ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ବରିଷ୍ଠ ଦଇତାପତି କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏମିତିକି ASI ତଥ୍ୟର ସାର୍ବଜନୀନ କରିବାକୁ ଦାବି କଲେଣି।
ପ୍ରସ୍ତାବିତ 5 ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏଇ ମେଗା ପ୍ଲାଣ୍ଟ ପାଇଁ କେତେ ପୁଞ୍ଜିନିବେଶ ରହିବ, କେନ୍ଦୁଝରର କେଉଁଠି ପ୍ଲାଣ୍ଟ ବସିବ ତାକୁ ନେଇ ବଢିଛି ଉତ୍କଣ୍ଠା।
ଯାହାକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ସୁଭଦ୍ରାରୁ ବଂଚିତ ମହିଳମାନେ।
ପିକ୍ନିକ୍ ଯାଇଥିଲେ । ବାଘକୁ ଦେଖି ପାଖକୁ ଡାକୁଥିଲେ । ହଠାତ୍ ବାଘ ଦୌଡ଼ି ଆସିଲା ଆଉ ଆକ୍ରମଣ କଲା । ଦେଖନ୍ତୁ ଏ ଭିଡିଓକୁ... ଆଉ ଶୁଣନ୍ତୁ କ’ଣ କହୁଛନ୍ତି ଯୁବକ ଜଣକ ।
୧୫ ଦିନରେ ସରିଲା ରାସ୍ତା କାମ । ମାସେ ପରେ ପୁଣି ଖରାପ । ବିନା ସୂଚନା ଫଳକରେ ବି ହୋଇଛି ରାସ୍ତା କାମ । ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ଖାଲଖମାରେ ଭର୍ତ୍ତି ।
ଅଣ୍ଟା ଭାଙ୍ଗି ପଡ଼ିଲାଣି... ଚମ ବି ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ସିନା ୮୦ ଛୁଇଁଲାଣି ତଥାପି ଏ ବୃଦ୍ଧା ସରକାରୀ ସହାୟତାରୁ ବଞ୍ଚିତ । ଘର ଦେଖି ଆପଣ ସବୁକଥା ବେଶ୍ ବୁଝିପାରୁଥିବେ ।
ରାଜଧାନୀରେ ପୁଣି ଲଜ୍ଜା । ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବ୍ଲାକମେଲିଂ ସହ ଭିଡିଓ ଭାଇରାଲ୍ କରିଦେଲେ ୪ ଯୁବକ । ପୀଡ଼ିତାଙ୍କ ମାଆଙ୍କୁ ବ୍ଳାକମେଲ୍ କରି ଟଙ୍କା ଆଦାୟ । ମାଷ୍ଟରମାଇଣ୍ଡ ନାବାଳିକା ବାନ୍ଧବୀ ସହ ୪ ଯୁବକଙ୍କୁ ଧରଛି ପୋଲିସ ।
ଭାଙ୍ଗୁଛି ବିଜେଡି, ଦମ୍ଭୋକ୍ତି ଛାଡୁନାହାଁନ୍ତି ଦଳୀୟ ନେତା । ଦେବାଶିଷଙ୍କ ପରେ ମୁନ୍ନା ଖାଁଙ୍କ ଅଦ୍ଭୁତ ଗଣିତ । ମୁନ୍ନା ଖାଁ କହିଲେ ବିଜେଡି ସଂପର୍କରେ ବିଜେପିର ୧୪ ବିଧାୟକ । ମୁନ୍ନା ଖାଁଙ୍କୁ କଡ଼ା ଜବାବ ଦେଲେ ଜୟନାରାୟଣ ମିଶ୍ର ।୨୦୨୯ରେ ବିଜେଡି ଥିବ କି ନାହିଁ ସନ୍ଦେହ ।
ଗଣ୍ଡା ଗଣ୍ଡା କଂପ୍ୟୁଟର ଅଛି, ହେଲେ ନାହାନ୍ତି କଂପ୍ୟୁଟର ଶିକ୍ଷକ। ଫଳରେ ପିଲାଙ୍କୁମିଳିପାରୁନି ବୈଷୟିକ ଶିକ୍ଷା। ଏପରିକି ବ୍ୟବହାର ହେଉନଥିବାରୁ ଖରାପ ହେବା ଅବସ୍ଥାକୁ ଆସିଲାଣି ଶହ ଶହ କଂପ୍ୟୁଟର।
ଗୁଜରାଟ କଚ୍ଛ୍ରେ ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଆଲୋକର ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ବିଏସ୍ଏଫ୍, ଆର୍ମି, ନେଭି ଓ ଏୟାରଫୋର୍ସ ସହ ଦିୱାଲି ସେଲିବ୍ରେସନ୍ ପାଇଁ ଭାରତ-ପାକିସ୍ତାନ ବର୍ଡରରେ ଥିବା ବିବାଦୀୟ ସାର୍ କ୍ରିକ୍ର ଲକି ନାଲାରେ ପହଞ୍ଚିଥିଲେ ନରେନ୍ଦ୍ର ମୋଦି।
ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ । ଆଜି ପୟାଶ୍ରାଦ୍ଧ ସହ ବଡ଼ବଡୁଆ ଡାକିଲେ ଅନେକ । ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି ଓ ପୟାଶ୍ରାଦ୍ଧ ନୀତି । ପଞ୍ଜିକା ବିଭ୍ରାନ୍ତିରୁ ବାରମ୍ବାର ଉପୁଜୁଛି ଏଭଳି ସ୍ଥିତି । ସରାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜ୍ୟୋତିର୍ବିଦ୍ ଓ ପଞ୍ଜିକାର ।
