ସୁପ୍ରିତି ଆଚାର୍ଜୀ ନାମକ ଜଣେ ମହିଳା ଅଦ୍ଭୁତ ଶରୀର ତିଆରି କରିଛନ୍ତି । ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି
ହିରକ ଦାସ ନାମକ ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆସାମର ବାରପେଟାର ସୁଜୁକି ଡିଲରସିପ୍କୁ ଜଣେ ବ୍ୟକ୍ତି ସ୍କୁଟର କିଣିବା ପାଇଁ ପହଞ୍ଚିଥିଲେ
ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା... ଦେଖନ୍ତୁ କେମିତି ହେଲେ ଉଦ୍ଧାର
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଲଷ୍ମୀବାରହ। କରୋନା କଟକଣା ଭିତରେ ପ୍ରଭୁଙ୍କର ଜନ୍ମଦିନ ପାଳନ କରାଯାଇଛି। ଯାଜପୁରରୁ ଆସି କେନ୍ଦ୍ରାପଡ଼ା ଆଳିରେ କେମିତି ପ୍ରଭୁ ପୂଜା ପାଇଲେ ଦେଖନ୍ତୁ ଏହି କାହାଣୀରେ
ଜାଣତରେ ହେଉ କି ଅଜାଣତରେ କେବେ ହେଲେ ଏପରି ଭୁଲ୍ କରନ୍ତୁନି। ଯଦି କରି ଦିଅନ୍ତି, ତେବେ ଖାଲି ହୋଇ ଯାଇଥାଏ ଆପଣଙ୍କର ସବୁ ଟଙ୍କା। ଏବେ ଜାଣି ନିଅନ୍ତୁ ସେହି ୫ ଭୁଲ୍...
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରତାପଗଡ ଜିଲ୍ଲାର ଉଦୟପୁର ଅଞ୍ଚଳର ଏକ ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।
କିମ୍ଙ୍କ ବର୍ବରତା। ବାପାଙ୍କ ଶ୍ରାଦ୍ଧ ଦିବସରେ ବଗିଚାରେ ଫୁଟିଲାନି ଫୁଲ...ରାଗି ଗଲେ କିମ୍। ସବୁ ମାଳିଙ୍କୁ ଦେଲେ କଠୋର ଦଣ୍ଡ। ଅଖିଆପିଆ ବଗିଚାରେ ଖଟୁଛନ୍ତି ମାଳି…
କର୍ମଚାରୀଙ୍କ କାମରେ ଖୁସ୍ ହୋଇଗଲେ ମାଲିକ। ଦେଇଦେଲେ ମର୍ସିଡିଜ୍ର କାର୍... ଫିତା କଟାଇଲେ, ମିଠା ଦେଇ କାର ଚାବି ଦେଲେ... ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି ଭାଇରାଲ…
ରାସ୍ତା ତିଆରି ନାଁରେ ଚୋରି କରିନେଲେ ଲକ୍ଷାଧିକ ଟଙ୍କାର ମୋରମ। ଅଭୟାରଣ୍ୟ ଭିତର ପୁଣି କୋର୍ ଏରିଆରୁ ଉଠାଇ ନେଲେ ମୋରମ୍, ଆଇନ କାନୁନ୍କୁ ଫୁ କରିଦେଲେ ସରକାରୀ ଅଧିକାରୀ…
ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨ ଦିନିଆ ଗ୍ରସ୍ତରେ ଆସି ଶ୍ରୀକ୍ଷେତ୍ର ପୁରୀରେ ସେ ଅଛନ୍ତି। ହେଲେ ରାଷ୍ଟ୍ରପତିଙ୍କ ଗାଡ଼ିରେ ନାହିଁ ନମ୍ବର ପ୍ଲେଟ୍ ! କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ। ଓଡିଶାରେ ଯିବା ଆସିବା ପାଇଁ ବ୍ୟବହାର କରୁଥିବା ଗାଡି କଥା ଆମେ କହୁନୁ। ରାଷ୍ଟ୍ରପତି ଚଢୁଥିବା ସ୍ୱତନ୍ତ୍ର ଗାଡ଼ିରେ କୌଣସି ନମ୍ବର ପ୍ଲେଟ୍ ନଥାଏ କାହିଁକି?
