Pradeep Panigrahi
ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ‘5T ସଚିବ ‘ମଡର୍ଣ୍ଣ ଡେମୋକ୍ରାଟିକ ସ୍ଲେଭେରୀ’ ନୀତି ଅପଣାଇଛନ୍ତି। ଓଡ଼ିଶା ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ବିଜୁ ବାବୁଙ୍କ ପୁଅଙ୍କ ନେତୃତ୍ବତ୍ୱରେ ରାଜନୈତିକ କ୍ରୀତଦାସତ୍ୱ ବଢ଼ିବାକୁ ଯାଉଛି। ରାଜନେତାମାନେ କ୍ରୀତଦାସ ହେବା ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି ଅଭିଶାପ।’
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)