ଡେସ୍କ ଉପରେ ପଢା ବହି ସବୁ ଥୁଆ ହୋଇଛି । ଆଉ ଏ ସ୍କୁଲ ଡ୍ରେସରୁ ଆପଣ ନିଶ୍ଚିତ ଜାଣି ପାରୁଥିବେ ଯେ, ଇଏ ଜଣେ ସ୍କୁଲ ଛାତ୍ର। ହେଲେ ତାଙ୍କ ଏ ପାଠପଢା ଟେବୁଲଟି ସାଧାରଣ ନୁହେଁ। କାରଣ ଏ ଡେକ୍ସ ଉପରେ ବ୍ୟାୟାମ କରିବା ଲାଗି କିଛି ବ୍ୟବସ୍ଥା ହୋଇଛି।
ଏ କୁନି ହାତ ତତଲା କଡେଇରୁ ବାହାରକରୁଛି ଗରମ ଗରମ ପୁରି... ପାଖରେ ମାଆ ଅଟା ଦଳି ପୁରି ବେଲି ଝିଅକୁ ବଢ଼ାଇ ଦେଉଛନ୍ତି... ଗରମ କଡେଇ ପାଖରେ ଛିଡା ହୋଇ ପୁରି ସାଙ୍ଗକୁ ସିଙ୍ଗଡ଼ା, ବରା, ଚାଓମିନ୍ ରୋଲ ଭଳି ବିଭିନ୍ନ ଖାଦ୍ୟ ଜିନିଷ ତିଆରି କରୁଛନ୍ତି ଏ ମା’ ଝିଅ । ଆଉ ଗ୍ରାହକଙ୍କୁ ଗରମାଗରମ ପରସି ଦେଉଛନ୍ତି ।
ଶ୍ରୀ ଜଗନ୍ନାଥଙ୍କ ନାମ ଏଠି ମଦନମୋହନ । ୨୫୦ ଶହ ବର୍ଷ ହେଲା ,ଠି ଏମିତି ନାଁରେ କାଳିଆ ପୁଉଛି ପୂଜା । ଜାଣନ୍ତୁ ଆହାଉରି ଅନେକ କିଛି ।
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପିନ୍ଧିବେ ନୂଆ ୟୁନିଫର୍ମ । ଆଉ ପିନ୍ଧିବେନି ସବୁଜ ରଙ୍ଗର ପୋଷାକ । ଏଣିକି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ । ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।
ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବୈଠକ ଚାଲିଥିବା ବେଳେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଭିତରେ ପ୍ରବଳ କଥା କଟାକଟି
ଜାନୁଆରୀ ୨୮, ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ ଆୟୋଜନ କରିବାକୁ ଯାଉଛି।
ମୈତ୍ରୀବିହାର ଥାନା ଅଞ୍ଚଳରେ ସଂଘଟିତ ଗତ ୩ ଦିନ ତଳର ଏହି ଲୋମଟାଙ୍କୁରା ଅପରାଧ ଏବେ ସାମ୍ନାକୁ ଆସିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ଖୋଳତାଡ଼ କରୁଛି।
କେମିତି ଚାଲିବ ସଂସାର ? ସ୍ତ୍ରୀ-ଝିଅଙ୍କ କଥା ବୁଝୁନାହାନ୍ତି ସ୍ୱାମୀ । ଶାଶୁଘରେ ମିଳୁନି ବୋହୂଙ୍କୁ ସମ୍ମାନ । ଦେଖନ୍ତୁ...
