• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Tale Of Two Women
ପଚାରିଲେନି ପୁଅ ମା’ଙ୍କ କୋକେଇକୁ ବୋହି ନେଲେ ଝିଅ

ଆସିଲେନି ପୁଅ ୪ ଝିଅଙ୍କ କାନ୍ଧରେ ସ୍ୱର୍ଗଦ୍ୱାର ଗଲେ ମା... ବଞ୍ଚି ଥାଉ ଥାଉ ବାପାଙ୍କୁ ପଚାରୁନଥିବାରୁ ଝିଅମାନେ ବାପାଙ୍କ ମୃତଦେହକୁ ନିଜ କାନ୍ଧରେ ବୋହିନେଲେ

Story Of Dipu - Cuttack Boy Who Sells Tea On Cycle To Earn Livelihood For Family
ଶୈଶବ କାନ୍ଧରେ ପରିବାର ବୋଝ; କଟକର ଗଳିକନ୍ଦିରେ ବୁଲି ବିକ୍ରି କରୁଛନ୍ତି ଚା’

କଟକ ଜାଉଁଳିଆପଟି ଅଞ୍ଚଳର କୁନି ଚା ବିକାଳି ଉମା ଶଙ୍କର ଚୌଧୁରୀ ଓରଫ ଦୀପୁ । ମାତ୍ର ୧୧ ବର୍ଷ ବୟସରେ ସେ ପରିବାର ପ୍ରତିପୋଷଣ ପାଇଁ କଟକର ଗଳିକନ୍ଦିରେ ବୁଲି ଚା ବିକ୍ରି କରିଥାନ୍ତି । କେବଳ ଏତିକି ନୁହେଁ ଏହାସହ ସେ ଫୋନରେ ଅନଲାଇନ୍ ଅର୍ଡର ନେଇ ମଧ୍ୟ ଚାହା ଯୋଗାଇଥାନ୍ତି ।

Cyber Crime- Stay Safe From Fraudsters During Loan Approval । Special Story
ଏତିକି ଦିଅ, ସେତିକି ଦିଅ କହିଲେ...୭୧ ହଜାର ନେଇ ଠକିଦେଲେ

୧୦ ହଜାର ଦିଅ, ୧୫ ହଜାର ଦିଅ। ଲୋନ୍‌ କରିଦେବେ ବୋଲି ବାରମ୍ବାର ଟଙ୍କା ନେଲେ କିନ୍ତୁ ପୂରା ଠକିଦେଲେ। ୭୧ ହଜାର ଦେଇ ଟେନ୍‌ସନ୍‌ରେ ହିତାଧିକାରୀ ଆଉ ଟଙ୍କା ଲୁଟି ଅୟସ୍‌ରେ ସାଇବର ଅପରାଧୀ...ଦେଖନ୍ତୁ କେମିତି ବିଛାଯାଇଥିଲା ଲୁଟ୍‌ର ମାୟାଜାଲ

14 Year 4 Degree PKG
ମାତ୍ର ୧୫ ବର୍ଷରେ ୪ ବ୍ୟାଚ୍‌ଲର ଡିଗ୍ରୀ ପାଇଲେ ଜ୍ୟାକ୍‌, ଜାଣନ୍ତୁ କେମିତି?

ବୟୟ ମାତ୍ର ୧୫ ବର୍ଷ। ଅଧିକାଂଶ ପିଲା ମ୍ୟାଟ୍ରିକ ଦେଇନଥିବେ, କିନ୍ତୁ ଏହି ବୟସରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଚାରି ଚାରୋଟି ବ୍ୟାଚ୍‌ଲର ଡିଗ୍ରୀ ପାଇଛନ୍ତି ଜ୍ୟାକ୍‌...ଜାଣନ୍ତୁ ଏହା କେମିତି ହେଲା ସମ୍ଭବ?

