• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Kendrapara Residents Face Dismay as Announcement of New Steel Plant in Andhra Pradesh
କେନ୍ଦ୍ରାପଡ଼ାରେ ମୁଣ୍ଡ ଟେକିବ ନିପ୍ପନ ଷ୍ଟିଲ ପ୍ଲାଣ୍ଟ

ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ମୁଣ୍ଡ ଟେକିବ ନିପ୍ପନ ଷ୍ଟିଲ ପ୍ଲାଣ୍ଟ। ଆନ୍ଧ୍ରରେ ଏକ ନୂଆ ଷ୍ଟିଲ ପ୍ଲାଣ୍ଟ ଘୋଷଣା ପରେ କେନ୍ଦ୍ରାପଡ଼ାରେ ପ୍ଲାଣ୍ଟକୁ ନେଇ ଦ୍ୱନ୍ଦରେ ଥିଲେ ଜିଲ୍ଲାବାସୀ। ରାଜସ୍ୱ ବିଭାଗ ବିଜ୍ଞପ୍ତି ପରେ ବଢିଲା ଆଶା।

  • Friday, 06 December 2024
Will Odia Cinema Find a New Hue After Its Dark Days?
ସିନେମା ଶିଳ୍ପରେ ଲାଗିବ କି ରଙ୍ଗ ?

ଦୁର୍ଦ୍ଦିନକୁ ଚାଲି ଯାଇଥିବା ଓଡ଼ିଆ ସିନେମା ଶିଳ୍ପରେ ଲାଗିବ କି ରଙ୍ଗ ? ପୁଣି ଫେରିବ କି ସିନେମା ହଲ, ହସିବେ କଳାକାର ଓ ଚଳଚଞ୍ଚଳ ହେବେ କି ଏ ଶିଳ୍ପ ଉପର ନିର୍ଭର କରୁଥିବା ବୃତ୍ତିଧାରୀ ?

  • Friday, 06 December 2024
Cuttack Rail Station
ରେଳ ଷ୍ଟେସନରେ ବିମାନବନ୍ଦରର ଭ୍ରମ

ରେଳ ଷ୍ଟେସନରେ ବିମାନବନ୍ଦରର ଭ୍ରମ। ଅତ୍ୟାଧୁନିକ ବ୍ୟବସ୍ଥା ସହ ଏମିତି କିଛି ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି ଏଇ ଷ୍ଟେସନର ପ୍ଲାଟଫର୍ମ।

  • Friday, 06 December 2024
Migrant Labourers
ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ

ଶାସନ ଅଛି, ପ୍ରଶାସନ ଢିଲା। ବ୍ୟବସ୍ଥା ଅଛି ଅବସ୍ଥା ଖରାପ। ଫଳ ଏୟା, ତମାମ ସରକାରୀ ପଦକ୍ଷେପ ସତ୍ତ୍ବେ ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ। ବରଂ ସାମ୍ନାକୁ ଆସୁଛି ସାମୁହିକ ବିବେକକୁ ଦୋହଲାଇ ଦେବା ଭଳି ଗୋଟିକ ପରେ ଗୋଟିଏ ଅଲୋଡ଼ା କାହାଣୀ।

  • Friday, 06 December 2024
Potato Politics
ଆଳୁ ସଂକଟ ମନୁଷ୍ୟକୃତ କହିଲେ ଯୋଗାଣ ମନ୍ତ୍ରୀ

ଆଳୁ ସଂକଟ ମନୁଷ୍ୟକୃତ କହିଲେ ଯୋଗାଣ ମନ୍ତ୍ରୀ । ବିଧାନସଭାରେ ପୁଣି ନବୀନଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ୍ ।ସରକାରଙ୍କୁ ବଦନାମ କରିବାକୁ ତିଆରି କରାଯାଇଥିଲା କୃତ୍ରିମ ଅଭାବ । ବିରୋଧୀଙ୍କ ଜବାବ- ଅପାରଗତା ଲୁଚାଇବାକୁ ଏଭଳି ମନ୍ତବ୍ୟ ।

  • Thursday, 05 December 2024
Judicial Court Complex
୪ ଦଶନ୍ଧି ପରେ ଖୋର୍ଦ୍ଧା ଜିଲ୍ଲା କୋର୍ଟର ନବକଳ୍ପ

