• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Navy

Missile Attack
ମଝି ସମୁଦ୍ରରେ ଜାହାଜକୁ ମିଶାଇଲ ମାଡ଼; ଫସିଛନ୍ତି ୨୨ ଭାରତୀୟ

ସୂଚନାନୁଯାୟୀ ଇସ୍ରାଏଲ-ହମାସ୍ ବିବାଦ ମଧ୍ୟରେ ଲୋହିତ ସାଗରରେ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣକୁ ଜୋରଦାର କରୁଥିବା ହାଉତି ବିଦ୍ରୋହୀଙ୍କ ଉପରେ ଚିନ୍ତା ବଢ଼ିବାରେ ଲାଗିଛି । ଗତକାଲି ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା ।

Narendra Modi
ମୋଦିଙ୍କ ଘୋଷଣା, ବଦଳିବ ଭାରତୀୟ ନୌସେନାର ସମସ୍ତ ରାଙ୍କର ନାଁ

ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପ୍ରସଙ୍ଗ ଉଠାଇ, ନାଭାଲ୍ ସିପରେ ଦେଶର ପ୍ରଥମ ମହିଳା କମାଣ୍ଡରଙ୍କୁ ନିଯୁକ୍ତି ପାଇଁ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

Indian Navy Day 2023 Why it celebrate on 4 december
Indian Navy Day 2023: ଭାରତର ଏକ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ନୌସେନା

ଭାରତୀୟ ନୌସେନା ହେଉଛି ଭାରତର ଏକ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ଯାହାକି ସାମୁଦ୍ରିକ ସୁରକ୍ଷା, ହାଇଡ୍ରୋପୋନିକ୍ସ ଏବଂ ଜାତୀୟ ନିରାପତ୍ତା ପାଇଁ କାମ କରିଥାଏ। ଏହାର ମୁଖ୍ୟ ପରିସର ହେଉଛି ଭାରତୀୟ ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା ଏବଂ ଏହାର ଆବଶ୍ୟକତା ପୂରଣ କରିବା।

Indian Navy
ରହିବନି ଇଂରେଜ ଅମଳର ପ୍ରଥା, ସାଧା ପୋଷାକ ବି ପିନ୍ଧିପାରିବେ ନୌସେନା ଅଧିକାରୀ

 ଏହା ପୂର୍ବରୁ ଭାରତୀୟ ନୌସେନାର କର୍ମଚାରୀମାନେ ଖାଇବା ସମୟରେ ହେଉ କିମ୍ବା ୱାର୍ଡରୁମ୍‌ରେ, ସବୁବେଳେ ଅଣ୍ଟାରେ ସେହି ଇଂରେଜ ଅମଳରୁ ‘କମରପଟି’ ପିନ୍ଧି ଆସୁଥିଲେ । ଏହି ପ୍ରଥାକୁ ଏବେ ଉଚ୍ଛେଦ କରାଯାଇଛି ।

Mig 29 k
ଆଇଏନଏସ୍ ବିକ୍ରାନ୍ତ ଉପରେ ମିଗ୍- 29 Kର ସଫଳ ଅବତରଣ

ସଫଳତା ପୂର୍ବକ ଏହି ଯୁଦ୍ଧ ବିମାନ ଅବତରଣ କରି ଇତିହାସ ରଚିଛି । ଏହି ଉପଲବ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ପ୍ରଗତି ହୋଇଛି ।

Recruitment In Indian Navy
ଭାରତୀୟ ନୌସେନା ପାଇଁ ବାହାରିଲା ଚାକିରି, ବେସିକ୍‌ ପେ’ ୫୬,୬୦୦ରୁ ଆରମ୍ଭ

ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିଭଳି ଆବେଦନ କରିବାର ଶେଷ ତାରିଖ ମେ’ ୧୪ ସ୍ଥିର କରାଯାଇଛି ।