crime
ସ୍ମାର୍ଟ ସିଟିରେ ସ୍ମାର୍ଟ ଠକ, ପୋଲିସର ବଢୁଛି ଚିନ୍ତା

ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ ।

Ukrainian artist creates stunning steampunk inspired masks
ମଣିଷକୁ ମେସିନ୍‌ ବନେଇ ଦେଉଛନ୍ତି ଏହି ଯୁବକ, ପ୍ରତିଭା ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ମଣିଷକୁ ବନାଇପାରିବେ ମେସିନ୍‌ । ୟୁରୋପର ଦମିତ୍ରୀ ବାଗିନ୍‌ ତାଙ୍କର ଏହି କଳାକୃତି ପାଇଁ ଏବେ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ବିଶେଷତ୍ୱ ହେଉଛି ମଣିଷଙ୍କ ପାଇଁ ସେ ଖୁବ୍‌ ସୁନ୍ଦର ଭାବରେ ଅବିକଳ ମେସିନ୍‌ ପରି ମାସ୍କ ତିଆରି କରନ୍ତି ।

PM-KISAN Yojana
ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେବେ ମୋଦି, ମିଳିବ ପିଏମ୍ କିଷାନ କିସ୍ତି

୨୦୨୨ ଜାନୁଆରୀ ୧ ତାରିଖରେ ଦେଶର ଚାଷୀଙ୍କ ହାତକୁ ଆସିବ ମୋଦୀଙ୍କ ଟଙ୍କା। ଏହି ଦିନ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Odisha Kick-Boxers
କିକ୍ ବକ୍ସିଂର ଦ୍ରୋଣାଚାର୍ଯ୍ୟ ! ଭଡ଼ାଘର ଛାତ ଉପରେ ଟ୍ରେନିଂ ଦେଇ ଆଣିଲେଣି ୪ ମେଡାଲ୍

ନିଜେ ଭଡ଼ାଘରେ ରହୁଛନ୍ତି। ସେଇ ଘରର ଛାତ ଉପରେ ପିଲାଙ୍କୁ କିକ୍ ବକ୍ସିଂ ଟ୍ରେନିଂ ଦେଉଛନ୍ତି। ଜାଗା ନାହିଁ କି ସୁବିଧା ନାହିଁ। କିନ୍ତୁ ଏହି ଗୁରୁଙ୍କ ପିଲାମାନେ ଜିତିକି ଆଣିଲେଣି ୪ଟି ମେଡାଲ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ ସବୁକିଛି ଅନୁମାନ କରିପାରିବେ।

85-Year-Old Divyang Teacher,Kendrapara
ଦିବ୍ୟାଙ୍ଗ ରାମ ସାରଙ୍କ ଚାଟ୍ଟଶାଳି, ୫୮ ବର୍ଷ ହେଲା ବାଣ୍ଟୁଛନ୍ତି ଶିକ୍ଷାର ଆଲୋକ

ସେ ଜନ୍ମରୁ ଦିବ୍ୟାଙ୍ଗ। ସଳଖ ହୋଇ ଚାଲି ପାରନ୍ତି ନାହିଁ। କିନ୍ତୁ ତାଙ୍କ ଜୀବନରେ, ସେ ହଜାର ହଜାର ପିଲାଙ୍କୁ ସଳଖ ଭାବେ ଠିଆ ହେବାର ସୂତ୍ର ବତେଇଛନ୍ତି। ତାଙ୍କୁ ଏବେ ୭୨ ବର୍ଷ ବୟସ। ଦୀର୍ଘ ୫୮ ବର୍ଷ ଧରି ସେ ଏକ ଚାଟ୍ଟଶାଳି କରି ଶହ ଶହ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କ ଚାଟ୍ଟଶାଳି ଏକ ସ୍କୁଲ ଭ୍ରମ ସୃଷ୍ଟି କରିଥାଏ। ଆସନ୍ତୁ ଭେଟିବା ଶିକ୍ଷାର ଆଲୋକ ବାଣ୍ଟୁଥିବା ଦିବ୍ୟାଙ୍ଗ ରାମ ସାରଙ୍କୁ।

LPG Cylinder Price
ନୂଆବର୍ଷରୁ ବଢିବ LPG ସିଲିଣ୍ଡର ମୂଲ୍ୟ! ଡିଜିଟାଲ୍ ପେମେଣ୍ଟରେ ବଡ଼ ପରିବର୍ତ୍ତନ

ଖୁସି ବଦଳରେ ଚିନ୍ତା ଆଣୁଛି ନୂଆବର୍ଷ। ୨୦୨୨ ଜାନୁଆରୀ ପହିଲାରୁ ଦେଶରେ ଅନେକ ପରିବର୍ତ୍ତନ ହେଉଥିବା ବେଳେ ଯାହାର ସିଧା ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ...

