
5T ସଚିବଙ୍କୁ ପ୍ରଦୀପ ନୂଆ କଳାପାହାଡ଼ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, ‘କଳାପାହାଡ଼ମାନେ ଗଣତନ୍ତ୍ରକୁ କବଳିତ କରିବାର ଚେଷ୍ଟାକୁ ମୁଁ ନିନ୍ଦା କରୁଛି। ତାଙ୍କ କାର୍ଯ୍ୟକଳାପ ଯୋଗୁ ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଗଲାଣି ।
Published By: Satyendu Shekher Mishra
Last updated: 26 August 2023, 02:48 PM IST
ସିନ୍ଧୁ ନଦୀ ଉପରେ ଭାରତ ଯଦି ଡ୍ୟାମ୍ ବନାଏ, ତାହା ପାକିସ୍ତାନର ଜଳ ସୁରକ୍ଷା ପାଇଁ ବିପଦ ଅଟେ ବୋଲି ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ କହିଥିଲେ।