ଆଇଫୋନ୍ ପାଇଁ ତଣ୍ଟିଚିପି ହତ୍ୟା... ଡେଲିଭରୀ ବଏକୁ କଲବଲ କରି ମାରିଲେ ଯୁବକ । ହତ୍ୟା ପରେ ଅଖାରେ ବାନ୍ଧି କେନାଲରେ ଭସାଇ ଦେଲା ଅଭିଯୁକ୍ତ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ । ଯାହା କି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ରାଜବାଟିରୁ ରାଜାଙ୍କ ସଂକଳ୍ପ ଗୁଆରେ ଆରମ୍ଭ ହୁଏ ମା’ଙ୍କ ପୂଜା । ଦୁଇ ଶକ୍ତି ପୀଠର ଘଟ ପାଣିକୁ ମିଶାଇ ରାଜସିକ ପୂଜା ହୁଏ । ନୀଳଗିରିର ଦୁଇ ପ୍ରମୁଖ ଶକ୍ତିପୀଠ... ମା’ ଭୁଦାର ଚଣ୍ଡୀ... ମା’ କନକ ଦୁର୍ଗା ।
ଜଳ ପ୍ରଳୟ ନେଲାଣି ୧୧୨ ଜୀବନ... ଏବେ ବି ୬୪ଜଣଙ୍କ ପତ୍ତା ମିଳୁନି । ପ୍ରକୃତିର ତାଣ୍ଡବ ଯେମିତି ଏଠି ସବୁକିଛି ଛାରଖାର କରିଦେଇଛି । ଆଉ ଜୀବନ ଜିଇବା ପାଇଁ ରାହା ଖୋଜୁଛନ୍ତି ଏମାନେ ।
ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଏକ ଘରୋଇ ସଂସ୍ଥାର ସାଇବର୍ କାଫେରେ ବୈଷୟିକ ତ୍ରୁଟି ପାଇଁ ଗତକାଲି ଦିନ ତମାମ ପରୀକ୍ଷା ପରିଚାଳନାରେ କେମିତି ବିଭ୍ରାଟ ହୋଇଥିଲା, ତାହା ଜାଣିଛନ୍ତି ।
ଭଦ୍ରକ ଘଟଣାକୁ ନେଇ ଗତକାଲି ବିଜେଡି ଅଭିଯୋଗ କରିଥିଲା,ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଂପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ବିଗତ ତିନି ମାସରେ ୪ ଥର ସାଂପ୍ରଦାୟିକ ଅଶାନ୍ତି ଦେଖାଯାଇଛି।
ଓଡ଼ିଆ ସ୍କୁଲ ସତ୍ତ୍ୱେ କେବଳ ନାଁକୁ ମାତ୍ର ଚାଲିଛି ମାତୃଭାଷାରେ ଗୋଟିଏ ବିଷୟରେ ପାଠପଢ଼ା
କମିଶନରେଟ୍ ପୋଲିସର ନୂଆ ମୁଖିଆ ଭାବେ ଦାୟିତ୍ୱ ନେବାର ଦିନକ ପରେ ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଏମିତି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।
କୁନାଲ ମେହେର ଜଣେ ମେଧାବୀ ଛାତ୍ର । ହେଲେ କୁନାଲଙ୍କ ଜୀବନ ଏବେ ବିପଦରେ । ତେବେ କ’ଣ ହୋଇଛି କୁନାଲଙ୍କର ? ଜାଣନ୍ତୁ...
ସ୍ୱାମୀ ହେବେ କାହାର ? ସ୍ତ୍ରୀ-ଝିଅର ନା ଭାଇର ? କେମିତି ଚାଲିବ ସଂସାର ? ଦେଖନ୍ତୁ କ’ଣ ନିଷ୍ପତ୍ତି ନେଉଛନ୍ତି ସ୍ୱାମୀ-ସ୍ତ୍ରୀ...
ଓଟିଭି ‘ଖୋଲାକଥା’ରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ । ଶୁଣନ୍ତୁ କଂଗ୍ରେସରୁ ବିଜେଡିକୁ ଆସିବା ନେଇ କ’ଣ କହୁଛନ୍ତି...
କିଛି ନୂଆକରି ଦେଖାଇବାର ଆଶା... ଆଜି ଦେଇଛି ନୂଆ ପରିଚୟ । ସଫଳ ଧଳା ଘୁଷୁରୀ ପାଳନ କରି ନିଜ ଅଞ୍ଚଳରେ ଏବେ ବେଶ୍ ଜଣାଶୁଣା କୃତାର୍ଥ ପ୍ରଧାନ। ଦେଢ଼ ବର୍ଷ ତଳେ ଆରମ୍ଭ କରିଥିବା ଏହି ଫାର୍ମରେ ଏବେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଘୁଷୁରୀ ଅଛନ୍ତି ।
ତିଆରି ସରିଛି ୩ ତାଲା କୋଠା । ଘର ଭିତରେ ବିଦ୍ୟୁତ ସାମଗ୍ରୀ ସହିତ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ଖଞ୍ଜା ସରିଛି । ହେଲେ ଗତ ୫ ବର୍ଷ ଧରି ଏହି ଡୋପଲାର ରାଡାର ସିଷ୍ଟମ୍ କାର୍ଯ୍ୟକ୍ଷ୍ୟମ ହୋଇପାରୁ ନାହିଁ । ସେହିପରି ଇଏ ହେଉଛି ବାଲେଶ୍ବର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ରର ଚିତ୍ର ।
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।
ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ।
ନୂଆ ସରକାରକୁ ୧୦୦ ଦିନ ବିତିବା ପରେ IPS ସ୍ତରରେ ହୋଇଛି ପ୍ରଥମ ବଡ଼ ଧରଣ ଅଦଳବଦଳ।ବଦଳିଛନ୍ତି ବହୁ ବିବାଦୀୟ IPS।
ପିଲାଙ୍କ ପୁଷ୍ଟି ସାଧନ ଲାଗି ରାଜ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଛତୁଆ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ । ଛତୁଆ ବଦଳରେ ଆଞ୍ଚଳିକ ଭିତ୍ତିରେ ଉପଲବ୍ଧ ମାଣ୍ଡିଆ ଭଳି ମିଲେଟ୍ ଜାତୀୟ ଖାଦ୍ୟ ଯୋଗାଇ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।