women
ପେଡିକିୟର୍ ପାଇଁ ହେଲା ସଂକ୍ରମଣ ! କାଟିବାକୁ ପଡ଼ିଲା ଗୋଡ଼, ମହିଳାଙ୍କୁ ୧୩କୋଟିର କ୍ଷତିପୂରଣ ଦେଲା ପାର୍ଲର

ପେଡିକିୟର କରାଇ ଗୋଡ଼ ହରାଇଲେ ମହିଳା । ପାର୍ଲର ଏବେ ମହିଳାଙ୍କୁ କ୍ଷତିପୂରଣ ପ୍ରଦାନ କରିଛି ।

New Year
ନୂଆବର୍ଷରୁ ବଦଳିବ ଏସବୁ ନିୟମ, ଅନଲାଇନ୍ ଫୁଡିଂରୁ ଅନ୍‌ଲାଇନ୍ କ୍ୟାବ୍ ଉପରେ ମହଙ୍ଗା ମାଡ଼

ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...

Farmers Success Story
ଓଡ଼ିଶାରେ ଫଳିଲା ‘କାଶ୍ମୀର ରେଡ୍ ଆପଲ୍ ବେରୀ’… ସାବାସ୍ ଉପେନ୍ଦ୍ର

ଓଡ଼ିଶାରେ ମଧ୍ୟ ଫଳିଲା କାଶ୍ମୀର ରେଡ୍ ଆପଲ୍ ବେରୀ। ଏହା କରି ଦେଖାଇଛନ୍ତି ଏମ୍.ଏ. ପଢୁଆ ଚାଷୀ ଉପେନ୍ଦ୍ର ବିଶ୍ୱାଳ। ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ପତ୍ନୀ। ଫେସବୁକ୍ ଓ ୟୁଟ୍ୟୁବରେ ଦେଖି ସେମାନେ କେମିତି ଚାରା ସଂଗ୍ରହ କଲେ, ଆଉ ଏହି ଫଳଟି କେମିତି ଛୋଟ ସେଓ ପରି ଦିଶୁଛି ଆସନ୍ତୁ ଦେଖିବା।

Free English Teaching
ଶହଶହ ଗରିବ ପିଲାଙ୍କ ରାଧାକାନ୍ତ ସାର୍, ସକାଳୁ ସଞ୍ଜଯାଏଁ ମାଗଣାରେ ପଢ଼ାନ୍ତି ଇଂରାଜୀ

ବାପା ବଢ଼େଇ କାମ କରି ବଡ଼ ପରିବାର ଚଳେଇଲା ବେଳକୁ ଟ୍ୟୁସନ ପଇସା ଦେବା ଟା ଭାରି କଷ୍ଟ। ସେଇଥିରେ ଇଂରାଜୀ ଦୁଇ ଅକ୍ଷର ଶିକ୍ଷିବା ପାଇଁ ରାଧାକାନ୍ତଙ୍କର ଭାରି ଇଛା ଥିଲେବି ସେତକ ସହଜ ନ ଥିଲା। ରାଧାକାନ୍ତ ନିପଟ ଗଧରୁ କେମିତି ହେଲେ ଇଂରାଜୀ ଶିକ୍ଷକ ଆଉ ଏବେ କେମିତି ଶହଶହ ଗରିବ ପିଲାଙ୍କୁ ପଢ଼ାଉଛନ୍ତି ମାଗଣାରେ ଚାଲନ୍ତୁ ଦେଖିବା ରାଉରକେଲାରୁ ପୂରା କାହାଣୀ।

5G Mobile Service
ଆସୁଛି ୫ଜି, ୧୦ ଗୁଣା ଅଧିକ ସ୍ପିଡରେ ମିଳିବ ଇଣ୍ଟରନେଟ୍ ସେବା

ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି ୫ଜି..

Special story
ପଦବୀ ଗଲା ପରେ ପଚାରେ କିଏ ?