Agniveer
ଭାରତୀୟ ନାରୀର ଆଉ ଏକ ରୂପ; ଅଗ୍ନିବୀରରେ ମହିଳା

ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।

Agniveer
ଭାରତୀୟ ନାରୀର ଆଉ ଏକ ରୂପ; ଅଗ୍ନିବୀରରେ ମହିଳା

ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।

ALH Dhruv Helicopters
ବନ୍ଦ ହେଲା ALH 'ଧ୍ରୁବ୍' ହେଲିକପ୍ଟର୍‌ର ଉଡ଼ାଣ

ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁବ୍ ହେଉଛି ଏକ ବହୁବିଧ କାର୍ଯ୍ୟ ସଂପନ୍ନ କରୁଥିବା ହେଲିକପ୍ଟର । ଯାହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ନିର୍ମିତ । ଏହା ସାମରିକ କର୍ମଚାରୀଙ୍କୁ ନେବା ଆଣିବା ଏବଂ ସାମଗ୍ରୀ ପରିବହନ ସହିତ ଅନେକ ଭୂମିକାରେ ବ୍ୟବହୃତ ହୋଇଥାଏ।

Golden chance to become an officer in indian-army-air-force-navy
ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆବେଦନ

ୟୁପିଏସ୍‌ସି ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୪୧ଟି ପଦବୀ ପୂରଣ ହେବ।

Indian Navy
ଭାରତୀୟ ନୌସେନାର ଶକ୍ତି ଦେଖିଲା ସାରା ଦେଶ

ନୌସେନାର ଯବାନ ଗଭୀର ସମୁଦ୍ରରେ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ କରିଥିଲେ।

Fascinating Pics Of First Batch Of NDA Women Cadets
ମନରେ ଯୋଶ୍, ଆଖିରେ ଚମକ୍...ଜିରୋ ହେୟାରକଟ୍‌ ସାଙ୍ଗକୁ ଜବରଦସ୍ତ ଦିଶୁଛି ୟୁନିଫର୍ମ

ମନରେ ଯୋଶ୍, ଆଖିରେ ଚମକ୍... ଜିରୋ ହେୟାର୍‌କଟ୍‌ ସାଙ୍ଗକୁ ଜବରଦସ୍ତ ଦିଶୁଛି ୟୁନିଫର୍ମ। ଏମାନେ ଜଣେ ଜଣେ ଭବିଷ୍ୟତର ବୀରାଙ୍ଗନା ଓ ଏମାନଙ୍କ କାନ୍ଧରେ ରହିବ ଦେଶ ସୁରକ୍ଷାର ଭାର। 

Drone
ଏଣିକ ଡ୍ରୋନ୍‌ରେ ଉଡ଼ିବ ମଣିଷ, ଖୁବଶୀଘ୍ର ନୌସେନାରେ ହୋଇପାରେ ସାମିଲ

ପ୍ରଥମ ପର୍ଯ୍ୟାୟରେ ଏଭଳି ଡ୍ରୋନ୍‌କୁ ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକରେ ମୁତୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହାର ନିର୍ମାତା।

Indian Navy
ଭାରତୀୟ ନୌସେନାରୁ ହଟିଲା ଗୁଲାମୀର ଚିହ୍ନ, ସାମ୍ନାକୁ ଆସିଲା ନୂଆ ପତାକା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ନୂଆ ନିଶାନର ଅନାବରଣ କରିଛନ୍ତି ।

INS Vikrant a reflection of India's rising spirits says PM Modi
‘ଭାରତୀୟ ନୌସେନାକୁ ନୂଆ ଧ୍ୱଜ ଓ ନୂଆ ଶକ୍ତି ଦେବ- INS ବିକ୍ରାନ୍ତ’

INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ।

India's First Home-Built Aircraft Carrier INS Vikrant Commissioned
ସାବାଡ୍‌ ହେବେ ଶତ୍ରୁପକ୍ଷ, ଆସିଗଲା ସମୁଦ୍ରର ମହାବଳୀ INS ବିକ୍ରାନ୍ତ

ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିକ୍ରାନ୍ତ ସାମିଲ ଫଳରେ ଭାରତୀୟ ନୌସେନାର ଶକ୍ତି ଦୃଢ଼ ହେବାସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହୋଇଛି। 

Indian Navy
ବଦଳିବ ଭାରତୀୟ ନୌସେନାର ଲୋଗୋ

୧୯୫୦ ପରଠାରୁ ଚତୁର୍ଥ ଥର ପାଇଁ ନୌସେନା ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛି ।

russian flagship Moskva
ମସ୍କଭାକୁ କାହିଁକି ଦିଆଯାଇ ପାରିଲାନି ସୁରକ୍ଷା ? ଅନୁଧ୍ୟାନ କରିବ ଭାରତୀୟ ନୌସେନା