୪ ଦଶନ୍ଧି ପରେ ଖୋର୍ଦ୍ଧା ଜିଲ୍ଲା କୋର୍ଟର ନବକଳ୍ପ । ଭୁବନେଶ୍ୱରରେ ଅତ୍ୟାଧୁନିକ ଜୁଡିସିଆଲ୍ କମ୍ପ୍ଲେକ୍ସ । ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪୬ ହଜାର ବର୍ଗମିଟର ଜାଗା, ଚାଲିପାରିବ ୫୬ଟି କୋର୍ଟ ।

  • Thursday, 05 December 2024
Corruption Allegations Leveled Against Berhampur Mayor
ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବ୍ରହ୍ମପୁର ବିଜେଡି କଳି !

ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବ୍ରହ୍ମପୁର ବିଜେଡି କଳି ! ଦୁର୍ନୀତି ଅଭିଯୋଗ ଆଣି ମେୟରଙ୍କ ବିରୋଧରେ କର୍ପୋରେଟରଙ୍କ ମେଳି ! ବିକ୍ରମ ଓ ରମେଶ ଗୋଷ୍ଠୀ ଅନ୍ତର୍କନ୍ଦଳକୁ ନେଇ ହଟଚମଟ ! ଆଗକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ମସୁଧା ହେଉଥିବା ଚର୍ଚ୍ଚା ।

  • Thursday, 05 December 2024
Lightening Death
୩ ବର୍ଷରେ ରାଜ୍ୟରେ ଘଡ଼ଘଡ଼ି ପଡ଼ି ଗଲାଣି ୧୦୫୭ ଜୀବନ

ବଜ୍ରପାତ ନୁହେଁ ତ ସତେ ଯେମିତି ଆକାଶରୁ ଖସୁଛି ମୃତ୍ୟୁ। ଯମ ଦୂତ ସାଜି ବାନ୍ଧି ନେଉଛି। ଏମିତି କେତେ ପରିବାରକୁ ନିସ୍ୱ କରିଦେଲାଣି ବଜ୍ରପାତ । ବଜ୍ରପାତ ମୃତ୍ୟୁକୁ ନେଇ ବିଧାନସଭାରେ ଉଦବେଗଜନକ ତଥ୍ୟ । ୩ ବର୍ଷରେ ରାଜ୍ୟରେ ଘଡ଼ଘଡ଼ି ପଡ଼ି ଗଲାଣି ୧୦୫୭ ଜୀବନ ।

  • Thursday, 05 December 2024
Navy Day 2024
ପୁରୀ ବେଳାଭୂମିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ବଳ

ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ବରେ ସବମେରିନ୍ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ବୟର ଅଭୂତପୂର୍ବ ପ୍ରଦର୍ଶନ।

  • Wednesday, 04 December 2024
BJD Made a Mistake
ସ୍ଥିତି ବିଗୁଡୁଛି, ସଂଗଠନ ଭୁଶୁଡୁଛି ! ବରିଷ୍ଠ ନେତାଙ୍କ ବୟାନବାଜି ବି ଦଳକୁ ଆହୁରି କ୍ଷତାକ୍ତ କରୁଛି

କଳାହାଣ୍ଡିରେ ବିଜେଡି ସଂଗଠନରେ ଫାଟ ସୃଷ୍ଟି ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି। ଆଉ ବିଜେପି କହିଛି ବିଜେଡି ହେଲା ତଡ଼ାଖିଆଙ୍କ ଦଳ।

  • Wednesday, 04 December 2024
Family of Additional Superintendent of Police (ASP) Faces Ostracisation In Odisha’s Dhenkanal
ମାତ୍ର ୨ ଫୁଟ୍ ଜାଗା ପାଇଁ ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ

ଢେଙ୍କାନାଳ ଏସପି କହିଛନ୍ତି, ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଛି।

  • Wednesday, 04 December 2024
Dog Bite
ଗାଁରୁ ସହର.. ସବୁଠି ବୁଲା କୁକୁରଙ୍କ କବଜା !

