଲୋ ମୋ ସୁଭଦ୍ରା

କାନ୍ଦି କାନ୍ଦି ଲୋଟି ପଡୁଛି ମାଆ। ଭାତ ଗୁଣ୍ଡାଏ ମଧ୍ୟ ପାଟିରେ ଦେଉନାହିଁ। ଝିଅର ଫଟୋଟିକୁ ହାତରେ ଧରି ଦିନ ରାତି କଇଁ କଇଁ ହୋଇ କାନ୍ଦୁଛି। ପରିବାର ମଧ୍ୟ ସମାନ ଅବସ୍ଥା। କାରଣ ତାଙ୍କର ଗୋଟିଏ ବୋଲି ଅଲିଅଳୀ ଛିଅ ନିଖୋଜ ହୋଇ ଯାଇଛି ।

  • Friday, 08 November 2024
ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣାରେ ଆସିଲା RDC ତଦନ୍ତ ରିପୋର୍ଟ !
ବିଷାକ୍ତ ଆମ୍ବ ଟାକୁଆ ଜାଉ ନେଇଛି ଦୁଇ ଜୀବନ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

  • Thursday, 07 November 2024
ସୁନା ଦରରେ ଲାଗିଲା ବ୍ରେକ୍
ଧନତେରସ୍ ବେଳକୁ ଗ୍ରାହକକୁ ନାଖୁସ୍ କରିଥିବା ସୁନା ରେଟ୍, ବାହାଘର ସିଜନ୍ ପୂର୍ବରୁ ଖୁସି ଆଣିଛି

ଆମେରିକାରେ ଟ୍ରମ୍ପ୍ ଜିତିବା, ଦରହ୍ରାସ ପଛର କାରଣ କୁହାଯାଉଛି । ଆଗକୁ ଦର ଆହୁରି ଖସିବ ବୋଲି ବଜାର ବିଶେଷଜ୍ଞ ଆଶା ରଖିଛନ୍ତି ।

  • Thursday, 07 November 2024
ଆମେରିକା- ବ୍ରିଟେନ୍ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି !
ଇଂରାଜୀ ନୂଆ ବର୍ଷକୁ ଆହୁରି ପ୍ରାୟ ୨ ମାସ ବାକି, ହେଲେ ବଜାରକୁ ଆସିଲାଣି ନୂଆ କ୍ୟାଲେଣ୍ଡର

ପାଞ୍ଜିକାର ପରିଶ୍ରମ ନକରି ନକଲରେ ମାତୁଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଶଙ୍କାରାଚାର୍ଯ୍ୟଙ୍କ ମନ୍ତବ୍ୟ ସୃଷ୍ଟି କରିଛି ହଲଚଲ୍ ।

  • Thursday, 07 November 2024
କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ
ଆଗେ ସଲମାନ, ଏବେ ଶାହରୁଖ । ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ

ଯେଉଁ ବ୍ୟକ୍ତିଙ୍କ ଫୋନରୁ ଏ ଧମକ ଦିଆଯାଇଥିଲା, ସେ ପୂର୍ବରୁ ଶାହରୁଙ୍କ ନାଁରେ ମାମଲା ରୁଜୁ କରିସାରିଛନ୍ତି ।

  • Thursday, 07 November 2024
NAC Politics
ରାଜ୍ୟରେ ୫୭ଟି ନୂଆ NAC ଓ ୬ ମ୍ୟୁନିସିପାଲିଟି ଗଠନ ପାଇଁ ବିଜେପି ସରକାର କସରତ ଆରମ୍ଭ କରିବା ପରେ ତେଜିଲା ରାଜନୀତି

ମାତ୍ର ୭ଟି ଜିଲ୍ଲାକୁ ଛାଡ଼ି ବାକି ୨୩ଟି ଜିଲ୍ଲାରୁ ଆବଶ୍ୟକ ତଥ୍ୟ ଆସିନଥିବାରୁ, ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସେତେବେଳର ସରକାରଙ୍କ ଆନ୍ତରିକତା ନଥିଲା ବୋଲି ଅଭିଯୋଗ କରିଛି ବିଜେପି।

  • Thursday, 07 November 2024
Man Carries His Mother
ଏମିତି ପୁଅ ସମସ୍ତଙ୍କୁ ଦିଅ

ଯଦି ବୃଦ୍ଧା ଅବସ୍ଥାରେ ତୋ ଡୋରୀ ଲେଗେ ତାହେଲେ ଏମିତି ପୁଅଟେ ମୋ କୋଳରେ ଦେଇଥିବୁ କାଳିଆ । ଯିଏ ମତେ କାଖେଇ କାଖେଇ ତୋ ଶ୍ରୀ ମନ୍ଦିରକୁ ନେବ, ଆଉ ତୋ ଚକା ଆଖିରେ ମୋ ଆଖି ମିଶାଇବ ।

  • Thursday, 07 November 2024
Special Story: Devotees Arrive in Large Numbers to Get a Glimpse of Maa Dakineswar Pathara Kali
ପୂଜା ପାଉଛନ୍ତି ପଥର କାଳୀ

