'ଦ କେରଳ ଷ୍ଟୋରୀ' ପରେ ଆଉ ୪ଟି ସ୍ୱଳ୍ପ ବଜେଟ୍ର ଚଳଚ୍ଚିତ୍ର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହା ପ୍ରକୃତ ଘଟଣା ଉପରେ ଆଧାରିତ ଏବଂ ଆଶା କରାଯାଏ ଯେ ଏହି ସବୁ ଚଳଚ୍ଚିତ୍ର ସେମାନଙ୍କର ରିଲିଜ୍ ସହିତ ବକ୍ସ ଅଫିସରେ ଛାଇଯିବେ।
ବର୍ଷେ ପର୍ଯ୍ୟନ୍ତ ଏକୁଟିଆ ଚାଲି ଚାଲି ମଲ୍ଲପୁରମ୍ରୁ ମକ୍କା-ମଦିନା ଯାତ୍ରା
'କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳରେ ବିସ୍ତୀର୍ଣ୍ଣ ବର୍ଷା ହୋଇଛି । ଦକ୍ଷିଣ ତାମିଲନାଡ଼ୁ, କେନ୍ଦ୍ରୀୟ ଆରବ ସାଗର ଓ ବଙ୍ଗୋପସାଗରର କେତେକ ଅଞ୍ଚଳରେ ମୌସୁମୀ ବାୟୁ ଛୁଇଁଛି । ଓଡ଼ିଶାକୁ ବିଳମ୍ୱରେ ପ୍ରବେଶ କରିବ ମୌସୁମୀ ବାୟୁ ।' - ଆଇଏମଡି ଡିଜି, ମୃତ୍ୟୁଞ୍ଜୟ ମହାପାତ୍ର
ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍ଡିର ସୂଚନା, ତେବେ ଓଡ଼ିଶାକୁ ବିଳମ୍ବରେ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଉଛି ।
'ଦ କେରଳ ଷ୍ଟୋରୀ' ଉପରେ ମତ ଦେଇ ମନୋଜ ତିୱାରୀଙ୍କ ଟାର୍ଗେଟ୍କୁ ଆସିଛନ୍ତି ନାସିରୁଦ୍ଦିନ ଶାହା। ଅଭିନେତା ଏହି ଫିଲ୍ମକୁ ବିପଜ୍ଜନକ କହିବାରୁ ମନୋଜ ତାଙ୍କୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି କିଛି ଅସୁବିଧା ଥିଲେ ସେ କୋର୍ଟକୁ ଯାଇପାରିବେ।
ନାବାଳିକା ଜଣକ ଉଭୟ ସାମାଜିକ ଓ ମାନସିକ ଉପରେ ଯଥେଷ୍ଟ ସମସ୍ୟା ଭୋଗିବାର କାରଣ ହୋଇପାରେ ବୋଲି କୋର୍ଟ କହିଛନ୍ତି।
'ଦ କେରଳ ଷ୍ଟୋରୀ'କୁ ଦେଖିଲେ ଅଦା ଶର୍ମାଙ୍କ ଜେଜେମା’। ଏଥିରେ ଥିବା ରେପ୍ ସିନ୍କୁ ଦେଖି ଯାହା କହିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ରିପୋର୍ଟରେ ପଢନ୍ତୁ ସେ କ’ଣ କହିଛନ୍ତି।
ବହୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଉପରେ ଲାଗିବନି ରୋକ୍। ପଶ୍ଚିମବଙ୍ଗ ସରକାର ଲଗାଇଥିବା ବ୍ୟାନ୍ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ।
ଆରମ୍ଭରୁ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଚର୍ଚ୍ଚାରେ ରହିଆସିଛି। ଚଳିତ ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ୍ ହୋଇପାରିଛି। ଏହାକୁ କିନ୍ତୁ ଅନେକ ବିରୋଧ କରୁଛନ୍ତି। ସେମାନଙ୍କୁ ବର୍ତ୍ତମାନ ଅଦା ଶର୍ମା କଡା ଜବାବ ଦେଇଛନ୍ତି।
ଜୁନ୍ ୧ ବଦଳରେ ସାମାନ୍ୟ ବିଳମ୍ବରେ ୪ରେ ଛୁଇଁବା ସମ୍ଭାବନା
'ଦ କେରଳ ଷ୍ଟୋରୀ'କୁ ନେଇ ଚାଲିଥିବା ବିବାଦ ଯୋଗୁଁ ଅଦା ଶର୍ମାଙ୍କୁ ହତ୍ୟା ଧମକ ମିଳୁଛି। ଏହି ଫିଲ୍ମ ରାଜନୈତିକ ଦଳ ତଥା ଗୋଷ୍ଠୀର ଏକ ବିଭାଗର ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛି। ଏହାରି ଭିତରେ ତାଙ୍କ ଦୁର୍ଘଟଣା ଖବର ପ୍ରଶଂସକଙ୍କୁ ଦୁଃଖ ଦେଇଛି।
