• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Navy

INS Vikrant a reflection of India's rising spirits says PM Modi
‘ଭାରତୀୟ ନୌସେନାକୁ ନୂଆ ଧ୍ୱଜ ଓ ନୂଆ ଶକ୍ତି ଦେବ- INS ବିକ୍ରାନ୍ତ’

INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ।

India's First Home-Built Aircraft Carrier INS Vikrant Commissioned
ସାବାଡ୍‌ ହେବେ ଶତ୍ରୁପକ୍ଷ, ଆସିଗଲା ସମୁଦ୍ରର ମହାବଳୀ INS ବିକ୍ରାନ୍ତ

ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିକ୍ରାନ୍ତ ସାମିଲ ଫଳରେ ଭାରତୀୟ ନୌସେନାର ଶକ୍ତି ଦୃଢ଼ ହେବାସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହୋଇଛି। 

Indian Navy
ବଦଳିବ ଭାରତୀୟ ନୌସେନାର ଲୋଗୋ

୧୯୫୦ ପରଠାରୁ ଚତୁର୍ଥ ଥର ପାଇଁ ନୌସେନା ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛି ।

russian flagship Moskva
ମସ୍କଭାକୁ କାହିଁକି ଦିଆଯାଇ ପାରିଲାନି ସୁରକ୍ଷା ? ଅନୁଧ୍ୟାନ କରିବ ଭାରତୀୟ ନୌସେନା

କ୍ଷେପଣାସ୍ତ୍ର ମାଡ଼ କରି ଏଭଳି ଅତ୍ୟାଧୁନିକ ଓ୍ୱାରସିପକୁ ଏତେ ସହଜରେ ଧ୍ୱଂସ କରିଦିଆଯାଇ ପାରୁଛି, ତେବେ ଯୁଦ୍ଧ ବେଳେ ଏଗୁଡ଼ିକ କେତେ ନିର୍ଭରଯୋଗ୍ୟ ହେବ? ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

President Ramnath Kovind
ଶତ୍ରୁ ମୁକାବିଲା ଲାଗି କେତେ ପ୍ରସ୍ତୁତ ନୌସେନା? ଅନୁଧ୍ୟାନ କଲେ ରାଷ୍ଟ୍ରପତି

ନୌସେନା ଏୟାର୍ ଆର୍ମ ପକ୍ଷରୁ ବି ଚିତାକର୍ଷକ ଫ୍ଲାଏ ପାଷ୍ଟ୍ ଆୟୋଜନ କରାଯାଇଥିଲା।

Sub Marine
ପାଣିକୁ ଓହ୍ଲାଇଲା INS ଭେଲା, ଶତ୍ରୁଙ୍କ କରିବ ସଂହାର; ଜଣନ୍ତୁ ଏହା କେତେ ଶକ୍ତିଶାଳୀ

ଏଥିରେ ଟପ ସାଇଲେନ୍ସିଂ ଟେକନିକ୍, ନିମ୍ନ ବିକିରଣ ଶବ୍ଦସ୍ତର, ହାଇଡ୍ରୋ-ଡାଇନାମିକ୍ ଆକୃତି, ଗାଇଡେଡ୍ ଅସ୍ତ୍ର ବ୍ୟବହାର କରି ଶତ୍ରୁ ଉପରେ ଆକ୍ରମଣ କଲାଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।

Indian Navy To Commission INS Visakhapatnam In Mumbai Today
ଶକ୍ତିଶାଳି ହେବ ନୌସେନା

ଶକ୍ତିଶାଳୀ ହେବ ନୌସେନା । ଜାଣନ୍ତୁ କିପରି ...

Indian Navy Recruitment
ଭାରତୀୟ ନୌସେନାରେ ନିଯୁକ୍ତି, ଖାଲି ପଡ଼ିଛି ୩୦୦ ସେଲର ପଦବୀ

ଭାରତୀୟ ନୌସେନା(Indian Navy) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ନୌସେନାରେ ଖାଲି ପଡ଼ିଛି ପଦବୀ । ଭାରତୀୟ ନୌସେନା ୩୦୦ ସେଲର ପଦବୀ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ମାନେ ୨୯ ଅକ୍ଟୋବର ୨୦୨୧ରୁ ଅନଲାଇନରେ ଆବେଦନ କରି ପାରିବେ ।

INS Vikrant
INS ବିକ୍ରାନ୍ତକୁ ବିସ୍ଫୋରଣରେ ଉଡ଼ାଇଦେବାର ଧମକ

ଗତ ୨୦ ଦିନ ଭିତରେ କୋଚିନି ସିପ୍ୟାର୍ଡ ଲିମିଟେଡକୁ ଏହା ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍ ବୋଲି ସୂଚନା ମିଳିଛି। ଏହି ଅଜଣା ଇମେଲ ପରେ ସିପ୍ୟାର୍ଡରେ ପୋଲିସ ଓ ସିଆଇଏସଏଫ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

 IAC-1 Vikrant
ସ୍ୱଦେଶୀ ବିମାନ ପରିବହନକାରୀ IAC-1 ବିକ୍ରାନ୍ତ ସମୁଦ୍ର ପରୀକ୍ଷଣ ଆରମ୍ଭ

ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର IACର ବହୁ ପ୍ରତୀକ୍ଷିତ ସି-ଟ୍ରାଏଲ ବା ସମୁଦ୍ର ପରୀକ୍ଷଣ ହୋଇଛି INS ବିକ୍ରାନ୍ତର ଏହା ପୁନର୍ଜୀବିତ ରୂପ । ଆସନ୍ତା ବର୍ଷ ଅଗଷ୍ଟରେ ଏହାର ଜଳାବତରଣ କରାଯିବ । ଏହା ପରେ INS ବିକ୍ରାନ୍ତ ନାମରେ ଏହା କାର୍ଯ୍ୟକ୍ଷମ ହେବ ।