ବାଜୁଛି ସାହାନାଈ... ବ୍ରାହ୍ଣଣଙ୍କ ମନ୍ତ୍ରପାଠରେ କନ୍ୟା ମଥାରେ ସିନ୍ଦୂର ଦେଉଛି ବର । ରୀତିନୀତି ଅନୁସାରେ ଚାଲିଛି ବାହାଘର । ଏମାନେ ସାଧାରଣ ସିନା... କିନ୍ତୁ ଏମାନଙ୍କ ପ୍ରେମ ଯେମିତି ଅସାଧାରଣ ।
Published By: Sonali Ojha
Last updated: 15 November 2024, 09:51 AM IST
କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।