ଦିନେ ଗୁହାରି ଧରି ଲୋକେ ଆସୁଥିଲେ, ଆଉ ସହାୟତା ପାଉଥିଲେ ହେଲେ ଆଜି ସେ ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ନାନା ସଂଘର୍ଷ କରୁଛନ୍ତି ସମ୍ବଲପୁର ଧନକଉଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରାଶୀ ।

Middle east dubai municipality issued advisory on misusing balconies around the city
ବାଲ୍‌କୋନିରେ ଲୁଗା ଶୁଖାଇଲେ ଫାଇନ୍‌ ; ଦେବାକୁ ପଡିବ ହଜାର ହଜାର ଟଙ୍କା

ଏଣିକି ବାଲ୍‌କୋନିରେ ପୋଷାକ ଶୁଖାଇବା ପଡିବ ମହଙ୍ଗା । ଦୁବାଇରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ଯାହାର ଉଲ୍ଲଂଘନ କଲେ ଦେବାକୁ ପଡିବ ଜରିମାନା । ଦୁବାଇରେ ବାଲ୍‌କୋନିରେ ପୋଷାକ ଶୁଖାଇବା ନିଷେଧ କରାଯାଇଛି । ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ନଗର ପୌରପାଳିକା ପକ୍ଷରୁ ଘୋଷଣା କରାଯାଇଛି ।

tigers foster mother
ଚାଲିଗଲେ ଖଇରୀର ମାଆ ନିହାର ନଳିନୀ : ସ୍ୱାମୀଙ୍କ ସହ ବାଘ ପାଳି ଚର୍ଚ୍ଚାକୁ ଆସିଥିଲେ

ଖଇରୀ ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ । ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ। ତାକୁ ପାଳିଥିଲେ ନିହାର ନଳିନୀ । ଆଜି ତାଙ୍କର ଦେହାନ୍ତ ହୋଇଛି ।

Honesty Is The Best Virtue
କୁଲି ଦେଖାଇଲେ ମହାନତା : ବସଷ୍ଟାଣ୍ଡରୁ ପାଇଥିବା ମୂଲ୍ୟବାନ ଲାପଟପ ଫେରାଇଲେ ରବୀନ୍ଦ୍ର

ଦୁନିଆରେ ଏବେ ବି ଭଲ ମଣିଷ ଅଛନ୍ତି । ମାନବିକତା ଅଛି, ସହୃଦୟତା ବଞ୍ଚିଛି । ଲୋଭ ଆଉ ମୋହ ଛାଡ଼ି ଜଣେ କୁଲି ବସଷ୍ଟାଣ୍ଡରୁ ମିଳିଥିବା ମୂଲ୍ୟବାନ ଲାପଟପ ଫେରାଇ ଦେଇଛନ୍ତି ।

metakani
ନୂଆ ବର୍ଷରେ ଆକର୍ଷଣ ସାଜିଛି ମେଟାକାନୀ ପୀଠ : ଜଙ୍ଗଲିଆ ପରିବେଶରେ ମା’ଙ୍କ ଦର୍ଶନ ସହ ଜମୁଛି ପିକ୍‌ନିକ୍

ଶୀତ ବଢିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହେଲାଣି ପ୍ରକୃତି ରାଣୀ । ଏହାରି ଭିତରେ ନୂଆ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି ପିକନିକ୍ ଋତୁ । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ମେଟାକାନୀ ପୀଠରେ ବଣଭୋଜିର ମଜା ନେବା ପାଇଁ ଲୋକେ ଭିଡ଼ ଜମାଇଲେଣି ।

Shocking 20 thousand bees chase a car for 2 days to rescue their queen
କାର୍‌ରେ ଫସିଥିଲା ରାଣୀ ମହୁମାଛି; ଦୁଇ ଦିନ ଯାଏ ପିଛା କଲେ ୨୦ ହଜାର ମହୁମାଛି