ଝଲସୁଛି ତୋରଣ... ସବୁଠି ଜଳୁଛି ରଙ୍ଗବେରଙ୍ଗର ଲାଇଟ୍‌ । ଆଉ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ । ଅମାବାସ୍ୟା ଠାରୁ ମା' କାଳୀଙ୍କ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆଶିଷ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ପୂଜା ପାଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ ।

  • Thursday, 07 November 2024
Stay Fit
ମିଲେଟର ଉପକାରିତା

ମାଣ୍ଡିଆରେ ଭରପୂର ଭରି ରହିଛି ପ୍ରୋଟିନ୍‌ । ଏହାକୁ ଖାଇଲେ ମିଳିଥାଏ ଅନେକ ଫାଇଦା । ଜାଣନ୍ତୁ...

  • Thursday, 07 November 2024
US President Election Result 2024
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ

ନିର୍ବାଚନରେ ବିଶ୍ବାସକୁ ନେଇଥିବାରୁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭିକଟ୍ରି ସ୍ପିଚରେ ମେକ୍ ଆମେରିକା ଗ୍ରେଟ୍ ଏଗେନ୍‌ର ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

  • Wednesday, 06 November 2024
Donald Trump
ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଐତିହାସିକ ବିଜୟରେ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା। ତେବେ ଟ୍ରମ୍ପଙ୍କ ନୂଆ ଇନିଂସରେ ଭାରତ-ଆମେରିକା ସଂପର୍କକୁ କେଉଁ ସ୍ତରକୁ ନେବ ତାକୁ ନେଇ ଚର୍ଚ୍ଚା। 

  • Wednesday, 06 November 2024
Bhubaneswar Metro Rail Project
୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ

ପ୍ରତି ୧୦ ମିନିଟ୍‌ରେ କଟକ ତ୍ରିଶୂଳିଆରୁ ଭୁବନେଶ୍ବର ଏୟାରପୋର୍ଟ ମଧ୍ୟରେ ଦୌଡ଼ିବ।

  • Wednesday, 06 November 2024
Vigilance Raid In Odisha
ରିମୋଟ୍ ଆଉ ପାସୱାର୍ଡରେ ହିଁ ଖୋଲେ ଘର ଦୁଆର

ଏଭଳି ଜଣେ ବାବୁଙ୍କ ଥାଟବାଟ ଓ ଘରଦ୍ବାର ଦେଖିବେ ଆପଣଙ୍କୁ ଲାଗିବ ଘର ତ ନୁହେଁ, ସତେ ଯେମିତି ଇଲେକଟ୍ରୋନିକ୍ସ ହାଉସ୍ ।

  • Wednesday, 06 November 2024
Odisha Politics
ପଦ୍ମ ଧରିଲେ ସୁନନ୍ଦା

ରାଜ୍ୟ ସଭାପତି ମନମୋହନ ସାମଲ କହିଲେଣି ଲମ୍ବା ହେଉଛି ଆବେଦନ ତାଲିକା । ବିଚାର ବିମର୍ଶ କରି ମିଶା ହେବ।

  • Wednesday, 06 November 2024
Football Match
ଖେଳ ପଡ଼ିଆରେ ଚଡ଼କ

ପଡ଼ିଆରେ ଚାଲିଥିଲା ହାଇ ଭୋଲ୍‌ଟେଜ୍‌ ଫୁଟବଲ୍‌ ମ୍ୟାଚ୍‌... ମାଡ଼ି ଆସିଲା ମେଘ... ବିଜୁଳି ମାରିଲା... ଆଉ ଚାହୁଁଚାହିଁ ଚାଲିଗଲା ଖେଳାଳିଙ୍କ ଜୀବନ । ଦେଖନ୍ତୁ ଭିଜୁଆଲ୍‌କୁ... କେମିତି ଗଛ କାଟିଲା ପରି ପଡ଼ିଆର ମାଟିରେ ଲୋଟି ପଡ଼ୁଛନ୍ତି ଏମାନେ ।

  • Wednesday, 06 November 2024
thief
ଜଜ୍‌ଙ୍କ ଘରେ ପଶିଲେ ଚୋର, ଖାଇଲେ ଚକୁଳି ଲୁଟିଲା ସୁନା

କାଙ୍ଗାଳିଆ ଚୋର... ଭୋକରେ ହେଉଥିଲେ ଆଉଟୁପାଉଟୁ... ଘରେ ପଶିଲେ... ଗରମ ଗରମ ଚକୁଳି ବନେଇଲେ... ଆରାମରେ ଖାଲଲେ... ଆଉ ତା’ ପରେ ଚା’ କରି ପିଇଲେ । ଶେଷରେ ଫ୍ରିଜ୍‌ରୁ ମିଠା କଢ଼ି ଖାଇବା ପରେ ଥଣ୍ଡା ବି ପିଇଲେ । ଆଉ ତ’ ପରେ ଲୁଟିନେଲେ ସୁନା ଅଳଙ୍କାର ।

