ମୃତ୍ୟୁ ନା ସେ ଜାଣିଛି ମମତାର ବନ୍ଧନକୁ, ନା ସେ ବୁଝିଛି ମାତୃତ୍ୱର ଆବେଗକୁ । କଅଁଳ ବୟସରେ ମମତାର ପଣତକାନି ଛିଡ଼ାଇ ଦେଇଛି କାଳ । ୫ବର୍ଷର ଅବୋଧ ଶିଶୁକନ୍ୟାଟି ଆଜି ହୋଇଯାଇଛି ଅନାଥ । ତଥାପି ଭାବୁଛି ତା ମାଆ ଶୋଇଛି ।
ଜଣେ ସାଧାରଣ ମଣିଷ ଚାହିଁଲେ ଅସାଧାରଣ କାମଟିଏ କରିପାରିବେ। ଏହିପରି ଜଣେ ମହିଳା ହେଲେ ସୁନ୍ଦରଗଡ଼ ଜିଲ୍ଲା ମାୟାଦେବୀ। ବୟସ୍କା ମହିଳାଙ୍କର ଦୁଇ ଦିନ ତଳେ ଦେହାନ୍ତ ହୋଇଛି। କିନ୍ତୁ ଯିବା ଆଗରୁ ସେ ଦୁଇଜଣଙ୍କୁ ଦୁନିଆର ଆଲୋକ ଦେଖିବାର ଶକ୍ତି ଦେଇଯାଇଛନ୍ତି।
ପ୍ରତି ସାଧାରଣ ମଣିଷ ଚାହିଁଲେ ଅସାଧାରଣ କାମଟିଏ କରିପାରିବ। ଏହିପରି ଜଣେ ମହିଳା ହେଲେ ସୁନ୍ଦରଗଡ଼ ଜିଲ୍ଲା ମାୟାଦେବୀ। ଏହି ବୟସ୍କା ମହିଳାଙ୍କର ଦିନକ ତଳେ ଦେହାନ୍ତ ହୋଇଛି। କିନ୍ତୁ ଯିବା ଆଗରୁ ସେ ଦୁଇଜଣଙ୍କୁ ଦୁନିଆର ଆଲୋକ ଦେଖିବାର ଶକ୍ତି ଦେଇଯାଇଛନ୍ତି।
ପାସ୍ ହେବା ପାଇଁ ପରୀକ୍ଷାର୍ଥୀ କପି କରିଥାନ୍ତି। କିଏ ଜୋତା ଭିତରେ କପି ନେଇଥାଏ ତ ଆଉ କିଏ ପ୍ୟାଣ୍ଟ ପକେଟରେ କପି ନେଇ ପରୀକ୍ଷାରେ ଲେଖିଥାନ୍ତି । ହେଲେ ପୋଲିସ ପରୀକ୍ଷାରେ ଏମିତି କପିର ମାଷ୍ଟର ପ୍ଲାନ୍ କରିଥିଲେ ଯୁବକ । ୱିଗ୍ ଭିତରେ ରଖିଥିଲେ ବ୍ଲୁଟୁଥ୍ ଓ କାନ ଭିତରେ ରଖିଥିଲେ ଇୟରଫୋନ୍ ।
ସରିବାକୁ ବସିଛି ବର୍ଷ ୨୦୨୧। ଆସିବାକୁ ବସିଲାଣି ୨୦୨୨। ନୂଆ ବର୍ଷ ଆସିବା ପୂର୍ବରୁ ସାରି ଦିଅନ୍ତୁ ଏହି ୩ଟି କାମ।
କଟକ ମୁନସିପାଲ କର୍ପୋରେସନର ପ୍ରଥମ କାଉନସିଲରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତୀ ସିଂ। ସେ ସମୟରେ ଲୋକଙ୍କୁ ସହାୟତା ଦେବାଠାରୁ ଆରମ୍ଭ କରି ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ ସୁକାନ୍ତୀ। ହେଲେ ଆଜି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ପେଟ ପୋଷିବାକୁ କାମ କରୁଛନ୍ତି ଇଟାଭାଟିରେ ।