JSW କମ୍ପାନୀ ପାଇଁ ଢିଙ୍କିଆ ଗାଁ ଦାଣ୍ଡ ରକ୍ତରେ ଭିଜିଛି। କମ୍ପାନୀ ପାଇଁ ଗୁଣ୍ଡା ପାଲଟିଛନ୍ତି ଏହାର ସମର୍ଥକ ଆଉ ଜିଲ୍ଲା ପୋଲିସ୍। ହାଇକୋର୍ଟ କମିଟି ଆଗରେ, କମ୍ପାନୀ ବିରୋଧରେ କହିବାକୁ ଆସୁଥିବା ଲୋକଙ୍କୁ, କମିଟି ଆଗରେ ହିଁ ସମର୍ଥକମାନେ ପିଟି ରକ୍ତାକ୍ତ କରିଦେଲେ। ଗୁଣ୍ଡାଙ୍କ ଭୟରେ ଲୋକମାନେ ଆସିବାକୁ ଡରିବାରୁ, କମିଟି ସଦସ୍ୟମାନେ ବାଧ୍ୟ ହୋଇ ଘରକୁ ଘର ବୁଲି ମତ ସଂଗ୍ରହ କରିଥିଲେ।
ସମୁଦ୍ର ଭାଙ୍ଗିଦେଲା ସୁନାର ସ୍ୱପ୍ନ, ସାର୍କ ଆକ୍ରମଣରେ ପ୍ରାଣ ହରାଇଲେ ସ୍କୁବା ଡ୍ରାଇଭର। ସିଡ଼ନୀର ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ନିତିଦିନି ପରି ୩୫ ବର୍ଷିୟ ସ୍କୁବା ଡ୍ରାଇଭର ସିମନ୍ ନେଲିଷ୍ଟ୍ ସମୁଦ୍ର ଭିତରକୁ ପହଁରିବା ପାଇଁ ଯାଇଥିଲେ। ଆଉ ଏହି ପହଁରା ଯେ ,ତାଙ୍କ ଜୀବନର ଶେଷ ପହଁରା ହେବ ସେ ନିଜେ ବି ଜାଣିନଥିଲେ।
ସ୍ୱାମୀର କୌଣସି ରୋଜଗାର ନଥିଲେ ବି ସ୍ତ୍ରୀର ଭରଣ ପୋଷଣ ସହ ତାହାର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ। ପାଖରେ ଟଙ୍କା ନାହିଁ କହି ଦାୟିତ୍ୱ ନେଇପାରିବେ ନାହିଁ ବୋଲି କହିପାରିବେନି ସ୍ୱାମୀ। ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍ ହଜାରୀ କୋର୍ଟ।
ବାଇକ୍ରେ ୨୦ ହଜାର କିଲୋମିଟର ଭାରତ ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି ।
ସାଧାରଣତଃ ସପ୍ତାହରେ ୬ ଦିନ ୱର୍କିଂ ଡେ’ ଓ ଗୋଟିଏ ଦିନ ଛୁଟିଦିନ ରହିଥାଏ । ହେଲେ ଏଣିକି ସପ୍ତାହରେ ୬ ଦିନ ବଦଳରେ ମାତ୍ର ୪ ଦିନ କାମ କରିବେ ଅଫିସ୍ କର୍ମଚାରୀ ।
ପଲିସୀଧାରୀଙ୍କ ପାଇଁ ବଡ଼ ଖବର ଦେଲା ଏଲଆଇସି। ଯେଉଁମାନଙ୍କର ପଲିସୀ ଅଛି, ସେମାନେ ଏଲଆଇସି ଆଇପିଓରେ ଭାଗ ନେଇ ପାରିବେ। ଏଥି ପାଇଁ ଫେବ୍ରୁଆରୀ ୨୮ ସୁଦ୍ଧା ପାନକୁ ଅପ୍ଡେଟ କରିବାକୁ ହେବ। ଏବେ ଜାଣନ୍ତୁ ପୂରା ପ୍ରୋସେସ୍...
ନା ଯେମିତି, ତାଙ୍କ କାମ ବି ସେମିତି। ଦେହ ବ୍ୟବସାୟ କରୁଥିଲେ ସତ ଅନ୍ତରରୁ ସେ ଜଣେ ଉଦାରବାଦୀ ମଣିଷ ଥିଲେ । ଦେହଜୀବୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଥିଲେ । ଦେହ ବ୍ୟବସାୟ ପାଇଁ ଗଳିଗଳିରେ ତାଙ୍କୁ ସମସ୍ତେ ଜାଣିଥିଲେ।
ଇଂରେଜ ଶାସନ ସମୟରେ ‘କଳା ପାଣି’ ଦଣ୍ଡ ଚର୍ଚ୍ଚିତ ଥିଲା। ସେଠାକୁ ଯେଉଁ କଏଦୀ ଭାବେ ଯାଏ, ସେ ଆଉ ଫେରେ ନାହିଁ। ସେଠାକାର ସେଲ୍ୟୁଲର ଜେଲ ଆଜି ବି କହୁଛି ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ। ବର୍ତ୍ତମାନ ଏହା ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେଠାରେ ଥିଲା ଏମିତି ସବୁ...