ସବୁ କିଛି ଚୁପ୍ଚାପ୍... ସବୁ ଏଠି ଆବାକ୍ । ଏ ଆଖି ଦେଖିପାରୁନି... କି ଏ ଭିଜୁଆଲ୍ କଥା ବି କହିପାରୁନି । ହେଲେ ଏୟା ପଛରେ ରହିଛି ଅନେକ ଦୁଃଖ ଓ କୋହଭରା କଥା । ଯାହା କହିବା ବି ମୁସ୍କିଲ୍ ।
ସିପସରୁବାଲି ମୌଜାରେ ପ୍ରସ୍ତାବିତ ବିମାନବନ୍ଦର ଲାଗି ଜାଗା ଚିହ୍ନଟ ସରିଛି ।
ଏ ବ୍ୟବସ୍ଥା କିଭଳି ଗ୍ରହଣୀୟ ହେବ ସେ ନେଇ ଖୁବଶୀଘ୍ର ପୁରୀ ସ୍ୱର୍ଗଦ୍ୱାର ପରିଚାଳନା କମିଟି ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ଗୋଶାଳାମାନଙ୍କ ସହ ଆଲୋଚନା କରାଯିବ ।
କିଏ ନେକଲେସ୍, କାନଫୁଲ ଓ ରିଙ୍ଗ୍ କିଣୁଛି ତ କିଏ ପରମ୍ପରା ପାଳନ ପାଇଁ ସୁନା-ରୂପା କଏନଟିଏ ବି କିଣି ନେଉଛି । ପାଖରେ ଥିବା ଧନକୁ ଦେଖି ଧନତେରସରେ ଚାଲିଛି ସୁନା-ରୂପା କିଣା ।
ଗୋଷ୍ଠୀ କନ୍ଦଳ କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ହେଲେ ଦଳ କହୁଛି ଆମ ନେତା ସବୁ ଠିକ୍ ଅଛନ୍ତି।
ଏବେ ଖୋଦ୍ ମନ୍ଦିର ସୁପରଭାଇଜରଙ୍କ ଉପସ୍ଥିତିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ହେଲା ମନ୍ଦିର ପରିଦର୍ଶନ ସମୟର ଫଟୋ ଓ ଭିଡିଓଗ୍ରାଫି।
ଘରେ ତିଆରି କରନ୍ତୁ ମାଣ୍ଡିଆ କଦଳି ତାୱା ସେକା । ଜାଣି ନିଅନ୍ତୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଣାଳୀ ।
ସ୍ୱାମୀଙ୍କ ଭୁଲ ପାଇଁ ସଂସାରରେ ଉଠିଛି ଝଡ଼ । ଅଜବ ଯୁକ୍ତି କାହିଁକି ପୁତ୍ର ସନ୍ତାନ ଜନ୍ମ ଦେଲାନି ସ୍ତ୍ରୀ ? ଝିଅ ହେଲା ବୋଲି ବାପା କହୁଛି ଏ ପିଲା ନୁହେଁ ମୋର ।
ପ୍ରୋଷ୍ଟେଟ୍ କ୍ୟାନସର ଓ ପ୍ରତିକାର । ସ୍ୱାଭାବିକ ପ୍ରୋଷ୍ଟେଟ୍ କାହାକୁ କୁହାଯାଏ ? ଜାଣନ୍ତୁ...
୮କୋଟି ପାଇଁ ସ୍ୱାମୀକୁ ଜୀବନରୁ ମାରିଦେଲା ସ୍ତ୍ରୀ । ଆଉ ତା’ ପରେ ୮୦୦ କିମି ଦୂରରେ ଫିଙ୍ଗିଦେଲା । ସବୁଠାରୁ ବଡ଼ କଥା ହେଉଛି ଏହି ହତ୍ୟା ପଛରେ ଥିଲା ସ୍ତ୍ରୀର ଦୁଇ ବୟଫ୍ରେଣ୍ଡଙ୍କ ହାତ ।
ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ । କେମିତି ରହିବ ରୂପ ରେଖ ? କେଉଁ ଆଡ଼କୁ ମୁହାଁଇବ ? ତାହା ସ୍ପଷ୍ଟ ହୋଇନଥିଲେ ବି ଏବେ ଏମିତି ଏକ ଚର୍ଚ୍ଚା ଖୁବ୍ ହେଉଛି । ବାତ୍ୟା ‘ଦାନା’ ଦୁଃଖ ନସରୁଣୁ ଏଭଳି ଏକ ଖବର ସମସ୍ତଙ୍କୁ ଚକିତ କରିଛି ।
୧୯୯୯ ମହାବାତ୍ୟା... ଆଜିକୁ ପୂରିଲା ଠିକ୍ ୨୫ ବର୍ଷ । ସେଦିନ ଥିଲା ଅକ୍ଟୋବର ୨୯ ତରିଖ, ଶୁକ୍ରବାର... ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ବଙ୍ଗୋପସାଗରରୁ ହୁ ହୁ ହୋଇ ମାଡ଼ି ଆସିଥିଲା ପ୍ରଳୟ... ଆଉ ତା' ପରେ...
ସେତେବେଳ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀମାନେ ଅଚିନ୍ତାରେ ଥିଲେ । 5T ନାଁରେ ଯେଉଁ ଅଧିକାରୀ ବ୍ୟାପକ ଟଙ୍କା ହେରଫେର କରିଛନ୍ତି, ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ।
ଓଡ଼ିଶାରେ ଯୋଜନା କାର୍ଯ୍ୟକାରୀରେ ହେବ ସାମାନ୍ୟ ବିଳମ୍ବ। କାହିଁକି ନା ଏଯାଏଁ ରାଜ୍ୟରେ ଆୟୁଷ୍ମାନ ଭାରତ ପାଇଁ ମୋଡାଲିଟି ସ୍ଥିର ହୋଇନାହିଁ।