ଜଣେ ଓକିଲଙ୍କୁ ନୂଆ ଜୀବନ ଦେଇଛନ୍ତି ଜଣେ ସାମ୍ୱାଦିକ । ଏହି ସାମ୍ୱାଦିକଙ୍କୁ ଢେର୍ ପ୍ରଶଂସା ମିଳୁଛି । ନିଜ କର୍ତ୍ତବ୍ୟକୁ ପଛ କରି ଜଣେ ସାମ୍ୱାଦିକ ମାନବିକତାର ପରିଚୟ ଦେଇ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ।
ପୁରୀକୁ ଆସିଥିବା ନ୍ୟାସନାଲ ଜର୍ଣ୍ଣାଲିଷ୍ଟ ଫେଡେରେସନର ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଥିଲେ ଭୋପାଲର ମିଥିଲେଷ ଓ ମୋହିନୀ ଜୈନ । ହେଲେ ନିଜ ସହ ଆଣିଥିବା ଏକ କାର୍ଟୁନ ପେଟିକୁ ଅଟୋରେ ଛାଡି ସଂସ୍କୃତି ଭବନ ପରିସର ସମ୍ମିଳନୀକୁ ଚାଲିଯାଇଥିଲେ
ନିଆରା ଷ୍ଟାଇଲରେ ବାହା ହେବାକୁ ସମସ୍ତେ ଚାହିଁଥାନ୍ତି। କିଏ ଘୋଡା ଚଢି କନିଆଁ ଘରକୁ ଯାଇଥାଏ ତ ଆଉ କିଏ ଶାଶୁ ଘରକୁ ହେଲିକପ୍ଟରରେ ଯାଇଥାଏ। ଏବେ ଜାଣନ୍ତୁ କେମିତି ହୋଇଥାଏ ହେଲିକପ୍ଟର ବୁକିଂ?
ଘୁରୁରୀ ଆଙ୍କୁଛି ଭଳିକି ଭଳି ଚିତ୍ର । କେବଳ ଚିତ୍ର ଆଙ୍କୁଛି ତାହା ନୁହେଁ ବରଂ ସେଗୁଡିକୁ ପ୍ରାୟ ଲକ୍ଷାଧିକ ଟଙ୍କାରେ ବିକ୍ରି ମଧ୍ୟ କରାଯାଉଛି ।
ଚାଇନା ସ୍ଥିତ ହୁନାନ ଅଞ୍ଚଳର ଜଣେ ମହିଳା ନିଜ ପୋଷା କୁକୁରକୁ ନିଜଠାରୁ ବି ଅଧିକ ଭଲପାଇଥାନ୍ତି । ଏମିତିକି ସେ ତାଙ୍କ କୁକୁରର ଜନ୍ମଦିନ ଉପଲକ୍ଷେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
କୁନି ଝିଅ କିଣିଲା ୫ କୋଟିର ଘର । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଜଣେ ଛଅ ବର୍ଷର କୁନି ଝିଅ ନିଜର ଦୁଇ ସାନ ଭାଇଭଉଣୀଙ୍କ ସହ ମିଶି ୫ କୋଟି ମୂଲ୍ୟର ପ୍ରଥମ ଘର କିଣିଛନ୍ତି ।
ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କୁକୁଡାଟି ଏକ କୁକୁର ଛୁଆକୁ ସ୍ନେହ ମମତାର ସହ ଆପଣାଉଥିବାର ଦେଖିବାକୁ ମିଳିଛି ।୧୫ ସେକେଣ୍ଟର ଏହି ଭାଇରାଲ୍ ଭିଡିଓକୁ ଦେଖିବା ମାତ୍ରେ ନିଶ୍ଚିତ ଆପଣଙ୍କ ମୁହଁରେ ହସ ଫୁଟିଯିବ ।