ଇଏ ଏମିତି ଜଣେ ରାଣୀ ମହୁମାଛି। ଯିଏ ପ୍ରଧାନମନ୍ତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ବାସଭବନରେ ସାକ୍ଷାତ କରୁଥିବା ସମୟରେ PMଙ୍କୁ କରିଥିଲେ ପ୍ରେମ ନିବେଦନ...
ଏମାନେ ରିଏଲ ଲାଇଫ୍ରେ ପୁରୁଷ କିନ୍ତୁ ରିଲ୍ରେ କିନ୍ନର। ନିଜର ଜବରଦସ୍ତ ଆକ୍ଟିଂରେ କିଣି ନେଇଛନ୍ତି ଦର୍ଶକଙ୍କ ମନ... ଟିଭିର ତାଳିମାଡ଼ଠାରୁ ସିନେମା ହଲରେ ହେଉଥିଲା ଅଧିକ ତାଳିମାଡ଼... ଦେଖନ୍ତୁ, କେଉଁମାନେ କିନ୍ନର ଆକ୍ଟିଂରେ ଦେଖାଇଛନ୍ତି ନିଜର ଜଲଓ୍ୱା...
ଆମେରିକାର ପପ୍ ଷ୍ଟାର୍ ଏଲଭିସ୍ ପ୍ରେସ୍ଲିଙ୍କର ସେ ଥିଲେ ଜଣେ ବଡ଼ ପ୍ରଶଂସକ । ଏହାସହ ବାପି ଦା ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିବାରୁ ସେ ସୁନା ପିନ୍ଧୁଥିବା କହିଛନ୍ତି। ଏଲଭିସ୍ ମଧ୍ୟ ବହୁ ସୁନା ଅଳଙ୍କାର ପିନ୍ଧୁଥିବା ଦେଖି ବାପି ଦା’ ମଧ୍ୟ ସୁନା ପିନ୍ଧିବା ଆରମ୍ଭ କରିଥିବା କହିଥିଲେ
ଶ୍ୟାମ ପ୍ରକାଶଙ୍କ ଅନନ୍ୟ ପ୍ରତିଭା ମିନି ସଂଗ୍ରହାଳୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ପୁରୀ ବଳଗଣ୍ଡିସ୍ଥିତ ଶ୍ୟାମପ୍ରକାଶ ସେନାପତି ନିଜ ବାସ ଭବନରେ ମିନି ମ୍ୟୁଜିୟମ ତିଆରି କରିଛନ୍ତି ।
ପୁଅ ଚାଲିଯିବା ପରେ ବିଧବା ବୋହୂର ଦ୍ୱିତୀୟ ବିବାହ କରିଦେଲେ ଶାଶୂ। କହିଲେ, ବୋହୂ ନୁହେଁ ଝିଅ ଥିଲା ସେ ମୋର...ଏତେ ପାଠ ପଢେଇ ଚାକିରି କଲି। କନ୍ୟାଦାନ କରି ମହାପୂଣ୍ୟ କଲି...ଶାଶୂଙ୍କୁ ଚାରିଆଡ଼େ କରାଗଲା ପ୍ରଶଂସା…
ସ୍ନେହାଙ୍କ ପାଇଁ ଦେବଦୂତ ସାଜି ଆସିଲେ ମେହବୁବ୍ । ଟ୍ରେନ୍ ସାମ୍ନାକୁ ଡେଇଁପଡ଼ି ଜୀବନ ବଞ୍ଚାଇଲେ ।
ବର୍ଷାଙ୍କୁ ବିଜେଡିରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କୁ ଉପକୂଳ ଜିଲ୍ଲାରେ କୌଣସି ଏକ ଆସନରୁ ବିଜେଡି ବିଧାନସଭା ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ଏପଟେ ସ୍ୱାମୀ ଅନୁଭବ ଦଳରେ ଏକ ପ୍ରକାର କୋଣଠେସା ହୋଇ ଯାଇଛନ୍ତି କହିଲେ ଚଳେ ।