  • Wednesday, 06 November 2024
Train
ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ

ସୌଭାଗ୍ୟବଶତଃ ଗୁଳି କାହାରିକୁ ବାଜିନି । ସାଇଣ୍ଟିଫିକ୍ ଟିମ୍ ବଗିରୁ ପ୍ରମାଣ ଖୋଜୁଥିବା ବେଳେ ଗୁଳିମାଡ଼ ହୋଇଥିବା ସ୍ଥାନରେ ଚାଲିଛି ଜୋରଦାର ଖୋଳତାଡ଼ ।

  • Tuesday, 05 November 2024
Puri temple boundary wall
Srimandir: ମେଘନାଦ ପାଚେରି ଚାରିପଟୁ ଦୁର୍ବଳ

ଆଇନମନ୍ତ୍ରୀ କହିଛନ୍ତି ପାଚେରିର ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି ।

  • Tuesday, 05 November 2024
Nudity in Jatra
Jatra: ଯାତ୍ରାରେ ଅଶ୍ଳୀଳତାକୁ ନେଇ ଯାତ୍ରା ମାଲିକ ଓ କମିଟି ତୁତୁ ମେମେ

ଭଲ କାହାଣୀ ପଛ, ଏବେ ମେଲୋଡି ଓ ରେକର୍ଡ ଡାନ୍ସ ଯାତ୍ରାର ସବୁକିଛି । ରେକର୍ଡ ଡାନ୍ସ ତ ନୁହେଁ, ନେକେଡ୍ ଡାନ୍ସ ।

  • Tuesday, 05 November 2024
Odisha Congress
Odisha Congress: କିଏ ହେବେ PCC ସଭାପତି ?

ଛତିଶଗଡ଼ର CLP ଲିଡର ଚରଣ ଦାସ ମହନ୍ତ ଓ AICC ସାଧାରଣ ସଂପାଦିକା ମୀନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ମାନସ ମନ୍ଥନ ହେଲା। ଆଉ ନିଷ୍କର୍ଷ ଆସିବା ଆଗରୁ ମାଡ଼ିଲାଣି କି ସେଇ ଗୋଡ଼ ଟଣାଟଣି ରୋଗ ?

  • Tuesday, 05 November 2024
Golden Temple Themed Mandap
ଭଦ୍ରକରେ ଗୋଲ୍ଡେନ୍‌ ଟେମ୍ପୁଲ୍‌

କାଳୀପୂଜା ପାଇଁ ଭଦ୍ରକ ଏବେ ଚଳଚଞ୍ଚଳ । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସକାଳୁ ରାତି ଯାଏଁ ନାହିଁ ନଥିବା ଭିଡ଼ । ଚରମ୍ପାର ୯ଟି ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

  • Tuesday, 05 November 2024
Apana Eka Nuhanti
ସଞ୍ଜୁଙ୍କୁ କିଏ ହେବ ସାହାରା ?

ଜନ୍ମ ଦେଇଥିବା ମା’ ଭୁଲିଗଲା । ବାପା ବି ତାଙ୍କ ବାଟ ବାଟ ବାଛିନେଲେ । ଏବେ ଜେଜେବାପା ଓ ଜେଜେମା’ଙ୍କ କୋଳରେ ବଢ଼ୁଛି ସିଏ । ହେଲେ ଭବିଷ୍ୟତ କ’ଣ ?

  • Tuesday, 05 November 2024
Saviour for Stray Animals
ବୁଲା କୁକୁରଙ୍କ ବନ୍ଧୁ

ଆଜିକାଲି ଦୁନିଆରେ କାହାକୁ କିଏ ପଚାରେ । କିଏ ମଲା, କିଏ ଗଲା, କିଏ ଖାଇଲା କିଏ ନ ଖାଇଲା, କାହାର ବା କ’ଣ ପଡିଛି ଯେ ପଚାରିବ । କିନ୍ତୁ ଏ ବ୍ୟକ୍ତି ଜଣକ ପାଇଁ ଏ ସବୁ କଥା ମାଇନା ରଖେ । ମଣିଷ ତ ମଣିଷ ଭୋକିଲା ବୁଲା କୁକୁରଙ୍କ ପାଇଁ ତାଙ୍କ ପ୍ରାଣ କାନ୍ଦେ । ଖାସ୍ ସେଇଥିପାଇଁ ସେ ଏବେ ପାଲଟିଛନ୍ତି ବୁଲା କୁକୁରଙ୍କ ବନ୍ଧୁ ।

  • Tuesday, 05 November 2024
Taste of Odisha
କନ୍ଦମୂଳ ପଲାଉ

ଘରେ ବନାନ୍ତୁ ଟେଷ୍ଟି ଟେଷ୍ଟି କନ୍ଦମୂଳ ପଲାଉ । ତିଆରି କରନ୍ତୁ ନିଜେ ଖାଆନ୍ତୁ ଘରେ ସମସ୍ତଙ୍କୁ ଖୁଆନ୍ତୁ...

  • Tuesday, 05 November 2024