ଶହ ଶହ ପିଲାଙ୍କ ମାନ ଅଭିମାନ ଗୋବିନ୍ଦ ଗୁରୁଜୀ । କିଛି ଆଶା ନକରି ପାଠ ପଢ଼ାନ୍ତି । ପାରିଶ୍ରମିକ ଦରକାର ପଡ଼େନି । ମନର ଶାନ୍ତି ପାଇଁ ପିଲାଙ୍କୁ ପାଠ ପଢ଼ାନ୍ତି ।
ଖ୍ରାଷ୍ଟମାସରେ ସାନ୍ତା କ୍ଲଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ସାନ୍ତା ସ୍କୁଲ୍ । ଆମେରିକାର ମିଚିଗାନରେ ଏକ ବିଦ୍ୟାଳୟ ଅଛି, ଯେଉଁଠି ଗତ ୮୫ ବର୍ଷ ଧରି ସାନ୍ତାଙ୍କ ତାଲିମ ଦିଆଯାଏ । ଏହି ବିଦ୍ୟାଳୟରେ ଆଡମିଶନ କରିଥିବା ଲୋକଙ୍କୁ ସାନ୍ତା ଭଳି କାର୍ଯ୍ୟ କରିବାକୁ ତାଲିମ ଦିଆଯାଏ ।
ଏହି ଘଟଣାକୁ ସହଜରେ ବିଶ୍ୱାସ କରିହେବ ନାହିଁ । କିନ୍ତୁ ଘଟଣାଟି ସତ । ଜଣେ ୩୭ ବର୍ଷୀୟ ପୁରୁଷ ଜନ୍ମ ଦେଇଛନ୍ତି ପୁତ୍ର ସନ୍ତାନକୁ । ଆପଣ ଭାବୁଥିବେ ଏହା କିପରି ସମ୍ଭବ ହୋଇପାରିବ । ହେଲେ ଆମେରିକାରେ ରହୁଥିବା ଜଣେ କିନ୍ନରଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇଛି । ବ୍ୟକ୍ତି ଜଣକ ତାଙ୍କ ପୁଅକୁ ଜନ୍ମ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
ପାସ୍ ହେବା ପାଇଁ ପରୀକ୍ଷାର୍ଥୀ କପି କରିଥାନ୍ତି। କିଏ ଯୋତା ଭିତରେ କପି ନେଇଥାଏ ତ ଆଉ କିଏ ପ୍ୟାଣ୍ଟ ଭିତରେ କପି ନେଇ ପରୀକ୍ଷାରେ ଲେଖିଥାନ୍ତି। ହେଲେ ପୋଲିସ ପରୀକ୍ଷାରେ ଏମିତି କପିର ମାଷ୍ଟର ପ୍ଲାନ୍ କରିଥିଲେ ଯୁବକ। ୱିଗ୍ ଭିତରେ ରଖିଥିଲେ ବ୍ଲୁଟୁଥ୍ ଓ କାନ ଭିତରେ ରଖିଥିଲେ ଇୟରଫୋନ୍...
ସଉଦା ହେଉ କି ସପିଂ, ସବୁଠି ହେଉଛି ଅନଲାଇନ କାରବାର। ଯଦି ଆପଣ ଏପରି ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏପରି ଛୋଟିଆ ଭୁଲ୍ ଆପଣଙ୍କୁ କରି ଦେବ ବରବାଦ୍...