ବଡ଼ କଥା ହେଲା ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିଲାଣି। ସରକାର ତ ପଦକ୍ଷେପ ନେଉଛନ୍ତି, ବନ୍ଧ୍ୟାକରଣ ବି କରାଯାଉଛି, ତା ସତ୍ତ୍ୱେ ବି କାହିଁକି କମୁନି କୁକୁର ସଂଖ୍ୟା ପ୍ରଶ୍ନ ଉଠିଲାଣି ।

  • Wednesday, 04 December 2024
indian Navy
୧୯୭୧ ମସିହା ଡିସେମ୍ବର ୪ ରାତିରେ ଇତିହାସ ରଚିଥିଲା ଭାରତୀୟ ନୌସେନା

୧୯୭୧ ଯୁଦ୍ଧରେ କେମିତି ଧୂଳି ଚାଟିଥିଲା ପାକିସ୍ତାନ, ଓଟିଭିରେ ଅଙ୍ଗେନିଭା ସ୍ମତି ବଖାଣିଛନ୍ତି ଓଡ଼ିଆ ନୌବୀର ସନାତନ ସାହୁ ।

  • Wednesday, 04 December 2024
Potatoes Price Hike
ୟୁପିରୁ ବିନାବାଧାରେ ଓ ପଶ୍ଚିମବଙ୍ଗରୁ ଲୁଚାଛପାରେ ଓଡ଼ିଶାକୁ ଆସୁଛି ଆଳୁ ଗାଡ଼ି

ଆଳୁକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ତାତି । ମୁଲତବୀ ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗଟ୍ କରିଥିବା ବେଳେ ଯୋଗାଣମନ୍ତ୍ରୀ ବି ରଖିଥିଲେ କଡ଼ା ଉତ୍ତର ।

  • Tuesday, 03 December 2024
President Droupadi Murmu
ଓଡ଼ିଶା ମାଟିରେ ପୁଣି ଥରେ ମାଡାମ୍ ପ୍ରେସିଡେଣ୍ଟ

ଏହା ପୂର୍ବରୁ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ କରାଯାଇଥିଲା ଭବ୍ୟ ସ୍ୱାଗତ ।

  • Tuesday, 03 December 2024
Incomplete Drinking Water Project
ପାନୀୟ ଜଳ ମେଗା ପ୍ରୋଜେକ୍ଟରେ ମେଗା ସ୍କାମ୍

ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଜି ବିଧାନସଭାରେ ମନ୍ତ୍ରୀ ରବି ନାଏକ କହିବା ପରେ ତାଙ୍କୁ ସମର୍ଥନ କରି ଛୁଙ୍କ ମାରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ।

  • Tuesday, 03 December 2024
ବାହାରୁ ପାଣି ବୋତଲ କିଣି ପିଇବା ବିପଦମୁକ୍ତ ନୁହେଁ
ହାଇ ରିସ୍କ ଫୁଡ୍ କ୍ୟାଟେଗୋରୀ ଭୁକ୍ତ ହେଲା ପାଣି ବୋତଲ

ଏଣିକି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ ବୋତଲ ପାଣିର ମାନ ଯାଂଚ୍ କରିବା ସହ ଥାର୍ଡ ପାର୍ଟି ଦ୍ୱାରା ଅଡିଟ୍ କରିବ।

  • Tuesday, 03 December 2024
Migrant Labourers
ଦାଦନ ନେଉଛି ଜୀବନ, ଜୀବିକା ପାଇଁ ଯାଉଛନ୍ତି ହେଲେ ଶବ ହୋଇ ଫେରୁଛନ୍ତି

ପୁରୁଣା ସରକାର ଉପରେ ବିଜେପି ଦୋଷ ଲଦିଥିବା ବେଳେ ବିଜେଡି କହିଛି ନୂଆ ସରକାରର କୌଣସି ଯୋଜନା ନାହିଁ ।

  • Tuesday, 03 December 2024
ରେଡ୍‌ ଭୟରେ ଖସିଲା ଆଳୁ ଦର
ବଜାରରେ ଆଳୁ ୪୦ ଟପିଲେ ଆକ୍ସନ

ୟୁପିରୁ ଆଳୁ ଟ୍ରକ୍ ପହଞ୍ଚିବା ପରେ ୪୦ରୁ ୪୫ ଟଙ୍କାକୁ ଖସିଛି ଦର। ସେପଟେ ବିଧାନସଭାରେ ବି ଦେଖିବାକୁ ମିଳିଥିଲା ଆଳୁ ତାତି।