କ୍ଷେପଣାସ୍ତ୍ର ମାଡ଼ କରି ଏଭଳି ଅତ୍ୟାଧୁନିକ ଓ୍ୱାରସିପକୁ ଏତେ ସହଜରେ ଧ୍ୱଂସ କରିଦିଆଯାଇ ପାରୁଛି, ତେବେ ଯୁଦ୍ଧ ବେଳେ ଏଗୁଡ଼ିକ କେତେ ନିର୍ଭରଯୋଗ୍ୟ ହେବ? ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

President Ramnath Kovind
ଶତ୍ରୁ ମୁକାବିଲା ଲାଗି କେତେ ପ୍ରସ୍ତୁତ ନୌସେନା? ଅନୁଧ୍ୟାନ କଲେ ରାଷ୍ଟ୍ରପତି

ନୌସେନା ଏୟାର୍ ଆର୍ମ ପକ୍ଷରୁ ବି ଚିତାକର୍ଷକ ଫ୍ଲାଏ ପାଷ୍ଟ୍ ଆୟୋଜନ କରାଯାଇଥିଲା।

Sub Marine
ପାଣିକୁ ଓହ୍ଲାଇଲା INS ଭେଲା, ଶତ୍ରୁଙ୍କ କରିବ ସଂହାର; ଜଣନ୍ତୁ ଏହା କେତେ ଶକ୍ତିଶାଳୀ

ଏଥିରେ ଟପ ସାଇଲେନ୍ସିଂ ଟେକନିକ୍, ନିମ୍ନ ବିକିରଣ ଶବ୍ଦସ୍ତର, ହାଇଡ୍ରୋ-ଡାଇନାମିକ୍ ଆକୃତି, ଗାଇଡେଡ୍ ଅସ୍ତ୍ର ବ୍ୟବହାର କରି ଶତ୍ରୁ ଉପରେ ଆକ୍ରମଣ କଲାଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।

Indian Navy To Commission INS Visakhapatnam In Mumbai Today
ଶକ୍ତିଶାଳି ହେବ ନୌସେନା

ଶକ୍ତିଶାଳୀ ହେବ ନୌସେନା । ଜାଣନ୍ତୁ କିପରି ...

Indian Navy Recruitment
ଭାରତୀୟ ନୌସେନାରେ ନିଯୁକ୍ତି, ଖାଲି ପଡ଼ିଛି ୩୦୦ ସେଲର ପଦବୀ

ଭାରତୀୟ ନୌସେନା(Indian Navy) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ନୌସେନାରେ ଖାଲି ପଡ଼ିଛି ପଦବୀ । ଭାରତୀୟ ନୌସେନା ୩୦୦ ସେଲର ପଦବୀ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ମାନେ ୨୯ ଅକ୍ଟୋବର ୨୦୨୧ରୁ ଅନଲାଇନରେ ଆବେଦନ କରି ପାରିବେ ।

INS Vikrant
INS ବିକ୍ରାନ୍ତକୁ ବିସ୍ଫୋରଣରେ ଉଡ଼ାଇଦେବାର ଧମକ

ଗତ ୨୦ ଦିନ ଭିତରେ କୋଚିନି ସିପ୍ୟାର୍ଡ ଲିମିଟେଡକୁ ଏହା ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍ ବୋଲି ସୂଚନା ମିଳିଛି। ଏହି ଅଜଣା ଇମେଲ ପରେ ସିପ୍ୟାର୍ଡରେ ପୋଲିସ ଓ ସିଆଇଏସଏଫ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

 IAC-1 Vikrant
ସ୍ୱଦେଶୀ ବିମାନ ପରିବହନକାରୀ IAC-1 ବିକ୍ରାନ୍ତ ସମୁଦ୍ର ପରୀକ୍ଷଣ ଆରମ୍ଭ

ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର IACର ବହୁ ପ୍ରତୀକ୍ଷିତ ସି-ଟ୍ରାଏଲ ବା ସମୁଦ୍ର ପରୀକ୍ଷଣ ହୋଇଛି INS ବିକ୍ରାନ୍ତର ଏହା ପୁନର୍ଜୀବିତ ରୂପ । ଆସନ୍ତା ବର୍ଷ ଅଗଷ୍ଟରେ ଏହାର ଜଳାବତରଣ କରାଯିବ । ଏହା ପରେ INS ବିକ୍ରାନ୍ତ ନାମରେ ଏହା କାର୍ଯ୍ୟକ୍ଷମ ହେବ ।