ବ୍ରିଟେନ୍‌ର ୱେଲ୍ସରେ ଦୁଇ ଦିନ ଧରି ପ୍ରାୟ ୨୦ ହଜାର ମହୁମାଛି ଗୋଟେ କାରର ପିଛା କରୁଥିଲେ । ଏତେ ମହୁମାଛିକୁ କାର୍‌ ପଛରେ ଗୋଡାଉଥିବା ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମ ଦିନ ମହୁମାଛି ଚାଷୀମାନେ ଏମାନଙ୍କୁ ଘଉଡାଇଥିଲେ । ହେଲେ ମହୁମାଛିମାନେ ସେଠାରୁ ଯିବାକୁ ନାରାଜ ଥିଲେ । ଫଳରେ ପୁଣିଥରେ ସେମାନେ ସେହି କାର୍‌ ପାଖକୁ ଯାଇଥିଲେ ।

bihar
ପ୍ରେମିକ ପାଖରେ ଥିଲା ସ୍ତ୍ରୀର ମନ ! ବଡ଼ ହୃଦୟ ଦେଖାଇ ଉଭୟଙ୍କ ବିବାହ କରାଇଲେ ସ୍ୱାମୀ

ସ୍ତ୍ରୀର ଖୁସି ପାଇଁ ସ୍ତ୍ରୀର ବିବାହ କରାଇଲେ ସ୍ୱାମୀ । ବିହାରର ଜମୁଇରେ ନିଃସ୍ୱାର୍ଥପର ପ୍ରେମ ଓ ବଳିଦାନର ଏକ ନିଆରା କାହାଣୀ ଦେଖିବାକୁ ମିଳିଛି ।

Special Story | Odisha Bus Conductor Seeks Govt Help For Children Education
ଏମିତି ସ୍ତ୍ରୀକୁ ଶହେ ସଲାମ୍‌; ଉଦାହରଣ ପାଲଟିଛି ସ୍ୱାମୀ ପାଇଁ ସ୍ତ୍ରୀର ବଳିଦାନ

ଅସହାୟ ସ୍ୱାମୀର ସାହସ ପାଲଟିଛି ସ୍ତ୍ରୀ । ନିଜ ସ୍ୱାମୀ ଓ ପରିବାର ପାଇଁ ମୋ ବସ୍‌ର ମହିଳା କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ଗଞ୍ଜାମର ଛବି ପ୍ରଧାନ । ଇଏ ହେଉଛନ୍ତି ସ୍ୱାମୀକୁ ଇହକାଳ ପରକାଳର ଦେବତା ଭାବୁଥିବା ଜଣେ ଭିନ୍ନ ମହିଳା । ସ୍ୱାମୀଙ୍କ ପାଇଁ ସହାୟତା ଲାଗି ପର ହାତକୁ ନ ଅନେଇ ଏରୁଣ୍ଡିବନ୍ଧ ବାହାରକୁ ଗୋଡ଼ କାଢ଼ି ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି ଛବି ।

The most Unbelievable Borders in Europe.
ଆଶ୍ଚର୍ଯ୍ୟ ! ଗୋଟିଏ ସ୍ଥାନରେ ୩ଟି ଦେଶ;କେବେ ଦେଖିଛନ୍ତି କି ଏଭଳି ସ୍ଥାନ ?

ଦୁନିଆରେ ଅନେକ ଦେଶ ରହିଛି । ଦେଶକୁ ଲାଗି ଅନ୍ୟ ଦେଶ ମଧ୍ୟରେ ସୀମା ମଧ୍ୟ ରହିଥାଏ । ହେଲେ ବିଶ୍ୱରେ ଏପରି ଏକ ସୀମା ରହିଛି ଯେଉଁଠାରେ ୨ ନୁହେଁ ବରଂ ୩ ଟି ଦେଶ ମିଳିତ ହୁଅନ୍ତି । କେବଳ ଏତିକି ନୁହେଁ ସୀମା ଅତିକ୍ରମ କରିବାକୁ କୌଣସି ଭିସା-ପାସପୋର୍ଟର ଆବଶ୍ୟକ ନାହିଁ

small girl stay with dead mother
ମାଆର ଶବ ପାଖରେ ୩ଦିନ ଏକା ଏକା କୁନି ଝିଅ

କୁନି ଝିଅଟିକୁ ପଚାରିଲେ କହୁଥିଲା ମୋ ମାଆର ଦେହ ଭଲ ନାହିଁ, ସେ ସୋଇଛି... ହେଲେ ସେ ଜାଣି ନ ଥିଲା ଯେ ତା ମାଆ ସବୁଦିନ ପାଇଁ ଶେଷନିଦ୍ରା ଯାଇଛି।