  • Monday, 02 December 2024
ଆଗ୍ରେସିଭ୍‌ ମୁଡ୍‌ରେ ରାଜ୍ୟ ବିଜେପି
ମୋଦିଙ୍କ ଦୁଇ ଘଣ୍ଟିଆ ପାଠଶାଳା, ରାଜ୍ୟ ବିଜେପିକୁ ଦେଇଛି ବଳ

ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କୁ ଚକମା ଦେଇ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳକୁ ଆଣିଛି ବିଜେପି।

  • Monday, 02 December 2024
Navy Day Celebrations
ପୁରୀ ସମୁଦ୍ରରେ ନୌବୀରଙ୍କ ଜଲୱା

ଆସନ୍ତା ବୁଧବାର ନୌସେନା ଦିବସ ଦେଖିବାକୁ ସମସ୍ତ ବିଧାୟକ ବସରେ ପୁରୀ ଯିବେ ବୋଲି ସୂଚନା ମିଳିଛି ।

  • Monday, 02 December 2024
Odisha Congress
ନଭେମ୍ବର ଯାଇ ଡିସେମ୍ବର ପଶିଲା, ତଥାପି ରାଜ୍ୟ କଂଗ୍ରେସର ମଙ୍ଗୁଆଳ କିଏ ହେବେ ସେ ଅଙ୍କ ଛିଡି ପାରୁନି

କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦୁଇଦିନ ତଳେ ଦିଲ୍ଲୀ କାର୍ଯ୍ୟକାରିଣୀରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଓଡ଼ିଶା କଂଗ୍ରେସରେ ହେବକି ଆମୂଳଚୁଳ ପରିବର୍ତ୍ତନ?

  • Monday, 02 December 2024
Proxy Forester Death
ଭିନ୍ନ ମନ୍ତବ୍ୟକୁ ନେଇ ହରଡ଼ଘଣାରେ ବଲାଙ୍ଗିର ବନବିଭାଗ

ଫରେଷ୍ଟର ମୁହଁ ଖୋଲି ନଥିବା ବେଳେ DFO କହିଛନ୍ତି ଇନକ୍ୱାରୀ ହେବ ।

  • Monday, 02 December 2024
Jayanarayan Mishra
ତଡ଼ାଖିଆ ଉପାଖ୍ୟାନ, ବଢ଼ିଲା ବୟାନବାଜି

ଜୟନାରାୟଣ ମିଶ୍ରଙ୍କ ତଡ଼ାଖିଆ ଉପାଖ୍ୟାନ ପରେ ବଢ଼ିଲା ବୟାନବାଜି । ଏହି ମୌକାରେ ବିଜେଡି କହିଛି, କେଉଁଠି ଗୋଷ୍ଠୀ କନ୍ଦଳ ତୀବ୍ର ତାହା ଜଣା ପଡିଲାଣି । ଏବେ ସେଠି ନିଆଁ ଲାଗିସାରିଲାଣି । କିନ୍ତୁ ବିଜେପିର ଯୁକ୍ତି ଜୟ ନାରାୟଣଙ୍କ କଥାକୁ କଦର୍ଥ କରୁଛି ବିଜେଡି।

  • Sunday, 01 December 2024
Navy Day Celebrations
ନେଭି ଡେ ଆଉ 2 ଦିନ, ଚାଲିଛି ଫୁଲଡ୍ରେସ୍ ରିହର୍ସାଲ

ପୁରୀ ବ୍ଲୁ ଫ୍ଲାଗ ବିଚରେ ନେଭି ଡେ ପାଳନ ପାଇଁ ମଝିରେ ଆଉ ଦୁଇ ଦିନ । ଆସନ୍ତା ୪ ତାରିଖରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆଖି ଝଲସା ସମରକଳା ପ୍ରଦର୍ଶନ କରିବେ ନୌସେନା ଯବାନ । ଏଥିପାଇଁ ଆଜି ହୋଇଛି ଫୁଲଡ୍ରେସ୍ ରିହର୍ସାଲ । 

  • Sunday, 01 December 2024