ଡଙ୍ଗା ମାଲିକ ନାଜିରଙ୍କ ନାଁରେ ହତ୍ୟା ଅପରାଧ ଭଳି ମାମଲା ଦାୟର କରାଯାଇଛି । ହେଲେ ଦୁର୍ଘଟଣା ପରଠୁ ଡଙ୍ଗା ମାଲିକ ଫେରାର ହୋଇଯାଇଛି
ସମସ୍ତ ବିବାଦ ପରେ 'ଦି କେରଳ ଷ୍ଟୋରୀ' ଶେଷରେ ମୁକ୍ତିଲାଭ କରିଛି। ଫିଲ୍ମଟି ଏକ ରାଜନୈତିକ କଳହରେ ପଡ଼ିଛି। କଥା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାକୁ ନେଇ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟିମ୍କୁ ଚେତାବନୀ ଦେଇଛନ୍ତି।
ରିଲିଜ ହେବା ଆଗରୁ ଭୀଷଣ ବିବାଦରେ ଛନ୍ଦି ହୋଇଯାଇଛି 'ଦି କେରଳ ଷ୍ଟୋରି' । କେରଳର ଶାସକ ଦଳ LDF ଓ ବିରୋଧୀ ଦଳ UDF ଏହି ଫିଲ୍ମକୁ ବ୍ୟାନ୍ କରାଯାଉ ଏବଂ ରିଲିଜ ହେବାକୁ ଦିଆନଯାଉ ବୋଲି ଦାବି କରିଛନ୍ତି।
ଆକାରରେ ବି ବିଶାଳ, ଭାବଭଙ୍ଗୀରେ ବି ଅବିକଳ ଦନ୍ତା । ରୋବୋଟିକ ହାତୀ କାନ ହଲାଉଛି, ଶୁଣ୍ଢ ବି ଟେକୁଛି ।
ବିମାନଟି କେରଳର କାଲିକଟରୁ ଉଡ଼ାଣ ଭରିଥିଲା। ଦୁବାଇ ବିମାନ ବନ୍ଦରରେ ପହଁଚୁ ପହଁଚୁ ବିମାନରୁ ଏକ ସାପ ବାହାରିଥିଲା।
କେରଳ ସରକାରଙ୍କ ସମସ୍ତ କାର୍ଯ୍ୟରେ ରାଜ୍ୟପାଳ ଖାନ ହସ୍ତକ୍ଷେପ କରୁଥିବାରୁ ତାଙ୍କ ବିରୋଧରେ ବଡ଼ ପଦକ୍ଷେକ୍ଷ ନେଇଛନ୍ତି ରାଜ୍ୟ ସରକାର।
ଇତିହାସ କରିଛନ୍ତି ଆଦିବାସୀ ଝିଅ ଗୋପିକା ଗୋବିନ୍ଦ। କେରଳର ଏକ ଗରିବ ପରିବାରରେ ଜନ୍ମ ହୋଇ ବି ସେ ହୋଇପାରିଛନ୍ତି ଏୟାର ହୋଷ୍ଟେସ୍। ଏନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ସଡ଼କ ଦୁର୍ଘଟଣାରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ଏଥିପାଇଁ ଦାୟୀ କିଏ ରହିବ ?
ଉଭୟ ଏକାଠି ପ୍ରସ୍ତୁତ ହୋଇ ଗୋଟିଏ ବ୍ୟାଚରେ ଦେଇଥିଲେ ପରୀକ୍ଷା
ଦକ୍ଷିଣ ଭାରତର କେରଳରେ ବର୍ଷା ବିତ୍ପାତ...ସପ୍ତାହେ ହେଲା ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି...
କେରଳର ମୁଣ୍ଡକାୟମ, ଏରାତୁପେଟା ଓ କୁଟିକାଲ୍ ସହର ଜଳାର୍ଣ୍ଣବ...ଏରାତୁପେଟା ସହରରେ ଲୋକଙ୍କ ଘରେ ପଶିଗଲା ପାଣି ....
ଲକଡାଉନରେ ଘରେ ଅନେକ ସମୟ ବିତୁଥିଲା, ମହମାରୀ ସମୟରେ ହିଁ ତାଙ୍କୁ ପ୍ରେରଣା ମିଳିଲା । ଆଜି ସେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଏକ ବିମାନ ନିର୍ମାଣ କରିପାରିଛନ୍ତି ।
ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ...
କେନ୍ଦ୍ରୀୟ ଟିମ୍ ପଠାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସଂକ୍ରମଣ ରୋକିବାକୁ ଗାଇଡଲାଇନ ଜାରି