କିଏ ଜାଣିଥିଲା ଯେଉଁ ଖେଳ ପଡ଼ିଆକୁ ସେ ଏତେ ଭଲ ପାଉଥିଲା, ସେଇଠି ତାକୁ ଛକିଥିଲା ମୃତ୍ୟୁ? ତାହା ଥିଲା ଶେଷ ଓଭରର ଶେଷ ବଲ୍। ବ୍ୟାଟ୍ସମ୍ୟାନକୁ ବିଟ୍ କରି ମ୍ୟାଚ୍ ଜିତିଲା। କିନ୍ତୁ ଖୁସିର ପରିମାଣ ଏତେ ଥିଲା ଯେ, ହଠାତ୍ ସେଇ ଖେଳ ପଡ଼ିଆରେ ଚାଲିଗଲା କାହ୍ନୁର ଜୀବନ। ଏବେ ସାରା ଗାଁ ଝୁରୁଛି କାହ୍ନୁକୁ।
ଶେଷ ଓଭରର ଶେଷ ବଲ୍। ବ୍ୟାଟ୍ସମ୍ୟାନକୁ ବିଟ୍ କରି ମ୍ୟାଚ୍ ଜିତିଲା। କିନ୍ତୁ ଖୁସିର ପରିମାଣ ଏତେ ଥିଲା ଯେ, ହଠାତ୍ ସେଇ ଖେଳ ପଡ଼ିଆରେ ଚାଲିଗଲା କାହ୍ନୁର ଜୀବନ। ଏବେ ସାରା ଗାଁ ଝୁରୁଛି କାହ୍ନୁକୁ।
ମା’ ପାଇଁ କାଙ୍ଗାଳ ହୋଇଗଲା ପୁଅ । କୋଟି କୋଟି ଟଙ୍କା ହାତକୁ ଆସୁ ଆସୁ ଚାଲିଗଲା ।
ଖୁବ୍ କମ୍ ବୟସର ଲୋକଙ୍କ ହୃଦ୍ଘାତରେ ମୃତ୍ୟୁ ଘଟୁଛି । ବର୍ତ୍ତମାନ ହୃଦ୍ଘାତ ଏକ ଏମିତି ରୋଗ ପାଲଟିଲାଣି ଯେ, କେତେବେଳେ କାହାର ଜୀବନ ନେଇଯିବ କିଛି ପୂର୍ବାନୁମାନ କରିହେବନାହିଁ । ତେବେ ଆପଣ ଜାଣନ୍ତି କିଁ ଏତେ କମ୍ ବୟସର ଲୋକମାନେ କାହିଁକି ହୃଦ୍ଘାତର ଶିକାର ହେଉଛନ୍ତି ?
ମା’କୁ ଫେରି ପାଇଲା ପୁଅ । ମା ପୁଅର ସମ୍ପର୍କ ହି କିଛି ଅଲଗା । ପୁଅ ଯେଉଁଠି ବି ଥିଲେ ମା ତାକୁ ଖୋଜି ବାହାରି କରିଦିଏ । କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । ଓଟିଭିର ଏକ ସତନ୍ତ୍ର କାର୍ଯ୍ୟକ୍ରମ ପ୍ରେରଣା ଦେଖି ହଜିଲା ମାଆକୁ ଫେରି ପାଇଛି ପୁଅ । ଦୀର୍ଘ ୧୫ମାସ ହେବ ହଜି ଯାଇଥିବା ୬୫ବର୍ଷର ବୃଦ୍ଧ ମାଆକୁ ଫେରି ପାଇଛନ୍ତି ପୁଅ ବୋହୁ ।
ଶିମିଳିପାଳ ବୁଲି ଆସୁଥିବା ପର୍ଯ୍ୟଟକ ପାଇଁ ଆସିଲା ଖୁସି ଖବର। ଅଭୟାରଣ୍ୟରେ ବୁଲିବା ପାଇଁ ବନ ଭିଭାଗ ନେଲା ନୂତନ ପଦକ୍ଷେପ। ଏଣିକି ନୂଆ ଟୁରିଷ୍ଟ ବସରେ ବସି ଶିମିଳିପାଳ ଅଭୟାରଣ୍ୟ ବୁଲିବା ସହିତ ପ୍ରକୃତିକୁ ପାଖରୁ ଉପଭୋଗ କରି ପାରିବେ ପର୍ଯ୍ୟଟକ...
କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ। ୧୫ ମାସ ତଳେ ହଠାତ୍ ଘରୁ କୁଆଡ଼େ ଚାଲି ଯାଇଥିବା ମାଆଟି କାଲି ନାଟକୀୟ ଢଙ୍ଗରେ ମିଳିଛନ୍ତି ତାଙ୍କ ପୁଅବୋହୂଙ୍କୁ। ତାହା ପୁଣି ଓଟିଭିର ଏକ କାର୍ଯ୍ୟକ୍ରମ ପାଇଁ। ଟିଭି ପରଦାରେ ହଜିଲା ମାଆକୁ ଦେଖି କାନ୍ଦି ପକାଇଥିଲେ ପୁଅ। ଆଉ ମିଳନର ସେ ମୁହୂର୍ତ୍ତ ଆଖିକୁ ଲୁହ ଆଣି ଦେବ।